ଚଣା ଚୋବାଇବା ଦ୍ୱାରା କେବଳ ଟାଇମପାସ୍ ହୋଇନଥାଏ – ଏହା ସହ ୧୦ ଟି ବଢିଆ ଲାଭ ମଧ୍ୟ ହେଇଥାଏ..
ଆପଣ ଲୋକେ ବହୁତଥର ଦେଖିଥିବେ କି ଲୋକ କହୁଥିବେ କି ଚଣା ଚୋବାଇଲେ ଟାଇମ୍ ପାସ୍ ହୋଇଯିବ , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଚଣା ଚୋବାଇଲେ କେବଳ ଟାଇମ୍ ପାସ୍ ହୁଏ ନାହିଁ , ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ସାରା ଫାଈଦା ଅଛି , ଆଜି ଆମେ ଆପଣଙ୍କୁ କହିବୁ କିପରି ଭିନ୍ନ ଭିନ୍ନ ପ୍ରକାରର ଚଣାକୁ ଅଲଗା ଅଲଗା ତରିକାରେ ଖାଇଲେ ଆପଣ କେତେ ଫାଈଦା ପାଇପାରିବେ ।
୧) ଯଦି , କାଛୁ , କୁଣ୍ତିଆ, କିମ୍ବା ରକ୍ତ ସହ କିଛି ରୋଗରେ ପୀଡିତ ଅଛନ୍ତି ତେବେ ୬୪ ଦିନ ଯାଏଁ ବିନା ଲୁଣ ବାଲା ଚଣାକୁ ଅଟାର ରୁଟି ଖାଆନ୍ତୁ , ଆପଣଙ୍କ ରୋଗ ଶେଷ ହୋଇଯିବ ।
୨) ପିଲିଆ ହେଲେ ଚଣାର ସତ୍ତୁ ଖାଇଲେ ଲାଭ ମିଳିଥାଏ , ଏହାର ଦ୍ୱିତିୟ ଉପାୟ ଅଛି ୨ ଗ୍ଲାସ୍ ପାଣିରେ ଅଧା ଗିନା ଚଣା ଡାଲି ମିଶାଇଦିଅନ୍ତୁ , ଯେବେ ଡାଲି ଭଲରେ ବତୁରିଯିବ ତେବେ ସେଥିରେ ବରାବର ପରିମାଣର ଗୁଡ ମିଶାନ୍ତୁ , ଓ ଖାଆନ୍ତୁ , ଏହି ସମୟରେ ଆପଣଙ୍କୁ ଶୋଷ ଲାଗିଲେ ବତୁରାଇଥିବା ଡାଲିର ପାଣି ପିଇବେ , ଏହି ଉପାୟରୁ ପିଲିଆର ରୋଗୀଙ୍କୁ ଜଲଦି ହିଁ ଉପଶମ ମିଳିବ ।
୩) ଯଦି କେଉଁ ମାନସିକ ରୋଗୀ ଯେପରି ପାଗଳାମୀର ଶିକାର ହୋଇଛନ୍ତି ତେବେ ତାଙ୍କୁ ଚଣାର ଡାଲି ପାଣିରେ ବତୁରାଇ ପିଆଇଦିଅନ୍ତୁ , ତାହାପରେ ଠିକ୍ ହେବାର ସ୍ଂମ୍ଭାବନା ଅଧିକା ହୋଈଯାଏ , ଆପଣ ଏହି ପାଣିକୁ ବାନ୍ତି ଆସିଲେ ବି ପିଇପାରିବେ ।
୪) ଯଦି ଆପଣଙ୍କ ଶରୀରରେ କେଉଁ ପ୍ରକାର ଜଳ୍ୱନ ହେଉଛି ତେବେ ଏହି ଉପାୟକୁ କରନ୍ତୁ ରାତିରେ ଏକ କପ୍ ଚଣାର ଚୋପାକୁ ଦୁଇ ଗ୍ଲାସ୍ ପାଣିରେ ବତୁରାଇଦିଅନ୍ତୁ , ଆଗାମୀ ଦିନ ଏହି ପାଣିକୁ ଛାଣିଦିଅନ୍ତୁ , ଏଥିରେ ଶରୀରରେ ହେବାକୁ ଥିବା ଜଳ୍ୱନ ଦୂର୍ ହୋଇଯିବ ।
୫) ଚଣାକୁ ପେଶିକରି ତାହାର ପେଷ୍ଟ ତିଆରି କରିଦିଅନ୍ତୁ , ଏବେ ଏହି ବେସନକୁ କିଛି ବୁନ୍ଦା ଗୋଲାପଜଳ ମିଶାଇଦିଅନ୍ତୁ , ଏହି ମିଶ୍ରଣକୁ ଚେହେରାରେ ୧୦ ମିନିଟ୍ ପାଇଁ ଲଗାନ୍ତୁ ଓ ଚେହେରାକୁ ଶୁଖିଲାପରେ ଧୋଇଦିଅନ୍ତୁ , ଏମିତି ସପ୍ତାହରେ ୩ ଥର କରିଲେ ଚେହେରା ମୁଲାୟମ ଓ ଚମକଦାର ହୋଇଯିବ ।
୬) ଯଦି ଆପଣ ବହୁତ ମୁଣ୍ତ ବିନ୍ଧା ହେଉଛି ତେବେ କଞ୍ଚା ଚଣାକୁ ଜୁସ୍ କରି ଏହାକୁ ପିଅନ୍ତୁ , ଏହାକୁ ମୁଣ୍ତରେ ଲଗାଇଲେ ଭାରିପଣ ବାହାରିଯିବ ।
୭) ଯଦି ଆପଣଙ୍କୁ ଅଧିକା ଥଣ୍ତା ହେଉଛି କିମ୍ବା ନାକ ବନ୍ଦ ହେଉଛି ତେବେ ଏଇ ଉପାୟକୁ କରନ୍ତୁ ୫୦ ଗ୍ରାମ ଚଣାକୁ ଭାଜିଦିଅନ୍ତୁ ଓ ଏକ ପୁଟୁଳି ନିଅନ୍ତୁ , ଏବେ ଏହି ପୋଟଳି ତାୱାରେ ହାଲକା ଗର୍ମ କରି ନାକରେ ଲଗାଇଦେଇ ସୁଙ୍ଘନ୍ତୁ , ନାକ ବନ୍ଧ ଥିଲେ ଠିକ୍ ହୋଇଯିବ ।
୮) ଯେଉଁ ଲୋକଙ୍କୁ ପାଇଲ୍ସ ହୋଇଛି ତେବେ ସେମାନେ ଚଣାର ସେକିକରି ଗର୍ମ ଗର୍ମ ଖାଆନ୍ତୁ ଲାଭ ମିଳିବ ।
୯) କବଜ୍ ର ଅସୁବିଧା ଥିଲେ ଏହି ପ୍ରକିୟା ଆପଣାନ୍ତୁ , ରାତିରେ ୫୦ ଗ୍ରାମ ଚଣାର ପାଣିରେ ବତୁରାନ୍ତୁ , ଆଗାମୀ ଦିନ ଚଣାକୁ ପେଶି ଜିରା ଓ ଲୁଣ ମିଶାଇକରି ଖାଆନ୍ତୁ , କବଜ୍ ର ସମସ୍ୟା ଦୂର ହୋଇଯିବ ।
୧୦) ବାଳରେ ରୁଷି ହେଲେ ଏକ ବଡ ଗିଲାସରେ ପାଣି ଦେଇ ୫ ବଡ ଚାମଚ ବେସନ ମିଶାନ୍ତୁ , ଓ ଏହି ମିଶ୍ରଣକୁ ମୁଣ୍ତରେ ଲଗାନ୍ତୁ , ମୁଣ୍ତରୁ ରୁଷି ପଳାଇବ ।
୧୧) ଯେଉଁ ଲୋକଙ୍କୁ ଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନଙ୍କ ଶ୍ୱାସ ନଳୀରେ କେଉଁ ରୋଗ ଅଛି ସେମାନେ ରାତିରେ ଶୋଇବା ପୁର୍ବରୁ ଏକ ମୁଠି ଭଜା କିମ୍ବା ସେକା ହୋଇଥିବା ଚଣାକୁ ଖାଇଦିଅନ୍ତୁ , ଏହାକୁ ଖାଇଲା ପରେ ଏକ ଗ୍ଲାସ୍ କ୍ଷୀର ପିଇବାର ଅଛି ,ଏହା ଦ୍ୱାରା ଶ୍ୱାସ ସଂବନ୍ଧିତ ସମସ୍ୟା ସମାଧାନ ହୋଇଯିବ ।
୧୨) ଯେଉଁ ଲୋକଙ୍କୁ ସୁଗର୍ କିମ୍ବା ମଧୁମେହ ରୋଗ୍ ଅଛି ସେମାନେ ରାତିରେ ୫୦ ଗ୍ରାମ କଳା ଚଣାକୁ କ୍ଷୀରରେ ବତୁରାଇ ରଖିଦିଅନ୍ତୁ , ସକାଳୁ ଜଳଖିଆରେ ଖାଆନ୍ତୁ , ଏହା ଛଡା ଚଣା ଓ ଜଉ ଅଟା କୁ ବରାବର ମାତ୍ରାରେ ନେଇକରି ରୁଟି ସକାଳୁ ଓ ସଂନ୍ଧ୍ୟାରେ ଖାଇଲେ ମଧୁମେହ ରେ ଆରାମ ମିଳିଥାଏ ।