ଅକ୍ଷୟ କୁମାରଙ୍କର ଶାଳି ତାଙ୍କ ପତ୍ନୀ ଟ୍ଵିଙ୍କଲଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର, ଫଟୋ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…
ବନ୍ଧୁଗଣ ଆପଣ ସମସ୍ତେ ବଲିଉଡର ଆକ୍ସନ ଖିଲାଡ଼ି ଅକ୍ଷୟ କୁମାରଙ୍କ ବିଷୟରେ ତ ଜାଣିଛନ୍ତି। ଅକ୍ଷୟ ବଲିଉଡ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନାଙ୍କୁ 2001ମସିହାରେ ବିବାହ କରିଥିଲେ। ଟ୍ଵିଙ୍କଲ ରାଜେଶ ଖାନ୍ନା ଓ ଡିମ୍ପଲ କପାଡିଆଙ୍କର ବଡ ଝିଅ ଅଟନ୍ତି । ସେମିତି ତ ଟ୍ଵିଙ୍କଲ ଖାନ୍ନା ମଧ୍ୟ ଅନେକ ଫିଲ୍ମ ରେ କାମ କରିଛନ୍ତି କିନ୍ତୁ ଲୋକମାନେ ତାଙ୍କୁ ଅକ୍ଷୟ କୁମାରଙ୍କ କାରଣରୁ ଅଧିକ ଜାଣନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ନା ତ ଅକ୍ଷୟ କୁମାରଙ୍କ ବିଷୟରେ ଜଣେଇବୁ ଓ ନା ହିଁ ତାଙ୍କ ପତ୍ନୀ ଟ୍ଵିଙ୍କଲ ଖାନ୍ନାଙ୍କ ବିଷୟରେ କହିବୁ। ଆଜି ଆମେ ଅକ୍ଷୟ କୁମାରଙ୍କ ଶାଳି ମାନେ ଟ୍ଵିଙ୍କଲ ଖାନ୍ନାଙ୍କ ଭଉଣୀଙ୍କ ବିଷୟରେ ଚର୍ଚ୍ଚା କରିବୁ…
ଏହାଙ୍କୁ ଦେଖନ୍ତୁ ! ଏ ହେଉଛନ୍ତି ଅକ୍ଷୟ କୁମାରଙ୍କର ଶାଳି ଓ ଟ୍ଵିଙ୍କଲ ଖାନ୍ନାଙ୍କ ଭଉଣୀ ରିଙ୍କି ଖାନ୍ନା…
ରିଙ୍କି ବୟସରେ ଟ୍ଵିଙ୍କଲଙ୍କ ଠାରୁ ସାନ ଅଟନ୍ତି। କିନ୍ତୁ ଯେବେ କଥା ସୁନ୍ଦରତାର ଆସେ ତ ସେ ନିଜର ବଡ ଭଉଣୀ ଟ୍ଵିଙ୍କଲ ଖାନ୍ନାଙ୍କୁ ମଧ୍ୟ ପଛରେ ଛାଡି ଦିଅନ୍ତି । ମୁମ୍ବାଇରେ ପାଳିତ ଓ ବଡ ହୋଇଥିବା ରିଙ୍କିଙ୍କ ଜନ୍ମ 27ଜୁଲାଇ 1977ରେ ହୋଇଥିଲା। ନିଜର ପରିବାରର ପରମ୍ପରା ନିର୍ବାହ କରି ରିଙ୍କି ମଧ୍ୟ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିଥିଲେ। ରିଙ୍କି ପ୍ୟାର ମେ କଭି କଭି। ଜିସ ଦେଶ ମେ ଗଙ୍ଗା ବହତା ହୈ, ମୁଝେ କୁଛ କହନା ହୈ ଓ ଝଙ୍କାର ବିଟ୍ସ ଭଳି ଫିଲ୍ମରେ ଅଭିନେତ୍ରୀ ରୂପେ ଓ ସହାୟକ ଅଭିନେତ୍ରୀ ରୂପେ ଦୃଷ୍ଟିଗୋଚର ହୋଇଛନ୍ତି ।
ରିଙ୍କି 2003ରେ ରୋହିତ ସାରଣ ନାମକ ବ୍ୟକ୍ତିଙ୍କ ସହିତ ବିବାହ କରିଥିଲେ । ରୋହିତ ଜଣେ ବ୍ୟବସାୟୀ ଅଟନ୍ତି ଓ ସବୁ ସ୍ଵାମୀଙ୍କ ଭଳି ସେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରନ୍ତି। ରିଙ୍କିଙ୍କର ଗୋଟିଏ ଝିଅ ମଧ୍ୟ ଅଛି ଯାହାର ନାମ ନୋମିକା ସାରଣ ଅଟେ । ରିଙ୍କି ବର୍ତ୍ତମାନ ନିଜର ସ୍ଵାମୀ ରୋହିତ ଓ ଝିଅ ନୋମିକାଙ୍କ ସହିତ ଇଂଲଣ୍ଡରେ ବାସ କରୁଛନ୍ତି । ରିଙ୍କିଙ୍କୁ ଫିଲ୍ମ ‘ପ୍ୟାର ମେ କଭି କଭି’ ନିମନ୍ତେ ‘ବେସ୍ତ ଫିମେଲ ଡେବଟ’ର ଜୀ ସିନେ ଆୱାର୍ଡ ମିଳିସାରିଛି ।
ଅନେକ ଲୋକ ମାନନ୍ତି ଯେ ରିଙ୍କି ସୁନ୍ଦରତା ତୁଳନାରେ ନିଜର ବଡ ଭଉଣୀ ଟ୍ଵିଙ୍କଲ ଖାନ୍ନାଙ୍କ ଠାରୁ ମଧ୍ୟ ଆଗରେ ରହିବେ । ଟ୍ଵିଙ୍କଲଙ୍କ ଭଳି ରିଙ୍କିଙ୍କର ଫିଲ୍ମି କ୍ୟାରିୟାର ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । କିନ୍ତୁ ଟ୍ଵିଙ୍କଲ ପ୍ରସିଦ୍ଧ ତାରକା ଅକ୍ଷୟ କୁମାରଙ୍କୁ ବିବାହ କରିଛନ୍ତି ତେଣୁ ଅନେକ ସମୟରେ ମିଡିଆରେ ଚର୍ଚ୍ଚାର ବିଷୟ ରହୁଛନ୍ତି । ଅନ୍ୟ ପକ୍ଷରେ ଜଣେ ବ୍ୟବସାୟୀଙ୍କୁ ବିବାହ କରିବାପରେ ଓ ଇଂଲଣ୍ଡରେ ରହିବା କାରଣରୁ ଏବେ ରିଙ୍କି ମିଡିଆର ଦ୍ରୁଷ୍ଟିରୁ ଅନେକ ଦୂରରେ ରହୁଛନ୍ତି । ଏହି କାରଣ ଅଟେ ଯେ ବହୁତ କମ ଲୋକ ରିଙ୍କିଙ୍କ ବିଷୟରେ ଜାଣିଛନ୍ତି ।
ଆପଣଙ୍କୁ ରିଙ୍କି ଓ ଟ୍ଵିଙ୍କଲଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ଅଧିକ ସୁନ୍ଦର ଲାଗନ୍ତି? ଆପଣ ନିଜର ମତାମତ କମେଣ୍ଟ ବିଭାଗରେ ନିଶ୍ଚିତ ଜଣେଇବେ। ତାସହ ଯଦି ଆପଣଙ୍କୁ ଆମର ପୋଷ୍ଟ ପସନ୍ଦ ଆସିଛି ତେବେ ଏହାକୁ ନିଜର ବନ୍ଧୁଙ୍କ ସହିତ ମଧ୍ୟ ସେୟାର କରିବାକୁ ଭୁଲିବେ ନାହିଁ ।