ପାଦର ଆଙ୍ଗୁଠି ବତାଇଥାଏ ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ ମ୍ୟାରେଜ୍ , ଜାଣନ୍ତୁ କିପରି…
ବିବାହ କରିବା ମଣିଷ ଜୀବନରେ ଏକ ମହତ୍ତ୍ୱପୁର୍ଣ୍ଣ ସ୍ଥାନ ରଖିଥାଏ , ବିବାହକୁ ନେଇକରି ପୁଅ ଓ ଝିଅ ବହୁତ ପୁର୍ବରୁ ପ୍ଲାନିଙ୍ଗ୍ କରିଦେଇଥାନ୍ତି , ସମସ୍ତଙ୍କ ଗୋଟେ ଇଚ୍ଛା ଥାଏ କି ତାର ହେବାକୁ ଥିବା ସ୍ୱାମୀ ତାର ମନମୁତାବିକ ବା ପସନ୍ଦର ହୋଇଥିବ , ମା ର ଜୀବନସାଥୀ ନ ମିଲିବାରୁ ଲୋକଙ୍କୁ ନିରାଶା ହୋଇଥାଏ , ଯଦି ମନ ପସନ୍ଦର ଜୀବନସାଥୀ ମିଳିଯାଏ ତେବେ ଜୀବନ ଅତିବାହିତକରିବା ସହଜ ହୋଇଯାଏ , ଆମର ସମାଜରେ ବହୁତ ଏପରି ଲୋକ ଅଛନ୍ତି ଯାହାଙ୍କ ଜୀବନସାଥୀ ତାଙ୍କ ପସନ୍ଦର ନୁହେଁ ଏହାର ପରିଚୟ ତାଙ୍କୁ ସବୁବେଳେ ରହିଥାଏ । ବୟସର ଏକ ପାଦ ଦେଶରେ ଆସୁଥିବା ବେଳେ ସମସ୍ତଙ୍କୁ ଏହା ଅନୁଭବ ହୁଏ କି ମନପସନ୍ଦର ଜୀବନସାଥୀ ସହ ଜୀବନ କାଟିବା ଏକ ଭଲ ଅନୁଭବ ହୋଇଥାଏ , ବିବାହ ପରେ ଯାହାର ଜୀବନରେ ବି ପରିବର୍ତ୍ତନ ହୁଏ , ପୁଅ ଓ ଝିଅଙ୍କ ପାଇଁ ବହୁତ ସଂମ୍ପର୍କ ବଦଳିଯାଇଥାଏ , ଏହା ସହ ତାଙ୍କର ଦାୟିତ୍ୱ ବି ବଢିଯାଇଥାଏ ,
ଯେଉଁଠି କେବଳ ପୁର୍ବରୁ ଓ ନିଜ ପରିବାରର ଦାୟିତ୍ୱ ରଖୁଥିଲେ , ବିବାହ ପରେ ତାଙ୍କୁ ଆଉ ଏକ ପରିବାରର ଦାୟିତ୍ୱ ରଖିବାକୁ ହେବ , ବିବାହ ପରେ ଦୁହେଁଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯାଏ , ସମସ୍ତଙ୍କ ଜୀବନରେ ବେଶୀ କିଛି ପରିବର୍ତ୍ତନ ହୁଏ । ଆରେଞ୍ଜ ମ୍ୟାରେଜ୍ ରେ ଅଜଣା ଲୋକ ଏକ ଛାତ ତଳେ ନିଜ ଜୀବନ କାଟିବାକୁ ଲାଗନ୍ତି , ଜଣେ ଅନ୍ୟ ଜଣଙ୍କ ଜୀବନର ଅଂଶିଦାର ହୋଈଯାଆନ୍ତି , ଦୁହେଁଙ୍କ ଜୀବନରେ ବହୁତ ଏମିତି ସମୟ ଆସେ ଯାହା ଦୁହେଁଙ୍କ ମଧ୍ୟରେ ଫାଟ ହେବାର ସ୍ଥିତି ଆସିଯାଏ ,
ସମସ୍ତଙ୍କ ସଂମ୍ପର୍କରେ ଟିକିଏ ବହୁତ ପରିବର୍ତ୍ତନ ଦେଖାଯାଏ , କିନ୍ତୁ ଯେବେ ଫାଟ ଅଧିକା ହେବାକୁ ଲାଗେ ତେବେ ସଂମ୍ପର୍କରେ ଫାଟ ଆସିଯାଏ , ଏହି ସମସ୍ୟାରୁ ବଞ୍ଚିବାପାଇଁ ଜରୁରୀ ହୋଇଥାଏ କି ଆମେ ନିଜ ଜୀବନସାଥୀ ବିଷୟରେ ସବୁ କିଛି ଜାଣିନେବା , ତାର ପସନ୍ଦ କଣ । କେଉଁ ଜିନିଷକୁ ଅଧିକା ଘୃଣା କରେ , ଲଭ୍ ମ୍ୟାରେଜ୍ ରେ ଏହା ପୁର୍ବରୁ ଜଣାଥାଏ , କିନ୍ତୁ ଆରେଞ୍ଜ ମ୍ୟାରେଜରେ ଏହି କଥା ସହଜରେ ଜଣାପଡିପାରେ ନାହିଁ ।
ଲଭ୍ ମ୍ୟାରେଜ୍ କିମ୍ବା ଆରେଞ୍ଜ ମ୍ୟାରେଜ୍ ହେବା ବ୍ୟକ୍ତିର୍ ହାତରେ ନଥାଏ , ଏହା ଭାଗ୍ୟର କଥା ହୋଇଥାଏ , କେଉଁ ବ୍ୟକ୍ତିର ଭାଗ୍ୟରେ କଣ ଲେଖା ହୋଇଛି , ଏମିତିରେ କିଛି ଲକ୍ଷଣ ଓ ସଙ୍କେତ ହୋଇଥାଏ , ଯାହାକୁ ଦେଖିକରି ସହଜରେ ଏହା ପତ୍ତା ଲଗାଇପାରିବେ , ଆପଣଙ୍କ ବିବାହ ଆରେଞ୍ଜ ମ୍ୟାରେଜ୍ ହେବ କି ଲଭ୍ ମ୍ୟାରେଜ୍ , ଯାହାକୁ ଶୁଣିକରି ଟିକିଏ ଅଜବ ଲାଗୁଥିବ , କିନ୍ତୁ ଶରୀରରେ ଏକ ଅଙ୍ଗକୁ ଦେଖିକରି କିପରି ବିବାହ ବିଷୟରେ ଜାଣିପାରିବା , ଏହା ଜାଣିବା ପାଇଁ ଖାଲି ଆପଣ ପାଦକୁ ଧ୍ୟାନ ଦେବେ ।
ଆପଣଙ୍କୁ ଜଣେଇଦେବୁ କି ଯଦି ଆପଣଙ୍କ ପାଦର ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ଛୋଟ ଅଛି , ତେବେ ଭବିଷ୍ୟରେ ଆପନଙ୍କ ବାହାଘର୍ ଘର ଲୋକଙ୍କର ଇଚ୍ଛାନୁସାରେ ହେବ , ଏହାରଛଡା ଯଦି ଆପଣଙ୍କ ପାଖରେ ଥିବା ଆଙ୍ଗୁଠି ବରାବର ଅଛି ତେବେ ଆରେଞ୍ଜ ମ୍ୟାରେଜ୍ ହେବା ସଂମ୍ଭାବନା ଅଧିକା ଅଛି , ସେମିତି ଆଙ୍ଗୁଠି ପାଖରେ ଥିବା ସାଉଜ୍ ଆଙ୍ଗୁଠି ଠାରୁ ଅଧିକା ବଡ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କ ଲଭ ମ୍ୟାରେଜ୍ ହୋଇପାରେ , ଏହାର ମତଲବ ଏହା କି ଆପଣ କାହାର ପସନ୍ଦ କରୁଛନ୍ତି , ତେବେ ଆପଣଙ୍କ ବିବାହ ସେହି ଲୋକ ସହ ହେବ ।