October 24, 2024

Odia Express

Here, There and Everywhere

ଛେଳି ର କଳିଜା ଖାଉଥିବା ୯୯% ଲୋକ ଏହି କଥା ଜାଣି ନାହାନ୍ତି – ଆପଣ ନିଶ୍ଚୟ ଜାଣନ୍ତୁ ଏହି କଥା…

ଦୈନନ୍ଦିନ ଜୀବନ ରେ ଅନେକ ଲୋକ ଏପରି ଅଛନ୍ତି ଯିଏ କି ଛେଳି ର ମାଂସ ତଥା ଆମିଷ ଖାଆନ୍ତି ମାତ୍ର ସେମାନେ ଛେଳି ର କଳିଜା ଖାଆନ୍ତି ନାହିଁ। ଆଉ କିଛି କିଛି ଲୋକ କଳିଜା କୁ ବହୁତ ସୁନ୍ଦର ଭାବେ ମଜା ନେଇକି ଖାଆନ୍ତି କାରଣ ତାର କଳିଜା ବହୁତ ସ୍ୱାଦିଷ୍ଟ ହେଇଥାଏ। କଳିଜା ଭିଟାମିନ ଆଉ ମିନେରାଲ ରେ ଭରପୁର ହେଇ ଥାଏ। ଏହା ଫସଫରସ, ମ୍ୟାଗ୍ନେସିଆମ ଭଳି ନ୍ୟୁଟ୍ରିଏଣ୍ଟ ରେ ଭରପୁର ହେଇଥାଏ ଯାହା କି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେଇଥାଏ। ଏହାକୁ ଖାଉଥିବା ଲୋକ ଅତ୍ୟନ୍ତ ବଳଶାଳୀ ହେବା ସହିତ ଅତ୍ୟନ୍ତ ବୁଦ୍ଧିମାନ ବି ହେଇଯାନ୍ତି। ଆଜି ଆମେ ଆପଣଙ୍କ ଛେଳି ର କଳିଜା ରେ ଥିବା ସମସ୍ତ ଫାଇଦା ବାବଦରେ କହିବାକୁ ଯାଉଛୁ।

୧: ଛେଳି ର କଳିଜା ଖାଉଥିବା ଲୋକମାନଙ୍କ କ୍ଷେତ୍ର ରେ ରକ୍ତ ର କମି ହେଇନଥାଏ ଆଉ ରକ୍ତ ରେ ହିମୋଗ୍ଲୋବିନ ର କମି ହେଇନଥାଏ। ଏହା ଶରୀର ରେ ରକ୍ତ ର ମାତ୍ରା ବଢାଏ ଆଉ ଶରୀର କୁ ହେଲଦୀ ଆଉ ଷ୍ଟ୍ରଙ୍ଗ ବନାଏ।

୨: ଛେଳି କଳିଜା ଖାଇବା ଦ୍ୱାରା ଆମ ଶରୀର ରେ ଇମ୍ୟୁନିଟି ପାୱାର ର କମି ରହି ନଥାଏ। ଏହା ଆମ ଶରୀର ରେ ଶକ୍ତି ଭରିବା ସହ ଆମର ଶରୀର କୁ ବହୁତ ସୁସ୍ଥ ଆଉ ନିରୋଗ କରାଏ।

୩: ଯେଉଁ ଲୋକମାନଙ୍କର ଭୁଲିବା ର ବେମାରି ଥାଏ ସେମାନଙ୍କୁ ଛେଳି ର କଳିଜା ଖାଇବାର ଆବଶ୍ୟକତା ଅଛି। ସେମାନେ ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଏମିତି କଳିଜା ଖାଇବା ଦରକାର।

୪: ଯେଉଁ ଲୋକମାନେ ପୌରୁଷ ବେମାରି ରେ ପୀଡିତ ସେମାନଙ୍କୁ ଛେଳି କଳିଜା ଖାଇବାର ଆବଶ୍ୟକତା ଅଛି। ଏହାଦ୍ୱାରା ଆମ ଶରୀର ରେ ଶକ୍ତି ବୃଦ୍ଧି ହୁଏ ଆଉ ଆମର ମାଂସପେଶୀ ମଜବୁତ ହୁଏ।

୫: ଛେଳି କଳିଜା ରେ ଭିଟାମିନ ବି ୧୨ ବହୁତ ପରିମାଣ ରେ ଥାଏ। ଏହା ଆମ ଶରୀର କୁ ଯୁବବସ୍ଥା ରେ ଆଉ ବହୁତ ହେଲଦୀ ରଖିବାରେ ସହାୟକ ହୁଏ। ଆପଣ ଯଦି ୟଙ୍ଗ ଆଉ ହେଲଦୀ ରହିବାକୁ ଚାହୁଁଛନ୍ତି ତ ଆପଣ ଛେଳି କଳିଜା ଅତି କମ ରେ ସପ୍ତାହ ରେ ଥରେ ନିଶ୍ଚୟ ଖାଆନ୍ତୁ।

୬: ଆପଣ ଯଦି ଗୋରା ହେବାକୁ ଚାହାନ୍ତି ଆଉ ଏହା ସହ ହି ନିଜର ରିଙ୍କିଲ ଦୂର କରିବାକୁ ଚାହାନ୍ତି ତ ଆପଣ ବି ଛେଳି କଳିଜା ନିଶ୍ଚୟ ଖାଆନ୍ତୁ।

୭: ଛେଳି କଳିଜା ଖାଇବା ଦ୍ୱାରା ଆମର ମସ୍ତିଷ୍କ ଅନ୍ୟ ମାନଙ୍କ ତୁଳନା ରେ ୧୦% ଅଧିକ କାମ କରିଥାଏ।

୮: ଛେଳି କଳିଜା ରେ ଭିଟାମିନ ଏ ର ବହୁତ ମାତ୍ରା ଥାଏ। ତେଣୁ ଯଦି ଆପଣଙ୍କ ଅନ୍ଧାରକଣା ର ବେମାରି ଅଛି ତ ଆପଣ ଏହାକୁ ଜଲଦି ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *