ଜେଜେ ମାଙ୍କର ଅନେକ ବର୍ଷରୁ ବନ୍ଦ ପଡିଥିବା ଜୋତା ଦୋକାନ ଯେବେ ବ୍ୟକ୍ତି ଖୋଲିଲେ ତେବେ ଚମକି ଗଲା ତାଙ୍କର ଭାଗ୍ୟ, ଜାଣନ୍ତୁ କିପରି?
ଦାଦିଙ୍କର ବର୍ଷାଧିକ କାଳ ବନ୍ଦ ପଡିଥିବା ଜୋତା ଦୋକାନ: କୁହନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ନିଜର ଭବିଷ୍ୟ ବିଷୟରେ କିଛି ଜଣା ନଥାଏ । ତାଙ୍କ ସହିତ କେବେ କଣ ହୋଇଯିବ କିଛି କୁହାଯାଇ ପାରିବ ନାହିଁ । ଅନେକ ଲୋକ ଭାଗ୍ୟ ଉପରେ ବିଶ୍ଵାସ କରନ୍ତି ଏବଂ ଅନେକ ଲୋକ ଅଟନ୍ତି ଯେଉଁ ମାନଙ୍କୁ ଭାଗ୍ୟ ଭଳି ଜିନିଷ ଉପରେ ବିଶ୍ଵାସ ନଥାଏ। ପରନ୍ତୁ ଆମେ କାହାକୁ ବିଶ୍ଵାସ କରିବା ନକରିବା ନିମନ୍ତେ ବାଧ୍ୟ କରିପାରିବୁ ନାହିଁ । କିନ୍ତୁ ଅନେକ ସମୟରେ ଭାଗ୍ୟ ଭଳି ଜିନିଷ ଥାଏ, ଏହାର ଉଦାହରଣ ମିଳିସାରିଛି । ଅନେକ ସମୟରେ ଏହି ଦୁନିଆରେ କିଛି ଏପରି ଘଟଣା ହୋଇଥାଏ, ଯେଉଁଥିରୁ ଏକଥା ଜଣା ପଡେ ଯେ ଭାଗ୍ୟ ଭଳି ଜିନିଷ ଥାଏ।
ଭାଗ୍ୟ ଭଲ ଥିବ ତ ବ୍ୟକ୍ତି ହୋଇଯାଇଥାଏ ରାତାରାତି ଧନୀ: ହଁ ଆଜ୍ଞା ଏହା ଶୁଣି ହୁଏତ ଆପଣଙ୍କୁ ବିଶ୍ଵାସ ନହେବ କିନ୍ତୁ ଏହା ସତ ଅଟେ । ଅନେକ ସମୟରେ ଆପଣ ଲୋକଙ୍କୁ ଦେଖିଥିବେ ଯିଏ ଆଗରୁ ବହୁତ ଗରିବ ଥିବେ କିନ୍ତୁ ଅଚାନକ ସେ ଧନୀ ହୋଇଯାନ୍ତି । ଏହାକୁ ଆପଣ ଭାଗ୍ୟ ନୁହେଁ ତ ଆଉ କଣ କହିବେ? ଭାଗ୍ୟ ଭଲ ହେବାର କାରଣରୁ ହିଁ ଏକ ଗରିବ ବ୍ୟକ୍ତି ଗୋଟିଏ ରାତିରେ ଧନୀ ହୋଇଯାଏ। ଯଦି ଆପଣ କେବେ ରାସ୍ତାରେ ଯାଉଥିବେ ଏବଂ ଆପଣଙ୍କୁ ଏକ ନୋଟ ଭର୍ତ୍ତି ବ୍ୟାଗ ମିଳିଯିବ ତ ଏହାକୁ ଆପଣ ଭଲ ଭାଗ୍ୟ ହିଁ ମାନିବେ।
ପରିବାର ଲୋକେ ଦୋକାନକୁ ଦେଇନଥିଲେ ଅଧି ମହତ୍ଵ: ବେଳେବେଳେ ଆମକୁ ଅନେକଥର ଏଭଳି ସ୍ଥାନରେ କିଛି ବହୁମୂଲ୍ୟ ଜିନିଷ ମିଳିଯାଏ, ଯାହା ସେହି ସ୍ଥାନରେ ମିଳିବାର ଆଶା ନଥାଏ । ହଁ ଆଜ୍ଞା ନିକଟରେ ଜଣେ ବ୍ୟକ୍ତିଙ୍କୁ ଭାଗ୍ୟ ଦ୍ଵାରା ଏଭଳି କିଛି ଜିନିଷ ମିଳିଯାଇଛି, ଯେଉଁ କାରଣରୁ ସେ ରାତାରାତି ଧନୀ ହୋଇଯାଇଛି। ପ୍ରକୃତରେ ଆମେରିକାରେ ଏକ ପରିବାରକୁ ଦାଦିଙ୍କର ୱିଲ କାରଣରୁ ଏକ ବହୁତ ପୁରୁଣା ଦୋକାନ ମିଳିଲା। ସେହି ସମୟରେ ସେହି ପରିବାର ଦୋକାନକୁ ଅଧିକ ମହତ୍ଵ ଦେଇନଥିଲେ। କିନ୍ତୁ ଯେବେ ଅନେକ ବର୍ଷପରେ ସେହି ଦୋକାନକୁ ଖୋଲାଗଲା ତ ସେଥିରେ ଯାହା ଦୃଶ୍ୟ ହେଲା, ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ସ୍ୱାସ୍ଥ୍ୟ ଖରାପ ରହିବା କାରଣରୁ ଦୋକାନ ବନ୍ଦ କରିଦିଆଯାଇଥିଲା: ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଆମେରିକାର ଏକ ପରିବାରକୁ ଏକ ଦୋକାନ ୱିଲରେ ମିଳିଥିଲା। ଏହି ଦୋକାନ 1940 ରୁ 1960 ମଧ୍ୟରେ ଖୋଲିଥିଲା। ଯେବେ ଜେଜେମାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା ତ ଏହି ଦୋକାନକୁ ବନ୍ଦ କରିଦିଆଗଲା । ପରିବାର ଲୋକମାନଙ୍କୁ ଯେବେ ଏହା ଜଣାପଡିଲା ଯେ ତାଙ୍କ ଜେଜେମା ତାଙ୍କ ନିମନ୍ତେ ଏହି ଦୋକାନ ଛାଡିଛନ୍ତି ତ ସେମାନେ ସେହି ସମୟରେ ଯାଇ ଏହାକୁ ଦେଖିବା ମଧ୍ୟ ଉଚିତ ଭାବିଲେ ନାହିଁ । ସେମାନଙ୍କୁ ଲାଗିଲା ଯେ ଏତେ ପୁରୁଣା ଦୋକାନର ସେମାନେ କଣ କରିବେ? 2014ରେ ପରିବାର ଥରେ ଏହି ଦୋକାନକୁ ଦେଖିବାର ନିଷ୍ପତ୍ତି ନେଲେ ଏବଂ ଯେବେ ଦୋକାନ ଖୋଲାହେଲା ତ ଦୋକାନ ସଂପୂର୍ଣ୍ଣ ରୂପେ ଧୁଳି ଭର୍ତ୍ତି ଥିଲା ।
ଏହି ଭିଣ୍ଟେଜ ଜୋତାର ମୂଲ୍ୟ ଅଟେ ବହୁତ ଅଧିକ: କିନ୍ତୁ ଯେବେ ଧୀରେଧିରେ ସେମାନେ ଦୋକାନର ନିରୀକ୍ଷଣ କରିବା ଆରମ୍ଭ କଲେ ତ ତାଙ୍କର ଖୁସିର ଠିକଣା ନଥିଲା। ପ୍ରକୃତରେ ଏହି ପୁରୁଣା ଦୋକାନରେ ସେମାନଙ୍କୁ ଅନେକ ଏପରି ଜୋତା ମିଳିଲା ଯାହା ବହୁତ ଭଲ ଅବସ୍ଥାରେ ଥିଲା। ସେହି ସମୟର ଏହି ଜୋତା ଆଜିର ସମୟରେ ବହୁତ ଅଧିକ ମୂଲ୍ୟର ଅଟେ । ଏବେ ଏହା ସୋସିଆଲ ମିଡିଆରେ ଅନେକ ବର୍ଷ ପରେ ଖୋଲିଥିବା ଏହି ଦୋକାନର ଫଟୋ ଭାଇରାଲ ହେବାରେ ଲାଗିଛି। ପରନ୍ତୁ ଏଥିରେ ପରିବାର ନିଜ ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ଭାଇରାଲ ହେଉଥିବା ଏହି ଫଟୋକୁ ଦେଖି ଲୋକଙ୍କର କହିବା ଅଟେ ଯେ କେଉଁ ସ୍ଥାନରେ ଆପଣଙ୍କ ଭାଗ୍ୟ ଖୋଲିଯିବ ଏହା କିଛି କୁହାଯାଇ ପାରିବ ନାହିଁ ।