୨୭ ମାର୍ଚ୍ଚ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୫ ଟି ରାଶିଗୁଡିକର କାନ୍ଧରେ ଆସିବ ନୁଆ ଦାୟିତ୍ୱର ଭାର , ଏହାକୁ ସାମ୍ନା କରିବାକୁ ପଡିବ
ମେଷ ରାଶି : ଆଜି ହୁଏତ ଆପଣଙ୍କ ପ୍ରେମ ଜୀବନକୁ ଉନ୍ନତ କରିବାର ଆବଶ୍ୟକତା ଦେଖିପାରନ୍ତି , ଆପଣଙ୍କ ଶତ୍ରୁ କିଛି ବିଗାଡି ପାରିବେ ନାହିଁ , ଆଜି ଲୋକ ଆପଣଙ୍କ ଠାରୁ ପ୍ରଭାବିତ ହେବେ , ଆଜି ଆପଣଙ୍କୁ ଧନର ପ୍ରାପ୍ତି ହେବାର ସଙ୍କେତ ଅଛି , ସାମାଜିକ ଲୋକପ୍ରିୟତାକୁ ନେଇ ଆପଣ ଆକର୍ଷଣର କେନ୍ଦ୍ର ହେବେ , ନିଜ ଭାବନାକୁ ସକରାତ୍ମକ ରଖନ୍ତୁ , ମନରେ ହୀନ ଭାବନା ଆଣିବାକୁ ଦିଅନ୍ତୁ ନାହିଁ ନିଜ ଶକ୍ତିଗୁଡିକ ଉପରେ ଅଧିକା ଭରସା କରନ୍ତୁ ନାହିଁ , ସଂନ୍ଧ୍ୟାରେ ଛୁଆଙ୍କ ସହ ଭଲ ସମୟ ଅତିବାହିତ ହେବ ।
ବୃଷ ରାଶି : ଆଜି ଆପଣଙ୍କ ଭାବନାରେ ବହିବାକୁ ଟିକିଏ ଅଧିକା ଆଶା ଅଛି , କଥାବାର୍ତ୍ତା କରୁଥିବା ସମୟରେ ସାବଧାନତା ରଖନ୍ତୁ , ଛାତ୍ରଙ୍କୁ ଅଧିକା କଠିନତାର ସାମ୍ନା କରିବାକୁ ପଡିପାରେ , ଯୋଜନା ଅନୁସାରେ କାର୍ଯ୍ୟ କରିବେ , ଆଜି ଆପଣ ନିଜେ ସବୁବେଳେ ସତେଜତା ଅନୁଭବ କରିବେ , ଭାବିଥିବା କାମ ପୁରା ହେବ , ଏମିତି ପରିସ୍ଥିତି ଆସିପାରେ ଯେଉଁଥିରେ ଆପଣଙ୍କୁ ନିଜ ସୁଖ ସୁବିଧାଗୁଡିକ ଛାଡିକରି ସକ୍ରିୟ ହେବାକୁ ପଡିବ , ସକାଳୁ ଉଠିକରି ଧରିତ୍ରୀ ମାତାଙ୍କୁ ପ୍ରଣାମ କରନ୍ତୁ , ସଂମ୍ପର୍କରେ ବୃଦ୍ଧି ହେବ ।
ମିଥୁନ ରାଶି : ଆଜି ଆପଣଙ୍କୁ ବହୁତ ସାରା ନୁଆ ଜିନିଷ ଶିଖିବାକୁ ଅବସର ମିଳିବ , ପାରିବାରିକ ଜୀବନରେ ସାମାନ୍ୟ ରହିବ । କେଉଁ ପ୍ରକାରର ଆଲୋଚନା ପଛରେ ଆପଣଙ୍କୁ ବହୁତ ସାରା ଫାଇଦା ଲୁଚି ରହିଛି , ଏଥିପାଇଁ ବିଚାରଗୁଡିକ ଉପରେ ବିନମ୍ରତା ରଖନ୍ତୁ , ପ୍ରେମୀ ନିଜ ସାଥୀଙ୍କ ପ୍ରତି ଅତ୍ୟାଧିକ ଭାବୁକ ହୋଇପାରନ୍ତି । ମନରେ ଅଜ୍ଞାନ ଭୟରୁ ଗ୍ରସିତ ହେବ , ରଚନାତ୍ମକ କାର୍ଯ୍ୟରୁ ପ୍ରଗତି ହେବ , କାହା ସହ ମତାନ୍ତର ହୋଇପାରନ୍ତି । ଏମିତିରେ ରାଗକୁ ଶାନ୍ତ ରଖିବା ଭଲ ପ୍ରମାଣିତ ହେବ ।
କର୍କଟ ରାଶି : ଆଜି ନୁଆ ଦାୟିତ୍ୱ ଭାର ଆପଣଙ୍କ କାନ୍ଧରେ ପକାଯାଇପାରେ । ଆପଣଙ୍କୁ ନିଜ ବରିଷ୍ଠଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ଶବ୍ଦରେ ଭଲ ଭାବେ ଯାଞ୍ଚ କରିନିଅନ୍ତୁ , ଯେଉଁ ବ୍ୟକ୍ତିକୁ ଆପଣ ଭଲ ପାଉଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଅଚାନକ ଚିନ୍ତାର ବିଷୟ ହୋଇପାରେ , ମିତ୍ରଙ୍କର ସହଯୋଗ ମିଳିବ , ଆଜି ଆପଣଙ୍କ ନିଜ ସ୍ୱଭାବରୁ ଟିକିଏ ନିୟନ୍ତ୍ରଣ ରଖିବାକୁ ହେବ , ଆଜି ଆପଣଙ୍କୁ ନିଜମଧ୍ୟରେ ଚିଡଚିଡାପଣ ଦେଖାଦେଇପାରେ ,
ସିଂହ ରାଶି : ଏହି ରାଶିର ଯାତକରେ ଆଜିର ଦିନ ଭଲ ରହିବ , ଆର୍ଥିକ ମାମଲାରେ ଅଧିକା ଧ୍ୟାନ ଦେବେ , ଆପଣଙ୍କ ଜୀବନସାଥିଙ୍କ ସ୍ୱାସ୍ଥ୍ୟରେ କିଛି ଗଡବଡି ଆସିପାରେ , ତାଙ୍କୁ ଚିକିତ୍ସକ ଦେଖାଇବା ଦରକାର ଅଛି , ଆପଣଙ୍କ ଆଜି ସବୁ କାର୍ଯ୍ୟରେ ସଫଳତା ମିଳିବ , ଭାଗ୍ୟବୃଦ୍ଧିର ଯୋଗ୍ ଅଛି , ଆପଣଙ୍କ ସଂବନ୍ଧରେ ସୁଧାର ଆସିବ , କିନ୍ତୁ ନିଜ ଆଖପାଖ ଲୋକଙ୍କର ଭାବନାକୁ ବି ଧ୍ୟାନ ଦିଅନ୍ତୁ ।
କନ୍ୟା ରାଶି : ଆଜିର ଦିନ ପ୍ରେମ ପ୍ରସଙ୍ଗ ପାଇଁ ପୁରା ଅନୁକୁଳ ଅଛି , ବିଜ୍ଞାନ ସହ ଯୋଡି ହୋଇଥିବା ଲୋକଙ୍କୁ ନୁଆ ରାସ୍ତା ଖୋଲିବ, ଯଦି ଆପଣ ନିଜ କାର୍ଯ୍ୟରେ ପରିସ୍ଥିତିକୁ ସୁଧାରି ପାରିବେ , ତେବେ ବହୁତ ଗୁଡିଏ ଜିନିଷକୁ ନିୟନ୍ତ୍ରଣ କରିପାରନ୍ତି , ଉପସ୍ଥିତ ସାଧନରୁ ସନ୍ତୁଷ୍ଟ ରୁହନ୍ତୁ , ଜୀବନସାଥୀଙ୍କ ସହଯୋଗ ମିଳିବ । ମନରେ ଯେଉଁ କଥାକୁ ନେଇ ଚିନ୍ତା ଅଛି , ତାହା ଉପରେ ଆପଣ ଧୈର୍ଯ୍ୟ ରଖନ୍ତୁ , ଆପଣଙ୍କୁ ଲାଭ ମିଳିବ , ବିଦ୍ୟାର୍ଥିଙ୍କ ପାଇଁ ଗ୍ରହର ଅନୁକୁଳତା ଲାଭପ୍ରଦ ହେବ ।
ତୁଳା ରାଶି : ଆଯି ମନକୁ ନିୟନ୍ତ୍ରିତ କରନ୍ତୁ , କେଉଁ ପ୍ରକାରର ନିବେଶ କରିବାପାଇଁ ଆଜିର ଦିନ ଠିକ୍ ନାହିଁ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣଙ୍କ ଆତ୍ମବିଶ୍ୱାସ ବି ବଢିବ , ପୁରୁଣା ସଂମ୍ପର୍କକୁ ନେଇ ନିଜକୁ ସତେଜ ଅନୁଭବ କରିବେ ଓ ଦିନ ଭଲରେ କଟିବ , ଅଟକିଥିବା ଧନ ଫେରିବାର ସଂମ୍ଭାବନା ଅଧିକା ଅଛି , ଅବରୋଧିତ କାର୍ଯ୍ୟ ସମାଧାନ ହେବ , ଆଜି ନିଜକୁ ପ୍ରମାଣିତ କରିବାର ମଉକା ମିଳିବ ।
ବିଛା ରାଶି : ଆଯି ଆପଣ ନିଜ ଲୋକଙ୍କ ସହ ଯୋଡି ହେବେ , ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ , ପାରିବାରିକ ଜୀବନ ଶାନ୍ତିପ୍ରିୟ ଓ ଆରାମଦାୟକ ରହିବ , ଓ ସବୁ ସଦସ୍ୟଙ୍କ ଜଣଙ୍କ ପ୍ରତି ସୌହାର୍ଦପୁର୍ଣ୍ଣ ବ୍ୟବହାର ରଖିବେ । ପୁରୁଣା ଚିନ୍ତା ଶେଷ ହୋଇଯିବ , ଆଜି ଆପଣଙ୍କ ମହତ୍ତ୍ୱକାଂକ୍ଷା ବହୁତ ପ୍ରବଳ୍ ହେବ , ଦିନ ସାରା ମନରେ ନାନାପ୍ରକାରର ସ୍ୱପ୍ନର ଆଶା ରହିବ , ଆଜି ଆପଣ ସୃଜନାତ୍ମକତା ଆପଣଙ୍କୁ ଅନ୍ୟ ସାଥୀଙ୍କୁ ଆଗକୁ ନେଇଯିବ ।
ଧନୁ ରାଶି : ଆଜି ବିଷମ ପରିସ୍ଥିତିରେ ସାହାସ ହରାନ୍ତୁ ନାହିଁ , ଆପଣଙ୍କ ପରିବାରର ସଦସ୍ୟଙ୍କ ସହ ସଂବନ୍ଧ ଚିନ୍ତା ଆସିବ , ଯାହାପାଇଁ ଆପଣ ନିଜକୁ ଦୂଃଖି ଅନୁଭବ କରିବେ , ଧ୍ୟାନ ରଖନ୍ତୁ କିଛି ବି କାମ କରୁଥିବା ସମୟରେ ଆପଣ ଚିନ୍ତା କରନ୍ତୁ ନାହିଁ , ନହେଲେ ଆଘାତ ଲାଗିବ , କିଛି ମାମଲାରେ ଆପଣ ଜିଦ୍ଧି ହୋଇପାରନ୍ତି , ପ୍ରେମ ସଂବନ୍ଧରେ କିଛି ମତଭେଦ ହୋଇପାରେ , କିନ୍ତୁ ଆପଣଙ୍କ ଜିନିଷକୁ ସଂମ୍ଭାଳି ରଖିବେ , ବାଣିରେ ମଧୁରତା ଆଣିବାକୁ ପ୍ରୟାସ କରନ୍ତୁ ।
ମକର ରାଶି : କିଛି ବି ବିପଦପୁର୍ଣ୍ଣ କାର୍ଯ୍ୟ ଆଜି କରନ୍ତୁ ନାହିଁ । ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ଓ ସୁଖଦ ରହିବ , ଆପଣଙ୍କୁ ଜବରଦସ୍ତ ଉତ୍ସାହ ମିଲିବ , ଏହା ବହୁତ ଲୋକଙ୍କ ପକ୍ଷକୁ ଆକର୍ଷିତ କରିବ , ନିଜ ଲକ୍ଷ୍ୟର ପ୍ରତି ଆପଣଙ୍କୁ କଡା ପରିଶ୍ରମ କରିବାକୁ ହେବ , କେଉଁ ବିଶେଷ କାମରେ ପରିବାର ଲୋକଙ୍କ ସହଯୋଗ ମିଳିପାରେ, କ୍ୟାରିୟରକୁ ନେଇ କରି ପରିସ୍ଥିତିରେ କିଛି ଉତଥାନ୍ ପତନ ଦେଖିବାକୁ ମିଳିବ ।
କୁମ୍ଭ ରାଶି : ପ୍ରେମୀ ସାଥୀଙ୍କ ମଧ୍ୟରେ ମତଭେଦ୍ ଦୁର କରିବା ପାଇଁ ନିଜ ମଧ୍ୟରେ ସଂମ୍ପର୍କକୁ ଆଉଥରେ ଭଲ କରିବାର ସଙ୍କେତ ମିଳିବ , ପିତାଙ୍କ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ , ଆପଣଙ୍କ୍ ପାଇଁ ଭଲ ରହିବ । ସ୍ୱୟଂ ନିଜକୁ କେଉଁ ବିବାଦରେ ନ ପୁରାନ୍ତୁ , ସଂଞ୍ଚୟ ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିବ , ଘରର ବାତାବରଣ ଉଗ୍ର ହୋଇପାରେ , ଆପଣଙ୍କ ବ୍ୟବସ୍ଥିତ ଢଙ୍ଗରେ କାମ କରିବେ , ଓ ନିଜ ମହତ୍ତ୍ୱପୁର୍ଣ୍ଣ୍ କାର୍ଯ୍ୟକୁ ଏକ ସୁଚି ବନାଇବେ , କେଉଁ ବୟସ୍କ ଲୋକଙ୍କୁ ସାହାଯ୍ୟ କରିଲେ ଆର୍ଥିକ ସ୍ଥିତିରେ ସୁଧାର୍ ଆସିବ ।
ମୀନ ରାଶି : ଆଜି ସରକାରୀ ଲାଭ ମିଳିବାର ସଂମ୍ଭାବନା ଅଛି , ଆପଣଙ୍କ କାର୍ଯ୍ୟ ପୁର୍ଣ୍ଣ ହେବ , କିନ୍ତୁ ସେଥିରେ କିଛି ବିଳମ୍ବତା ଦେଖାଦେବ , ପରିବାରର ସଦସ୍ୟଙ୍କ ଭରପୁର ସହଯୋଗ ଆଜି ମିଳିବ , ଆପଣ ନିଜ ସମସ୍ୟାକୁ ନେଇକରି ସବୁ ଲୋକଙ୍କୁ ଉପଦେଶ ମାଗିବାକୁ ଚେଷ୍ଟା କରିବେ , ଆପଣଙ୍କ ପ୍ରଶଂସା ହେବ , ପ୍ରେମ ସଂବନ୍ଧରେ ମଜବୁତି ଆସିବ , କେଉଁ ଶୁଭ କାର୍ଯ୍ୟ ହେବାର ସଙ୍କେତ ମିଳୁଛି , ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।