November 18, 2024

Odia Express

Here, There and Everywhere

ପରୀକ୍ଷାରେ ଏପରି ଚତୁର ପ୍ରଶ୍ନ – ଏପରି କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ ,ଉତ୍ତର ଶୁଣିଲେ ଆପଣ ଚମକି ପଡିବେ…

1 min read

ସାଙ୍ଗ ମାନେ ଆପଣମାନଙ୍କୁ ସ୍ଵାଗତ।ଜୀବନରେ ସଫଳ ହେବ ପାଇଁ ଅନେକ ପରୀକ୍ଷା ଦେବା ପାଇଁ ପଡେ | ତେବେ ବେଳେବେଳେ ଅନେକ ପାଠ ପଢିବା ସତେ ଚତୁର ପ୍ରଶ୍ନ ଶୁଣି ବଡ ବଡ ପାଠୁଆ ମାନେ ମଧ୍ୟ ହାର ମାନିଯାନ୍ତୁ | ତେବେ ଏଭଳି ପରୀକ୍ଷା ପାଇଁ ନିଜର ବୁଢ଼ୀ ପରୀକ୍ଷା କରିବାକୁ ପଡେ | ପରୀକ୍ଷାରେ ହଟାତ ଏପରି ପ୍ରଶ୍ନ ଶୁଣି ଆପଣ ମଧ୍ୟ କିଛି ସମୟ ଅଟକିଯିବେ | ତେବେ ଚାଲନ୍ତୁ ଆଜି ଏଭଳି କିଛି ଚତୁର ପ୍ରଶ୍ନ ବିଷୟରେ ଜାଣିବା | ଯଦି ଭଲ ଲାଗେ ତେବେ ନିଶ୍ଚୟ ଏହା ସାଙ୍ଗମାନଙ୍କ ସହ ସେୟାର କରିବେ | ଯଦି ଆପଣ ମାନଙ୍କୁ ସାଧାରଣ ଜ୍ଞାନ ପସନ୍ଦ ତେବେ ଭଲସେ ପଢନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୧୪ ଟି ଜିକେ କହିବାକୁ ଯାଉଛୁ।

୧ – ଏପରି କେଉଁ ଜିନିଷ ଅଛି ଯାହା ଆମ କୁ ସମସ୍ତଙ୍କର ଦେଖା ଯାଏ କିନ୍ତୁ ନିଜର ଦେଖା ଯାଏ ନାହିଁ

ଉତ୍ତର – ଏହାର ସଠିକ ଉତ୍ତର ହୋଉଛି ନିଜ ଭୁଲ | ନିଜ ଭୁଲ ବା ଦୋଷ କେବେ କାହାକୁ ଦେଖା ଯାଏ ନାହିଁ

୨ୟ ପ୍ରଶ୍ନ ଏପରି କେଉଁ କାମ ଯାହାକୁ ସମସ୍ତେ ଅନ୍ଧାର ରେ କରିଥାନ୍ତି।

ଏହାର ଉତ୍ତର ଆଲୁଅ ବା ଲାଇଟ।

୩ୟ ପ୍ରଶ୍ନ – ମଣିଷ ଙ୍କ ମୁଣ୍ଡର ଉଜନ କେତେ ହୋଇଥାଏ ।

ଉତ୍ତର ୧୩୫୦ ଗ୍ରାମ।

୪ର୍ଥ ପ୍ରଶ୍ନ – ଭାରତରେ ପ୍ରଥମ ଥର IAS କେବେ ହୋଇଥିଲା।

ଉତ୍ତର ୧୯୫୦।

୫ମ ପ୍ରଶ୍ନ – ଭାରତର ପତାକା କିଏ ତିଆରି କରିଥିଲେ।

ଉତ୍ତର ମ୍ୟାଡାମ ଭିକାଜି କାମା।

୭ ପ୍ରଶ୍ନ – ଏପରି କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ସେ ଟୋପି ପିନ୍ଧେ।

ଉତ୍ତର ବୋତଲ।

୭ମ ପ୍ରଶ୍ନ – ଏପରି କେଉଁ ଜିନିଷ ଅଛି ଯାହାକୁ ଆମେ ଅଟକାଇ ରଖି ପାରିବା ନାହିଁ।

ଉତ୍ତର ଛାଇ।

୮ମ ପ୍ରଶ୍ନ – ଖାଇବାରେ ଆସିଥାଏ କାମ ଉଲଟା ସିଧା ଏକ ଜିନିଷ ନାମ କଣ।

ଉତ୍ତର ଡାଲଡା।

୯ମ ପ୍ରଶ୍ନ – ଏହା କଣ ଯାହାର ଆସିବା ଦ୍ବାରା ଲୋକ ଆମଙ୍କୁ ଛେପ ପକାଇବାପାଇଁ କହିଥାନ୍ତି ।

ଉତ୍ତର ରାଗ।

୧୦ମ ପ୍ରଶ୍ନ – ଏପରି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଓ ପାଚିବା ପରେ ଖଟା ବା ପିତା ଲାଗିଥାଏ। ଉତ୍ତର ଧନିଆପତ୍ର ।

୧୧ ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଅନ୍ୟ ଲୋକ ତାର ବ୍ୟବହାର କରିଥାନ୍ତି।

ଉତ୍ତର ଆପଣଙ୍କ ନାମ।

୧୨ ପ୍ରଶ୍ନ – ଡ଼ିଏସପି କୁ ହିନ୍ଦୀ ରେ କଣ କୁହାଯାଏ।ଉତ୍ତର ପୋଲିସ ଅଧିକ୍ଷକ।

୧୩ ପ୍ରଶ୍ନ ଏପରି କେଉଁ ଜିନିଷ ଅଛି ଯାହା ପୁରୁଷ ଲୁଚାଇ ଚାଲନ୍ତି ଓ ମହିଳା ଦେଖାଇ।ଉତ୍ତର ଏହାର ଉତ୍ତର ଆପଣ କମେଣ୍ଟ ରେ ଲେଖନ୍ତୁ।

୧୪  – ପ୍ରଶ୍ନ ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁ ଠାରେ ହୁଏ।ଉତ୍ତର ଉର୍ଜେନ ରେ।

ତେବେ ଏହାକୁ ଅଧିକ ଭବେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଏବଂ ନିଜର ଉତ୍ତର ଆମକୁ କମେଣ୍ଟ ରେ କୁହନ୍ତୁ।

Leave a Reply

Your email address will not be published. Required fields are marked *