ଅଧିକା ବୟସର ଝିଅମାନଙ୍କ ପ୍ରତି କାହିଁକି କମ୍ ବୟସର ପୁଅମାନେ ଆକର୍ଷିତ ହୋଇଥାନ୍ତି ? ଏହା ହେଲା ଅସଲ କାରଣ….
କେବେ କେବେ ଜୀବନରେ ଏମିତି ସମୟ ଆସେ କି ଆମେ କାହାକୁ ଭଲ ପାଇବସିଥାଉ , ସେ ବୟସ,ରଙ୍ଗ, ରୁପ , କିଛି ଦେଖେନାହିଁ , କହନ୍ତି ନା ପ୍ରେମ ଅନ୍ଧ ହୋଇଥାଏ , ଓ ଖାଲି ହୋଇଯାଏ , ଯଦି ଆପଣ ଧ୍ୟାନ ଦେବେ ଅଧିକାଂଶ ପୁଅ ନିଜ ଠାରୁ ଅଧିକା ବୟସର ଝିଅକୁ ଭଲ ପାଇ ବସନ୍ତି , ଯାହାର ବହୁତ ସାରା ଉଦାହରଣ ବଲିଉଡ୍ ରେ ଦେଖିବାକୁ ମିଳିଯିବ , କିମ୍ବା ଆଖପାଖ ବହୁତ ଏମିତି ଯୋଡି ମିଳିଯିବେ ଯେଉଁମାନଙ୍କର ସ୍ତ୍ରୀ ତାଙ୍କ ବୟସରୁ କମ୍ ବୟସର ପୁଅଙ୍କୁ ନିଜ ସ୍ୱମୀ ବନାଇଛନ୍ତି । ଆର୍ଥିକ ରୁପରେ ସକ୍ଷମ ହୋଇଥାନ୍ତି ବଡ ବୟସର ଝିଅ , ପୁଅ ତାଙ୍କୁ ସେଥିପାଇଁ ଭଲ ପାଇବସନ୍ତି , କାରଣ ଅଧିକାଂଶ ଆର୍ଥିକ ରୁପରେ ସକ୍ଷମ ହେବା ସହ ତାଙ୍କର ସ୍ୱାଧିନତା ବି ପାଇଥାନ୍ତି , ଓ ପଇସାର ମହତ୍ତ୍ୱକୁ ବୁଝିପାରନ୍ତି , ଯାହା ପୁଅଙ୍କୁ ଭଲ ଲାଗେ ।
ବହୁତ ଲୋକଙ୍କୁ କମ୍ ବୟସରେ ପ୍ରେମ ହୋଇଯାଏ , ଯାହା ବୟସ ଦେଖେନାହିଁ , କାରଣ ଏହି ମଧ୍ୟରେ ଆପଣ ଜିନିଷକୁ ଗଂମ୍ଭିରତାର ସହ ଦେଖନ୍ତି ନାହିଁ , କିନ୍ତୁ ଏହି ବୟସ ଅତିବାହିତ ହେଲା ପରେ ଝିଅମାନେ ଏହାକୁ ଗମ୍ଭୀରତାର ସହ ନେଇଥାନ୍ତି , ଓ ସଂମ୍ପର୍କକୁ ବୁଝିବା ସହ ଏହାକୁ ଦାୟିତ୍ୱ ନେବାରେ ଭଲ ଭାବେ ଜାଣିଥାନ୍ତି । ଯେବେ ଆପଣ କାହାକୁ ଜୀବନସାରା ସଂମ୍ପର୍କ ନିଭାଇବାକୁ ଚାହଁନ୍ତି ତେବେ ଆଶା କରନ୍ତି କି ଆପଣଙ୍କ ପରିବାରକୁ ସାଥିରେ ନେଇ ଚାଲୁ , ବାପାଙ୍କର ସେବା କରୁ , ଦେଖିଲେ ଅଧିକାଂଶ ବଡ ବୟସର ଝି ଏହାର ବ୍ୟବହାର ଭଲ ରଖିଥାନ୍ତି , ସେମାନେ ବୁଝାମଣାରେ ସମସ୍ତଙ୍କ ହୃଦୟକୁ ବୁଝିପାରନ୍ତି ।
ଯଦି ବଡ ବୟସର ଝିଅ ହୋଇଥାନ୍ତି ,ତେବେ ନିଜଠାରୁ ଛୋଟ ଛୁଆଙ୍କୁ ଭଲ ଭାବେ ଟ୍ରିଟ୍ କରିଥାନ୍ତି , ଓ ଛୋଟ ଛୋଟ କଥାକୁ ସେ ଧ୍ୟାନ ରଖନ୍ତି , ସେ ତାଙ୍କ ପାଇଁ ଅଧିକା ପ୍ରୋଟେଟିଭ୍ ହୋଇଥାନ୍ତି , ଓ ଅଧିକାଂଶ ପୁଅ ଏମିତି ଲାଇଫ୍ ପାର୍ଟନର ଙ୍କୁ ନିଜ ହୃଦୟ ଦେଇବସନ୍ତି । ବଡ ବୟସର ଝିଅ ଆତ୍ମନିର୍ଭରଶୀଳ ହୋଇଥାନ୍ତି , ଓ ତାହା ସହ ଅଧିକା ପ୍ରାଟିକାଲ୍ ଥିଙ୍କିଙ୍ଗ୍ ହୋଇଥାନ୍ତି , ସେ ପରିସ୍ଥିତି ଅହ ଭଲ ଭାବେ ମୁକାବଲା କରିଥାନ୍ତି , ଓ ନିଜ ଜରୁରୀ ସମୟକୁ ସଂମ୍ପର୍କରେ ପ୍ରାଇଭେସି ରଖିଥାନ୍ତି ।
ଅନୁଭବି ହୋଇଥାନ୍ତି ସେମାନେ ନିଜ ପର୍ସନାଲ୍ ଓ ପ୍ରୋଫେନାଲ୍ ଆଙ୍ଗେଲ୍ ରୁ ଅନୁଭବି ହୋଇଥାନ୍ତି , ଏହି କାରଣରୁ ନିଜ ବହୁତ ସମସ୍ୟାର ଖୋଲିକରି ସେୟାର୍ କରିଥାନ୍ତି , ଓ ପୁଅ ତାଙ୍କୁ ନିଜ ସମସ୍ୟା ବିଷୟରେ ଉପଦେଶ ପାଇଁ ଉଚିତ୍ ମନେ କରନ୍ତି । ଯେପରି ଆପଣ ପଢିଥିବେ କି ଅନୁଭବି ହେବାପାଇଁ ତାଙ୍କୁ ଭଲ ଓ ମନ୍ଦ ବିଷୟରେ ଜଣାଥାଏ , ଏଥିପାଇଁ ସେମାନେ ରିଲେସନସିପ୍ ଙ୍କୁ ଭଲ ଭାବେ ନିଭାଇଥାନ୍ତି , ଓ ଏହି କାରଣରୁ ପୁଅମାନେ ତାଙ୍କ ଉପରେ ଅଧିକା ଭରସା କରନ୍ତି ।