IAS ଇଣ୍ଟରଭିୟୁରେ ପଚରାଗଲା PASSWORD କୁ ହିନ୍ଦୀରେ କଣ କୁହାଯାଏ ? ୯୯ ପ୍ରତିଶତ ଲୋକ ଉତ୍ତର ଜାଣିନଥିବେ ସଠିକ ଉତ୍ତର ….
1 min readଆଇଏଏସ ଏକ ଏପରି ପରୀକ୍ଷା ଅଟେ ଯେଉଁଥିରେ ସବୁଠାରୁ ଶ୍ରେଷ୍ଠର ଚୟନ ହୋଇଥାଏ। ଏହି ଇଣ୍ଟରଭିୟୁରେ ଏପରି ଅନେକ ପ୍ରଶ୍ନ କରାଯାଏ ଯାହା ମୁଣ୍ଡ ଘୁରେଇଡିଏ। ଅନେକ ପ୍ରଶ୍ନ ପରିସ୍ଥିତି ସମ୍ବନ୍ଧିତ ହୋଇଥାଏ, ଯେଉଥିରୁ ଆପଣଙ୍କର ରିଜନିଙ୍ଗ କ୍ଷମତାର କିମ୍ବା ପ୍ରତ୍ୟୁତ୍ପନ୍ନମତିତାର ଅନୁମାନ ଲାଗାଯାଇପାରେ।ଆପଣଙ୍କ ଆସେସମେଣ୍ଟ ଏହି ପ୍ରଶ୍ନ ମାନଙ୍କ ଉପରେ ଆଧାର କରାଯାଇଥାଏ। ଆପଣ କେତେ ଶୀଘ୍ର ଓ କେତେ ଚତୁର ଉତ୍ତର ଦେଉଛନ୍ତି, ଚୟନ ସେହି ଆଧାରରେ ହୁଏ। ସେହିଭଳି ଏକ ପ୍ରଶ୍ନ ଆମେ ଆଜି ଆପଣଙ୍କୁ ପଚାରୁଛୁ ଯାହା ଏହି ପରୀକ୍ଷାରେ ପଚରା ଯାଇଥିଲା। ଏହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ।
ପାସୱାର୍ଡର ହିନ୍ଦୀ ଅର୍ଥ – ଏଭଳି ଏକ ଇଣ୍ଟରଭିୟୁରେ ପଚରାଗଲା ଯେ ପାସୱାର୍ଡକୁ ହିନ୍ଦୀ ରେ କଣ କୁହାଯାଏ? ଏହି ପ୍ରଶ୍ନ ଶୁଣି ଆପଣ ମଧ୍ୟ ଚିନ୍ତାରେ ପଡିଯାଇଥିବେ ଯେ ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ। କଣ ଆପଣଙ୍କୁ ଏହାର ଉତ୍ତର ମିଳିଲା? ଯଦି ନୁହେଁ ତେବେ ଆମେ ହିଁ ଜଣେଇଦେଉଛୁ। ପାସୱାର୍ଡକୁ ହିନ୍ଦୀରେ କୁଟ ଶବ୍ଦ କୁହାଯାଏ।
ଆସନ୍ତୁ ଏଭଳି କିଛି ନିଆରା ପ୍ରଶ୍ନ ଓ ଚଟାପଟ ଉତ୍ତର ଆପଣଙ୍କୁ ଜଣେଇବୁ ।
ପ୍ରଶ୍ନ- ଯଦି ଜେମ୍ସ ବଣ୍ଡ ବିନା ପାରାଶୁଟରେ ଏରୋପ୍ଳେନରୁ ଡେଇଁବା ପରେ ମଧ୍ୟ ଜୀବିତ ରହିବେ, ଏହା କିଭଳି ସମ୍ଭବ ଅଟେ?
ଉତ୍ତର- ଜେମ୍ସ ବଣ୍ଡ ବିନା ପାରାଶୁଟରେ ଏରୋପ୍ଳେନଊ ଡେଇଁବା ପରେ ମଧ୍ୟ ଜୀବିତ ରହିବେ କାରଣ ଏରୋପ୍ଳେନ ରନୱେରେ ଥିଲା। ଦେଖିଲେ କେତେ ସହଜ ଥିଲା।
ପ୍ରଶ୍ନ- କୌଣସି ମଣିଷ ଆଠ ଦିନ ବିନା ଶୋଇବାରେ ରହିପାରିବ କି?
ଉତ୍ତର- ସେ ରାତିରେ ଶୋଇବ।
ପ୍ରଶ୍ନ- ଯଦି ମୁଁ ତୁମର ଭଉଣୀକୁ ନେଇ ପଳେଇବି ତ ତୁମେ କଣ କରିବ?
ଉତ୍ତର- “ମୋର ନିଜର ଭଉଣୀ ନିମନ୍ତେ ଆପଣଙ୍କ ଠାରୁ ଉତ୍ତମ ବ୍ୟକ୍ତି ମିଳିବେ ନାହିଁ” (ବୋଧହୁଏ ଆପଣ ଚୟନ ହୋଇଯିବେ)
ଉତ୍ତର- କିପରି ଏକ କଞ୍ଚା ଅଣ୍ଡାକୁ ଭୂମିରେ ପକେଇ ଦିଆହେବ ଯେ ତାହା ଭାଙ୍ଗିବ ନାହିଁ ?
ଉତ୍ତର- ଭୂମି ଅଣ୍ଡା ଠାରୁ ଅଧିକ ମଜବୁତ ହୋଇଥାଏ , ଭାଙ୍ଗିବ ନାହିଁ ।
ଉତ୍ତର- ତାହା କଣ ଅଟେ ଯାହା କୌଣସି ଅଧା ସେଓ ଭଳି ଦେଖାଯାଏ?
ଉତ୍ତର- ବଞ୍ଚିଥିବା ଅଧା ସେଓ ।
ପ୍ରଶ୍ନ- ରାମ ଓ ଶ୍ୟାମ ଯମଜ ଅଟନ୍ତି। ଦୁହିଁଙ୍କ ଜନ୍ମ Mayରେ ହୋଇଥିଲା କିନ୍ତୁ ତାଙ୍କର ଜନ୍ମଦିନ Jun ରେ ଆସେ, ଏହା କିଭଳି ସମ୍ଭବ ଅଟେ?
ଉତ୍ତର- May ତାଙ୍କ ସହରର ନାମ ଅଟେ।
ପ୍ରଶ୍ନ- ଗୋଟିଏ ବିଲେଇର ତିନୋଟି ଛୁଆ ଥିଲେ ଯାହାର ନାମ ଜାନୁଆରୀ, ଫେବ୍ରୁଆରି, ଓ ମେ ଥିଲା। ମା ର ନାମ ‘କଣ’ ଥିଲା?
ଉତ୍ତର- ମା ର ନାମ ‘କଣ’ ହିଁ ଅଟେ ।
ଉତ୍ତର- କଣ କରିବେ ଯଦି କେଉଁଦିନ ସକାଳେ ଉଠି ଆପଣ ଜାଣିବେ ଯେ ଆପଣ ଗର୍ଭବତୀ ଅଟନ୍ତି?
ଉତ୍ତର- ମୁଁ ବହୁତ ଖୁସି ହେବି ଓ ନିଜର ସ୍ଵାମୀଙ୍କ ସହିତ ଏହି ଖୁସିଖବରକୁ ସେୟାର କରିବି।