June 22, 2025

Odia Express

Here, There and Everywhere

G ଅକ୍ଷରରୁ ଆରମ୍ଭ ଯଦି ଆପଣଙ୍କ ନାମ, ତେବେ ନିଶ୍ଚିତ ଜାଣନ୍ତୁ ବୈବାହିକ ଜୀବନ ସହ ଜଡିତ ଏହି ଗଭୀର କଥା….

1 min read

ମନୁଷ୍ୟର ସବୁବେଳେ ନିଜର ଭବିଷ୍ୟ ବିଷୟରେ ଜାଣିବାର ବହୁତ ଅଧିକ ଉତ୍ସୁକତା ଥାଏ। ଏହି ସମସ୍ତ ଜିନିଷ ମଧ୍ୟରେ ଆମର ସାହାଯ୍ୟ କରନ୍ତି ଜ୍ୟୋତିଷ ଶାସ୍ତ୍ର, ହସ୍ତରେଖା ଶାସ୍ତ୍ର ଆଦି। ଯଦି ଆପଣ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖନ୍ତି ତେବେ ଏଥିରୁ ଆପଣଙ୍କ ବିଷୟରେ ବହୁତ ଗୁଡିଏ କଥା ସଠିକ ଜଣା ପଡିଥାଏ। ହସ୍ତରେଖା ବିଜ୍ଞାନ ମଧ୍ୟ ବହୁତ ସଠିକ ସୂଚନା ଦେଇଥାଏ ଅପାନଙ୍କ ବିଷୟରେ, କେବଳ ଆପଣଙ୍କୁ ଜଣା ଥିବା ଦରକାର ଯେ କେଉଁ ରେଖାର ଅର୍ଥ କଣ ଅଟେ। ଏମିତିରେ ତ ହାତରେ ବହୁତ ଗୁଡିଏ ରେଖା ଥାଏ କିନ୍ତୁ ଯେଉଁ ରେଖା ବିଷୟରେ ଆମେ କହୁଛୁ । ଏମିତିରେ ଯଦି ଆପଣ ମଧ୍ୟ ନିଜର କିମ୍ବା ଅନ୍ୟ କାହାର ସ୍ଵଭାବ ଓ ତାଙ୍କର ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଆଜିର ଏହି ପୋଷ୍ଟ ଆପଣଙ୍କ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଆଜି ଆମେ ସେହି ଲୋକଙ୍କ ବିଷୟରେ କହିବୁ ଯାହାଙ୍କର ନାମ ଇଂରାଜୀ ଅକ୍ଷର G ରୁ ଆରମ୍ଭ ହୋଇଥାଏ।

ଏହି ଲୋକ କେବେ କେଉଁ ରହସ୍ୟ ଗୁପ୍ତ ରଖନ୍ତି ନାହିଁ, ଲୋକଙ୍କୁ ଏମାନଙ୍କର ଏହି କଥା ବହୁତ ପସନ୍ଦ ହୋଇଥାଏ। କିନ୍ତୁ ବେଳେବେଳେ ଏହି ଲୋକଙ୍କ କ୍ରୋଧ ଏମାନଙ୍କୁ ଅନ୍ୟମାନଙ୍କ ଦୃଷ୍ଟିରେ ଖରାପ କରିଦେଇଥାଏ।

ଏହି ଲୋକମାନେ ସତ୍ୟର ପୂଜାରୀ ହୋଇଥାନ୍ତି ଏମାନଙ୍କୁ ସବୁବେଳେ ସତ୍ୟ ପଥରେ ଯିବା ଉଚିତ ଲାଗିଥାଏ, ସତ୍ୟ ନିମନ୍ତେ  ଯେକୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି।

ଏହି ଲୋକଙ୍କର ଖାସ କଥା ଏହା ହୋଇଥାଏ ଯେ ସବୁବେଳେ ତାହା କରନ୍ତି ଯାହା ଏମାନଙ୍କୁ ପସନ୍ଦ ହୋଇଥାଏ। ଏମାନଙ୍କ ନିମନ୍ତେ ଅନ୍ୟମାନଙ୍କ ପରାମର୍ଶ ମୂଲ୍ୟ ରଖିନଥାଏ, ଏମାନେ ହୁଏତ ଶୁଣନ୍ତି ସମସ୍ତଙ୍କର କିନ୍ତୁ କରନ୍ତି ନିଜ ମନ ମୁତାବିକ। ଏହି କାରଣରୁ ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି।

ଏମାନଙ୍କୁ ନିଜର ଜିନିଷ କାହା ସହିତ ଭାଗ କରିବା ଅଧିକ ପସନ୍ଦ ନୁହେଁ। କୌଣସି ଅସୁବିଧା ପଡିବା ବେଳେ ମଧ୍ୟ ଏମାନେ ତାହାକୁ ନିଜେ ସମ୍ମୁଖୀନ ହେବାରେ ବିଶ୍ବାସ ରଖନ୍ତି।

ପ୍ରେମ ବ୍ୟାପାରରେ ଦେଖାଯାଏ ତ ଏମାନେ ଅଳ୍ପ ଲାଜକୁଳା ହୋଇଥାନ୍ତି, କିନ୍ତୁ ଏମାନଙ୍କ ପ୍ରେମ ସଚୋଟ ହୋଇଥାଏ, ନିଜର ଲାଜକୁଳା ସ୍ଵଭାବ କାରଣରୁ ଏମାନେ ନିଜ ପକ୍ଷରୁ ଆଗେଇବାରେ ଅନିଚ୍ଛୁକ ଅଟନ୍ତି ।

ଏମାନଙ୍କ ଦମ୍ପତ୍ତ୍ୟ ଜୀବନରେ କିଛି ଅସୁବିଧା ହୋଇଥାଏ କାରଣ ଏମାନଙ୍କୁ ନିଜର ବୈବାହିକ ଜୀବନରେ ନିଜର ଅଧିକାର ଜାହିର କରିବା ପସନ୍ଦ ହୋଇଥାଏ, ଏମାନେ ପ୍ରାୟତଃ ନିଜକୁ ନିଜ ସାଥିଙ୍କ ଠାରୁ ଉଚ୍ଚ ଭାବନ୍ତି ଯେଉଁ କାରଣରୁ ଦମ୍ପତ୍ତି ଜୀବନରେ ତାଳମେଳର ଅଭାବ ହୋଇଥାଏ।

ଯେଉଁ ମହିଳାଙ୍କ ନାମ G ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ଜୀବନରେ କିଛି କଷ୍ଟଦାୟକ ହୋଇଥାଏ କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ବିବାହ ପରେ ସୁଧୁରି ଯାଏ।

ଲୋକଙ୍କ ସହିତ ନିଜର ବ୍ୟବହାର ମାମଲାରେ ଏମାନେ ବହୁତ କ୍ଷିପ୍ର ଅଟନ୍ତି, ଏମାନଙ୍କୁ ବ୍ୟବହାର କୁଶଳ କୁହାଯାଏ ତ ଭୁଲ ହେବ ନାହିଁ।

ଏହି ଲୋକମାନେ କେବେ ମଧ୍ୟ ପରିଶ୍ରମ କରିବାରେ ଓ ଯେକୌଣସି ବିପଦକୁ ଭୟ କରି ପଛେଇବା ବାଲାଙ୍କ ମଧ୍ୟରେ ନୁହନ୍ତି , ଏମାନେ ପଛକେ କୌଣସି ପରିସ୍ଥିତିରେ ରୁହନ୍ତୁ ତାହାର ନିର୍ଭୟତାର ସହ ସାମନା କରନ୍ତି ।

ଏହି ଲୋକମାନେ ଜ୍ଞାନର ଭୋକିଲା ଅଟନ୍ତି, ଏମାନଙ୍କର ସବୁବେଳେ ଏହି ଚେଷ୍ଟା ଥାଏ ଯେ ଅଧିକ ରୁ ଅଧିକ ଜ୍ଞାନ କିପରି ପ୍ରାପ୍ତ କରାଯିବ, ଏଥିପାଇଁ ଏମାନେ ସବୁବେଳେ ଯେଉଁଠାରେ ଜ୍ଞାନ ପ୍ରାପ୍ତ ହୁଏ ସେଠାରୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତି।

ଏମାନଙ୍କର ସବୁଠାରୁ ଖାସ କଥା ଏମାନଙ୍କ ପ୍ରତିଭା ହୋଇଥାଏ, ଯେଉଁ କାରଣରୁ ଏମାନେ ଲୋକଙ୍କୁ ନିଜ ଆଡକୁ ଶୀଘ୍ର ଆକର୍ଷିତ କରିପାରନ୍ତି।

Leave a Reply

Your email address will not be published. Required fields are marked *