November 16, 2024

Odia Express

Here, There and Everywhere

୨୮ ମାର୍ଚ୍ଚ ୨୦୨୦ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୭ ଟି ରାଶିଙ୍କୁ ମିଳିବ ଶନିଦେବଙ୍କ ଆଶିଷ , ପ୍ରଭାବ ତଥା ବର୍ଚସ୍ୱରେ ହେବ ବୃଦ୍ଧି

ମେଷ ରାଶି : ଆଜି ଟଙ୍କା ପଇସା ହାଲତ ସହ ଯୋଡି ହୋଇଥିବା ସମସ୍ୟା ଚିନ୍ତାର କାରଣ ହୋଇପାରେ , ଯଦି ଲଭ୍ ଲାଇଫ୍ ର କଥା କହିବା ତେବେ ଆଜି ଜୀବନସାଥୀଙ୍କ ଭରପୁର ସହଯୋଗ ମିଳିବ , ସନ୍ତାନଙ୍କ ଚିନ୍ତା ହୋଇପାରେ,  ସଂନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକ୍ ହୋଇଯିବ , ମାନହାନୀ ନ ହେଉ ଏହାର ଧ୍ୟାନ ରଖନ୍ତୁ କେଉଁ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ଫାଇଦାଦାୟକ ପ୍ରମାଣିତ ହେବ , ଆଜି କେଉଁ ବଡ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ , ବିଶ୍ୱାସ କରିବା ଉପରେ ପ୍ରାଥମିକତା ଦିଅନ୍ତୁ ।

ବୃଷ ରାଶି : ମଜାକ୍ ରେ କରାଯାଇଥିବା କିଛି କାର୍ଯ୍ୟ ଆପଣଙ୍କୁ ସମସ୍ୟାରେ ପକାଇପାରେ , କଳ୍ପନାଶିଳତା ରହିବେ , ଚିନ୍ତା ଅଧିକା କରନ୍ତୁ ନାହିଁ , ନିଜସାଥିଙ୍କ ସହ ସମୟ ବିତାଇକରି ଭଲ ଅନୁଭବ କରିବେ , ଆଜି ଆପଣ ଅନୁଭବ କରିବେ କି ବିବାହିତ ଜୀବନରେ ଆପଣଙ୍କୁ ପ୍ରକୃତରେ ଖୁସିନେଇକରି ଆସିଛି , ସହକର୍ମୀଙ୍କର ସହଯୋଗ ମିଳିପାରିବ ନାହିଁ , ପଇସାକୁ ନେଇକରି ଚିନ୍ତା ଓ ସ୍ୱୟଂ ଉପରେ ବେଶୀ ପ୍ରେସର୍ ଆଣିବାକୁ ଦିଅନ୍ତୁ ନାହିଁ , ପ୍ରେମ ମାମଲାରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ ରାଶି : ନୁଆ ଗତିବିଧିଗୁଡିକ ଓ ମନୋରଞ୍ଜନ ପାଇଁ ବିଶ୍ରାମ କରିବାକୁ ସହାୟକ ସିଦ୍ଧ ହେବ , କେଉଁ ପ୍ରକାରର କାଗଜ ପତ୍ର କାର୍ଯ୍ୟରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ , ବିଭିନ୍ନ ସ୍ରୋତରୁ ଆପଣଙ୍କୁ ଲାଭ ହେବ , ବେପାରୀଙ୍କ ହାନି ସଂମ୍ଭବ ଅଛି , ଆପଣଙ୍କ ଭୁଲ୍ ରୁ ରକ୍ଷା ପାଇବାପାଇଁ ଭୁଲ୍ ତର୍କ ଦେଇଯିବେ , ଏମିତିରେ ବିରୋଧୀ ଆପଣଙ୍କ ଉପରେ ଦବାବ ପକାଇବେ , କଠିନ ପରିସ୍ଥିତି ରେ ଜୀବନସାଥୀଙ୍କ ଉପଦେଶ ନେଇପାରନ୍ତି , ଅଧିକା କ୍ରୋଧିତ ହୁଅନ୍ତୁ ନାହିଁ ।

କର୍କଟ ରାଶି : ଆଯି ଆପଣଙ୍କୁ କିଛି ବାଧାଗୁଡିକର ସାମ୍ନା କରିବାକୁ ପଡିବ , ଆପଣଙ୍କ ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ସହ ନୁଆ ସଂବନ୍ଧ ସ୍ଥାପନ କରିବେ , ନିଜ ସଂବନ୍ଧରେ ମଧୁରତା ଆସିବ , ଆଜି ଆପଣ ନିଜ ସ୍ୱୟଂ ପାଇଁ ଟିକିଏ ସମୟ ବାହାର୍ କରିବେ ଓ ମନକୁ ଶାନ୍ତ କରି ନିଜ ଯୋଜନା ଉପରେ କାମ କରିବେ , ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଓ ଆନନ୍ଦଦାୟକରହିବ , ଧନ ଲାଭର ପ୍ରାପ୍ତି ଯୋଗ ହେଉଛି , ସାମାଜିକ ହିସାବରେ ଆଜିର ଦିନ ଭଲରେ କଟିବ ।

ସିଂହ ରାଶି : ଆଜି ଆପଣଙ୍କୁ ଆଗକୁ ବଢିବାକୁ କିଛି ନୁଆ ରାସ୍ତା ମିଳିପାରେ , କିଛି ଜାତକ ପାଇଁ ଜୀବନରେ ପ୍ରେମର ଦସ୍ତକ ଦେଇପାରେ , କିଛି ଏପରି ଘଟିପାରେ ଯାହା ଆପଣଙ୍କ ହିତରେ ନଥିବ , କେଉଁ କଥାଉ ନେଇକରି ପାରିବାରିକ ସଂବନ୍ଧରେ ମତାନ୍ତର ହୋଇପାରେ , ଅଟକିଥିବା କାମରେ ପୁରା କରିବାର ପ୍ରୟାସ କରିପାରିବେ , ଯଦି ଆପଣଙ୍କ କାମକାର୍ଯ୍ୟରେ କିଛି ସମସ୍ୟା ଆସୁଛି ତ ତାହାକୁ ଲାଗନ୍ତୁ ନାହିଁ , ଭାଗ୍ୟ ପ୍ରବଳ ହେବାରୁ ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ

କନ୍ୟା ରାଶି : ଆଜି କାମ ପୁରା କରିବାପାଇଁ ଅଧିକା ସମୟ ଲାଗିବ , ସବୁ ମାମଲାରେ ଟିକିଏ ସାବଧନତା ରଖିବାକୁ ହେବ , କିଛି ଖର୍ଚ୍ଚ ବିନା କାରଣରେ ହୋଇପାରେ , ଆପଣଙ୍କ ବନ୍ଧୁ ଆର୍ଥିକ ସହାୟତା ମିଳିବ , ଆଜି ଆପଣଙ୍କ ଆଶା ପ୍ରବଳ ଅଛି , କିନ୍ତୁ ଆଜି ଆପଣଙ୍କୁ କେଉଁ ଲୋକଙ୍କୁ ନିଜ ବ୍ୟବହାରରେ ହାବି ଦେବାକୁ ପଡିବ ନାହିଁ , ଜୀବନସାଥୀ ଙ୍କୁ ବର୍ତ୍ତମାନ କ୍ରୋଧ ଅଧିକା ଆସିବ , କାହା ସହ କଥାବାର୍ତ୍ତା କରୁଥିବା ସମୟରେ ଭାଷାର ପ୍ରୟୋଗ କରନ୍ତୁ ନାହିଁଂ,  ଶାସନ ସତ୍ତା ସହଯୋଗ ନେବାରେ ସଫଳ ହେବେ ।

ତୁଳା ରାଶି : ଆଜି ଆପଣଙ୍କ ରାଶିର ସ୍ଥିତି ବହୁତ ସକରାତ୍ମକ ନାହିଁ , ଉର୍ଜାର କମି ରହିବ , ଆଜି କିଛି ଅଧିକା ଭାବୁକତା ଅନୁଭବ କରିବେ , ପ୍ରେମ ସଂବନ୍ଧ ମାମଲାରେ ଆପଣ ଭାଗ୍ୟଶାଳି ରହିବେ , ବିବାହିତ ଜାତକରେ ଆବେଗର୍ କାରଣରୁ ଜୀବନସାଥୀ ସହ ମତାନ୍ତର ହୋଇପାରେ,  ଯେଉଁ ବ୍ୟକ୍ତି ଲେଖନ ସହ ଯୋଡି ହୋଇଛନ୍ତି ତାଙ୍କ ପାଇଁ ସମୟ ଲାଭକାରୀ ସିଦ୍ଧ ହେବ , କେଉଁ କଥାକୁ ନେଇ ଆଖି ବନ୍ଧ କରି ବିଶ୍ୱାସ କରନ୍ତୁ ନାହିଁ ।

ବିଛା ରାଶି : ଆଜି ଅନ୍ୟଙ୍କ ସହ କଥାକୁ ମାନନ୍ତୁ ନାହିଁ , ନହେଲେ ଅସୁବିଧାରେ ପଡିପାରନ୍ତି , ଉପହାର କିମ୍ବା ସମ୍ମାନ ରେ ବୃଦ୍ଧି ହେବ , କେଉଁ ପୁରୁଣା ବନ୍ଧୁଙ୍କ ସହ ସଂମ୍ପର୍କ ସାଧନ କରିବାରେ ଚେଷ୍ଟା କରିପାରନ୍ତି , କଥାକୁ ବେଶୀ ଅସଝଡା କରନ୍ତୁ ନାହିଁ , ଆପଣଙ୍କୁ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଓ ଅଧୁରା କାମ ଅଛି , ଆଜି ଆପଣ ତାହାକୁ ସଫଳତାପୁର୍ବକ କରିବେ , ଖାଦ୍ୟପେୟରେ ସଂୟମ ରଖନ୍ତୁ , ପାଖ ଲୋକଙ୍କୁ ବହୁତ ମତଭେଦ ହୋଇପାରେ,  ପାରିବାରିକ ଲୋକଙ୍କର ଆଜି ଅପେକ୍ଷା ସବୁଦିନ ଅଧିକା ରହିବ ।

ଧନୁ ରାଶି : ଆଜି ଆପଣଙ୍କୁ ନକରାତ୍ମକ ପରିଣାମ ସାମ୍ନା କରିବାକୁ ପଡିପାରେ , ଭାଇଙ୍କ ସାମଞ୍ଜସ୍ୟ ବନାଇକରି ରଖନ୍ତୁ , ମାତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ଓ ସାହାସ ଚରମରେ ରହିବ , ସଠିକ୍ ନିର୍ଣ୍ଣୟ ନେବାପରେ ବି କିଛି ଜିନିଷ ଆପଣଙ୍କ ପକ୍ଷରେ ନଥିବ , ଆପଣ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି , ସେ ଜଲଦି ବୁଝାମଣା ହୋଇଯିବ , ଆଜି ଆପଣଙ୍କୁନିଜ ସଂମ୍ପର୍କକୁ ଭବିଷ୍ୟରେ ବିଚାର କରିବାକୁ ହେବ , ରାଜନୈତିକ ମହତ୍ତ୍ୱକାଂକ୍ଷା ପୁର୍ତ୍ତି ହେବ ।

ମକର ରାଶି : ଆପଣ ଜଟିଳ ସମସ୍ୟାଗୁଡିକ ସମାଧାନ ପାଇବେ , ମନରେ କିଛି ଚିନ୍ତା ରହିବ , ସନ୍ତାନଙ୍କ ଇଚ୍ଛାରେ ଚିନ୍ତିତ ରହିବେ , ପ୍ରିୟଜନ ଓ ସଂମ୍ପର୍କୀୟଙ୍କ ସହ ଯୁକ୍ତିରେ ପଡନ୍ତୁ ନାହିଁ , ଆତ୍ମବିଶ୍ୱାସ କମ୍ ହେବାକୁ ଦିଅନ୍ତୁ ନାହିଁ , ସ୍ୱାସ୍ଥ୍ୟର ମାମଲାରେ ଆଜିର ଦିନ ଭଲ ରହିବ , ଆଜି ଆପଣଙ୍କୁ କରାଯାଇଥିବା ବାଦା ପୁରା କରିପାରିବେ , ଆପଣଙ୍କ ଦ୍ୱାରାପ୍ରେମ ସଂବନ୍ଧ ଆରମ୍ଭ ହୋଇପାରେ,  ମନରେ ଚିନ୍ତା ରହିବ , କାର୍ଯ୍ୟ କରିବା ଦ୍ୱାରା ଉଦାସିନତା ଅନୁଭବ କରିବେ ।

କୁମ୍ଭ ରାଶି : ଆଜି ଆପଣ ନିଜ ଆଶା ଓ ମହତ୍ତ୍ୱକାଂକ୍ଷା କୁ ନେଇ ଯଥାର୍ଥବାଦୀ ରହିବେ , ବାଣୀରେ ସଂୟମତା ରଖିଲେ ପରିସ୍ଥିତି ଅନୁକୁଳ ରହିବ , ଆପଣ ଭୌତିକ ବସ୍ତୁରେ ଖର୍ଚ୍ଚ କରିପାରନ୍ତି , ଆଗକୁ ବଢିବାପାଇଁ ନିଜ ଜୀବନରେ କିଛି ପରିବର୍ତ୍ତନ କରନ୍ତୁ , ଭାଗ୍ୟ ଆପଣଙ୍କ ସାଥିରେ ଅଛି , ଆପଣଙ୍କୁ ଆର୍ଥିକ ରୁପରେ ଆଗକୁ ବଢିବାପାଇଁ ନୁଆ ମଉକା ମିଳିପାରେ , ଶଶୁରଘର୍ ପକ୍ଷରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମୀନ ରାଶି : ଆଜି ଆପଣଙ୍କୁ କିଛି ଅପ୍ରତ୍ୟାଶିତ ଖୁସିଖବର ଲାଭ ପ୍ରାପ୍ତ ହୋଇପାରେ , ବିବାହିତ ଲୋକଙ୍କୁ ନିଜ ଜୀବନସାଥୀଙ୍କ ସହ ଉଚିତ୍ ବ୍ୟବହାର ରଖନ୍ତୁ  ଓ ସଂବାଦହିନତା କୁ ଆରମ୍ଭ କରିବାକୁ ଦିଅନ୍ତୁ ନାହିଁ , ଅନ୍ୟଥା ବୈଚାରିକ ମତଭେଦ ହୋଇପାରେ,  ଅଟକିଥିବା କାର୍ଯ୍ୟ ପୁରା ହେବ , ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଘରକୁ ବ୍ୟବସ୍ଥିତ ରଖିବା କଷ୍ଟଦାୟକ ହୋଇପାରେ, ଭାଇଙ୍କ ସହଯୋଗ ପ୍ରାପ୍ତି ହେବ , କିନ୍ତୁ କେଉଁ କଥାକୁ ନେଇକରି ଛୋଟ ଭାଇଙ୍କ ସହ ବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *