November 17, 2024

Odia Express

Here, There and Everywhere

ପାଞ୍ଚ ମିନିଟରେ ଗାୟବ ହେଇଯିବ ଦାନ୍ତର ହଳଦିଆ ପରସ୍ତ, ସବୁବେଳେ କାମରେ ଆସିଥାଏ ଏହି ଉପାୟ…

ଏମିତି ତ ମନୁଷ୍ୟ ପ୍ରତିଦିନ ନିଜର ଦିନଚର୍ଯ୍ୟାର ଜୀବନରେ ଅନେକ ଜିନିଷର ସେବନ କରିଥାଏ ଓ ଆଜିକାଲି ଜୀବନ ଏତେ ଦ୍ରୁତ ଧାବମାନ ଯେ, ଲୋକଙ୍କ ପାଖରେ ନିଜ ତରଫକୁ ଧ୍ୟାନ ଦେବାର ସମୟ ହୋଇନଥାଏ। ଏମିତିରେ ଆମେ ଯେଉଁ ଜିନିଷ ଖାଉ ତାର ଅଂଶ ଗୁଡିକ ଆମ ଦାନ୍ତରେ ପଶିଯାଏ ଓ ଆମକୁ ଜଣା ପଡେନାହିଁ। ଏହାର ଫଳ ଏହା ହୋଇଥାଏ ଯେ ଆମର ଦାନ୍ତରେ ହଳଦିଆ ରଙ୍ଗ ହୋଇଯାଏ।ଏହା ଗୋଟିଏ କାରଣ ଯେ ଅନେକ ସମୟରେ ବହୁତ କମ ବୟସରେ ଦାନ୍ତର ଉପରିଭାଗ ଖରାପ ହୋଇଯାଏ ଓ ତାଶ ଦାନ୍ତର ଚମକ ମଧ୍ୟ କମ ହୋଇଯାଏ। ଏଥିଇପାୟନ ଆଜି ଆମେ ଆପଣଙ୍କୁ ଏକ ଏପରି ଉପଚାର ଜଣେଇବାକୁ ଯାଉଛୁ, ଯାହାର ବ୍ୟବହାର ଦ୍ଵାରା କେବଳ ପାଞ୍ଚ ମିନିଟରେ ଆପଣଙ୍କ ଦାନ୍ତର ହଳଦିଆ ଦାଗ କମ ହୋଇଯିବ। କିନ୍ତୁ ତା ପୂର୍ବରୁ ଆମେ ଆପଣଙ୍କୁ କହିବୁ ଯେ ଦାନ୍ତକୁ ଚମକେଇବା ନିମନ୍ତେ ଆପଣ କଣ କଣ କରିପାରିବେ।

ସର୍ବପ୍ରଥମେ ସେଓ, ନାଶପତି ଓ ଗାଜରକୁ ନିଜର ଖାଦ୍ୟରେ ନିଶ୍ଚିତ ସାମିଲ କରନ୍ତୁ। ତାହା ଏଥିପାଇଁ ଯେ ଏଥିରେ ମୁହଁରେ ସାଲାଇଭା ଅଧିକ ହୋଇଥାଏ ଓ ଦାନ୍ତର ଚମକ ମଧ୍ୟ ବନିରହେ ମାନେ ଦାନ୍ତ ସଫା ରହେ। ଏହା ବ୍ୟତୀତ ତମାଖୁ ଓ ଗୁଟଖା ଖାଇବା ଛାଡିଦିଅନ୍ତୁ , କାରଣ ପ୍ରଥମେ ତ ଏହା ଜୀବନ ନିଏ ଓ ଦ୍ଵିତୀୟରେ ଏହାଦ୍ୱାରା ଦାନ୍ତର ହଳଦିଆ ଦାଗ ବୃଦ୍ଧିପାଏ ।

ତେବେ ଆସନ୍ତୁ ଏବେ ଆପଣଙ୍କୁ ସେହି କୌଶଳ ବିଷୟରେ ଜଣେଇବୁ ଯାହା କଥା ଆମେ କହୁଛୁ। ଏହି କୌଶଳ ଅନୁଯାୟୀ ସେଓର ଏକ ଖଣ୍ଡ ନିଅନ୍ତୁ ଓ ତାହାକୁ ନିଜର ଦାନ୍ତରେ ହାଲୁକା ହାତରେ ଘାସନ୍ତୁ। ଜଣେଇଦେବୁ ଯେ ଏପରି କରିବା ଦ୍ଵାରା ଦାନ୍ତର ଚମକ ବୃଦ୍ଧି ପାଏ। ଉଲ୍ଲେଖାଯୋଗ୍ୟ ଯେ ସେଓରେ ମିଲିକ ଏସିଡ ଥାଏ, ଯାହାଦ୍ୱାରା ଦାନ୍ତର ହଳଦିଆ ଦାଗ ଦୂର ହୋଇଥାଏ। ଏହା ବ୍ୟତୀତ ପ୍ରତିଦିନ ବାଦାମ ଓ ଅଖରୋଟ ଖାଇବା ଦ୍ଵାରା ମଧ୍ୟ ଦାନ୍ତ ଉପରେ ଜମିଥିବା ପ୍ଲାକ ସଫା ହୋଇଯାଏ ଓ ତାସହ ପ୍ଲାକ ବାହାରିଯିବା ପରେ ଦାନ୍ତର ହଳଦିଆ ଅଂଶ ଦୂର ହୋଇଯାଇଥାଏ। ଏହା ବ୍ୟତୀତ ଏକଥାର ଧ୍ୟାନ ରଖିବେ ଯେ ଦାନ୍ତର ସମୟ ସମୟରେ ଚେକଅପ ନିଶ୍ଚିତ କରେଇବେ , ଯଦ୍ୱାରା ଯଦି ଦାନ୍ତରେ କୌଣସି ରୋଗ ଥିବ ତେବେ ତାହାର ତୁରନ୍ତ ଜଣା ପଡିଯିବ। ଏହାଦ୍ୱାରା ଆପଣଙ୍କ ଦାନ୍ତର ଚମକ ମଧ୍ୟ ସବୁବେଳେ କାୟମ ରହିବ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ଯେତେ ହୋଇପାରିବ, ସେତିକି ଚା ଓ କଫିକୁ ନଜରଅନ୍ଦାଜ କରନ୍ତୁ, କାରଣ ଏଥିରେ କାଫେଇନ ରହିଥାଏ ଯାହା ଦାନ୍ତର ହଳଦିଆ ଅଂଶ ବୃଦ୍ଧି କରେ। ଏଥିପାଇଁ ଯଦି ଆପଣ ନିଜର ଦାନ୍ତକୁ ସୁରକ୍ଷିତ ରଖିବାକୁ ଚାହାନ୍ତି ତେବେ ଏହି ଜିନିଷର ସେବନ କମ କରନ୍ତୁ। ଏମଟିଇରେ ଯଦି ଆପଣଙ୍କ ଦାନ୍ତ ଚମକିବ ତେବେ ଆପଣଙ୍କୁ ମଧ୍ୟ ବାରମ୍ବାର ହସିବାର ବାହାନା ମିଳିଯିବ। ଏଥିପାଇଁ ଯଦି ହୋଇପାରେ ତେବେ ନିଜର ଦାନ୍ତର ଯତ୍ନ ନିଅନ୍ତୁ ଓ ଏହି ଉପଚାରକୁ ଥରେ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *