୪୫ ଦିନରୁ ଲକଡାଉନ ପାଇଁ ବନ୍ଦ ଥିଲା ଦୋକାନ,ଯେବେ ସଟର ଟେକା ଗଲା ତ ଦେଖା ଗଲା କିଛି ଏପରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ…
ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ୪୫ ଦିନରୁ ଲକଡାଉନ ପାଇଁ ଦୋକାନ ବନ୍ଦ ଥିଲା ଯେବେ ଦୋକାନୀ ସଟର ଖୋଲି ଦେଖିଲା ତ ଆଶ୍ଚର୍ଯ୍ୟ ହୋଇଗଲା। ଯେପରି ଆପଣ ଜାଣିଥିବେ ଲକଡାଉନ ଚାଲୁଛି ଓ ୧୭ ତାରିଖରୁ ଲକଡାଉନ ୩ ସରିବାକୁ ଯାଉଛି। ଯେବେ ଲକଡାଉନ ହୋଇଥିଲା ସମସ୍ତେ ଭାବିବାରେ ପଡ଼ି ଯାଇଥିଲେ କି ଦୋକାନ ର କଣ ହେବ ।ଦୋକାନ ଭିତରେ ଥିବା ସାମଗ୍ରୀ ର କଣ ହେବ।ଏହା ପରେ ଯବେ ଲକଡାଉନ ୩ ଆରମ୍ବ ହେଲା ସରକାର ଅନୁମତି ଦେଲେ କିଛି ଆବଶ୍ୟକ ଦୋକାନ ଖୋଲିବାକୁ।
ସେହି ସମୟରେ ବିହାର ର ବିଶାଲି ଜିଲ୍ଲା ରେ ଏହି ଘଟଣା ସାମ୍ନା କୁ ଆସୁଛି ଯେଉଁଠି ଲାଲଗଞ୍ଜ ରେ ଏକ ସେଲୁନ ଦୋକାନ ଅଛି ଯେବେ ସେହି ଦୋକାନ ର ମାଲିକ ଶ୍ରବଣ କୁମାର ଭାବିଲେ ଦୋକାନ କୁ ସଫା କରିବା କାରଣ ୪୫ ଦିନରୁ ଦୋକାନ ବନ୍ଦ ପଡିଥିଲା ନା। ଯେବେ ସେ ଗଲା ଓ ସଟର ଟେକିଲା ତ ଦେଖିଲା ୨୦ ରୁ ୨୫ ସାପ ସୋଇଥିବାର ଦେଖିଲା। ସେହି ସାପ ମାନେ ସେହି ସେଲୁନ ଙ୍କୁ ନିଜ ଘର କରିଥିଲେ। ପ୍ରକୃତି ବଦଳି ଯାଇଥିଲା ଲୋକ ଯେବେ ଦେଖା ଯାଉନାହାଁନ୍ତି ପଶୁ ପକ୍ଷୀ ଭାବୁଛନ୍ତି ଲୋକ ମାନେ କେଉଁ ଆଡେ ଗଲେ।
ଏହା ପରେ ଶ୍ରବଣ ଡରିଗଲା ସେ ଆଖ ପାଖ ଲୋକଙ୍କୁ ଡାକିଲା ଲୋକ ତାର ସାହାଯ୍ୟ କଲେ ସେ ସାପ ମାନଙ୍କୁ ଜଙ୍ଗଲ ରେ ଛଡାଗଲା। ଏହି ଘଟଣା ଡରିବା ଭଳି ଥିଲା କିନ୍ତୁ ଶ୍ରବଣ ସାହାସର ସହ ସେଲୁନ କୁ ସଫା କଲା ଓ ଘରକୁ ପଳାଇଲା।କଣ ଆପଣଙ୍କ ସହରରେ ବି ସେଲୁନ ଖୋଲା ଅଛି।ଯଦି ଏହି ଲେଖା ଆପଣଙ୍କୁ ଭଲ ଲାଗିଛି ଏହାକୁ ଲାଇକ ଓ ସେୟାର କରନ୍ତୁ ଧନ୍ୟବାଦ।