February 5, 2025

Odia Express

Here, There and Everywhere

୨ ବର୍ଷ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନୀ ଏହି ଝିଅର ପ୍ରେମ ପାଇଁ ବ୍ୟାକୁଳ ହେଇଥିଲେ, ତା ପରେ ଏପରି ହେଲା ଯେ..

1 min read

ନମସ୍କାର ବନ୍ଧୁଗଣ ଅପ୍ନା ସମସ୍ତଙ୍କୁ ଆମର ଲେଖାକୁ ସ୍ଵାଗତ ଅଟେ । ଆଜିକାଲିର ସମୟରେ କ୍ରିକେଟ ଲୋକଙ୍କର ବହୁତ ପସନ୍ଦର ଖେଳ ହୋଇଯାଇଛି। ଯେଉଁ ବ୍ୟକ୍ତି ଆଗରୁ କ୍ରିକେଟ ଦେଖିବାକୁ ପସନ୍ଦ କରୁଣାଥିଲେ ଆଜିର ସମୟରେ ସେମାନେ ମଧ୍ୟ କ୍ରିକେଟରେ ନିଜର ଆଗ୍ରହ ଦେଖେଇବାରେ ଲାଗିଲେଣି । ଛୋଟ ଅବା ବୁଢା, ସମସ୍ତଙ୍କୁ କ୍ରିକେଟ ଦେଖିବା ବହୁତ ପସନ୍ଦ ଲାଗୁଛି ଏବଂ ଯେବେ କଥା କ୍ରିକେଟର ହେଉଛି ତ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସର୍ବାଗ୍ରେ ଆସେ। ଏହି ଭାରତୀୟ କ୍ରିକେଟ ଦଳର ବହୁତ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ଅଟନ୍ତି। ମହେନ୍ଦ୍ର ସିଂହ ଧୋନୀ ନିଜର ବ୍ୟାଟିଂ ଦ୍ଵାରା ଲକ୍ଷାଧିକ ହୃଦୟକୁ ନିଜର ପ୍ରାଣସକ ବନେଇ ଦେଇଛନ୍ତି। ସାରା ଦୁନିଆରେ ତାଙ୍କର ପ୍ରଶଂସକ ସବୁଠାରୁ ଅଧିକ ଅଟନ୍ତି। ସମସ୍ତ ଲୋକମାନେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ଆପଣମାନେ ତ ଏହା ଶୁଣିଥିବେ ଯେ ସବୁ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ମହିଳାଙ୍କ ହାତ ଥାଏ ପରନ୍ତୁ ମହେନ୍ଦ୍ର ସିଂହ ଧୋନୀ ଏକ ଏପରି ଭାରତୀୟ କ୍ରିକେଟର ଅଟନ୍ତି ଯାହାଙ୍କର ସଫଳତା ପଛରେ ତାଙ୍କର ନିଜର ମଧ୍ୟ ବହୁତ ଅଧିକ ହାତ ଅଛି ।ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରେ ନିଜର ଇଚ୍ଛା ପୂରଣ କରିଛନ୍ତି କିନ୍ତୁ ନିଜର ପ୍ରେମ ଜୀବନରେ ସେପରି ନାହାନ୍ତି ଯେପରେ ସେ ଚାହୁନଥିଲେ। ଆପଣମାନେ ତ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ନିର୍ମିତ ଫିଲ୍ମ ‘ଏମଏସ ଧୋନୀ- ଦ ଅନଟୋଲ୍ଦ ଷ୍ଟୋରି’ କୁ ଅବଶ୍ୟ ଦେଖିଥିବେ

ଯେଉଁ ଫିଲ୍ମରେ ଏହା ଦେଖାଯାଇଛି ଯେ ଆଗରୁ ମହେନ୍ଦ୍ର ସିଂହ ଧୋନୀ କୌଣସି ଅନ୍ୟ ଝିଅକୁ ପ୍ରେମ କରୁଥିଲେ ପରନ୍ତୁ କୌଣସି କାରଣବଶତଃ ଏକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଗଲା ଯେଉଁ କାରଣରୁ ମହେନ୍ଦ୍ର ସିଂହ ଧୋନୀ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ ସେଥିପାଇଁ କ୍ରିକେଟରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ହୋଇଗଲା ।

ଏଥିମଧ୍ୟରେ ମହେନ୍ଦ୍ର ସିଂହ ଧୋନୀଙ୍କର ସାକ୍ଷାତ ହୋଟେଲ ମ୍ୟାନେଜମେଣ୍ଟରେ କାର୍ଯ୍ୟରତ ସାକ୍ଷୀଙ୍କ ସହିତ ହୋଇଥିଲା ସେଠାରେ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଗଲା ଏବଂ ମମହେନ୍ଦ୍ର ସିଂହ ଧୋନୀ ସାକ୍ଷୀଙ୍କ ସହିତ ପ୍ରାୟ 2ବର୍ଷ ପର୍ଯ୍ୟନ୍ତ ଡେଟିଙ୍ଗ କରିବା ପରେ ବିବାହ କରିଥିଲେ । ଏକଥା ବିଲକୁଲ ଠିକ ଯେ ଯେଉଁ ସ୍କୁଲରେ ମହେନ୍ଦ୍ର ସିଂହ ଧୋନୀ ପାଢୀଥିଲେ ସେହି ସ୍କୁଲରେ ସାକ୍ଷୀ ମଧ୍ୟ ନିଜର ଶିକ୍ଷାର ଆରମ୍ଭ କରିଥିଲେ ଯେବେକି ମହେନ୍ଦ୍ର ସିଂହ ଧୋନୀ ଏବଂ ସାକ୍ଷୀଙ୍କ ମଧ୍ୟରେ ବୟସର ଅନ୍ତର ପ୍ରାୟ 8ବର୍ଷର ଅଟେ। ତେଣୁ ଅର୍ଥ ଏହା ଅଟେ ଯେ ସେ ନିଜର ସ୍କୁଲରେ କେବେ ମଧ୍ୟ ସାକ୍ଷୀଙ୍କୁ ଦେଖିନାହାନ୍ତି ।

ମହେନ୍ଦ୍ର ସିଂହ ଧୋନୀ ଏବଂ ସାକ୍ଷୀଙ୍କର ଗୋଟିଏ ଝିଅ ମଧ୍ୟ ଅଛି ଯିଏ କି ପୁରା ଭାରତୀୟ କ୍ରିକେଟ ଜଗତରେ ଲୋକପ୍ରିୟ ଅଟେ। ବୋଧହୁଏ ଆପଣଙ୍କୁ ତାର ନାମ ଜଣା ଥିବ ତଥାପି ଆମେ ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ତାଙ୍କର ନାମ ‘ଜୀବା ଧୋନୀ’ ଅଟେ ।

Leave a Reply

Your email address will not be published. Required fields are marked *