ଏହି ଆଇପିଏସ ଅଫିସରଙ୍କର ସୁନ୍ଦର ବଡି ଉପରେ ସୁନ୍ଦରୀ ଝିଅ ମାନେ ଫିଦା ଅଟନ୍ତି, ତାଙ୍କୁ ବାହା ହେବା ପାଇଁ କିଛି ବି କରିପାରିବେ କହୁଛନ୍ତି…ଏବେ ଦେଖିନିୟନ୍ତୁ
ଆଜିର ସମୟରେ ଅଧିକତର ଝିଅ ସ୍ମାର୍ଟ ପୁଅଙ୍କ ମସଲ୍ସ ଏବଂ ଫିଟନେସକୁ ଦେଖିବା ପରେ ତାଙ୍କ ଆଡକୁ ଆକର୍ଷିତ ହୋଇ ଯାନ୍ତି । ଏପରି କୁହାଯାଏ ଯେ ଯଦି ଅପନକ ବଡି ଫିଟ ଥିବା ସହିତ ମସ୍କୁଲାର ଅଟେ ତେବେ ଏମିତିରେ ପ୍ରତ୍ୟେକ ଝିଅ ଆପଣଙ୍କ ନିମନ୍ତେ ନିଜର ହୃଦୟର କବାଟ ଖୋଲିଦେଇଥାନ୍ତି ।
ଆଜିକାଲି ଲୋକଙ୍କ ମଧ୍ୟରେ ଫିଟନେସର କ୍ରେଜ ଏଭଳି ବଢି ଯାଇଛି ଯେ ଆଜି ସମସ୍ତେ ନିଜର ବଡିକୁ ଫିଟ ଏବଂ ମସ୍କୁଲାର ବନେଇବାକୁ ଚାହାନ୍ତି । ମସ୍କୁଲାର ବଡି ଏବଂ ଫିଟନେସର ପାଗଳାମି ରଖୁଥିବା ଏଭଳି ଏକ ଆଇପିଏସ ଅଫିସର ଆଜି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ଏକ ବିଷୟ ଅଟନ୍ତି । ଆପଣଙ୍କୁ ଜଣେଇଦେବୁ ଯେ ଏହାଙ୍କର ଫିଟନେସ ଏବଂ ଏହାଙ୍କର ବଡି ଦେଖିବା ପରେ ଆଜି ସହସ୍ରାଧିକ ଝିଅ ଏହାଙ୍କର ପ୍ରଶଂସିକା ହେଇସାରିଛନ୍ତି । ଏବେ ଆପଣ ଭାବୁଥିବେ ଯେ କିଏ ଅଟନ୍ତି ସେହି ଆଇପିଏସ ଅଫିସର। ତେବେ ଆସନ୍ତୁ ଜଣେଇବୁ ଆପଣଙ୍କୁ ସେହି ଆଇପିଏସ ଅଫିସରଙ୍କ ବିଷୟରେ ।
ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ ଯେଉଁ ଆଇପିଏସ ଅଫିସରଙ୍କର ଏବେ ଲୋକଙ୍କ ମଧ୍ୟରେ ବହୁତ ଅଧିକ ଚର୍ଚ୍ଚା ହେଉଛି ସେ ଆଇପିଏସ ଅଫିସର କେହି ଅନ୍ୟ ନୁହନ୍ତି ପରନ୍ତୁ ସଚିନ ଅତୁଲକର ଅଟନ୍ତି । ଆପଣଙ୍କୁ ଏକଥା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆଜି ଲକ୍ଷାଧିକ ଝିଅଙ୍କର ହୃଦୟର ସ୍ପନ୍ଦନ ହୋଇସାରିଥିବା ଏହି ଆଇପିଏସ ଅଫିସରଙ୍କୁ ଭେଟିବାକୁ କୌଣସି ନା କୌଣସି ଝିଅ ତାଙ୍କ ପାଖକୁ ନିଶ୍ଚିତ ଆସୁଛନ୍ତି । ବିଗତ ଦିନ ମାନଙ୍କର କଥା କହିବୁ ତ ପଞ୍ଜାବର ନିବାସୀ 27ବର୍ଷୀୟ ଏକ ମହିଳା କେବଳ ତାଙ୍କୁ ସାକ୍ଷାତ କରିବା ପାଇଁ ଉଜ୍ଜୈନ ଆସିଥିଲେ। ସେହି ମହିଳାଙ୍କ ମୁତାବିକ ସଚିନ ଅତୁଲକରଙ୍କ ବଡି କୁ ଦେଖିବା ପରେ ସେ ନିଜର ହୃଦୟ ତାଙ୍କଠାରେ ଲୁଟେଇ ଦେଇଛନ୍ତି । ସଚିନ ଅତୁଲକରଙ୍କୁ ଭେଟିବା ନିମ୍ନତେ ଆସିଥିବା ଏହି ମହିଳାଙ୍କ କଥାକୁ ଶୁଣି ଯେବେ ତାଙ୍କ ସୁରକ୍ଷାକର୍ମୀ ସେହି ମହିଳାଙ୍କୁ ସେଠାରୁ ଚାଲି ଯିବାକୁ କହିଲେ ତ ସେହି ମହିଳା ସେମାନଙ୍କୁ ସିଧା ଶବ୍ଦରେ କହିଦେଲେ ଯେ ଯେପର୍ଯ୍ୟନ୍ତ ସେ ତାଙ୍କୁ ସାକ୍ଷାତ କରିନାହାନ୍ତି ସେ ସ୍ଥାରୁ କୁଆଡେ ମଧ୍ୟ ଯିବେ ନାହିଁ ।
ଆଇପିଏସ ସଚିନ ଅତୁଲକରଙ୍କ ସହିତ ସାକ୍ଷାତ କରିବାର ଜିଦ କରୁଥିବା ଏହି ମହିଳାଙ୍କ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ମହିଳା ନିଜର ପଥ ଭୁଲି ଉଜ୍ଜୈନ ପହଞ୍ଚି ଯାଇଥିଲେ। ଉଜ୍ଜୈନ ପହଞ୍ଚିବା ପରେ ସେ ତାଙ୍କୁ ଏକଥା ଜଣା ପଡିଲା ଯେ ସଚିନ ଅତୁଲକର ଉଜ୍ଜୈନରେ କାର୍ଯ୍ୟରତ ଅଛନ୍ତି ତ ସେ ତାଙ୍କୁ ଭେଟିବା ନିମନ୍ତେ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚି ଗଲେ । ସଚିନ ଅତୁଲକରଙ୍କ ସୁରକ୍ଷାରେ ନିୟୋଜିତ ମହିଳା ପୋଲିସ କର୍ମୀ ଙ୍କ ଦ୍ଵାରା ତାଙ୍କୁ ବୁଝେଇବାର ସମସ୍ତ ସମ୍ଭବ ପ୍ରୟାସ କରାଗଲା । ଏହାପରେ ମଧ୍ୟ ସେହି ମହିଳା କୌଣସି କଥା ଶୁଣିବା ନିମନ୍ତେ ପ୍ରସ୍ତୁତ ନଥିଲେ। ଏହି ପ୍ରକାର ଘଟଣା ଦେଖିବା ପରେ ସଚିନ ଅତୁଲକର ବିନା କାରଣରେ ଟେନସନରେ ଆସିଗଲେ ।
ମହିଳା ପୋଲିସ ଥାନାର ଇନଚାର୍ଜ ରେଖା ବର୍ମାଙ୍କ ଅନୁଯାୟୀ ସେହି ମହିଳା ବାରମ୍ବାର ତାଙ୍କ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରାଯାଇଥିବା ଫଟୋ ଦେଖିବା ପରେ ତାଙ୍କୁ ସାକ୍ଷାତ କରିବାର କଥା କହୁଥିଲେ । ପୋଲିସ ମାନେ ଯେବେ ସେହି ମହିଳାଙ୍କୁ ଟ୍ରେନରେ ବସେଇ ତାଙ୍କୁ ତାଙ୍କ ଘର ଛାଡିବାର ଚେଷ୍ଟା କଲେ ତ ସେହି ମହିଳାଙ୍କ ଦ୍ଵାରା ଏହା କୁହାଯିବାରେ ଲାଗିଲା ଯେ ସେ ଅଧା ରାସ୍ତାରେ ଟ୍ରେନ ରୁ ଡେଇଁ ଆତ୍ମହତ୍ୟା କରିଦେବେ ।
ମହିଳାଙ୍କ ଦ୍ଵାରା ଏହି ପ୍ରକାର କଥା କୁହାଯିବା ପରେ ପୋଲିସ କର୍ମୀମାନେ କୌଣସି ପ୍ରକାରେ ତାଙ୍କ ପରିବାର ଲୋକଙ୍କୁ ତାଙ୍କର ସୂଚନା ଦେଲେ ଏବଂ ସେମାନଙ୍କୁ ତାଙ୍କ ସହିତ ଉଜ୍ଜୈନ ନେଇଯିବାକୁ ସେମାନଙ୍କୁ ଡକେଇଲେ। ପରିବାର ଲୋକଙ୍କୁ ଉଜ୍ଜୈନ ଆସିବା ପରେ ସେହି ମହିଳା ନିଜ ପରିବାର ଲୋକଙ୍କ ସହିତ ଘରକୁ ଫେରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ମହିଳାଙ୍କ ଜିଦ କୁ ଦେଖି ପୋଲିସ ତାଙ୍କୁ ସୁଧାର ଗୃହକୁ ପଠେଇଦେଲେ ସେଠାରେ ଅନ୍ୟ ପକ୍ଷରେ ଆଇପିଏସ ଅଫିସର ସଚିନ ଅତୁଲକର ମଧ୍ୟ ମହିଳାଙ୍କୁ ସାକ୍ଷାତ କରିବାକୁ ସ୍ପଷ୍ଟ ଭାବେ ମନା କରିଦେଲେ ।