February 1, 2025

Odia Express

Here, There and Everywhere

ଫେବିକୁଇକ କଣ ପାଇଁ ନିଜ ଟ୍ୟୁବ ରେ ଲାଗିଯାଏ ନାହିଁ ,୯୯ ପ୍ରତିଶତ ଲୋକ ଏ କଥା ଜାଣି ନଥିବେ ….

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ସାଙ୍ଗମାନେ କଣ ଆପଣ ଙ୍କୁ ଜଣାଅଛି ଦେଶର ପ୍ରଥମ ଆଧାରକାର୍ଡ କାହାର ତିଆରି ହୋଇଥିଲା। କଣ ଏହା ବି ଜାଣିଛନ୍ତି ଏଭଳି କେଉଁ ଦେଶ ଅଛି ଯେଉଁଠୁ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ,ଛାତ୍ରୀ ଙ୍କୁ ସରକାର ପଇସା ଦେଇଥାଏ। ଆପଣଙ୍କୁ ଏହା ବି ଜଣା ନଥିବ କି ଫେବିକୁଇକ ସବୁଠି ଲାଗିଥାଏ କିନ୍ତୁ ଯେଉଁଠାରେ ଥାଏ ସେଠାରେ କଣ ପାଇଁ ଲାଗିନଥାଏ।ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରଥମ ଆପଣ ମାନେ ରାସ୍ତାରେ ଚାଲିବ ବେଳେ ସାଇକେଲ ଦେଖିଥିବେ କିନ୍ତୁ ରୁଷିଆରେ ଏକ ଏପରି ସାଇକେଲ ତିଆରି କରାଯାଇଛି ଯାହା ପାଣି ରେ ଜୋରେ ଚାଲିପାରିବ। ଏହାର ନାମ ହାଇଡ୍ରୋ ଫ୍କୋରିକ ରଖାଯାଇଛି।

ଦ୍ଵିତୀୟ ସେହି ଦେଶ ଯେଉଁଠି ଉଚ୍ଚ ବିଦ୍ୟାଳୟ ରେ ପଢ଼ୁଥିବା ପିଲାଙ୍କୁ ପ୍ରତି ମାସରେ ୫୭୦ ଡ଼ଲାର ଦେଇଥାଏ। ସ୍ଵିଡେନ ଅପରି ଏକ ଦେଶ ଯେଉଁଠି ଯଦି ପିଲାଙ୍କ ଉପସ୍ଥିତ ଅଧିକ ହୋଇଥାଏ ପ୍ରତି ମାସରେ ୫୭୦ ଡଲାର ମିଳିଥାଏ।

ଏହା ତ ଆପଣ ଙ୍କୁ ଜଣା ଥିବ ଆମ ଭାରତରେ ରହିବାକୁ ଆଧାର କାର୍ଡ଼ର କେତେ ଆବଶ୍ୟକତା ଅଛି କିନ୍ତୁ କଣ ଆପଣଙ୍କୁ ଏହା ଜଣା ଅଛି ଭାରତରେ ପ୍ରଥମ ଆଧାରକାର୍ଡ କାହାର ତିଆରି ହୋଇଥିଲା। ଭାରତରେ ପ୍ରଥମ ଆଧାରକାର୍ଡ ବ୍ୟଞ୍ଜନା ନାମକ ଏକ ମହିଳା ଙ୍କର ତିଆରି ହୋଇଥିଲା। ଯିଏକି ମହାରାଷ୍ଟ୍ରର କେନ୍ଦୁଲି ଗାଁରେ ରହିଥାନ୍ତି।

ଆପଣଙ୍କୁ ଜଣାଥିବା ଦୁନିଆରେ ଖାଦ୍ୟ ରେ ରୁଚି ରଖୁଥିବା ଲୋକ ଅଧିକ ଥାନ୍ତି।କଣ ଖାଇବା କୁ ଅଡର ଦେଲା ପରେ କଣ ଆପଣଙ୍କ ଭୋକ ବଢିଥାଏ। ତ ଆପଣଙ୍କୁ କହିରଖିବୁ ଜୋମାଟୋ ଏହାର ସମାଧାନ ନେଇକି ଆସିଛି।ସେ ଖାଦ୍ୟର ଡେଲିଭରି ପାଇଁ ଡ୍ରନର ବ୍ୟବହାର କରିବାକୁ ଯାଉଛି। ଯାହା ଦ୍ବାରା ଖାଦ୍ୟ ଅଳ୍ପ ସମୟରେ ଆପଣଙ୍କ ପାଖରେ ପହଂଚିପାରିବ।

ନମ୍ବର ପାଞ୍ଚ  ଏହି କଥା ତ ଆପଣଙ୍କୁ ଜଣ ଥିବା ମଣିଷ ଶରୀରରେ ହାର୍ଟ ର ଅସୁବିଧା ସବୁଠୁ ଅଧିକ ହୋଇଥାଏ। ଏହି କାରଣରୁ ହାର୍ଟ ଆଟାକରେ ମରିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଏହାକୁ ନିୟନ୍ତ୍ରଣ ପାଇଁ ଏକ ମେସିନ ବାହାର କରାଯାଇଛି ଏହାକୁ ଛାତିରେ ଲଗାଇବା ଦ୍ବାରା ଏହା ଛାତିରେ ଲାଗିଯାଇଥାଏ । ଏହା ବ୍ଲଡ଼ପ୍ରେସର,ହାର୍ଟ ରେଟ ଆଦିକୁ ନିୟନ୍ତ୍ରଣ କରିଥାଏ।ଆପଣଙ୍କ ଆସୁଥିବା ସବୁ ଅସୁବିଧା କୁ ଇଏ ଆଗରୁ ଜାଣିପାରିବ।

ନମ୍ବର ଛଅ ଆଜି ଜାଣିବା ଏକ ଏପରି ରେଷ୍ଟୁରାଣ୍ଟ ବିଷୟରେ ଯେଉଁଠି ଖାଦ୍ୟ ମଣିଷ ଦେଇନଥାନ୍ତି ଏଠାରେ ରୋବଟ ଖାଦ୍ୟ ନେଇକି ଦେଇଥାନ୍ତି।ଏହି ରେଷ୍ଟୁରାଣ୍ଟ ଭାରତର ଓଡିଶାର ଭୁବନେଶ୍ୱରରେ ଅଛି।

ନମ୍ବର ସାତ କଣ ଆପଣଙ୍କ ଜଣା ଅଛି ଫେବିକଲ ସବୁଠି ଲାଗିଯାଇଥାଏ କିନ୍ତୁ ଏହା ଯେଉଁଠି ଥାଏ ସେହି ପାତ୍ରରେ କଣ ପାଇଁ ଲାଗିନଥାଏ?ଏହାର କାରଣ ଏହା ଯେଉଁ ଟିଉବ ରେ ଥାଏ ତାକୁ ପୁରା ଭାବେ ପବନ ନ ଆସିବାକୁ ଦିଆଯାଇଥାଏ। ଏପରି ଏକ କେମିକାଲ ମିଶାଯାଇଥାଏ ଯାହା ବିନା ପବନ ନ ବାଜିବ ଯାଏ ଲାଗିନଥାଏ।

ନମ୍ବର ଆଠ କଣ ଆପଣ କେବେ ଭାବିଛନ୍ତି ଝିଟିପିଟି ର ଲାଙ୍ଗୁଡ କଟିଯିବ ପରେ ମଧ୍ୟ କିପରି ହଲିଥାଏ। ଏହା ଝିଟିପିଟି ର ଚାଲାଖି ହୋଇଥାଏ ଯାହା ଦ୍ବାରା ସେ ସହଜରେ ଖସି ଯାଇଥାଏ। ଯେବେ ସେ ଅସୁବିଧାରେ ପଡେ ସେ ତାର ଲାଙ୍ଗୁଡ଼ ଗଳାଇ ଥାଏ ଯାହା ଦ୍ବାରା ତାର ଶତ୍ରୁ ର ନଜର ତା ଲାଙ୍ଗୁଡ ଉପରେ ରହିବ ଓ ସେ ସହଜରେ ଖସି ପାରିବ।

Leave a Reply

Your email address will not be published. Required fields are marked *