November 18, 2024

Odia Express

Here, There and Everywhere

ସିନ୍ଦୁକରେ ଶୀଘ୍ର ଭରିବାର ଶକ୍ତି ରଖୁଛି ମାତ୍ର ଗୋଟିଏ ଲବଙ୍ଗ, ଜାଣନ୍ତି କିପରି? ଆଜି ବ୍ୟବହାର କରି ଦେଖନ୍ତୁ

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ମାଲାମାଲ ହେବାକୁ ଚାହାନ୍ତି। ସେଥିପାଇଁ ସେ ଅନେକ ପ୍ରକାର ପରିଶ୍ରମ କରନ୍ତି କିନ୍ତୁ ତାପରେ ମଧ୍ୟ ତାଙ୍କୁ ସଫଳତା ପ୍ରାପ୍ତ ହୋଇପାରେ ନାହିଁ। ଏହାପରେ ଅନେକ ପ୍ରକାରର ଉପାୟ ମଧ୍ୟ କରିଥାଏ ତଥାପି ତାଙ୍କୁ ସଫଳତା ପ୍ରାପ୍ତ ହୋଇପାରେ ନାହିଁ। ପ୍ରତ୍ୟେକ ଚାହାନ୍ତି ଯେ ତାଙ୍କ ଘରେ ଧନବର୍ଷା ହେଉ, ମା ଲକ୍ଷ୍ମୀ ତାଙ୍କ ଗୃହରେ ଆଗମନ କରିବେ। ଏମିତିରେ ସେ ଅନେକ ପ୍ରକାର ଉପାୟ କରନ୍ତି ପରନ୍ତୁ ସଫଳତା ତାଙ୍କର ହାତରୁ ଖସିଯାଏ।ଏହିଭଳି ଆଜି ଆମେ ଏକ ଉପାୟ ଆପଣଙ୍କ ନିମନ୍ତେ ନେଇଆସିଛୁ । ଯାହାକୁ ଯଦି ଆପଣ ପ୍ରୟୋଗ କରିବେ ତେବେ ଆପଣଙ୍କ ଘରେ ଟଙ୍କା ବର୍ଷା ଆରମ୍ଭ ହୋଇଯିବ। ଗୋଟିଏ କଥା ସବୁବେଳେ ଧ୍ୟାନ ରଖିବେ, ଯଦି ଆପଣ କୌଣସି ବି ଉପାୟକୁ କରୁଛନ୍ତି ତେବେ ସେଥିରେ ସଂପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ବାସ ରଖିବା ଜରୁରୀ ଅଟେ। କୌଣସି ବି ପ୍ରକାରର ଭ୍ରମ ଯଦି ଆପଣ ମନରେ ରଖି କିଛି ଉପାୟ ଗ୍ରହଣ କରିବେ ତେବେ ଆପଣଙ୍କ କାମ କେବେ ମଧ୍ୟ ହୋଇପାରିବ ନାହିଁ। ଏଥିପାଇଁ ଆପଣ ଏହି କଥାକୁ ଧ୍ୟାନରେ ରଖିବେ ଯେ ମୁଁ ଯାହା ବି ଉପାୟ କରିବାକୁ ଯାଉଛି, ସେଥିରେ ମୋତେ ସଫଳତା ନିଶ୍ଚିତ ପ୍ରାପ୍ତ ହେବ। ଏପରି ଚିନ୍ତାକରି ହିଁ କୌଣସି ଉପାୟ ଗ୍ରହଣ କରନ୍ତୁ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ସେହି ଉପାୟକୁ କରିବା ପୂର୍ବରୁ ଏହା ସୁନିଶ୍ଚିତ କରିନିଅନ୍ତୁ ଯେ ଆପଣ କୌଣସି ବି ବ୍ୟକ୍ତିଙ୍କୁ ଏହା ବିଷୟରେ କହିବେ ନାହିଁ । ସେ ପଛକେ ଆପଣଙ୍କ ସ୍ଵାମୀ ହୁଅନ୍ତୁ, ପୁଅ ହୁଅନ୍ତୁ, ଝିଅ ହୁଅନ୍ତୁ, ପତ୍ନୀ ହୁଅନ୍ତୁ ବା କୌଣସି ଖାସ ଲୋକ ହୋଇଥାନ୍ତୁ। କିନ୍ତୁ କାହାକୁ ମଧ୍ୟ ଏହା ବିଷୟରେ କହିବେ ନାହିଁ। ଏହି କାମ ଆପଣଙ୍କୁ ଗୁପ୍ତ ଉପାଯରେ କରିବାକୁ ହେବ। ତେବେ ଆସନ୍ତୁ ଜାଣିବା ଯେ ଏହି ଉପାୟଟି କଣ ଅଟେ।

ଆପଣଙ୍କୁ ସର୍ବପ୍ରଥମେ ଏକ ଲବଙ୍ଗ ଆଣିବାକୁ ହେବ। ଏହି ଲବଙ୍ଗ ସହଜରେ ସମସ୍ତ ଘର ମାନଙ୍କରେ ରୋଷେଇରେ ମସଲା ରୂପରେ ମିଳିଯିବ। ତେବେ ଆପଣଙ୍କୁ ଏକ ଲବଙ୍ଗ ନେବାକୁ ହେବ, ତାହାକୁ ଲାଲ ରଙ୍ଗର କପଡାରେ ରଖିବାକୁ ହେବ। ତାପରେ ଆପଣ ନିଜ ଘରର ମନ୍ଦିରରେ ଯାଇ ବସିଯାନ୍ତୁ। ତାପରେ ମାଆ ଲକ୍ଷ୍ମୀ ଓ କୁବେରଙ୍କୁ ଧ୍ୟାନରେ ରଖି ନିଜର ମନ୍ଦିରରେ ଘିଅର ଦୀପ ଜଳାନ୍ତୁ। ତାପରେ ମାଆ ଲକ୍ଷ୍ମୀ ଓ କୁବେରଙ୍କର ସ୍ମରଣ କରନ୍ତୁ। ତାପରେ ଆପଣଙ୍କୁ ସେହି ଲାଲ ରଙ୍ଗର କପଡାରେ ନେଇଥିବା ଲବଙ୍ଗକୁ ବାନ୍ଧିବାକୁ ହେବ। ଅପନକ ପାଖରେ ଯେଉଁ ଆଲମାରି କିମ୍ବା ସିନ୍ଦୁକ ଅଛି ସେଥିରେ ଏହି କପଡା ଚୁପଚାପ ରଖିଦିଅନ୍ତୁ। ଏହା ବିଷୟରେ କାହାକୁ ମଧ୍ୟ ଜଣାନ୍ତୁ ନାହିଁ ।

କିଛିଦିନ ପରେ ଆପଣଙ୍କୁ ଏହାର ଶତପ୍ରତିଶତ ଫଳ ଦୃଷ୍ଟିଗୋଚର ହେବାରେ ଲାଗିବ। ଆପଣଙ୍କ ଘରେ ଧନବର୍ଷା ହେବାରେ ଲାଗିବ। ଏହି ପୁରା ଉପାୟକୁ ଶ୍ରଦ୍ଧାର ସହିତ ଓ ପୂର୍ଣ୍ଣ ବିଶ୍ଵାସ ସହିତ କରିବାକୁ ହେବ। ତାହେଲେ ଆପଣଙ୍କୁ ଏହାଲ ଲାଭ ନଜର ଆସିବ। ଯଦି ଆପଣଙ୍କ ପାଖରେ ସିନ୍ଦୁକ ନାହିଁ ତେବେ ମହିଳାମାନେ ଏହାକୁ ନିଜର ପର୍ସରେ ରଖିପାରିବେ। ପରନ୍ତୁ ଧ୍ୟାନ ରହେ ଯେ କାହାକୁ ମଧ୍ୟ ଏହି ଉପାୟ ବିଷୟରେ ଜଣେଇବେ ନାହିଁ ଓ ନା ହିଁ କାହାର ଦ୍ରୁଷ୍ଟି ଏହା ଉପରେ ପଡିବା ଉଚିତ ।

Leave a Reply

Your email address will not be published. Required fields are marked *