ତାହେଲେ ଏବେ ବ୍ଲଡ଼ଗ୍ରୁପ ରୁ ଜାଣିପାରିବେ ଲୋକଙ୍କ ବ୍ୟକ୍ତିତ୍ଵ – ଏବେ ଜାଣିରଖନ୍ତୁ …
1 min readକଣ ଆପଣଙ୍କୁ ଏହି କଥା ଜଣା ଅଛି ଯେ ଆପଣଙ୍କ ବ୍ଲଡ଼ ଗ୍ରୁପ ଆପଣଙ୍କ ବ୍ୟକ୍ତିତ୍ଵକୁ ଦର୍ଶାଇଥାଏ। ଆମର ଭାରତ ଦେଶରେ ଏଭଳି ଅନେକ ଲୋକ ଅଛନ୍ତି ଯାହାଙ୍କୁ ନିଜର ବ୍ଲଡ଼ ଗ୍ରୁପ ବିଷୟରେ ଜଣା ମଧ୍ୟ ନଥାଏ। କିନ୍ତୁ ନିଜର ବ୍ଲଡ଼ ଗ୍ରୁପର ସୂଚନା ସମସ୍ତଙ୍କୁ ରଖିବା ଉଚିତ। ଆପଣଙ୍କୁ ଏକଥା ଜାଣି ଆଶ୍ଚର୍ଯ୍ୟ ହେବ ଯେ ଅନ୍ୟ ଦେଶରେ ବ୍ଲଡ଼ ଗ୍ରୁପର ସୂଚନା ରଖିବା ବହୁତ ଆବଶ୍ୟକ ହୋଇଥାଏ ଓ ବ୍ଲଡ଼ ଗ୍ରୁପର ଆଧାରରେ ସମ୍ପର୍କ ସ୍ଥିର କରାଯାଏ। ବ୍ଲଡ଼ ଗ୍ରୁପ ଆପଣଙ୍କ ପସନ୍ଦ, ବ୍ୟକ୍ତିତ୍ଵ ଓ ଅନ୍ୟ ଅନେକ କାମ ସହିତ ଜଡିତ ସମସ୍ତ କଥାର ସୂଚନା ଦେଇଥାଏ। ଏଥିପାଇଁ ଆମ ସମସ୍ତଙ୍କୁ ନିଜର ବ୍ଲଡ଼ ଗ୍ରୁପ ବିଷୟରେ ନିଶ୍ଚିତ ଜଣା ଥିବା ଆବଶ୍ୟକ ।
ଯାହାକି ଆମେ ସମସ୍ତେ ଜାଣୁ ଯେ ଆମ ସମସ୍ତଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଅନ୍ୟ ମାନଙ୍କ ପ୍ରତି ଆମର ବ୍ୟବହାର ଭିନ୍ନ ଭିନ୍ନ ହୋଇଥାଏ। ଯାହାକି ଆମେ ସମସ୍ତେ ବାଲ୍ୟକାଳରୁ ହିଁ ଶୁଣି ଆସିଛୁ ଯେ ପାଞ୍ଚ ଅଙ୍ଗୁଳି କେବେ ସମାନ ହୋଇନଥାଏ ଠିକ ସେହିପରି ପ୍ରତ୍ୟେକ ବ୍ଯକ୍ତିର ବ୍ୟବହାର ଭିନ୍ନ ଭିନ୍ନ ହୋଇଥାଏ ଓ ଠିକ ଏହି ପ୍ରକାର ଆମେ ସମସ୍ତଙ୍କ ବ୍ଲଡ଼ ଗ୍ରୁପ ମଧ୍ୟ ଭିନ୍ନ ହୋଇଥାଏ। ବହୁତ ଏସିଆ ଦେଶର ଦର୍ଶକଙ୍କର କହିବା ଯେ କୌଣସି ବ୍ୟକ୍ତିଙ୍କର ବ୍ଲଡ଼ ଗ୍ରୁପ ଦ୍ଵାରା ତାଙ୍କର ସ୍ଵଭାବ ଓ ବ୍ୟବହାର ବିଷୟରେ ଜଣା ଯାଇପାରିବ । ଯାହାକି ଆମେ ସମସ୍ତେ ଜାଣୁ ଯେ ବ୍ଲଡ଼ ଗ୍ରୁପ 4ପ୍ରକାରର ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏହା ଜଣେଇବାକୁ ଯାଉଛୁ ଯେ କିପରି? କାହାର ବି ବ୍ଲଡ଼ ଗ୍ରୁପଦ୍ଵାରା ସେହି ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ଜଣା ଯାଇପାରିବ ।
Aବ୍ଲଡ଼ ଗ୍ରୁପ: ପ୍ରଥମେ ଆମେ ଆପଣଙ୍କୁ A ବ୍ଲଡ଼ ଗ୍ରୁପ ବିଷୟରେ କହୁଛୁ। ଆମେ A ବ୍ଲଡ଼ ଗ୍ରୁପର ଲୋକଙ୍କ ଠାରେ ସବୁବେଳେ ସଫଳତା ପ୍ରାପ୍ତ କରିବାର ଜିଦ୍ଦି ରହିଥାଏ। ଯାହା ଆଗକୁ ଯାଇ ଏମାନଙ୍କୁ ସଫଳ ଓ ବହୁତ ଭଲ ରୋଲ ମଡେଲ ବନେଇଥାଏ। Aବ୍ଲଡ଼ ଗ୍ରୁପ ଲୋକଙ୍କର ସବୁବେଳେ ଅନ୍ୟ ମାନଙ୍କ ସହିତ ଚାଲିବା ବହୁତ ଭଲ ଲାଗିଥାଏ। ଏହି ବ୍ଲଡ଼ ଗ୍ରୁପ
ର ଲୋକଙ୍କ ସ୍ଵଭାବରେ ବହୁତ ଦାୟିତ୍ଵବାନ, ସଂବେଦନଶୀଳ ହୋଇଥାନ୍ତି। ଏମାନଙ୍କ ସହିତ ବନ୍ଧୁତା କରିବା ବହୁତ ଉତ୍ତମ ପ୍ରମାଣିତ ହୋଇଥାଏ। Aବ୍ଲଡ଼ ଗ୍ରୁପର ଲୋକମାନେ ନିଜ ପୂର୍ବରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କାରନ୍ତ। ଏହି କାରଣ ଅଟେ ଯେ A ବ୍ଲଡ଼ ଗ୍ରୁପର ବ୍ୟକ୍ତି ଖୁବ ଶୀଘ୍ର ଚାପଯୁକ୍ତ ହୋଇଯାନ୍ତି।
Bବ୍ଲଡ଼ ଗ୍ରୁପ: ତାପରେ ଆସେ B ବ୍ଲଡ଼ ଗ୍ରୁପ। ଏହି ବ୍ଲଡ଼ ଗ୍ରୁପ ର ଲୋକ ବହୁତ ଅଧିକ ବନ୍ଧୁତାପୂର୍ଣ୍ଣ ପ୍ରକାରର ହୋଇଥାନ୍ତି। ବହୁତ ଶୀଘ୍ର କାହା ସହିତ ମିଶି ଯାନ୍ତି । ଏହି ବ୍ଲଡ଼ ଗ୍ରୁପର ଲୋକଙ୍କର ବହୁତ ଅଧିକ ସ୍ଵାର୍ଥୀ ହୋଇଥାନ୍ତି କାରଣ ଯାହାର ମଧ୍ୟ ଏମାନେ ଇଚ୍ଛା ରଖନ୍ତି ପଛକେ ସେ ଯାହା ବି କରିବେ କିନ୍ତୁ ତାକୁ ପ୍ରାପ୍ତ କରିନିଅନ୍ତି। B ବ୍ଲଡ଼ ଗ୍ରୁପର ଲୋକ ପରିଶ୍ରମୀ ହୋଇଥାନ୍ତି ଓ ପରିଶ୍ରମ କରି ସେମାନେ ସବୁକିଛି ହାସିଲ କରିନିଅନ୍ତି । ଏହି ବ୍ଲଡ଼ ଗ୍ରୁପଡାଃ ଲୋକମାନେ ବହୁତ ଅଧିକ ଜିଦ୍ଦି ଅଟନ୍ତି ଓ କାହାର କଥା ଏମାନେ ଶୀଘ୍ର ମାନନ୍ତି ନାହିଁ ।
ABବ୍ଲଡ଼ ଗ୍ରୁପ: ଏବେ ଆସେ AB ବ୍ଲଡ଼ ଗ୍ରୁପ। ଏହି ବ୍ଲଡ଼ ଗ୍ରୁପର ଲୋକମାନେ ବହୁତ ଅଧିକ ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏହି ଗ୍ରୁପର ଲୋକଙ୍କର ବୁଦ୍ଧି ବହୁତ ଅଧିକ ତୀକ୍ଷଣ ହୋଇଥାଏ। ABବ୍ଲଡ଼ ଗ୍ରୁପର ଲୋକ ଶୀଘ୍ର କାହା ଉପରେ ଭରସା କରିପାରନ୍ତି ନାହିଁ। ଏହି ବ୍ଲଡ଼ ଗ୍ରୁପର ଲୋକ ଯେଉଁ ଭି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରନ୍ତି ତ ତାଙ୍କର ସାଥି ମୃତ୍ୟୁ ପର୍ଯ୍ୟନ୍ତ ଛାଡନ୍ତି ନାହିଁ। ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ହୃଦୟ ନିର୍ମଳ ହୋଇଥାଏ।
Oବ୍ଲଡ଼ ଗ୍ରୁପ: ଏବେ ସବୁଠାରୁ ଶେଷରେ O ବ୍ଲଡ଼ ଗ୍ରୁପ ଆସେ। ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ଠାରେ ଆତ୍ମବିଶ୍ଵାସ ବହୁତ ଅଧିକ ଥାଏ ଓ ତାସହ ସକରାତ୍ମକତା ମଧ୍ୟ ନିହିତ ଥାଏ। ଏହି ବ୍ଲଡ଼ ଗ୍ରୁପର ଲୋକଙ୍କ ମଧ୍ୟରେ ଏକ ଉତ୍ତମ ନେତା ହେବାର ସବୁଗୁଣ ଦେଖାଯାଇଥାଏ। ଏହି ବ୍ଲଡ଼ ଗ୍ରୁପର ଲୋକମାନେ ସବୁବେଳେ ଅନ୍ୟମାନଙ୍କର ଖୁସି ବିଷୟରେ ଅଧିକ ଚିନ୍ତା କରନ୍ତି ନାହିଁ ।