November 22, 2024

Odia Express

Here, There and Everywhere

ଗୁରୁବାର ଦିନ କଦଳୀ ଗଛର ମୂଳରେ କଣ ଚଢେଇଲେ କଣ ହେବ ଜାଣି ରଖନ୍ତୁ – ମିଳିବ ଏପରି ଲାଭ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ସାଙ୍ଗମାନେ ମୁଖ୍ୟତଃ ଗୁରୁବାରର ଦିନ ସାଧାରଣତଃ ବୃହସ୍ପତି ଭଗବାନଙ୍କ କୁହାଯାଏ କି ବୃହସ୍ପତି ଭଗବାନଙ୍କ ପୂଜା କରିବା ଦ୍ୱାରା ଧନ ଧାନ୍ୟର ପୂର୍ତ୍ତି ହୋଇଥାଏ।ଦିନ ହୋଇଥାଏ ତାପରେ ଗୁରୁବାର ଦିନ ସବୁଠାରୁ ଶୁଭ ହୋଇଥାଏ ଓ ବୃହସ୍ପତି ଭଗବାନ ଆମ ଗୁରୁ ଅଟନ୍ତି ବିଦ୍ୟା ବୁଦ୍ଧି ଆଦି ପ୍ରଦାନ କରିଥାନ୍ତି।ସାଧାରଣତଃ ସେ ଦିନ ବୃହସ୍ପତି ଭଗବାନକୁ ଆମେ ମାନିଥାଉ ଯଦି ଗୁରୁବାର ଦିନ ବୃହସ୍ପତି ଭଗବାନଙ୍କ ପୂଜା କରିବା ଦ୍ୱାରା ମଣିଷର ଭାଗ୍ୟ ମଜବୁତ ହୋଇଥାଏ ଯଦି ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ମୁଖ୍ୟ ଜିନିଷ ଚଢ଼େଇଥାଉ ତାହେଲେ ଆପଣଙ୍କ ବ୍ରହସ୍ପତି ଗ୍ରହବି ମଜବୁତ ହୋଇଥାଏ ଓ ଆପଣଙ୍କୁ ଧନର ପ୍ରାପ୍ତି ହୋଇଥାଏ ତ ଚାଲନ୍ତୁ ଆଜି ଆମେ କହିବାକୁ ଯାଉଛୁ କି ଭଗବାନ ବୃହସ୍ପତିଙ୍କୁ ପ୍ରସନ୍ନ କରିବାର ଉପାୟ ପ୍ରଥମେ ଗୁରୁବାର ଦିନ କଦଳି ଗଛର ମୂଳରେ ପାଣି ସହିତ ହଳଦୀ ମିଶା ପାଣି ପକାଇଲେ ଭାଗ୍ୟ ପ୍ରଖର ହୋଇଥାଏ ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କୁ ଚାକିରୀରେ ସଫଳତା ମିଳିଥାଏ ଓ ବେପାରରେ ବଡ଼ିଥାଏ।

ଦ୍ଵିତୀୟରେ ଯେଉଁ ଲୋକ ନିଜ ଜୀବନରେ ଖୁସିରହିବାକୁ ଚାହୁଁଛନ୍ତି ତାଙ୍କୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୁଡ଼ ସହିତ ଭିଜାଯାଇଥିବା ଚଣାକୁ ଦେବା ଦ୍ୱାରା ଏମିତି କରିବା ଦ୍ୱାରା ବୃହସ୍ପତି ଭଗବାନଙ୍କ କୃପା ସବୁବେଳେ ଆପଣଙ୍କ ଉପରେ କୃପା ସବୁବେଳେ ବନିରହିଥାଏ।ଯଦି ଆପଣ କୌଣସି ନୂଆ କାମର ଆରମ୍ଭ କରିବା ପାଇଁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚିନି ମିଶ୍ରିତ ଜଳ ଅର୍ପଣ କରିବେ ଏହାଦ୍ୱାରା ଆପଣଙ୍କ ଅଟିକିଥିବା କାମ ତୁରନ୍ତ ପୂରଣ ହୋଇଯାଏ।

ଯଦି ଆପଣଙ୍କ ଜୀବନରେ ଯଦି ଅସୁବିଧା ଆସିଥାଏ ତ କଦଳୀ ଗଛର ମୂଳରେ ଦୁଇଟି ଗୋଟା ହଳଦୀ ରଖିବା ଦ୍ୱାରା ଆପଣଙ୍କ ଜଲଦି ହିଁ ସମସ୍ୟାସବୁ ହୋଇଯାଇଥାଏ।ଯେଉଁବ୍ୟକ୍ତି ଧନୀ ହେବାକୁ ଚାହୁଁଛନ୍ତି ତାଙ୍କୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୋଟେ ଟଙ୍କାର କଏନ କୁ ପୋତିବା ଦ୍ୱାରା କାହିଁକିନା ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ପାଖକୁ ଲାଗି ଆସନ୍ତି।ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଅସୁବିଧା ଆସିଥାଏ କି ଆପଣଙ୍କ ସହ ବାହାଘର ଠିକ ହୋଇପାରୁ ନଥାଏ ତ ଏସମୟରେ ଆପଣଙ୍କୁ ଏ ସମୟରେ ବାସ ଏତିକି କରିବାର ଅଛିକି ହଳଦୀର ଦୁଇଟି ଖଣ୍ଡ ଓ ଖିସମିଶ ଚଢେଇବା ଏହା ଆପଣଙ୍କୁ ଲଗାତାର ୭ଦିନ ପର୍ଯ୍ୟନ୍ତ କରିବାକୁ ପଡିବ ଗାଧେଇବା ପରେ କଦଳୀ ଗଛରେ ପାଣି ଚଢେଇବା ଦ୍ଵାରା ଶୁଭ ହୋଇଥାଏ।

ଏହାଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟରେ ଜଲ୍ଦିହିଁ ସଫଳତା ମିଳିଥାଏ।ଗୁରୁବାର ଦିନ କଦଳୀ ଗଛରେ ଚନ୍ଦନ ମାଳା ଚଢେଇବାଦ୍ୱାରା ଆଉ ହଳଦୀ ଚଢ଼େଇବା ଦ୍ୱାରା ଯାହାଦ୍ୱାରା ବ୍ୟକ୍ତିକୁ ସୁଖ ସମବୃଦ୍ଧି ଲାଭ ହୋଇଥାଏ।ଏହି ସବୁ ଲାଭ ହୋଇଥାଏ ଓ ବୃହସ୍ପତି ଭଗବାନ ଖୁସି ହୋଇଥାନ୍ତି ଓ ଆପଣଙ୍କ ଜୀବନରେ ଖାଦ୍ୟ ଓ ପେୟ ଧନଧାନ୍ୟ ସମୃଦ୍ଧି ଲାଭ ହୋଇଥାଏ।

Leave a Reply

Your email address will not be published. Required fields are marked *