November 21, 2024

Odia Express

Here, There and Everywhere

କପାଳର ଏହି ପଏଣ୍ଟରେ ୧ ମିନିଟ୍ ପାଇଁ ପକାନ୍ତୁ ପ୍ରେସର୍ , ତାପରେ ଦେଖନ୍ତୁ କିପରି ହେଉଛି କମାଲ୍ …

କଣ ଆପଣଙ୍କ ପାଖରେ ୬୦ ସେକେଣ୍ତ ଅଛି ? ଯଦି ହଁ କହିବେ ତେବେ ଆପଣଙ୍କ ପୁରା ଜିବନ ବଦଳିଯିବ , ଏଥିପାଇଁ ଆପଣଙ୍କୁ ନିଜ ବଡିରେ ଏହି ପାର୍ଟକୁ ପ୍ରାୟ ୬୦ ସେକେଣ୍ତ ପର୍ଯ୍ୟନ୍ତ ପ୍ରେସ୍ କରିବାର ଅଚି , ଏମିତି କରିଲେ ସବୁ ହେଲଥ୍ ସହ ଯୋଡି ହୋଇଥିବା ସମସ୍ୟା ଏକ ଦମ୍ ସହଜରେ ସମାଧାନ ହୋଇଯିବ , ଏବେ ଆପଣ ଭାବୁଥିବେ କି ଏମିତି କିପରି ହେବ , ଆପଣଙ୍କ ବଡିର ପାର୍ଟ ୧ ମିନିଟ୍ ଯାଏଁ ଦବାଇଲେ ସବୁ ରୋଗ କିପରି ଦୁର ହୋଇଯିବ , ଆଗକୁ ଏମିତି କରିବା ପୁର୍ବରୁ ଜାଣିନିଅନ୍ତୁ ଆପଣକୁ ହାଲକା ହାତରେ ଏହାକୁ ଦବାଇବାର ଅଛି ଅଧିକା ପ୍ରେସ୍ କରିବେ ନାହିଁ , ନହେଲେ ଏହାର ପ୍ରଭାବ ଅଧିକା ହୋଇପାରେ ।

ଏଠାରେ ଆପଣଙ୍କର ତୃତୀୟ ନୟନ ଅଛି , ଆପଣ ଭଗବାନ ଶିବଙ୍କ ଫଟୋ ଦେଖିଥିବେ , ତାଙ୍କର ତୃତୀୟ ଆଖି ନଜର ଆସିଥିବ , ଏଠାରେ ତୃତୀୟ ଆଖିର ପ୍ରେସର୍ ପଏଣ୍ଟ ହୋଇଥାଏ , ଯାହାକୁ ଛୁଇଁଲେ ମୁଣ୍ତବିନ୍ଦା ଅଳ୍ପସମୟରେ ଦୁର ହୋଇଯାଏ , ଏହି ଜାଗାରେ ସବୁ ରୋଗର ଚିକିତ୍ସା ହୋଇଯିବ , କିଛି ବୈଦଙ୍କ କହିବା କଥା କି ଏଠାରେ ପ୍ରେସର ପକାଇଲେ ଆପଣଙ୍କ ସବୁ ରୋଗ ଠିକ୍ ହୋଇଯିବ ।

ଏଠାରେ ପ୍ରେସର୍ ପକାଇବା ସମୟରେ ଗୋଟିଏ କଥା ଧ୍ୟାନ ରଖିବେ କି ଆପଣଙ୍କୁ ଅଧିକା ପ୍ରେସର୍ ପକାଇବାର ନାହିଁ , ଯଦି ଆପଣ ଏପରି କରିବେ ତେବେ କିଛି ମାଂସପେଶୀଗୁଡିକ ଟାଣି ହୋଇଯିବ , କାରଣ ଆପଣଙ୍କର ହର୍ମୋନାଲ୍ ସିଷ୍ଟମ୍ ଅନ ବାଲାନ୍ସ ହୋଇଥାଏ , ଯାହା ଫ୍ରଷ୍ଟେସନ୍ ଇରିଟେସନ୍ ଓ ଷ୍ଟ୍ରେସ୍ କାରଣରୁ ଏହା ଆଶ୍ୱସ୍ତି ଦେଇଥାଏ

Leave a Reply

Your email address will not be published. Required fields are marked *