October 20, 2024

Odia Express

Here, There and Everywhere

ପେଟରେ ଥିବା ଗ୍ୟାସର ଉପଚାରର ରାମବାଣ ଉପାୟ – ଏବେ ଜାଣିରଖନ୍ତୁ କିପରି ବ୍ୟବହାର କରିଲେ ଜୀବନରେ ଆଉ ଗ୍ୟାସ ସମସ୍ୟା ଆସିବ ନାହିଁ …

ନମସ୍କାର ସାଙ୍ଗମାନେ ଆମେ ଏଠି ଆସିଛୁ ଗୋଟେ ବହୁତ ମହତ୍ତ୍ୱ ପୂର୍ଣ୍ଣ ଜ୍ଞାନକୁ ନେଇକରି। ଆଜ୍ଞା ହଁ ଆସନ୍ତୁ ଆଜି ଜାଣିବା ବେସି ଢ଼କାର ଆସିବା ଓ ବେଶୀ ପାଡ଼ ଗମ୍ଭୀର ରୋଗର କାରଣ ଅଟେ ଏ ସବୁ ବିଷୟରେ ଆଜି ଚୟନ କରିଥାଏ। ସେ ଭୋଜନରେ ପୋଷକ ତତ୍ୱ ଶୋ ଆମେ ଜାଣିବା।ଢକାର ଓ ପାଡ ଏ ଦୁଇଟି ଜରିଆ ଅଟେ ଯାହା ଶରୀରରେ ତିଆରି ହେଉଥିବା ଅନ୍ୟାଵଶ୍ୟକ ଗ୍ୟାସ ଶରୀରରୁ ବାହାରକୁ ଚାଲିଯାଇଥାଏ। ଆମେ ଯେବେବି କିଛି ଖାଇଥାଉ କି ପାନ କରିଥାଉ। ଯାହା ଆମ ଶରୀରରେ ଲମ୍ବା ରାସ୍ତାଷିତ ହୋଇଥାନ୍ତି ଏହି ସମୟରେ ବହୁତ ପରିମାଣରେ ଗ୍ୟାସ ମଧ୍ୟ ତିଆରି ହୋଇଥାଏ। ଗ୍ୟାସ ସେଇଟାବି ହୋଇଥାଏ ଯାହା ମୁଖଦ୍ୱାରରେ ପ୍ରବେଶ କରିଥାଏ ସେମିତିରେ ତ ଢକାର ଓ ଗ୍ୟାସର ବାହାରିବାକୁ ଭଲ ବୋଲି କୁହାଯାଏ କିନ୍ତୁ ଯଦି ଢକାର ବହୁତ ବେସି ଆସେ ଆକୁ ଗମ୍ଭୀରତାର ସହ ନେବା ଆବଶ୍ୟକ।


ବହୁତ ବେଶି ଢ଼କାର ଅଲସର,ପେଟରେ ପଥର ଓ ପାଚନ ସମ୍ବଧିୟ ଅସୁବିଧା ଆଡକୁ ଇସାରା କରିଥାଏ।ଆଉ ଆମେ ଯେତେବବଳେ ଗରମ ଚା ଓ କଫି ପାନ କରିଥାଉ ସେ ସମୟରେ ଆମ ମୁହଁରେ ସେ ଗରମ ପବନ ଟା ପଶିଯାଇ ଥାଏ। ସେମିତି ଥଣ୍ଡା,ମଦ,ବୋତଲ ଉପରକୁ କରି ପାଣି ପିଇବା ବନ୍ଧାକୋବି ମୂଳା ରାଜମା,ଡାଲି,ମଟର ଆଦିର ସେବନ କରିବା ଦ୍ୱାରା ସାମନ୍ୟରୁ ଅଧିକ ଧକାର ଆସିବାର କାରଣ ଆସିଥାଏ। ଏ ଗୁଡିକ ପେଟର ଭୋଜନ ନଳୀରେ ପ୍ରବେଶ କରିଥାଏ ତେଣୁ ଢ଼କାର ଆସେ। ପେଟରେ ଅଳସର ହେଵା କାରଣରୁ ବି ଢକାର ଅସିଥାଏ। ଢକାର ସହିତ ଯଦି ପେଟ ଦରଜ ଲାଗେ ଆକୁ ଗମ୍ଭୀର ଭାବରେ ନବ ପେଟରେ ଘା ହବା ଆସିଡିଟି କୁହାଯିବ ଏଥିରେ ଧକାର ବହୁତ ଆସିଥାଏ। ଅନ୍ତନଳିରେ ସଂକ୍ରମଣ କିନ୍ତୁ ଯଦି ଛୋଟ ଅନ୍ତରେ ସଂକ୍ରମଣ ହୋଇଥାଏ ତ ଶରୀରରେ ଗ୍ୟାସ ବେସି ହବାର ଲାଗିଛି। ପାଡ଼ ଏହି ନାଁ କୁ ଶୁଣୁ ଶୁଣୁ ଆମ ମୁହଁର ଭାବ ତୁରନ୍ତ ବଦଳି ଯାଏ କେହି ଆକୁ ଶୁଣି ହସିଥାନ୍ତି ତା କେହି କେହି ଥଟା କରିବାକୁ ଲାଗିଥାନ୍ତି।

କହିବାତ ଆମେ ଏ ଏମିତି ଅଟେ ଯୋଉଟାକି ଆମେ ନ ଛାହୁଁଥିଲେବି ଆମ ଶରୀରରୁ ବାହାରି ଯାଇଥାଏ।ଆମେ ଆକୁ ଯେତେ ଅଟକୀବାକୁ ଚେଷ୍ଟା କଲେବି କିଛି ବି କରିକି ଏହା ଆମ ଶରୀରରୁ ବାହାରି ଯାଇଥାଏ।ପାଡ଼କୁ ଆମେ ଅଟକେଆଇ ପାରିବା ନାହିଁ ଯେମିତି ଆମେ ଢ଼କାର କୁ ଅଟକେଇ ପାରିବା ନାହିଁ।ଲୋକତ ପ୍ରାୟ ପାଡ଼ ବୋଲି କୁହନ୍ତି ନାହିଁ କାରଣ ଏ ଆମକୁ ଅସହଜ ଲାଗେ ଓ ଖରାପ ଲାଗେ।ପାଡ଼ରୁ ଦୁର୍ଗନ୍ଧ କାହିଁକି ଆସେ କାରଣ ଆମେ ଦିନମାନ ଯାହା ଖାଇଥାଉ ତାହେଲେ ସେଥିରେ ସଲଫର ଥାଏ ଏହା ଆମ ପେଟକୁ ଯାଇ ସଲଫର ରୁ ହାଇଡ୍ରୋଜେନ ସଲଫାଇଟ ବାହାରିଥାଏ ଯାହାର ଗନ୍ଧ ଗୋଟେ ପଚା ଅଣ୍ଡା ଭଳି ହୋଇଥାଏ।

ଲେମ୍ବୁ ରସରେ ଗୋଟେ ଚାମୁଚ ବେକିଂସୋଢ଼ା ମିଶାଇବା ସକାଳୁ ପିଇବା ଦ୍ୱାରା ଗ୍ୟାସ ଦୁର ହୋଇଥାଏ।ଗୋଲମରିଚ ଓ କ୍ଷୀର,ହେଙ୍ଗୁ ଓ ଗରମ ପାଣି,ଅଦା ଜିରା ବିଟ ଲୁଣ,ନଡ଼ିଆ ପାଣି ଆଦିକୁ ସେବନ କଲେ ଗ୍ୟାସ ରୁ ରକ୍ଷା ମିଳିଥାଏ।

ଡାଲଚୀନ କୁ ଗରମ କରି ପାଣିରେ ଫୁଟାଇବା ଓ ସକାଳକୁ ଥଣ୍ଡା କରି ପିବା ଦ୍ୱାରା ଗ୍ୟାସ ଭଲ ହୋଇଥାଏ।ଆଳୁ ରସ କୁ ଖାଲି ପେଟରେ ପିଇଲେ ବହୁତ ଲାଭ ହୋଇଥାଏ ଯାହା ଫଳରେ ଗ୍ୟାସରୁ ରକ୍ଷା ମିଳିଥାଏ

Leave a Reply

Your email address will not be published. Required fields are marked *