June 21, 2025

Odia Express

Here, There and Everywhere

ଏହି ଉପାୟ କରିଲେ ମାତ୍ର ୩ ଦିନରେ ଗ୍ୟାସ ସମସ୍ୟା ସମ୍ପୂର୍ଣ ବନ୍ଦ ହେଇଯିବ – ଏବେ ଏହାର ଉପାୟ ଜାଣି ରଖନ୍ତୁ…

ଶରୀରରେ ଥିବା ପିତ୍ତର ଭାଗ ପୁରା ସଫା ଅଟେ। ଘିଅ ବେଶି ଖାଇବା ଦ୍ୱାରା ଆପଣଙ୍କ ପିତ୍ତ ସ୍ତମ ରହିଥାଏ। ଘିଅ ବେଶି ଖାଇବା ର ସମୟ ହେଉଛି ବର୍ଷା ଦିନ କି ଖରା ଦିନ ମାନଙ୍କରେ ଘିଅ ବେସି ଖାଇଲେ ଆପଣଙ୍କ ପିତ୍ତ ନିୟନ୍ତ୍ରଣ ରେ ରୁହେ। ଏ ସବୁ କଥା ଭାବନ୍ତୁ କେତେ ସରଳ ଅଟେ ଆପଣ ମନେ ବାସ ନିଜ ଜୀବନ ଶୈଳୀରେ କିଛି ପରିବର୍ତନ ଆଣିବାର ଅଛି ତାପୂର୍ବରୁ ମନରେ ସଂକଳ୍ପ ନବାର ଅଛି କି ଆମେ ଏମିତି ଚାଲିବୁ ଦୁନିଆ ଯୁଆଡେ ଯାଉଛି ଯାଉ ଆମକୁ ତା ସହ ସମ୍ପର୍କ ନାହିଁ ଆମେ ଆମ ସଂକଳ୍ପ ହିସାବରେ ଛାଲିବୁ।

ଏ ୩ଟି ଜିନିଷ ଆପଣ ମାନି ନେବେ ତ ବହୁତ ଭଲ କଥା ଅଟେ। ଏବେ ଅଲଗା ଜିନିଷ ଉପରକୁ ଯିବା ଏବେ ଆପଣଙ୍କ ଆଖପାଖ ରେ ଏମିତି କଣ ଅଛି ଆପଣଙ୍କ ପିତ୍ତ କୁ ନିୟନ୍ତ୍ରଣ ରେ ଆଣିବାକୁ ସାହାଯ୍ୟ କରିବ। ବଗବଟି ଜି କହିଛନ୍ତି ବାହାରକୁ ଯିବା ସରକାର ନାହିଁ ସବୁ ରୋଷେଇ ଘରେ ଅଛି।ସେ ଗୋଟେ ସୂତ୍ର ଲେଖିଛନ୍ତି ଦୁନିଆ ର ସବୁଠୁ ବଡ ଔଷଧୀୟ କେନ୍ଦ୍ର ଆମର ରୋଷେଇ ଘର ଅଟେ।ଦୁର୍ଭାଗ୍ୟ ବସତ ଆମେ ରୋଷେଇ ଘରେ ଯାହାକୁ ମସଲା କହୁନା ସେଠି ମସଲା କିଛି ନାହିଁ ସବୁ ଔଷଧ ଅଟେ।ମସଲା ଓ ଔଷଧ ମଧ୍ୟରେ ଅନ୍ତର ଜାଣିଛନ୍ତି ଏ ମସଲା ଶବ୍ଦ ଭାରତର ନୁହଁ ଏହା ଆରବୀ ଶବ୍ଦ ଅଟେ।ଫର୍ଶୀ ରୁ ଆରବ କୁ ଆସିଲା ତାପରେ ଭାରତରେ ପଶିଗଲା।


ହିନ୍ଦୁସ୍ତାନ ରେ ସତରଦଶକ ଓ ଅଠରଦଶକ ସାହିତ୍ୟ ପଢିଲେ ଜଣା ପଡିବ ଯେ ମୋଗଲ ଶାସନ ସମୟରେ ଏହି ମସଲା ଶବ୍ଦରେ ବ୍ୟବହାର ହୋଇଛି। ମୋଗଲ ଶାସନ ପୂର୍ବରୁ କେଉଁଠାରେ ବି କୌଣସି ଶାସ୍ତ୍ର ରେ ବି ମସଲା ବିଷୟରେ ଲେଖା ନାହିଁ।ଚରକସହିନ୍ତ,ଶୁଶ୍ରୁତ,ବଗବଟ ଆଦି ମାନଙ୍କରେ କେଉଁଠି ବି ମସଲା ନାହିଁ ।ଯେଉଁଠି ବି ଦେଖିବା ସବୁ ଔଷଧିର ଲେଖା ଅଛି ଆମ ମା ଙ୍କୁ ଜେଜେମା ଯୋଉ ଖାଇବା ତିଆରି ଶିଖାନ୍ତି ସେଥିରେ କେତେ ପରିମାଣରେ ଜିରା ଧନିଆ ପକେଇବା ଉଚିତ କହିଛନ୍ତି କାରଣ ପ୍ରତ୍ୟେକ ଦିନ ଆମ ଶରୀରରେ ପିତ୍ତ ର ମାତ୍ରା ବଦଳିଥାଏ ତାକୁ ନିୟନ୍ତ୍ରଣ ରେ ରଖିବା ପାଇଁ ଖାଇବାରେ କେତେ ପରିମାଣରେ ମସଲା ବା ଔଷଧି ପକେଆଇ ବା ଆବଶ୍ୟକ ତାହା କହିଛନ୍ତି। ଯେମିତି ଶରୀରରେ ଖରା ବେଳ ସମୟରେ ଶରୀରରେ ପିତ୍ତ ର ମାତ୍ର ବଢି ଥାଏ ତେଣୁ ଜୁଆଣି ଖାଇବା ଦରକାର କାହିଁକି ନା ଜୁଆଣି ପିତ୍ତ ନାଶକ ଅଟେ ଘିଅ ପରେ ଜୁଆଣି ହିଁ ସବୁଠୁ ଭଲ ଜିନିଷ ପିତ୍ତ ନାସନ ପାଇଁ।

ଆପଣ ମାନେ ଭାବନ୍ତୁ ଯେଉଁମାନେ ଏ ସବୁ କରୁଛନ୍ତି କାହିଁକି କରୁଛନ୍ତି ଆମେ ମନେ ତାକୁ ଧ୍ୟାନରେ ନେଉନାହାନ୍ତି ତାହେଲେ ଏ କେଡେ ବଡ ମୁର୍ଖତା ଅଟେ। ଆମ ଦେଶରେ ସବୁଠୁ ବଡ ଖରାପ କାମ ହାଇଥିଲା ଇଂରେଜ ଗୁଲାମ ହେଲା ଯାହା ଫଳରେ ଆମେ ସବୁ ଭୁଲିଗଲେ ସେମାନେ ଯାହା ଶିଖେଇଲେ ସେହିସବୁ ମନ ଅଛି। ଆମେ ମନେ ଜିଡ଼ିପି ର ହିସାବ କରୁ ଇଂରେଜ ମାନଙ୍କ ସୂତ୍ରରେ। ବହୁତ ଥର ଅର୍ଥଶାସ୍ତ୍ରବିତ ମାନଙ୍କୁ ପଚାରିଲେ ଜିଡ଼ିପି ରେ ଆପଣ ମମେ ବିଚିତ୍ର ହିସାବ କରୁଛନ୍ତି ଯେମିତି ଭାରତ ପୋଲିସ ଙ୍କ ଉପରେ ଯେଉଁ ଖର୍ଚ୍ଚ ହେଉଛି ସେ ଜିଡ଼ିପିର ଅନ୍ତର୍ଭୁକ୍ତ ଯଦି ଚୋରି,ଡକାୟତି ବଢ଼ିଲା ତାହେଲେ ପୋଲିସ ଙ୍କ ଖର୍ଚ୍ଚ ବଢିବ ଓ ଜିଡ଼ିପି ବଢିବ ଆଉ ପ୍ରଧାନମନ୍ତ୍ରୀ କହିବେ ମୋ ଶାସନକାଳରେ ଜିଡ଼ିପି ଦାସ ଶତକଡା ରୁ ଅଧିକ ବଢି ଗଲା।ଆମ ଦେଶରେ ଚୋରି,ଡକାୟତି,ଅତ୍ୟାଚାର ହେଲେ ଜିଡ଼ିପି ବଢୁଛି କିନ୍ତୁ ମା ଭଉଣୀ ଯାହା ଘରେ କରୁଛନ୍ତି ତାହା ଜିଡ଼ିପି ରେ ଅନ୍ତର୍ଭୁକ୍ତ ନାହିଁ।

ଭାରତ ସରକାର କୌଣସି ହିସାବ କରୁନାହାନ୍ତି ଯଦି କୌଣସି ମା ଗୋଟେ କିଲୋ ପାମ୍ପଡ଼ ତିଆରି କଲେ କି କିଏ ବଡି ତିଆରି କଲେ କି କିଏ ଲଡୁ ତିଆରି କଲେ ସରକାର କୁ ପଚରା ହବ ଜିଡ଼ିପି ବଢିଛି କି ନାହିଁ ସେ କହିବେ ନା ଜଣା ନାହିଁ କାରଣ ଏ ସବୁ ଜିଡ଼ିପି ର ଅନ୍ତର୍ଭୁକ୍ତ ନୁହେଁ। କାହିଁକି ନା ଇଂରେଜ ମାନଙ୍କ ପାଖରେ ମହିଳା ଙ୍କ ଦ୍ୱାରା କରା ଯାଇଥିବ କାମର କୌଣସ ମହତ୍ତ୍ୱ ନଥାଏ।

ଆପଣ ଜାଣିଛନ୍ତି ଇଉରୋପ ର ସବୁଠୁ ବଡ ଦାର୍ଶନିକ ପ୍ଲାଟୋ ସେ କହିଛନ୍ତି କି ସ୍ତ୍ରୀ ମାନଙ୍କ ଭିତରେ ଆତ୍ମା ନଥାଏ ଆତ୍ମା କେବଳ ପୁରୁଷ ମାନଙ୍କ ମଧ୍ୟରେ ଥାଏ ତେଣୁ ଗୋଟେ ସ୍ତ୍ରୀ ଯାହା କରେ ତାହା ବେକାର ଅଟେ। ତାଙ୍କ ଠାରୁ ଏ ପ୍ରଥା ଆମ ଦେଶକୁ ଆସିଲା। ଇଂରେଜମାନଙ୍କ ରାଜୁତି ସମୟରେ ସେମାନେ ଯାହା କଲେ ଆମେମାନେ ବି ତାହାକୁ ମାନି ନେଲେ। ମୁଁ ଏବେ ଏହାକୁ ପରିବର୍ତ୍ତନ କରିବାକୁ ଛାହୁଁଛି ଆଉ ବୁଝୁଛି ଆଉ ବୁଝେଇ ବାକୁ ଛାହୁଁଛି କି ସ୍ତ୍ରୀ ଯାହା କରୁଛନ୍ତି ସେ କୌଣସି ଡ଼ାକ୍ତରଙ୍କ ଠାରୁ କମ ନୁହେଁ। ବାସ ପାର୍ଥକ୍ୟ ଏତିକି ଆପଣ ଡାକ୍ତରଙ୍କୁ ପଇସା ଦେଇ ଉପଦେଶ ନେଉଛନ୍ତି। ଆମର ଜେଜେମା,ଆଇ ମାଗଣାରେ ଏହି ଉପଦେଶ ଦେଉଛନ୍ତି।

ଧନିଆ,ଜିରା,ଜୁଆଣି ଖାଇବା ଦ୍ୱାରା ତମ ପେଟର ଗ୍ୟାସ ଭଲ ହୋଇଯିବ।ଆଉ ଏହା ସାଢ଼େତିନି ହଜାର ବର୍ଷରୁ ଅଛି କି ଜୁଆଣି,ଜିରା ଖାଇବା ଦ୍ୱାରା ଗ୍ୟାସ ଭଲ ହୋଇଯାଏ ଆପଣ କେବେ ବି କରିକି ଦେଖି ନେବେ।ଆପଣମାନଙ୍କ ର କାହାର ଯଦି ଗ୍ୟାସ,ବଦହଜମି ଅଛି ଆଜିଠୁ ଆରମ୍ଭ କରି ଦିଅନ୍ତୁ କି ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦେବେ କି ସେଥିରେ ଜୁଆଣି ବେସି ରହିବ ଜିରା ବେଶି ରହିବା ଦରକାର। ଯଦି ଖାଇବାରେ ପକେଇ ପାରୁ ନାହାନ୍ତି ତହେଲେ ଖାଇ ସରିବା ପରେ ଚାମୁଚେ ଖାଇବା। ଆଉ ଯଦି ଜୁଆଣି ବେସି ଖାଇଦେଇଛନ୍ତି ତାହେଲେ ତସହ ବିଟଲୁଣ ମିଶାଇ ଖାଇ ଦିଅନ୍ତୁ। ତିନି ଦିନ ମଧ୍ୟରେ ଅପଣଙ୍କ ଗ୍ୟାସ ବନ୍ଦ ହୋଇଯିବ।

Leave a Reply

Your email address will not be published. Required fields are marked *