November 23, 2024

Odia Express

Here, There and Everywhere

କେଉଁ ଗୋଟେ ଆପଣଙ୍କ ପସନ୍ଦ ର ମୁଦି ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଜୀବନ ର ସତ କଥା..

ଆଜି ଆମେ ଆପଣଙ୍କ ପାଖରେ ତିନୋଟି ମୁଦି ଦେବାକୁ ଯାଉଛୁ ଯାହା ଭିତରୁ ଆପଣ ଯଦି ଗୋଟେ ବାଛନ୍ତି ତ ତାହା ଆପଣଙ୍କ ବାବଦରେ ଭଲ କଥା କହିବାକୁ ଯାଉଛି। ସମସ୍ତ ମଣିଷ ତା ଭବିଷ୍ୟତ ବାବଦରେ ଜାଣିବାକୁ ଚାହେଁ। ଆମେ ଆମ ଜୀବନ ରେ କଣ କରିବାକୁ ଚାହାନ୍ତି ତଥା କେଉଁ ଲୋକଙ୍କ ସହ ରହିବାକୁ ଚେଷ୍ଟା କରନ୍ତି ତାହା ଆମ ଭାବନା ଉପରେ ନିର୍ଭର କରେ। ଆଜି ଆମେ ଆପଣଙ୍କ ପାଖରେ ଏମିତି ତିନିଟି ମୁଦି କହିବାକୁ ଯାଉଛୁ ଯାହା ମଧ୍ୟରୁ ଯଦି ଆପଣ ଗୋଟେ ବାଛିବେ ତ ଏହା ଆପଣଙ୍କ ବାବଦରେ କହିବ। ଆପଣଙ୍କୁ ବାସ ଗୋଟେ ମୁଦି ବାଛିବାକୁ ହେବ। ଯେଉଁ ମୁଦି କୁ ଆପଣ ବାଛିବେ ତାହା ଆପଣଙ୍କ ବାବଦରେ ବହୁତ କିଛି କହିବ।

୧: ଯଦି ଆପଣ ପ୍ରଥମ ମୁଦି ବାଛିଛନ୍ତି ତ ଆପଣ ବହୁତ ସ୍ୱତନ୍ତ୍ରତା ବାଦୀ ବ୍ୟକ୍ତି ଅଟନ୍ତି। ଆପଣ କାହାରି କଥା ଶୁଣିବା ପସନ୍ଦ କରନ୍ତି ନାହିଁ। ଆପଣ ନିଜ ଅନୁସାରେ ଜୀବନ ବଂଚିବା ପସନ୍ଦ କରନ୍ତି। ବହୁତ ଥର ଆପଣ ଜଲଦି ଜଲଦି କରି ନିଜର ନିଷ୍ପତ୍ତି ଯାଏ ପହଂଚିବା କୁ ଡେରି କରନ୍ତି। ଆପଣ ବାହିତ କନ୍ଫୟୁଜ ବି ହେଇ ଯାଆନ୍ତି। ଆପଣଙ୍କର ଏହି ସ୍ଵଭାଵ ଲୋକ ମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରାଇ ଥାଏ। ଅନ୍ୟର ସାହାଯ୍ୟ ପାଇଁ ଆପଣ ନିଜ ସନେ କାଢ଼ନ୍ତି ଆଉ ଆପଣ ସଦା ପ୍ରସ୍ତୁତ ରୁହନ୍ତି।

୨: ଆପଣ ଯଦି ଦ୍ୱିତୀୟ ରିଙ୍ଗ ଚୟନ କରି ଛନ୍ତି ତ ଆମେ ଆପଣଙ୍କୁ କହି ରଖୁଛୁ କି ଆପଣ ଅନେକଙ୍କ ଭିତରେ ଏକ ଯିଏ କି ଏକ ଅଲଗା ହି ଦୁନିଆ ରେ ରହିବା ପସନ୍ଦ କରିଥାଏ। ଆପଣ ନିଜ ଭିତରେ ହି ହଜି ଯାଆନ୍ତି। ଆପଣଙ୍କୁ କାହାରି ଜୀବନ ରେ ଅଧିକ ପଶିବା ଜମା ବି ପସନ୍ଦ ନୁହଁ। ଆପଣଙ୍କୁ ଜାସୁଶୀ କରିବା ଜମା ବି ପସନ୍ଦ ନୁହଁ। ଆପଣଙ୍କୁ ଅନ୍ୟ ବାବଦରେ ଖରାପ କହିବା ବି ପସନ୍ଦ ନୁହଁ। ଆପଣଙ୍କ ହୃଦୟ ବହୁତ ବଡ଼ ଆଉ ଆପଣ ସର୍ବଦା ଅନ୍ୟର ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଆନ୍ତି। ଆପଣଙ୍କର ଏହି ସ୍ଵଭାଵ ପାଇଁ ଲୋକ ଆପଣଙ୍କୁ ଘମଂଡୀ ବି ଭାବି ନିଅନ୍ତି ମାତ୍ର ଆପଣ ହୃଦୟ ରୁ ବହୁତ ଭଲ ଆଉ ଆପଣଙ୍କର ହୃଦୟ ବହୁତ ଉଦାର ରହିଥାଏ।

୩: ଯଦି ଆପଣ ତୃତୀୟ ମୁଦି କୁ ଚୟନ କରିଛନ୍ତି ତ ମୁଁ ଆପଣଙ୍କ କହି ରଖୁଛି କି ଆପଣ ଜଣେ ଏପରି ବ୍ୟକ୍ତିତ୍ୱ ର ଲୋକ ଯାହାଙ୍କୁ ଦୋହରା ଚେହେରା ଜମା ବି ପସନ୍ଦ ନୁହଁ। ଅର୍ଥାତ ହୃଦୟ ରେ କିଛି ଆଉ ଚେହେରା ରେ ଆଉ କିଛି। ଆପଣଙ୍କ ହୃଦୟ ରେ ଯାହା ଥାଏ ତାହା ଆପଣଙ୍କ ମୁଖ ରେ ବି ଥାଏ। ଆପଣ ସର୍ବଦା ସତ କୁହନ୍ତି ଆଉ ସତ କହିବା ପସନ୍ଦ ବି କରନ୍ତି।

Leave a Reply

Your email address will not be published. Required fields are marked *