ମଜାଦାର ଜୋକ୍ସ: ଶିକ୍ଷକ- ତାଜମହଲ ପରେ ଭାରତରେ ପ୍ରେମର ନିର୍ମିତ ଦ୍ଵିତୀୟ ବଡ ସ୍ମାରକୀ କେଉଁଟି ଅଟେ? ପାପୁ ଦେଲା ଏପରି ଉତ୍ତର ଯେ ହସି ହସି ଗଡିବେ ଆପଣ..
1 min readଖୁସି ରହିବା ମଧ୍ୟ ଏକ କଳା ଅଟେ। ଯିଏ ଏହି କଳାକୁ ଶିଖିନେଇଲ ସେ ଜୀବନର ସମସ୍ତ ମୁସ୍କିଲକୁ ଜିଟିଗଲା। ଖୁସି ରହିବା ଦ୍ଵାରା କେବଳ ଆପଣଙ୍କ ମନ ପ୍ରସନ୍ନ ରହିଥାଏ ପରନ୍ତୁ ଆପଣ ନିଜର ଆଖପାଖରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ଖୁସି ରଖନ୍ତି। ଜୀବନରେ ଦୁଃଖ ତ ଯିବାଆସିବା କରୁଥାଏ କିନ୍ତୁ ସବୁ ଅବସ୍ଥାରେ ଖୁସି ରହିବା ଲୋକଙ୍କୁ ହିଁ ବାଜିଗର କୁହାଯାଏ। କିନ୍ତୁ ଏମତିରେ ବଡ ପ୍ରଶ୍ନ ଏହା ହୋଇଥାଏ ଯେ ଏବେ ବିନା କାରଣରେ ସବୁବେଳେ ତ ଖୁସିରେ ରହିପାରିବା ନାହିଁ। ଏମିତିରେ ଆମେ ଆପଣଙ୍କ ନିମନ୍ତେ ଖୁସି ରେ ରହିବା ନିମନ୍ତେ ଓ ହସିବ ପାଇଁ ଏକ ଛୋଟ କାରଣ ନେଇ ଆସିଛୁ। ଆଜିକାଲି ଇଣ୍ଟରନେଟରେ ଓ ସୋସିଆଲ ମିଡିଆରେ ବହୁତ ଗୁଡିଏ ଜୋକ୍ସ ଭାଇରାଲ ହେଉଛି ଓ ଯଦି ଆପଣ 5ମିନିଟ ନିମନ୍ତେ ଏହାକୁ ପଢନ୍ତି ତେବେ ହସିହସି ଆପଣଙ୍କ ଅବସ୍ଥା ଖରାପ ହୋଇଯିବ ଓ ତାପରେ ପୁରା ଦିନ ଭଲରେ ବିତିବ। ତାସହ ମନ ମଧ୍ୟ ସତେଜ ରହିବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ।
1 – ବସରେ ଗୋଟିଏ ପୁଅ ଗୋଟିଏ ଝିଅ ପାଖରେ ଠିଆ ହୋଇଥିଲା ଅଚାନକ ପୁଅ ଝିଅକୁ ଚିଡେଇବାରେ ଲାଗିଲା | ପୁଅ-ହାଲୋ ଡାର୍ଲିଂ | ଝିଅ- ତୁମ ଘରେ ମାଆ ଭଉଣୀ ନାହାନ୍ତି କି? ପୁଅ- ନା | ଝିଅ- ତାହେଲେ ଘରକୁ ନେଇ ଚାଲେ ନା ପାଗଳ, | ଏଠାରେ କାହିଁକି ଟାଇମ ପାସ କରୁଛୁ
2 – ଝିଅ- ତୁମ ଆଗରୁ ମୋର ଜଣେ ବୟଫ୍ରେଣ୍ଡ ଥିଲା… ପୁଅ- କିଛି କଥା ନାହିଁ ମୁଁ ତିନି ଭାଇଙ୍କ ମଧ୍ୟରେ ସବୁଠାରୁ ଛୋଟ ଅଟେ! ଝିଅ- ତାହେଲେ? ପୁଅ- ସେକଣ୍ଡହାଣ୍ଡ ଜିନିଷର ଅଭ୍ୟାସ ଅଛି!
3 – ପପ୍ପୂ ଜିଲାପି ବିକ୍ରି କରୁଥିଲା କିନ୍ତୁ କହୁଥିଲା ଆଳୁ ନିଅ ଆଳୁ ନିଅ… ପଥଚାରୀ- କିନ୍ତୁ ଏହା ତ ଜିଲାପି ଅଟେ | ପପ୍ପୂ- ଚୁପ ହୋଇଯାଅ! ନେହଲେ ମାଛି ପଳେଈ ଆସିବେ
4 – ପ୍ରାଇମେରୀ କ୍ଳାସରେ ମାଷ୍ଟର ସାହେବ ଗଣିତ ଶିଖାଉଥିଲେ… ମାଷ୍ଟର ସାହେବ- ପୁଅ, ମନେକର ମୁଁ ତୁମକୁ 10ଟି ଲଡୁ ଦେଲି | ପପ୍ପୂ- କାହିଁକି ମାନିନେବି, ଆପଣ ତ ମୋତେ ଗୋଟିଏ ବି ଦେଇନାହାନ୍ତି? ମାଷ୍ଟର ସାହେବ- ଆରେ ମାନିଯାଅ ନା! ମାନିନେଲେ ତୁମ ବାପାଙ୍କର କଣ ଯାଉଛି? ପପ୍ପୂ- ଠିକ ଅଛି| ମାଷ୍ଟର ସାହେବ- ହଁ, ତାହେଲେ ସେଥିରୁ 5ଟି ତୁମେ ମୋତେ ଫେରେଇଦେଲ, ତେବେ କୁହ ତୁମ ପାଖରେ କେତେ ଲଡୁ ବଲିଳା? ପପ୍ପୂ- 20 ମାଷ୍ଟର ସାହେବ- କିପରି? ପପ୍ପୂ- ମାନି ନିଅନ୍ତୁ ନା! ମାନିନେଲେ ଆପଣଙ୍କ ବାପାଙ୍କର କଣ ଯାଉଛି
5 – ପତ୍ନୀ- ଦେଖ ମୁଁ ଏହାକୁ ଗତ ଦଶ ବର୍ଷ ହେବ ପିନ୍ଧୁଛି, ତଥାପି ଏହାର ଫିଟିଙ୍ଗ ସେହିପରି ଅଛି, ଓ ତୁମେ ମୋତେ ମୋଟୀ କହୁଛ | ସ୍ଵାମୀ- ଭଗବାନଙ୍କୁ ଭୟ କର… ଏହା ତ ଶାଲ ଅଟେ
6 – ଓକିଲ- ହତ୍ୟା ରାତିରେ ତୁମ ସ୍ଵାମୀଙ୍କର ଅନ୍ତିମ ଶବ୍ଦ କଣ ଥିଲା? ପତ୍ନୀ- ମୋର ଚଷମା କଉଠି ସଂଗୀତା? ଓକିଲ- ତ ଏଥିରେ ମାରିବାର କଣ କଥା ଥିଲା? ପତ୍ନୀ- ମୋର ନାମ ରଞ୍ଜନା ଅଟେ! ପୁରା କୋର୍ଟ ଚୁପ…
7 – ଗୋଟିଏ ଝିଅ ନିଜର ମମ୍ମିଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଗଲା | ଝିଅ- ମେଡିକାଲ ଚେକଅପ କରିବାର ଅଛି | ଡାକ୍ତର- ପରଦା ପଛରେ ଶୋଇ ଯାଅ | ଝିଅ- ମୋର ନୁହେଁ, ମମ୍ମିଙ୍କର ଡାକ୍ତର- ଓଃହ! ମାତାଜୀ ଜିଭ ଦେଖାନ୍ତୁ
8- ଦିନେ ଭଗବାନ ଗୋଟିଏ ଲୋକର ପୁରା ମେମୋରୀ ଡ଼ିଲିଟ କରି ତାକୁ ପଚାରିଲେ… ଭଗବାନ- କଣ ତୁମର କିଛି ମନେ ଅଛି? ଲୋକ- ପୂଜା, ମୋର ପତ୍ନୀ | ଭଗବାନ – ଆଶ୍ଚର୍ଯ୍ୟ କଥା! ପୁରା ସିଷ୍ଟମ ଫର୍ମାଟ କରିଦେଲି…. କିନ୍ତୁ ଭାଇରସ ତଥାପି ରହିଗଲା!!
9 – ଶିକ୍ଷକ କ୍ଳାସରେ ପିଲାଙ୍କୁ ପଚାରିଲେ… ଶିକ୍ଷକ- ତାଜମହଲ ପରେ ଭାରତରେ ପ୍ରେମ ନିର୍ମିତ | ଦ୍ଵିତୀୟ ବଡ ସ୍ମାରକୀ କେଉଁଟି ଅଟେ ?ପପ୍ପୂ ହାତ ଉଠେଇଲା…. ଶିକ୍ଷକ- କୁହ ପପ୍ପୁ | ପପ୍ପୁ- ଆଜ୍ଞା, ରାମରହିମର ଗୁମ୍ଫା
10 – ଛୋଟୁର ବିବାହ ହୋଇପାରୁନଥିଲା ତ ସେ ଆଜମେର ମାନସିକ ନିମନ୍ତେ ଗଲା ଓ ନିଜର ମାଆଙ୍କୁ ସାଥିରେ ନେଇଗଲା…. ସେଠାରେ ଅଚାନକ ତାହାର ମାଆ ହଜିଗଲେ ଛୋଟୁ ହାତ ଉଠେଇ କହିଲା…. “ହେ ଖୁଦା…!!! ଏହା କିପରି ତୁମର ନ୍ୟାୟ….ନିଜର ତ ମିଳିଲା ନାହିଁ , ବାପାଙ୍କର ବି ହଜେଇ ଦେଲି…
11 – ପୁଅ- ତୁମ ନାମ କଣ ଅଟେ? ଝିଅ- ପିନ୍ଧିକି କହିବି ନା ଦେଖେଇକି ? ପୁଅ- କଣ ଅର୍ଥ? ଝିଅ- ପାୟେଲ!! ଝିଅ- …. ଆଉ ତୁମର? ପୁଅ- ଆପଣ ଦେବେ ନା ମୁଁ ଦେଇକି କହିବି? ଝିଅ- କଣ ଅର୍ଥ? ପୁଅ – ମୋ ନାମ ପ୍ରସାଦ
12 – ପରୀକ୍ଷାରେ ଏକ ଛାତ୍ର ଖାତାରେ ଫୁଲ ତିଆରି କରୁଥିଲା ଶିକ୍ଷକ- ଏହା କଣ କରୁଛ? ଫୁଲ କାହିଁକି କରୁଛ? ଛାତ୍ର- ସାର, ଏହି ଫୁଲ ମୋର ସ୍ମରଣ ଶକ୍ତିକୁ ସମର୍ପିତ ଅଟେ, ଯାହା ଏବେ ଏବେ ଚାଲିଗଲା
13 – ଗୋଟିଏ ଛୁଆ ନିଜର ବାପାକୁ କହିଲା | ଛୁଆ- ଯେବେ ଆପଣ କାନ୍ଦୁଛ କେହି ଦେଖୁନାହାନ୍ତି, ଯେବେ ଆପଣ ଦୁଃଖୀ ହେଉଛ କେହି ଦେଖୁନାହାନ୍ତି, ଯେବେ ଆପଣ ଖୁସି ହେଉଛନ୍ତି କେହି ଦେଖୁନାହାନ୍ତି ବାପା- ତାହେଲେ କଣ ହେଲା? ଛୁଆ- କିନ୍ତୁ ଦିନେ କୋଉ ଝିଅ ସହ ବୁଲିଗଲେ । ପୁରା ଖାନଦାନ ଦେଖିନେଉଛନ୍ତି