IAS ଇଣ୍ଟରଭ୍ୟୁରେ ପଚାରା ଗଲା ଏପରି ପ୍ରଶ୍ନ, ଯଦି ସ୍ୱାମୀ ଆପଣଙ୍କୁ ଜୁଆରେ ହରାଇଦିଏ ତେବେ ଆପଣ କଣ କରିବେ ? ମହିଳା ଦେଲେ ଏପରି ଚମତ୍କାର ଉତ୍ତର…
ଆମେ ସମସ୍ତେ ଜାଣିଛେ କି କିଏ ବି ଚାକିରି ପାଇବାପାଇଁ ଆମେ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ , ଯେଉଁଥିରେ ନିଜକୁ ପ୍ରମାଣୀତ କରିପାରିବେ କି ସେ ଚାକିରି କରିବାର ଦକ୍ଷତା ଅଛି କି ନାହିଁ , ଆମର ଭିତରେ କଣ ଯୋଗ୍ୟତା ଅଛି ଆଂଏ ସେହି କାମକୁ ସଂମ୍ଭାଳିପାରିବା କି ନାହିଁ ସେମିତି ଇଣ୍ଟରଭ୍ୟୁ ସମୟରେ ବ୍ୟକ୍ତିର ପାଠପଢା ଓ ବେସିକ୍ ନଲେଜ୍ ବିଷୟରେ ପଚାରାଯାଇଥାଏ , କିନ୍ତୁ ଯଦି ଆପଣଙ୍କୁ କେଉଁ ସରକାରୀ ଚାକିରି ପାଈଁ ବିଶେଷ ପୋଷ୍ଟର ଇଣ୍ଟରଭ୍ୟୁର କଥା କହିବା ତେବେ ଏଥିରେ କିଛି ଏମିତି ପୋଷ୍ଟ ଅଛି ଯାହାକୁ ଶୁଣିବା ପରେ କାହାର ହେବେ ବି ଦିମାଗ ବୁଲାଇଦେବ । ସେମିତି କିଛି ପ୍ରଶ୍ନ ମଣିଷର ମାନସିକତା ପରଖିବା ପାଇଁ ପଚାରିଥାନ୍ତି , କିନ୍ତୁ କିଛି ଲୋକ ଏହାର ଭୁଲ୍ ମତଲବ ବାହାର କରିଦିଅନ୍ତି , ଯାହା ଦ୍ୱାରା ଜଣାପଡିପାରିବ କି ବ୍ୟକ୍ତିର ମାନସିକତା କିପରି ଅଛି , ଆଜି ଆମେ ଆପଣଙ୍କୁ କିଛି ଏପରି ପ୍ରଶ୍ନ ବିଷୟରେ କହିବାକୁ ଯାଊଛୁ ଯାହା ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ , ତେବେ ଆସନ୍ତୁ ଜାଣିବା ।
ପ୍ରଥମ ପ୍ରଶ୍ନ : ବହୁତ ମହିଳାଙ୍କୁ ପଚାରାଯାଇଥାଏ , ଯାଦି ଆପଣଙ୍କ ସ୍ୱାମୀ କେଉଁ ଅନ୍ୟ ମହିଳାଙ୍କୁ ଆଫେୟାର୍ ରଖେ ତେବେ କଣ କରିବେ ? ଉତ୍ତର : କେବଳ ଆଫେୟାର୍ କିଛି ପ୍ରମାଣିତ୍ କରେ ନାହିଁ । କିନ୍ତୁ ଯଦି ସ୍ୱାମୀ କେଉଁ ଅନ୍ୟ ମହିଳା ସହ ଶାରରୀକ ସଂବନ୍ଧ ବନାଇଥାଏ ତେବେ ପ୍ରମାଣ ଏକାଠିକରି ନିଜ ସ୍ୱାମୀ ବିପକ୍ଷରେ କେସ୍ କରିବି, ତାଙ୍କୁ ତିନି ବର୍ଷର ଜେଲ୍ ଦଣ୍ତ ଦେବା ପାଇଁ ଆଇନ ମୋତେ ହକ୍ ଦେଇଛି ।
ଦ୍ୱିତୀୟ ପ୍ରଶ୍ନ : ଯଦି ଆପଣଙ୍କ ସ୍ୱାମୀ ଏକ ପାହାଡ ସ୍ଥାନରୁ ତଳେ ପଡି ମୃତ୍ୟୁ ହୋଇଯାଏ , ତାପରେ ଆପଣଙ୍କ ଦ୍ୱିତୀୟ ବିବାହ ହୋଇଥାଏ , କିନ୍ତୁ ପ୍ରଥମ ସ୍ୱାମୀ କିଛି ମାସ ପରେ ଘରକୁ ଫେରିଆସେ , ତେବେ କଣ ଆଗକୁ କରିବାକୁ ହେବ ।
ଉତ୍ତର : ମୋର ଦ୍ୱିତୀୟ ବିବାହ ରଦ୍ଧ ହୋଇଯିବ କାରଣ ପ୍ରଥମ ସ୍ୱାମୀ ଜୀବିତ ରହିବା ପର୍ଯ୍ୟନ୍ତ ଛାଡପତ୍ର ପ୍ରାପ୍ତ କରି ଦ୍ୱିତୀୟ ବିବାହ କରିବାର ଅଧିକାର ମୁଁ ପାଇବି ନାହିଁ ।
ତୃତୀୟ ପ୍ରଶ୍ନ : ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଜୁଆରେ ହାରିଯାଆନ୍ତି ତେବେ ଆପଣ କଣ କରିବେ ?
ଉତ୍ତର : ମୋର ସ୍ୱାମୀ ମୋତେ ଜୁଆରେ ହାରିପାରିବେ ନାହିଁ , କାରଣ ଭାରତ ସଂବିଧାନ କହିଥାଏ କି ଆପଣ କେବଳ ସେହି ଜିନିଷର କିଣା ବିକା କରିପାରିବେ ଯାହା ଉପରେ ଆପଣଙ୍କ ନିଜ ଅସ୍ତିତ୍ୱ ଥିବ , ଓ ମୋର ସ୍ୱାମୀ ମୋତେ ନା ହିଁ କିଣିଛନ୍ତି ନା ମୋ ଉପରେ କେଉଁ ପ୍ରକାରର କିଛି ସ୍ୱାମିତ୍ୱ ଅଛି ।