November 15, 2024

Odia Express

Here, There and Everywhere

ଏହି ପଶୁର ମାଂସ ଅଧିକ ଖାଇଲେ ଆପଣଙ୍କ ଅନ୍ତନାଳି ପଚେଇ ଦେଇଥାଏ , ଡାକ୍ତର କୁହନ୍ତି ଯେ କୀଟାଣୁ ଲାଗିଯାନ୍ତି…

ଆଜିକାଲିର ଖାଦ୍ୟପେୟ ଏତେ ବଦଳି ଯାଇଛି ଯେ ଲୋକଙ୍କୁ ସମୟ ପୂର୍ବରୁ ରୋଗ ହୋଇଯାଇଥାଏ । ଓ ପ୍ରତିଦିନ ଏହି ହାର ବଢିଚାଲିଛି। ଆମର ଦେଶରେ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଅଟେ ଓ ଯେତେ ମଧ୍ୟ ଲୋକ ଅଛନ୍ତି ସମସ୍ତେ କିଛି ନା କିଛି ରୋଗ ଦ୍ଵାର ପୀଡିତ ଅଟନ୍ତି। ଆଜିକାଲିର ଯୁଗର କେହି ମଧ୍ୟ ସଂପୂର୍ଣ୍ଣ ସ୍ଵସ୍ଥ ହାଣନ୍ତି ପ୍ରତ୍ୟେକ ମଣିଷ ଔଷଧ ସାହାଯ୍ୟରେ ନିଜର ଜୀବନ ବିତାଉଛନ୍ତି ।ଆଜି ଆମେ ଆପଣଙ୍କୁ ଏକ ଏପରି ରୋଗ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁତିରେ ବହୁତ ଲୋକ ପୀଡିତ ଅଛନ୍ତି ଓ ଆଜିକାଲି ଯେଉଁ ରୋଗ ସବୁଠାରୁ ଦ୍ରୁତ ବିସ୍ତାରିତ ହେଉଛି ତାହା ଅଟେ ଅନ୍ତନାଳୀ ରୋଗ ଓ ଏହି ରୋଗ ଲୋକଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି।

ଆପଣଙ୍କୁ ଜଣେଇଦେବୁ ଯେ କ୍ୟାନ୍ସରର ରୋଗୀଙ୍କର ସଂଖ୍ୟାରେ ଅପ୍ରତ୍ୟାଶିତ ବୃଦ୍ଧି ହେଉଛି। ଓ ଏହି ରୋଗ ଗୁଡିକର କାରଣ ଅତ୍ୟଧିକ ମାଂସାହାର ର ସେବନ କୁହାଯାଉଛି। ଆଜିକାଲି ବହୁତ ଲୋକ ଅଧିକ ମାଂସ ଖାଇବାକୁ ପସନ୍ଦ କରନ୍ତି ଓ ଏହାଦ୍ବାରା ଲୋକଙ୍କର ପେଟର ଭୟାନକ ରୋଗ କବଳରେ ଆସୁଛନ୍ତି। ଏହା ଏକ ଗମ୍ଭୀର କିସମର ରୋଗ ମାରକ ମଧ୍ୟ ସାବ୍ୟସ୍ତ ହେଉଛି। କ୍ୟାନ୍ସର, ଭୟଙ୍କର ରୂପର ଅଲ୍ସର, ଇରିଟେବଲ ବାୱେଲ ସିଣ୍ଡ୍ରୋମ, କୋଲାଇଟିସ ସମେତ ଅନେକ ପେଟ ରୋଗ ଲୋକଙ୍କ ଜୀବନକୁ କମ କରିଦେଉଛି।

ଏବଂ କ୍ୟାନ୍ସର ସହିତ ମାଂସ, ଚମଡା ଓ ରକ୍ତ ସମ୍ବନ୍ଧୀୟ ରୋଗରେ ମଧ୍ୟ ବହୁତ ଅଧିକ ବୃଦ୍ଧି ହେଉଛି। ଦକତା ମାନଙ୍କର କହିବା ଅଟେ ଯେ ଲାଲ ମାଂସ ମାନେ ବୀଫ ଖାଇବା ଦ୍ଵାରା ପେଟର ଅନ୍ତନାଳୀ ଖରାପ ହୋଇଯାଏ। ଓ ଲୋକମାନେ ଏହାକୁ ଅଧିକମାତ୍ରାରେ ଖାଉଛନ୍ତି ଓ ଏହାର ସେବନ ଆମ ନିମନ୍ତେ ବହୁତ ଭୟଙ୍କର ଅଟେ। ଏମିତିକି ଏହାର ସେବନ ଦ୍ଵାରା ଆମର ଅନ୍ତନାଳୀ ପଚି ମଧ୍ୟ ଯାଇଥାଏ। ସରକାରୀ ଓ ଘରୋଇ ଡାକ୍ତରଖାନାରେ ଉଦର ର ଗମ୍ଭୀର ରୋଗୀ ମାନଙ୍କର ସଂଖ୍ୟା ଅପ୍ରତ୍ୟାଶିତ ରୂପରେ ବୃଦ୍ଧି ପାଉଛି । ଅଧିକତର ସହର ମାନଙ୍କରେ ମଧ୍ୟ ଏହା ଦେଖିବାକୁ ମିଳୁଛି ଯେ ଯେଉଁ ଲୋକ ବହୁତ ଅଧିକ ମାଂସ ଖାଉଛନ୍ତି, ତାଙ୍କୁ ପେଟ, ଅନ୍ତ ଓ ଲିଭରର ରୋଗ ଦେଖିବାକୁ ମିଳୁଛି ।

ଅଧିକ ମାଂସ ଖାଇବାରୁ ଏପରିକି କ୍ୟାନ୍ସର ଭଳି ଭୟଙ୍କର ରୋଗ ମଧ୍ୟ ବହୁତ ଶୀଘ୍ର ହୋଇଯାଉଛି। ସୂଚନା ମୁତାବିକ ଯେଉଁ ଲୋକମାନେ ମାଂସର ଆବଶ୍ୟକତା ଠାରୁ ଅଧିକ ସେବନ କରନ୍ତି, ସେମାନଙ୍କୁ ଉଦର ସମ୍ବନ୍ଧୀୟ ଗମ୍ଭୀର ରୋଗ ହେଉଛି। ଓ ଯେଉଁ ଲୋକମାନେ ମାଂସାହାର କରୁଛନ୍ତି, ତାସହ ଏହି ଭୋଜନ ଅତ୍ୟଧିକ ମସଲାଯୁକ୍ତ ଏବଂ ଚର୍ବି ଯୁକ୍ତ ହୋଇଥାଏ । ସେହିମାନଙ୍କୁ ବହୁତ ଅଧିକ ରୋଗ ହେଉଛି ଓ ଅମକୂ ଏହାକୁ ହଜମ କରିବା ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ। ଏହି ରୋଗ ଛୁଆ ମାନଙ୍କ ସହିତ ବଡ ମାନଙ୍କୁ ମଧ୍ୟ ବହୁତ ଦ୍ରୁତ ଗତିରେ ବିସ୍ତାର କରୁଛି ।

ପୁରାତନ ସମୟରେ ଲୋକମାନଙ୍କର ଜୀବନଶୈଳୀ ଏବେ ଠାରୁ ବହୁତ ଭିନ୍ନ ଥିଲା। ସେମାନେ ବହୁତ ଅଧିକ ଶାରୀରିକ ପରିଶ୍ରମ କରୁଥିଲେ ଯେଉଁ କାରଣରୁ ସେମାନେ ମାଂସ ହଜମ କରିପାରୁଥିଲେ। ଏହା ବ୍ୟତୀତ ଜନସଂଖ୍ୟା ବହୁତ କମ ଥିଲା। ଜୀବନରେ ଏତେ ଅଧିକ ଚାପ ନଥିଲା। କିନ୍ତୁ ଏବେ ପରିସ୍ଥିତି ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି। ଅନେକ ପ୍ରକାରର ପ୍ରଦୂଷଣ ବହୁତ ବଢିଯାଇଛି। ପଶୁ ମଧ୍ୟ ଯେଉଁ ଭୋଜନ କରୁଛନ୍ତି , ତାହା ବିଲକୁଲ ଭଲ ନୁହେଁ ଓ ଯେଉଁ କାରଣରୁ ମାଂସରେ ବହୁତ ଅଧିକ ରାସାୟନିକ ତତ୍ଵ ମହଜୁଦ ରହୁଛି। କେମିକାଲ ଯୁକ୍ତ ମାଂସ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ ଅଟେ

Leave a Reply

Your email address will not be published. Required fields are marked *