ମଜାଦାର ଓଡ଼ିଆ ଜୋକ୍ସ ପଢନ୍ତୁ : ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ଚାଲିଥିଲା, ସ୍ଵାମୀ(କ୍ରୋଧରେ)- କଣ ତୁମେ ମୋତେ କୁକୁର କହିଲ? ତା ପରେ ସ୍ତ୍ରୀ ଯାହା ଜବାବ ଦେଲେ ଶୁଣିଲେ ହସ ଅଟକେଇ ପାରିବେ ନାହିଁ ଆପଣ…
1 min readହସିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ହୋଇଥାଏ। ଏହି ଗୋଟିଏ କଥା ଆମେ ସମସ୍ତଙ୍କ ଠାରୁ ଶୁଣିଥାଉ। ହସିବାର କୌଣସି ବି ସୁଯୋଗ ଛାଡିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ନିମନ୍ତେ ଲାଭଜନକ ହୋଇଥାଏ ତାସହ ଆପଣଙ୍କର ସମସ୍ତ ଚିନ୍ତାକୁ ଦୂର କରିଦିଏ। ଫିଲ୍ମ ‘କାଲ ହୋ ନାହୋ’ ର ଏହି ଲାଇନ ‘ହସ ହସାଅ କଣ ଜଣା କାଲିକୁ ଥିବ କି ନାହିଁ’ ଆମ ସମସ୍ତଙ୍କ ଉପରେ ବିଲକୁଲ ଫିଟ ହୋଇଥାଏ। ଛୋଟ ଜୀବନ ଅଟେ ଓ ସମସ୍ତଙ୍କୁ ଖୁସିରେ ବିତେଇବା ଉଚିତ। ଦିନେ ନା ଦିନେ ତ ସମସ୍ତଙ୍କୁ ମରିବାକୁ ହେବ। କିନ୍ତୁ ଏବେ ପ୍ରଶ୍ନ ଏହା ଯେ କିପରି ଖୁସିରେ ରହିବ? ଯଦି ଆପଣ ଖୁସିରେ ରହିବାର କାରଣ ଖୋଜୁଛନ୍ତି ତେବେ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କ ନିମନ୍ତେ କାରଣ ନେଇ ଆସିଛୁ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ ଇଣ୍ଟରନେଟରେ ଭାଇରାଲ କିଛି ଏପରି ମଜାଦାର ଜୋକ ନେଇ ଆସିଛୁ ଯାହାକୁ ପଢିବା ପରେ ନିଶ୍ଚିତ ରୂପେ ଆପଣଙ୍କ ହସ ଅଟକି ପାରିବ ନାହିଁ। ତେଣୁ ବିଳମ୍ବ ନକରି ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା…
1 – ଭଲହେଲା ଯେ ସମସ୍ତ ଦେବୀଦେବତାଙ୍କ ଜନ୍ମଭୂମି ଭାରତ ଅଟେ ନହେଲେ…. ପତ୍ନୀମାନେ କୁହନ୍ତେ ଯେ ଲଣ୍ଡନବାଲା ଭୈରବ ବାବାଙ୍କ ଠାରେ ମାନସିକ କରିଛି ସେଠାକୁ ଯିବାକୁ ହେବ, ଅଷ୍ଟ୍ରେଲିଆ ବାଲା ମାତାଙ୍କ ଠାରେ ଦାନ ଦେବାର ଅଛି, ଆମେରିକାର ଜ୍ୟୋତିର୍ଲିଙ୍ଗରେ ଜଳ ଚଢେଇବାକୁ ଯିବାକୁ ଅଛି। ବିଚରା ସ୍ଵାମୀତ ଏମିତିରେ ମରିଯାନ୍ତା
2 – ପତ୍ନୀ: ମୁଁ ବାପଘରକୁ ସେତେବେଳେ ଯିବି, ଯେବେ ଆପଣ ମୋତେ ଛାଡିବାକୁ ଆସିବ… ସ୍ଵାମୀ: ମଞ୍ଜୁର ଅଛି କିନ୍ତୁ କଥା ଦିଅ ଯେ | ଘରକୁ ତୁମେ ସେତେବେଳେ ଆସିବ ଯେବେ ମୁଁ ତୁମକୁ ନେବାକୁ ଆସିବି…
3 – ପୁଅର ବାପା ନିଜର ପୁଅକୁ ଖୁବ ପିଟୁଥିଲେ… ପଡୋଶୀ- କାହିଁକି ମାରୁଛନ୍ତି ଏତେ, କଣ ହେଇଛି?? ପୁଅର ବାପା- ଆସନ୍ତାକାଲି ସକାଳେ ଏହାର ସ୍କୁଲର ରେଜଲ୍ଟ ଆସିବାର ଅଛି … ପଡୋଶୀ- କିନ୍ତୁ ଆଜି କାହିଁକି ମାରୁଛ?? ପୁଅର ବାପା- ଭାଇ ମୁଁ କାଲି ଗାଁକୁ ଯାଉଛି ତ…
4 – ପ୍ରେମିକା(ନିଜର ପ୍ରେମିକକୁ) – ଧନ ମୋର ଜିଭରେ ଘା ହେଇଯାଇଛି। ପ୍ରେମିକ- ଏହା ତ ହେବାର ଥିଲା | ତୁମର ଆଚରଣ ତ ସେହିଭଳି ନା? ପ୍ରେମିକା- କାହିଁକି ମୁଁ କଣ କରିଛି? ପ୍ରେମିକ- ତୁମେ କେବେ ନିଜର ଜିଭକୁ ଆରାମ | ଦେଉନାହଁ, ସାରା ଦିନ ବକବକ | ପ୍ରେମିକ କହିଲା- କେବେ ତ ତାହାକୁ ଆରାମ କରିବାକୁ ଦେଉନ ତେଣୁ ତ ଏଭଳି ହେବ।
5 – ଶିକ୍ଷକ- ପିଣ୍ଟୁ ତୁମେ କହିପାରିବ ଯେ ଜୀବନ କେମିତି ବାହାରିଯାଏ? ପିଣ୍ଟୁ- ସାର… ଜୀବନ ଝରକା ବାଟରେ ବାହାରିଥାଏ… ଶିକ୍ଷକ- ଏହାର ଅର୍ଥ ମୁଁ ବୁଝିପାରିଲି ନାହିଁ, ଠିକ ସେ କୁହ …!! ପିଣ୍ଟୁ- ସାର କାଲି ପଡୋଶୀରେ ଗୋଟିଏ ଝିଅ ନିଜର ବୟଫ୍ରେଣ୍ଡକୁ କହୁଥିଲା… “ଲାଗୁଛି ବାପା ଆସିଗଲେଣି, ଜୀବନ ତୁମେ ଝରକା ପଟେ ବାହାରି ଯାଅ”
6 – ସ୍ଵାମୀ ସ୍ତ୍ରୀ ମାର୍କେଟରେ ଭ୍ରମଣ କରୁଥିଲେ। ରାସ୍ତାରେ ଗୋଟିଏ ପୁଅ ସ୍ତ୍ରୀକୁ ଲଗାତାର ଚାହୁଁଥିଲା | ସ୍ତ୍ରୀ- ଦେଖୁଛ କି, ସେହି ପୁଅ ମୋତେ କେମିତି ଲଗାତାର ଦେଖୁଛି। ସ୍ଵାମୀ- ପ୍ରିୟେ! ଟେନସନ ହୁଅନାହିଁ, ସେ ତ… କବାଡି ବାଲା ଅଟେ, ବେକାର ଜିନିଷ ଉପରେ ନଜର ରଖିବା ତାହାର ଅଭ୍ୟାସ ଅଟେ । (ତାପରେ ସ୍ଵାମୀର ଚେହେରା ଦେଖିଲା ଭଳି ମଧ୍ୟ ନଥିଲା)
7 – ଅଧ ରାତିରେ ଫୋନ ବାଜିବାରୁ ସ୍ଵାମୀ ସ୍ତ୍ରୀଙ୍କୁ କହିଲେ… ସ୍ଵାମୀ- କିଏ ମୋ ବିଷୟରେ ପଚାରିଲେ କହିଦେବ ମୁଁ ଘରେ ନାହିଁ | ସ୍ତ୍ରୀ- “ମୋ ସ୍ଵାମୀ ଘରେ ହିଁ ଅଛନ୍ତି” କହି ଫୋନ କାଟିଦେଲେ | ସ୍ଵାମୀ- ମୁଁ କହିଥିଲି ପରା କିଏ ମୋ ବିଷୟରେ ପଚାରିଲେ କହିବ ମୁଁ ଘରେ ନାହିଁ ବୋଲି | ସ୍ତ୍ରୀ- ଶାନ୍ତ ରୁହ , ପ୍ରତିଥର ଜରୁରୀ ନୁହେଁ ଯେ ତୁମର ଫୋନ ଆସିବ!!!
8 – ଶିକ୍ଷକ- ‘ଖୁସିର ଠିକଣା ରହିଲା ନାହିଁ’ ଏହି ରୂଢିର କଣ ଅର୍ଥ ଅଟେ? ପପ୍ପୁ- ଖୁସି ଘରଲୋକଙ୍କ ଠାରୁ ଲୁଚି ପ୍ରତିଦିନ ନିଜର ବୟଫ୍ରେଣ୍ଡକୁ ଦେଖାକରିବାକୁ ଯାଏ। ଦିନେ ତାହାର ବାପା ତାକୁ ବୟଫ୍ରେଣ୍ଡ ସହିତ ଦେଖିଦେଲେ ଓ ଖୁସିକୁ ଘରୁ ବାହାର କରିଦେଲେ ଏବେ ବିଚାରୀ ‘ଖୁସିର ଠିକଣା ରହିଲା ନାହିଁ’ ଶିକ୍ଷକ ବେହୋଶ!!!
9 – ଝିଅ ପକ୍ଷ: ପଣ୍ଡିତ ମହାଶଯ ଆମକୁ ଏଭଳି ପୁଆ ଦରକାର ଯିଏ | କିଛି ଖିଆପିଆ କରୁନଥିବ ଓ କୌଣସି ଭୁଲ କାମ କରୁନଥିବ ପଣ୍ଡିତ: ଏଭଳି ପୁଅ କେବଳ ଗୋଟିଏ ସ୍ଥାନରେ ମିଳିବ | ଝିଅ ପକ୍ଷ:- କେଉଁଠାରେ? ପଣ୍ଡିତ- ଡାକ୍ତରଖାନାର ICU ୱାର୍ଡରେ…
10 – ଡାକ୍ତର – ଯେବେ ତୁମେ ଚାପରେ ରୁହ ତେବେ କଣ କର? ରୋଗୀ- ଆଜ୍ଞା ମୁଁ ମନ୍ଦିରକୁ ଚାଲିଯାଏ | ଡାକ୍ତର- ବହୁତ ଭଲ। ଧ୍ୟାନ କରୁଥିବ ସେଠାରେ? ରୋଗୀ- ନାହିଁ ଆଜ୍ଞା, ଲୋକଙ୍କ ଜୋତା ଚପଲ ମିକ୍ସ କରିଦିଏ, ତାପରେ ସେମାନଙ୍କୁ ଚାପରେ ଦେଖି ମୋର ଚାପ ଠିକ ହୋଇଯାଏ
11 – ଶିକ୍ଷକ- MATHS ର ଫୁଲଫର୍ମ କୁହ…?? ଛାତ୍ର- M -ମୋର A – ଆତ୍ମା T – ତୋତେ ସବୁବେଳେ H -ହଇରାଣ କରିବ॥! ଶିକ୍ଷକ ଆଜି ପର୍ଯ୍ୟନ୍ତ ଭାବୁଛନ୍ତି… ଯେ ପୁଅ ଫୁଲଫର୍ମ କହିଲା ନା ଅଭିଶାପ ଦେଇଥିଲା…
12 -ସ୍ଵାମୀ ସ୍ତ୍ରୀଙ୍କର ଝଗଡା ଚାଲିଥିଲା… ସ୍ଵାମୀ(କ୍ରୋଧରେ)- କଣ ତୁମେ ମୋତେ କୁକୁର କହିଲ? ସ୍ତ୍ରୀ କୌଣସି ଉତ୍ତର ଦେଲେ ନାହିଁ | ସ୍ଵାମୀ ଆଉଥରେ ପଚାରିବାରୁ ତଥାପି ସ୍ତ୍ରୀ କୌଣସି ଉତ୍ତର ଦେଲେ ନାହିଁ | ସ୍ତ୍ରୀ- ମୁଁ ତୁମକୁ କୁକୁର କହିନାହିଁ, କିନ୍ତୁ ଦୟାକରି ଭୁକିବା ବନ୍ଦ କର …