October 23, 2024

Odia Express

Here, There and Everywhere

ଆମ କିଡ୍ନୀକୁ ପୁରା ଖରାପ କରିଦେଇଥାଏ ଏହି ଜିନିଷ – ପ୍ରଥମ ଜିନିଷ ର ବ୍ୟବହାର ସମସ୍ତେ କରନ୍ତି…

କିଡ୍ନୀ ଆମ ଶରୀର ର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ ଅଙ୍ଗ ଅଟେ। ଏହା ଆମ ଶରୀର ର ଖାଦ୍ୟ କୁ ସଫା କରିଥାଏ। ଏହା ଆମ ଶରୀର ର ପାଣି କୁ ବି ସଫା କରିଥାଏ। ଏହା ଆମ ଶରୀର ରେ ରେଡ଼ ବ୍ଲଡ଼ ସେଲସ ବନେଇବା ରେ ସହାୟତା କରି ଥାଏ। ଏହାର କାମ ଅତ୍ୟନ୍ତ ମହତ୍ତ୍ୱପୂର୍ଣ ଅଟେ ତେଣୁ ଆମ ଶରୀର ରେ ପ୍ରାୟ ଦୁଇଟି କିଡ୍ନୀ ଥାଏ। ମାତ୍ର ଆଜିକାଲି ର ଲୋକ ମାନଙ୍କର ଖାଦ୍ୟ ରେ ଅନାବଶ୍ୟକ ଜିନିଷ ଗ୍ରହଣ କରିବା ଦ୍ୱାରା ଆମ କିଡ୍ନୀ ରେ ସମସ୍ୟା ବଢି ବଢି ଚାଲିଛି। ଆଜିକାଲି କିଡ୍ନୀ ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା ଆମର ଅନବନା ଖାଦ୍ୟର ପରିମାଣ କୁ ସୁଚେଇ ଦଉଛି। କାରଣ ଲୋକମାନଙ୍କ ପାଖରେ ଏହି ଧାରଣା ହି ନାହିଁ କି କେଉଁ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଆମ କିଡ୍ନୀ ସମ୍ପୂର୍ଣ ରୂପେ ଖରାପ ହେଇଯାଏ। ତ ଆଜି ଆମେ ଆପଣଙ୍କ ପାଖରେ ସେହି ସବୁ ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସେବନ ଦ୍ୱାରା ଆମ କିଡ୍ନୀ ଖରାପ ହେଇଯାଏ।

୧: ମିଠା ଖାଇବା ଦ୍ୱାରା ଆମ କିଡ୍ନୀ ଉପରେ ଖରାପ ପ୍ରଭାବ ପଡିଥାଏ। ମିଠା ଜନିତ ଖାଦ୍ୟ ମାନଙ୍କରେ ଅନେକ ପରିମାଣର ସୁଗାର ଥାଏ । ଏହା ଆମ କିଡ୍ନୀ ପାଇଁ ହାନିକାରକ ହେଇଥାଏ। ଏହାଦ୍ୱାରା ଆମକୁ ସୁଗାର ଜନିତ ବେମାରି ହେଇପାରେ ଆଉ ସାଥିରେ ହାଇ ବ୍ଲଡ଼ ପ୍ରେସର ତଥା ଡାଇବେଟିସ ବି ହେଇ ପାରେ। ତେଣୁ ମିଠା ଖାଇବା ଦ୍ୱାରା ବି ଆମ କିଡ୍ନୀ ଖରାପ ହେଇପାରେ।

୨: ଲୁଣ:  ଲୁଣ ରେ ମହଜୁଦ ଥିବା ସୋଡିଆମ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହେଇ ଥାଏ। ମାତ୍ର ଏହା ସେତେ ଯାଏ ଠିକ ଯେତେ ଯାଏ କି ଏହାର ମାତ୍ରା ସୀମିତ ପରିମାଣ ରେ ରହିଥିବ। ଏହାର ଅଧିକ ସେବନ ଦ୍ୱାରା ବି ଆମ ଶରୀର ରେ ହାଇ ବ୍ଲଡ଼ ପ୍ରେସର ତଥା କିଡ୍ନୀ ଜାତୀୟ ବେମାରି ହେଇ ପାରେ। ତେଣୁ ଲୁଣ ଜାତୀୟ ବେମାରି ଆମକୁ କିଡ୍ନୀ ରୋଗରେ ପକେଇ ପାରେ।

୩: ମାଂସ:  ଅଧିକ ଆମିଷ ଜାତୀୟ ଖାଦ୍ୟ ବି ଆମ କିଡ୍ନୀ କୁ ଖରାପ କରିପାରେ। ଏଥିରେ ଆନିମାଲ ପ୍ରୋଟିନ ଥାଏ ଯାହା କି ଆମ ରକ୍ତ ରେ ଅଧିକ ପରିମାଣ ରେ ଏସିଡ ତିଆରି କରିଥାଏ। ଏହି ଏସିଡ କୁ ଆମ କିଡ୍ନୀ ଜଲଦି ଫିଲଟର କରି ପାରି ନଥାଏ। ତେଣୁ ଏହା ଆମ ଶରୀର ରେ ଅଧିକ ଜଲଦି ହଜମ ହେଇ ନଥାଏ। କିଡ୍ନୀ ରେ ଫ୍ୟାଟ ର ମାତ୍ରା ଅଧିକ କରିବା ଦ୍ୱାରା ଏହା ଆମ କିଡ୍ନୀ ଫଁ ଫିଲଟର ର ଏବିଲିଟି କୁ ଖରାପ କରେ। ତେଣୁ ମାଂସ ଖାଇବା ଦ୍ୱାରା କିଡ୍ନୀ ଖରାପ ହେଇଯାଏ।

Leave a Reply

Your email address will not be published. Required fields are marked *