ରାତିରେ ଚେହେରାରେ ଲଗାନ୍ତୁ ଘରେ ତିଆରି ଏହି କ୍ରିମ୍ , କେବେ ଯିବାକୁ ପଡିବ ନାହିଁ ପାର୍ଲର୍ ଯିବାର ଆବଶ୍ୟକତା..
1 min readଏହି କଥା ସତ କି ସମସ୍ତେ ସୁନ୍ଦର ଦେଖାଯାଇପାରିବେ ନାହିଁ , ଏହି କର୍ମବ୍ୟସ୍ତ ଭରା ଜୀବନରେ ନିଜ ଶରୀରରେ ନିଜ ସ୍କିନ୍ କିମ୍ବା ଦାୟିତ୍ୱ ନେବାରେ ସମୟ ମିଳିପାରେ ନାହିଁ , ସମସ୍ତେ ପଇସା କମାଇବାପାଇଁ କେତେ ବ୍ୟସ୍ତ ହୋଇସାରିଛନ୍ତି , ନିଜ ଦାୟିତ୍ୱ ନେଇପାରୁନାହାନ୍ତି , ଚେହେରା ବ୍ୟକ୍ତିତ୍ୱର ଆଇନା ଅଟେ , ଏଥିପାଇଁ ସବୁ ବ୍ୟକ୍ତି ପାଇଁ ତାହାର ଚେହେରାର ଚମକ ଓ ସୁନ୍ଦରତା ବହୁତ ମାଇନା ରଖେ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷ , ସମସ୍ତେ ନିଜ ଚେହେରାର ସୁନ୍ଦରତା ବଢାଇବା ପାଇଁ ନାନାଦି ପ୍ରକାର ଯତ୍ନ ନେଇଥାନ୍ତି ।ଚେହେରାରେ ଦାଗ ଓ ଚିହ୍ନ ଅସଲ କାରଣ ଆଜିର ଜୀବନଶୈଳୀ, ଖାଦ୍ୟପେୟ ଓ ଲଗାତାର ବଢୁଥିବା ପ୍ରଦୂଷଣ ହୋଇଥାଏ ,
ଏହାକୁ ଦୁର କରିବାକୁ ହେଲେ ନାନା ପ୍ରକାରର ମହଙ୍ଗା ଟ୍ରିଟ୍ ମେଣ୍ଟ ଯେପରି ଲକଜୁରି ସର୍ଜରୀ, ଏସିଡ୍ ପିଲ୍ସ ଆଦି , କିନ୍ତୁ ଏଥିରୁ ମୁକ୍ତି ପାଇବା ସହଜ ଅଟେ , କାରଣ ପ୍ରକୃତି ଆମକୁ ଏମିତି ବହୁତ ଉପହାର ଦେଇଛି , ଯାହା ଶରୀରରେ ସବୁ ପ୍ରକାରର ରୋଗକୁ ଦୁର କରାଯାଇପାରିବ , ଏହି କଥା ସତ କି ପଇସା କମାଇବା ଆଜିର ଜୀବନରେ ବହୁତ ଜରୁରୀ ହୋଇଥାଏ । କାରଣ ଏହା ସବୁ ପ୍ରକାରର ଦରକାରିତା ପୁରା କରିଦିଏ , କିନ୍ତୁ ସେତିକି ଜରୁରି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଓ ନିଜ ଚେହେରାର ରଖିବାକୁ ହେବ , କମ୍ ସମୟ ଥିବା କାରଣରୁ ଲୋକ ନାନାପ୍ରକାରର ଉପାୟ କରିପାରନ୍ତି ନାହିଁ , ଯାହାର କାରଣରୁ ସମୟର ପୁର୍ବରୁ ଚେହେରା ଡଲ୍ କିମ୍ବା ନିର୍ଜିବ ହୋଇଯାଏ ।
ଏତିକି ନୁହେଁ ଚେହେରାକୁ ସତେଜ ରଖିବାପାଈଁ ଲୋକେ ବଜାରରୁ ନାନାଦି ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିଛି ସମୟ ଚେହେରା ଫ୍ରେସ୍ କରିଦିଏ , କିନ୍ତୁ କେଉଁଠି ଏହା କ୍ଷତିକାରକ ହୋଇପାରେ , ଯାହାର କାରଣରୁ ଚେହେରା ଓ ଅଧିକା ଖରାପ ଲାଗେ , ଆଜିକାଲି ବଜାରରେ ଚେହେରାର ସୁନ୍ଦରତା ବୃଦ୍ଧି ପାଇଁ ନାନାଦି ପ୍ରଡକ୍ଟ ବିକ୍ରି ହେଉଛି , ଯାହାର କାରଣ ସାଇଡ୍ ଇଫେକ୍ଟ ନୁହେଁ ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ରିମ୍ ବିଷୟରେ କହିବାକୁ ଯାଊଛୁ , ଯାହା ସବୁଦିନ ରାତିରେ ଚେହେରାରେ ଲଗାଇ ଶୋଇଲେ ଆପନଙ୍କୁ କେବେ ପାର୍ଲର୍ ଯିବାକୁ ପଡିବ ନହିଁ । କ୍ରିମ୍ କୁ ପ୍ରସ୍ତୁତ କରିବାପାଇଁ ଆବଶ୍ୟକୀୟ ଉପକରଣ : – ଆଲୋବେରା ଜେଲ୍ ଗୋଲାପ ଜଳ, ନଡିଆ ତେଲ , ଟ୍ରି ଏୟେଲ୍ , ଭିଟାମିନ୍ ଇ କ୍ୟାପସୁଲ୍ ,
ଏହି କ୍ରିମ୍ ବନାଇବାପାଇଁ ଏକଚାମଚ ନଡିଆର ତେଲ, ଏକଚାମଚ ଆଲୋବେରା ଜେଲ୍ , ଏକ ଚାମଚ ଗୋଲାପ ଜଳ ଓ ଏହି ମିଶ୍ରଣକୁ ଏକ କ୍ରିମ୍ ଭଳି ଲଗାଇବେ , ଏହି ମିଶ୍ରଣକୁ ସବୁଦିନ ରାତିରେ ଶୋଇବା ପୁର୍ବରୁ ଲଗାତାର ୮-୧୦ ମିନିଟ୍ ଭଲ ଭାବରେ ମସାଜ୍ କରନ୍ତୁ , ଏହାପରେ ରାତିରେ ଚେହେରାରେ ସେମିତି ଲଗାଇ ରଖନ୍ତୁ , ସକାଳୁ ଏହାକୁ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ , ଦେଖିବେ ଚେହେରା ଚମକି ଉଠିଥିବ , ଆପଣଙ୍କ ଚେହେରା ଗୋରା ଓ ବିନା ଦାଗ ହୋଇଯିବ , ଓ କେବେ ପାର୍ଲର୍ ଯିବାକୁ ପଡିବ ନାହିଁ ।