November 16, 2024

Odia Express

Here, There and Everywhere

ଜୋକ୍ସ : ବାହାଘର ବିଦାୟୀ ସମୟରେ କନ୍ୟା କାନ୍ଦୁଥିବାର ଦେଖି ସାନ ଭାଇ ବାପାକୁ ପଚାରିଲା | ପୁଅ – ବାପା ନାନୀ କାନ୍ଦୁଚି ଭାଇନା କାନ୍ଦୁ ନାହାନ୍ତି କାହିଁକି ? ବାପା ତାପରେ ଯାହା ଉତ୍ତର ଦେଲେ ଶୁଣିଲେ ହସି ହସି ଗଡିବେ ଆପଣ….

ଜୀବନରେ ସୁଖ ଦୁଃଖ ଆସିବା ଲାଗିରହିଛି , କିନ୍ତୁ ଏହାର ମତଲବ ନୁହେଁ କି ଆମେ ସବୁ ସମୟରେ ନିଜ ଦୁଃଖକୁ ନେଇ କାନ୍ଦିବସୁଛେ , ସବୁ ହାଲାତରେ ଆମେ ସାହାସରେ ବଞ୍ଚିବାକୁ ହେବ , ହସିକରି ଖୁସି ରହିବାର ଏକ ଚିନ୍ତା ସାମ୍ନା କରିବାକୁ ହେବ , ଜୀବନରେ ହସିକରି ଶାରରୀକ ରୁପରେ ଏହାର ପ୍ରଭାବ ପଡିଥାଏ , ହସିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ହୋଇଥାଏ , କେବଳ ଶରୀର ନୁହେଁ ହସିବାରୁ ମନ ପ୍ରଭାବିତ ହୋଇଥାଏ । ମନରେ ସକରାତ୍ମକ ଦାୟିତ୍ୱ ଆସିଥାଏ । ଏଥିରେ ତନ ଓ ମନ ଦୁହେଁ ସ୍ୱାସ୍ଥ୍ୟ ରହିଥାଏ ।

୧) ସାନ୍ତା ଏକ ବସ୍ ରେ ଯାଉଥିଲା ବ୍ରେକ୍ ଲାଗିଲା ତ ସେ ଏକ ଝିଅ ଦେହରେ ଯାଇ ପିଟିହେଲା , ଝିଅ : କହିଲା ଅଭଦ୍ର, କଣ କରୁଛୁ , ସାନ୍ତା : ଇଞ୍ଜିନିୟରିଙ୍ଗ୍ , ଓ ଆପଣ ?

୨) ଡାକ୍ତର  ରୋଗୀ ସହ : ତୁମର ଦାନ୍ତ ଓପାଡିବାକୁ ପଡିବ , ରୋଗୀ : କେତେ ପଇସା ଲାଗିବ ? ଡାକ୍ତର ୨୦୦ ଟଙ୍କା , ରୋଗୀ କହିଲା : ଏଇ ନିଅନ୍ତୁ ସାର୍ , ୫୦ ଟଙ୍କା ଢିଲା କରିଦେବେ , ବାହାର ତ ମୁଁ ନିଜେ କରିଦେବି ।

୩) ଥରେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ସ୍ୱର୍ଗର କବାଟ ଖଟ୍ ଖଟ୍ କଲା , ତେବେ ଭିତରୁ ଆବାଜ୍ ଆସିଲା କି କଣ ତୁମେ ବିବାହିତ ଅଛ ? ବ୍ୟକ୍ତି କହିଲା : ହଁ , ଭିତରୁ ଆଉଥରେ ଆବାଜ୍ ଆସିଲା ତୁମେ ଭିତରକୁ ଆସିପାରିବ , ତୁମେ ବିବାହ କରି ଦୁନିଆଁକୁ ବହୁତ ଦଣ୍ତ ଦେଇଛ । ତାପରେ ଆଉ ଏକ ଅଲଗା ବ୍ୟକ୍ତି କବାଟ ଖଟ୍ ଖଟ୍ କରିଲା ତେବେ ଭିତରୁ ଆବାଜ୍ ଆସିଲା କଣ ତୁମେ ବିବାହିତ ଅଛ ? ଦ୍ୱିତିୟ ବ୍ୟକ୍ତି କହିଲା , ହଁ ଆଜ୍ଞା , ମୋର ଦୁଇଥର ବାହାଘର ହେଇଛି , ଭିତର ପଟୁ ଆବାଜ୍ ଆସିଲା , ପଳାଅ , ଏଠାରେ ମୁର୍ଖଙ୍କ ପାଇଁ ଜାଗା ନାହିଁ

୪) ସାନ୍ତା ପୁରା ଅସୁସ୍ଥ୍ୟ ହୋଇପଡିଲା ,, ଡାକ୍ତର ମେଡିସିନ୍ ନେଇକରି ଘରକୁ ଆସିଲା , ସ୍ତ୍ରୀ : କଣ କହିଲା ଡାକ୍ତର ସାର୍ , ସାନ୍ତା : ଡାକ୍ତର କହିଲେ କି ସୋଇବା ସମୟରେ ଟେନସନ୍ ସାଥିରେ ନେଇ ଶୁଅନାହିଁ , ସ୍ତ୍ରୀ କଣ ? ସାନ୍ତା : ସବୁଦିନ ତୁମ ସହ ଶୋଉଛି ନା ସେଥିପାଇଁ ।

୫) ସ୍ତ୍ରୀକୁ ଏକ ଚାପୁଡା ମାରିବା ଯୋଗୁଁ ଦଣ୍ତବିଧାନ ୧୦୦୦ ଟଙ୍କା ଜର୍ଜ ସାହେବ୍ ଶୁଣାଇଲେ , ତେବେ ସାନ୍ତା ଜର୍ଜକୁ ପଚାରିଲେ , ଆଉ ଏକ ଚାପଡ ମାରିଦେବି କି ଜର୍ଜ ରାଗରେ ହଁ କଣ ପାଇଁ ନୁହେଁ , ସାନ୍ତା : କାରଣ ଖୁଚୁରା ନାହିଁ ମୋର ପାଖରେ ୨୦୦୦ ଟଙ୍କା ଅଛି ।

୬) ଫିଟ୍ ଲମ୍ବା ଓ ପହଲିବାନ ବସରେ ଯାଉଥିଲା , କଣ୍ତକ୍ଟର୍ : ଭାଇ ସାହେବ୍ ଟିକେଟ୍ , ପହଲିବାନ୍ : ଆମେ ଟିକେଟ୍ ନେଉନୁ , କଣ୍ତକ୍ଟର୍ କିଛି କହିପାରିଲା ନାହିଁ , କିନ୍ତୁ ଏହି କଥା ସେ ମନକୁ ନେଇଗଲା , ଓ ଜିମ୍ ଯିବାକୁ ଲାଗିଲା ,

ସବୁଦିନ ସେ ପହଲିବାନକୁ ପଚାରୁଥିଲା ଓ ପହଲିବାନ କହୁଥିଲା ଟିକେଟ୍ ନେଉନୁ , ୬ ମାସ ଗଲା ପରେ କଣ୍ତକ୍ଟର୍ ପହଲିବାନ ପରି ତଗଡା ହୋଇଗଲା , ଆଗାମୀ ଦିନ କଣ୍ତକ୍ଟର୍ ଭାଇ ଟିକେଟ୍ ନେଇଯା , ପହଲି ବାନ ଆମେ ଟୀକେଟ୍ ନେଉନୁ , କଣ୍ତକ୍ଟର : କଣ ପାଇଁ ନେଉନୁ ବେ , ପହଲିବାନ୍ ପାସ୍ ବନେଇଛି ସେଥିପାଇଁ ଟିକେଟ୍ ନେଉନି ।

୭) ବିଟୁ : ପ୍ରେମ ହୋଇଯାଏ କିମ୍ବା କରିବାକୁ ପଡିଥାଏ  ଚିଣ୍ଟୁ : ଏହା ପରିସ୍ଥିତି ଉପରେ ନିର୍ଭର କରିଥାଏ , ବିଟୁ କିପରି , ଚିଣ୍ଟୁ ଝିଅ ସୁନ୍ଦର ହେଲେ ଓ ସ୍କୁଟିରେ ରହିଲେ , ତେବେ ହୋଇଯାଏ , କିନ୍ତୁ ଝିଅ ଅସୁନ୍ଦର ହୋଇଥିଲେ ଓ ମର୍ସଡିଜ୍ ରେ ଥିଲେ ତେବେ କରିବାକୁ ପଡିଥାଏ ,

୮) ସାନ୍ତା ଓ ବନ୍ତା ଥରେ ଇଂରାଜୀରେ କିଛି ଫର୍ମ ଭରୁଥିଲେ , ସେଥିରେ ଏକ ପ୍ରଶ୍ନ ଥିଲା , ଜୋଡିଏକ୍ ସାଇନ୍ । ବାନ୍ତାକୁ ଏହାର ମତଲବ ଜଣାନାହିଁ ସେ ସାନ୍ତାକୁ ଫର୍ମକୁ ଦେଖିବାକୁ କହିଲା , ସାନ୍ତା : ଲେଖିଥିଲା କି କ୍ୟାନ୍ସର୍ , ଏବେ ବନ୍ତା କଣ କରିବ , ସେ ବି ଲେଖିଦେଲା ଲୁଜ୍ ମୋସନ୍ ।

୯) ଭିଣେଇ ଓ ଶାଳି ହୋଲି ଖେଲୁଥିଲେ , ତେବେ ଭିଣେଇ କହିଲେ ଶାଳି ସାହିବା ତୁମକୁ କେଉଁ ରଙ୍ଗ୍ ଲଗାଇବି , ସବୁଜ , ଲାଲ କିମ୍ବା ହଳଦିଆ , ଶାଳୀ : କିଛି ବି ଲଗାଇଦିଅ ଭିଣେଇ ଭାଈ ଏତିକି ଧ୍ୟାନ ରହୁ କି ମୁହଁ କଳା ନ ହେଉ

୧୦) ଶିକ୍ଷକ : ଟୋନି କୁହ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କିଏ ବଡ ହୋଇଥା , ଟୋନି : ମ୍ୟାଡାମ୍ ସ୍ତ୍ରୀ ବଡ ହୋଇଥାଏ  ଶିକ୍ଷକ : ଭଲ କିପରି କୁହ , ଟୋନି : ମ୍ୟାଡାମ୍ ସ୍ୱାମୀ ରେ ଛୋଟ ଇ ମାତ୍ରା ଆସିଥାଏ , ଓ ସ୍ତ୍ରୀ ରେ ବଡ ଇ ଆସିଥାଏ ମାତ୍ରା , ମ୍ୟାଡାମ୍ ଟୋନିକୁ କ୍ଲାସ୍ ମନିଟର୍ କରିଦେଲେ ।

୧୧ – ବାହାଘର ବିଦାୟୀ ସମୟରେ କନ୍ୟା କାନ୍ଦୁଥିବାର ଦେଖି ସାନ ଭାଇ ବାପାକୁ ପଚାରିଲା | ପୁଅ – ବାପା ନାନୀ କାନ୍ଦୁଚି ଭାଇନା କାନ୍ଦୁ ନାହାନ୍ତି କାହିଁକି ? ବାପା – ପୁଅ ନାନୀ ତା କେବଳ ଗାଁ ମୁଣ୍ଡ ଯାଏ କାନ୍ଦିବ ଜ୍ୱାଇଁ ପୁଅ ତା ଜୀବନସାରା କାଂଦିବେ

Leave a Reply

Your email address will not be published. Required fields are marked *