October 17, 2024

Odia Express

Here, There and Everywhere

୪ ଦିନ ଯାଏ ପିଇ ନିଅନ୍ତୁ- ୧୦୦ ବର୍ଷ ଯାଏ ଆପଣଙ୍କର ଦୁର୍ବଳତା ଦୂର ହେଇଯିବ…

ଆଜି ଆମେ ଆପଣଙ୍କ ପାଇଁ ଏକ ଏପ୍ରକାର ଉପାୟ ନେଇକି ଆସିଛୁ ଯାହା ଦ୍ୱାରା କି ଆପଣ ସବୁଦିନ ପାଇଁ ନିଜର ଦୁର୍ବଳତା, ରକ୍ତହୀନତା ତଥା ଅନ୍ୟ ଅନେକ ବେମାରି କୁ ଠିକ କରି ପାରିବେ। ଆପଣ ଜାଣନ୍ତି କି ଗାଈ କ୍ଷୀର ସମସ୍ତେ ପିଅନ୍ତି ମାତ୍ର ଏହି କ୍ଷୀର ରେ ପାନମହୁରୀ ମିସେଇକି ପିଇବା ବହୁତ ଲାଭ ଦାୟକ ହେଇ ଥାଏ। ଆପଣ ଯଦି କ୍ଷୀର ରେ ପାନମହୁରୀ ମିସେଇକି ପିଅନ୍ତି ତ ଆପଣଙ୍କର ବହୁତ ଅସୁବିଧା ର ପତନ ହେଇ ଯାଇ ପାରିବ। ଆପଣ ଏହି ଉପାୟ କରିବା ପାଇଁ ପ୍ରଥମେ ଏକ ଗ୍ଲାସ କ୍ଷୀର ଆଣନ୍ତୁ ଆଉ ତା ପରେ ଆପଣ ଏକ ପାତ୍ର ରେ ପାନମହୁରୀ ଆଣନ୍ତୁ। ତା ପରେ ଆପଣ ଏହି କ୍ଷୀର ରେ ଗୋଟେ ଚାମଚ ପାନମହୁରୀ ମିଶାନ୍ତୁ ଆଉ ତାକୁ ଏକ ହାଲକା ଆଞ୍ଚ ରେ ଧୀରେ ଧୀରେ ଗରମ କରନ୍ତୁ।

ଆପଣ ଏହାକୁ ସେତେ ସମୟ ଯାଏ ଗରମ କରନ୍ତୁ ଯେତେ ଯାଏ କି ପାନମହୁରୀ ପୁରା ମିଶି ନ ଯାଇଛି। ଏହାକୁ ଆପଣ ସମ୍ପୂର୍ଣ ରୂପେ ପ୍ରସ୍ତୁତ କରି ସାରିବା ପରେ ଆପଣ ଏହାକୁ କିପରି ନେବେ ତଥା କିପରି ପିଇବେ ତାହା ଆପଣ ଜାଣିବା ଆଗରୁ ଆପଣଙ୍କ ସାମ୍ନା ରେ କିଛି ଏହାର ଅଦ୍ଭୁତ ଫାଇଦା କହି ରଖୁଛୁ। ଏହି କ୍ଷୀର ଏପରି ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରେ ଭରପୁର ଥାଏ ଯାହା କି ଆପଣଙ୍କର ପିଂପଲ କୁ ଠିକ କରି ପାରେ। ଏହାଦ୍ୱାରା ଆପଣଙ୍କ ଚେହେରା ସ୍ଵଛ ହେଇଯାଏ।

ଏହି ଡ୍ରିଙ୍କ ରେ କ୍ୟାଲସିଆମ ବହୁତ ପରିମାଣ ରେ ଥାଏ ଯାହା କି ଆପଣଙ୍କ ଗଣ୍ଠି ର ଦର୍ଜ କୁ ଭଲ ଭାବେ ଠିକ କରେ ଆଉ ପ୍ରାୟ ବୁଢା ହେବା ଯାଏ ଆପଣଙ୍କର ଦର୍ଜ ଆଉ ହେଇନଥାଏ।ଏହା ଆପଣଙ୍କ ବଡୀ ର ମେଟା ବୋଲିଯିମ ର ମାତ୍ରା କୁ ବୃଦ୍ଧି କରାଏ ଯାହାଦ୍ୱାରା କି ଆପଣଙ୍କର ଓଜନ ନିୟନ୍ତ୍ରିତ ରହେ। ଏଥିରେ ଆଖି ପାଇଁ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା କି ଆପଣଙ୍କର ଆଖି କୁ ଉଜ୍ଜ୍ୱଳ କରାଏ।

ଆପଣ ଗୋଟେ ପାତ୍ର ରେ ମିଶିରି ଆଣନ୍ତୁ ଆଉ ସେତିକି ମାତ୍ରା ରେ ପାନମହୁରୀ ଆଣନ୍ତୁ ଆଉ ସେ ଦୁଇଟି କୁ ବରାବର ଗୁଣ୍ଡ କରନ୍ତୁ। ତା ପରେ ଆପଣ ସେହି ଚୁରଣ କୁ ଆଣି ଅଧା ଚାମଚ ଗୋଟେ ଗ୍ଲାସ ଉଷୁମ କ୍ଷୀର ରେ ପକାନ୍ତୁ ଆଉ ତାକୁ ଭଲ ଭାବେ ଗୋଳାନ୍ତୁ। ତା ପରେ ଆପଣ ତାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ଦେଖିବେ କି ଆପଣଙ୍କର ସମସ୍ତ ରୋଗ କିପରି ଗାୟବ ହେଇଯିବ।

ଆପଣଙ୍କୁ ବାସ ଏହାକୁ ଛାଣି ଦେବାକୁ ହେବ ଆଉ ତା ପରେ ଆପଣ ସକାଳୁ ଖାଇ ସାରିବା ପରେ ଏଥିରେ ସେହି ଗୁଣ୍ଡ ମିଶେଇ ପିଇବାକୁ ହେବ ଯାହାଦ୍ୱାରା କି ଆପଣଙ୍କର ସମସ୍ତ ବେମାରି ଠିକ ହେଇଯିବ।

Leave a Reply

Your email address will not be published. Required fields are marked *