ଏହି ମାସରେ ଜନ୍ମ ନେଇଥିବା ଝିଅ ହୋଇଥାନ୍ତି ଏକ ଆଦର୍ଶ ସ୍ତ୍ରୀ, ଏମାନଙ୍କୁ ବିବାହ କରି ପୃଥିବୀରେ ହିଁ ପାଇପାରିବେ ସ୍ୱର୍ଗର ତୃପ୍ତି
ବନ୍ଧୁଗଣ ଯେପରି ବ୍ୟକ୍ତିର ଯୌବନ ଅବସ୍ଥାରେ ପାଦ ରଖିଥାଏ , ଓ ଲାଇଫ୍ ସେଟଲ୍ ହୋଇଯାଏ , ତେବେ ଅଗାମୀ ଷ୍ଟେପ୍ ତାହା ପାଇଁ ବିବାହ କରିବା ହୋଇଥାଏ , ଏବେ ବିବାହ ତ ସମସ୍ତେ କରିବାକୁ ଚାହୁଁଛନ୍ତି କିନ୍ତୁ ସବୁଠାରୁ ବଡ ଅସୁବିଧା ତେବେ ଆସିଥାଏ ଯେବେ ଆମେ ନିଜ ପାଈଁ ଏକ ଭଲ ଜୀବନସାଥୀ ଖୋଜିବାପାଇଁ ବାହାରିଥାଉ , ଏବେ ଏମିତି ଏହି ଦୁନିଆଁରେ ୧୭ ପ୍ରକାରର ଲୋକ ରହିଥାନ୍ତି , କିଛି ଭଲ ,କିଏ ଖରାପ , ଏମିତିରେ ନିଜ ଇଚ୍ଛାନୁସାରେ ଏକ ଭଲ ଜୀବନସାଥୀ ଖୋଜିବା ବହୁତ ମୁସକିଲ୍ ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବର୍ଷର କିଛି ମାସର ନାଁ କହିବାକୁ ଯାଉଚୁ ଯେଉଁଥିରେ ଜନ୍ମ ନେଉଥିବା ଝିଅ ଅଧିକାଂଶ ଏକ ଭଲ ଆଦର୍ଶ ସ୍ତ୍ରୀ ବୋଲି ଜଣାଯାଏ । ଯଦି ଆପଣ ଏହି ବର୍ଷରେ ଏହି ମାସରେ ଜନ୍ମ ନେଇଥିବା ଝିଅକୁ ବିବାହ କରିବେ ତେବେ ଆପଣଙ୍କ ଭାଗ୍ୟ ଚମକିଯିବ , ଏହି ଝିଅ ମାନେ ଆପଣଙ୍କ ଜୀବନରେ ପ୍ରେମ ଭରିଦେବେ , ଘରର ଅନ୍ୟ ସଦସ୍ୟଙ୍କୁ ବି ଏମାନଙ୍କୁ ବହୁତ ପସନ୍ଦ କରନ୍ତି , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେହି ମାସଗୁଡିକ ।
ମାର୍ଚ୍ଚ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ନିଜ ସ୍ୱାମୀଙ୍କୁ ବହୁତ ଅଧିକା ଦାୟିତ୍ୱ ନେଇଥାନ୍ତି , ଏମାନଙ୍କ ଛୋଟ ମୋଟ ଦରକାରିତା ପୁରା କରିବାକୁ ଚେଷ୍ଟା କରନ୍ତି , ଏମାନଙ୍କ ଖାସ୍ କଥା ଏହା ହୋଇଥାଏ କି ଏମାନେ କେବେ ନିଜ ସ୍ୱାମୀଙ୍କୁ ଧୋକା ଦେବାରେ ଭାବିବି ପାରନ୍ତି ନାହିଁ , ଏମାନଙ୍କ ମଧ୍ୟରେ ଦୟା ଓ ମଣିଷତ୍ୱ ଭାବନା ଅଧିକା ହୋଇଥାଏ , ଏଥିପାଇଁ ଏମାନେ ନିଜ ବାପା ମାଙ୍କୁ କେବେ ଦୁଃଖି ଦେବାକୁ ଦିଅନ୍ତି ନାହିଁ , ଏହି ପରି ଆପଣଙ୍କ ପୁରା ପରିବାର୍ ପାଇଁ ପରଫେକ୍ଟ ବୋହୁ ହୋଇଥାନ୍ତି ।
ମଇ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମାନେ ସହଜରେ ସବୁ ଜାଗାରେ ଚଳିପାରନ୍ତି , ଏଥିପାଇଁ ପରିସ୍ଥିତିଗୁଡିକ ବିପରିତ ହେବାରେ ଘରେ ଲଢେଇ ଝଗଡା ହୋଇନଥାଏ , ଏମାନେ ଅଲଗା ପରିସ୍ଥିତିରେ ଅସୁବିଧାଗୁଡିକ ବୁଝିପାରନ୍ତି , ଏମାନେ ଯେତେ ହୋଇପାରିବ ତାହାର ନିବାରଣ କରିଥାନ୍ତି , ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , ମଇ ମାସରେ ଜନ୍ମ ନେଇଥିବା ଝିଅକୁ ବିବାହ କରିବାରେ ସଂମ୍ପର୍କ ଅଧିକା ଦିନ ଯାଏଁ ଚାଳିଥାଏ ।
ଜୁଲାଇ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ବୁଦ୍ଧିମତି ହୋଇଥାନ୍ତି , ଏମାନଙ୍କ ବୁଦ୍ଧିମତାକୁ ନେଇ ଏମାନଙ୍କ ସ୍ୱାମୀ ଓ ପରିବାରରେ ଅନ୍ୟ ସଦସ୍ୟଙ୍କ ସହ ମଧୁର ସଂମ୍ପର୍କ ରଖିଥାନ୍ତି , ଏମାନେ ବହୁତ ଯତ୍ନ ବାନ ହୋଇଥାନ୍ତି ଏମାନଙ୍କ ଏହି ଖୁବି କାରଣରୁ ସ୍ୱାମୀ କେବେ ଖାସ୍ ଚିନ୍ତାର ସାମ୍ନା କରିବାକୁ ପଡିନଥାଏ , ଯଦି ଭୁଲ୍ ରେ ଏମାନଙ୍କୁ କିଛି ଅସୁବିଧା ଆସେ ତେବେ ସେମାନେ ନିଜ ସ୍ୱାମୀଙ୍କୁ ଇମୋସନାଲ୍ ସପୋର୍ଟ ଦେଇଥାନ୍ତି ।
ନଭେମ୍ବର ମାସ : ନଭେମ୍ବର ମାସରେ ଜନ୍ମ ନେଇଥିବା ଝିଅ ବହୁତ ଆଡଜଷ୍ଟ ନେଚରର ହୋଇଥାନ୍ତି , ଏମାନେ ମାହୋଲ୍ ଅନୁସାରେ ନିଜକୁ ମିଶାଇପାରନ୍ତି , ଏମାନଙ୍କ ଏହି ଖୁବି କାରଣରୁ ପରିବାରର ସବୁ ଲୋକ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି , ଏମାନଙ୍କ ଭାଗ୍ୟ ବହୁତ ଧନୀ ହୋଇଥାନ୍ତି , ଯେଉଁ ପରିବାରକୁ ଏମାନେ ଯାଇଥାନ୍ତି ସେମାନଙ୍କ ଜୀବନରେ ଉନ୍ନତି କରିଦିଅନ୍ତି , ଏମାନଙ୍କୁ ବିବାହ କରିବା ଦ୍ୱାରା ଭାଗ୍ୟ ଚମକିଯାଏ ,