୨୪ ମାର୍ଚ୍ଚ ୨୦୨୦ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସଂଘର୍ଷରେ ଭରା ରହିବ ଆଜିର ଦିନ , କିନ୍ତୁ ଏହି ରାଶିଗୁଡିକ ଉପରେ ମେହେରବାନ୍ ରହିବେ ହନୁମାନ
୧)ମେଷ ରାଶି :ଆପଣଙ୍କୁ ବଡ ଫଇସଲା ନେବାରୁ ବଞ୍ଚିବାକୁ ହେବ , ଦିନର ଆରମ୍ଭରୁ ଶୁଭ ସମାଚାର ମିଳିବ , ପାରିବାରିକ ପରିବେଶରେ ବହୁତ ସମୟରୁ ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ , ଖର୍ଚ୍ଚ ଓ ଫାଲତୁ ଦୌଡାଦୌଡି ହୋଇପାରେ । ମହତ୍ତ୍ୱପୁର୍ଣ୍ଣ କାମ ଉପରେ ଧ୍ୟାନ ଦିଅନ୍ତୁ , ସମାଜରେ କିଛି ବିଶେଷ ପଦ ମିଳିପାରେ , ମନରେ ଚିନ୍ତା ରହିବ , ଏବଂ ଅନାବଶ୍ୟକ ରୁପରେ କ୍ରୋଧ ଆସିବ , ଆପଣ କେଉଁ କାମକୁ ପୁରା କରିବା ପାଇଁ ଯେତେ ଚେଷ୍ଟା କରିବେ , ସେତେ ସଫଳ ହୋଇପାରିବେ ।
୨)ବୃଷ ରାଶି : ଶାରରୀକ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଆପଣ ନିଜ୍ ଶତ୍ରୁଙ୍କୁ ବିଜୟ ପ୍ରାପ୍ତି କରିବେ , ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ ,ବ୍ୟବସାୟରେ କର୍ମଚାରୀଙ୍କୁ ସହକାର ବି ଆପଣଙ୍କୁ ମିଳିବ , ପ୍ରେମ ସୁଖରେ କମି ଆସିବ , ସାବଧାନ ରୁହନ୍ତୁ , ଗୁପ୍ତ ଶତ୍ରୁଙ୍କ ଦ୍ୱାରା କ୍ଷତି ପହଞ୍ଚିପାରେ ,ଜୀବନସାଥୀ ଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଜରୁରୀ ମୁତାବିକ ପଇସା ବ୍ୟବସ୍ଥା ହୋଇପାରେ ।
୩) ମିଥୁନ ରାଶି : ଆଜି ସାବଧାନତାର ଅଭାବ ଯୋଗୁଁ କ୍ଷତି ହୋଇପାରେ । ଭାଇ ଭଉଣୀ ଓ ବଡଙ୍କ ସଂବନ୍ଧ ସୌହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ , କରଜ ନେବାରୁ ବଞ୍ଚନ୍ତୁ , ମୌସୁମ ଅନୁସାରେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ , କାର୍ଯ୍ୟ କରିବାରେ ଉର୍ଜାର କମି ଅନୁଭବ କରିବେ , ମନରେ ଅସମଞ୍ଜସ ରହିବ , ଆପଣ କେଉଁ ମାମଲାରେ ବ୍ୟସ୍ତତାପୁର୍ଣ୍ଣ ରୁହନ୍ତୁ ନାହିଁ , ଯୋଗ କରିବାରେ ଧ୍ୟାନ ଲଗାଇଲେ ମନ ରମ୍ୟ ରହିବ , ଏଥିରେ ଶାରରୀକ ଓ ମାନସିକ ଶାନ୍ତି ଯୋଗୁଁ ଅନୁକୁଳ ପ୍ରଭାବ ପଡିବ ।
୪) କର୍କଟ ରାଶି : ଆଜି ବିଶ୍ୱାସଘାତ କେଉଁଠୁ ପାଇବେ । ଏଥିପାଇଁ ସାବଧନତା ରଖନ୍ତୁ ପ୍ରେମ ବିଷୟରେ ସୁଖ ଶାନ୍ତି ଉତ୍ତମ ଯୋଗ ଅଛି , ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ବିଷୟ ହୋଇପାରେ । ବ୍ୟବସାୟୀଙ୍କୁ କାରୋବାରରେ ଲାଭ ହେବ । ଆର୍ଥିକ ଲାଭ ହେବ , ଆତ୍ମବିଶ୍ୱାସ ଅଧିକା ବଢିବା କାରଣରୁ କାର୍ଯ୍ୟ ପୁର୍ଣ୍ଣ ଢଙ୍ଗରେ କରିପାରିବେ , କେଉଁ ପ୍ରକାରର ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ମନକୁ ଶାନ୍ତ ରଖନ୍ତୁ , ଆପଣ କେଉଁ ମାମଲାରେ ଭାବୁକ ହୁଅନ୍ତୁ ନାହିଁ ।
୫) ସିଂହ ରାଶି : ସନ୍ତାନର ପ୍ରେମ ସଂବନ୍ଧକୁ ନେଇକରି ଚାଲି ଆସୁଥିବା ସମସ୍ୟା ଦୂର ହେବ , ସଂୟମିତ ଦିନଚର୍ଯ୍ୟା ଓ ଜୀବନଶୈଳୀ ଆପଣାଇ ନିଜକୁ ଅଧିକା ଭଲ କରିବାକୁ ଚେଷ୍ଟା କରିବେ , ମାତା,ପିତା,ଗୁରୁଜନଙ୍କ ସଂବନ୍ଧ ମଧୁର ରହିବ । ମନରେ ଅଜଣା ଭୟ ରହିବ , ପରିବାରରେ ଭାଇଙ୍କ ସହ କେଉଁ କଥାକୁ ନେଇ ବିବାଦ ହୋଇପାରେ , ଆଜିର ଦିନ ଯାତ୍ରା ପାଇଁ ଭଲ ନାହିଁ , ଘରେ ବଡ ବୟସ୍କ ପାରିବାରିକ ପରିସ୍ଥିତିକୁ ସ୍ଥିର କରିବାରେ ସାହାଯ୍ୟକାରୀ ହେବ ।
୬) କନ୍ୟା ରାଶି : ବନ୍ଧୁ ଓ ପରିବାର ସହ ମଜାଦାର୍ ସମୟ ଅତିବାହିତ ହେବ , ଆପଣଙ୍କ ସ୍ୱାସ୍ଥ୍ୟ ପିଡିତ ହୋଇପାରେ , ମମଲାଦାର୍ ଭୋଜନ କରନ୍ତୁ ନାହିଁ , ଅବିବାହିତଙ୍କ ପାଇଁ ବିବାହର ଯୋଗ ଅଛି , ମନରେ ଧାର୍ମିକ ବିଚାର ଉତ୍ପନ୍ନ ହେବ , ଶଶୁରଘର ତରଫରୁ ସହଯୋଗ ପାଇବେ , କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ , ଭଗବାନଙ୍କୁ ଭକ୍ତି କରିଲେ ମନକୁ ଶାନ୍ତି ମିଳିବ , ପରିବାର ବୟସ୍କ ସଦସ୍ୟଙ୍କ ଓ ବାପାଙ୍କ ସହ ଯୋଡି ହୋଇଥିବା ମାମଲାରେ ବିନମ୍ର ରୁହନ୍ତୁ , ନିର୍ଣ୍ଣୟ ନେବାରେ କଠିନତା ଅନୁଭବ କରିବେ ।
୭) ତୁଳା ରାଶି : ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ , କାର୍ଯ୍ୟକ୍ଷେତ୍ରରେ କରାଯାଉଥିବା ପ୍ରୟାସ ଦିନରେ ଆପଣଙ୍କୁ ସଫଳତା ଓ ପ୍ରଗତି ଯୋଗଦାନ କରିବ , ଶାରରୀକ ରୁପରେ ଟିକିଏ ଥକାପଣ ଅନୁଭବ କରିବେ , ଭାଇଙ୍କ କେଉଁ କଥାକୁ ନେଇ ମତଭେଦ ହୋଇପାରେ , ଆପଣ ଅଫିସ୍ କିମ୍ବା ପାଖାପାଖି ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ହେବ , ପ୍ରେମର ରାସ୍ତାରେ ଏକ ସୁନ୍ଦର ମୁହୁର୍ତ୍ତ ପାଇବେ ,
୮) ବିଛା ରାଶି ; ଆଜିର ଦିନ ସାଧାରଣତଃ ଭଲ ରହିବ , ଆତ୍ମବିଶ୍ୱାସ ରଖନ୍ତୁ , ଓ ବିବାଦରୁ ଦୁରେଇ ରୁହନ୍ତୁଶିକ୍ଷା ଚାକିରି ବେପାର କ୍ଷେତ୍ରରେ ବଡ ସଫଳତା ମିଳିବ , ଆପଣ ଅନାବଶ୍ୟକ ଯୁକ୍ତି କରିପାରନ୍ତି , ଯାହାର ପରିଣାମସ୍ୱରୁପ ଯୁକ୍ତି ବଢିପାରେ । ଆପଣ ଛୁଆଙ୍କୁ ଅନାବଶ୍ୟକ ଦାବି ପୁରା କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ କଠିନତା ଅନୁଭବ କରିବେ ।
୯) ଧନୁ ରାଶି : ଆଜିର ଦିନ ଶୁଭ ଅଛି , ଆପଣଙ୍କ ଭାଗ୍ୟ ପୁର୍ଣ୍ଣ ସହଯୋଗ ମିଳିବ , ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ , ତାହାକୁ ମନ ଲଗାଇ କରନ୍ତୁ , ପାରିବାରିକ କଷ୍ଟରୁ ଦାମ୍ପତ୍ୟ ଜୀବନରେ ସୁଖକୁ ପ୍ରଭାବିତ କରିବ , ଆପଣ କାହାକୁ ଧନ ଦାନ କରିବେ , ଯାହା ଦରକାର କରୁଥିବ , ଯଦି ଆପଣଙ୍କ ପରିବାରରେ କେଉଁ ପ୍ରକାରର ବିବାଦ ଆସୁଛି , ତେବେ ଆଜି ତାହା ସମାଧାନ ହୋଇଯିବ , କାର୍ଯ୍ୟକ୍ଷେତ୍ରରେ ସଂଘର୍ଷର ସ୍ଥିତି ଆସିବ ।
୧୦) ମକର ରାଶି : ଆଜି ଯେତେ ଆରାମରେ ଦିନ କାଟିବେ , ଆପଣଙ୍କୁ ସେତିକି ସମୟ ବହୁତ ଶାନ୍ତି ଦେବ , ଘାଟା ରୋକିବାପାଇଁ ଅଟକଲରୁ ଦୁରେଇ ରହିବା ଉଚିତ୍ ହେବ , ଜୀବନସାଥୀଙ୍କ ଠାରୁ ଅଭିଯୋଗ ପାଇବେ , ଯାହାକୁ ସମାଧାନ କରିବାକୁ ହେବ , ସ୍ୱାସ୍ଥ୍ୟ ସଂବନ୍ଧି ଆପଣଙ୍କୁ ଅଧିକା ଧ୍ୟାନ ଦେବାକୁ ହେବ , ବାଣିରେ ନିୟନ୍ତ୍ରଣ ରଖନ୍ତୁ , ଅଧିକା କ୍ରୋଧ ଦ୍ୱାରା କାହାକୁ ଅପମାନିତ କରନ୍ତୁ ନାହିଁ , ବିବାଦ ହୋଇପାରେ ।
୧୧)କୁମ୍ଭ ରାଶି : ଆଜି କେଉଁ ଖବରକୁ ନେଇ ଚିନ୍ତିତ ହୋଇପାରନ୍ତି । ଆପଣଙ୍କୁ ବିଭିନ୍ନ ସ୍ରୋତରୁ ଲାଭ ହେବ , ଆପଣଙ୍କ କିଛି ମହତ୍ତ୍ୱକାଂକ୍ଷା ପୁରା ହେବ , କଥାବାର୍ତ୍ତା ଦ୍ୱାରା ସମାଧାନ ହୋଇପାରିବ , ଶଶୁରଘର ପକ୍ଷରୁ କିଛି ବଡ ଙ୍କ ଦ୍ୱାରା ସହଯୋଗ ମିଳିବ , ଆଜି ଆଖପାଖ ଲୋକଙ୍କୁ ପଇସା ଧାର୍ ମାଗିବେ , କିନ୍ତୁ ପଇସା ଦେବା ପୁର୍ବରୁ ବଜେଟ୍ କଳ୍ପନାକରିନିଅନ୍ତୁ , ଗୁପ୍ତ ଶତ୍ରୁଙ୍କର ବିଗାଡିବା କାର୍ଯ୍ୟ ଜାରି ରହିବ ।
୧୨) ମୀନରାଶି : ଆଜି ପୁରୁଣା ପଇସା ନେଇଥିବା ଲୋକଙ୍କୁ ଚିନ୍ତା ଆସିବ , ଆର୍ଥିକ ରୁପରେ ସମୃଦ୍ଧ ରହିବେ , ଓ ନବିନ ସଉଦା ବି ପ୍ରଗତି କରିବେ , ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ , ମନରେ ପ୍ରସନ୍ନତା ରହିବ , ଚିନ୍ତାମୁକ୍ତ ହୋଇପାରନ୍ତି , ଦିମାଗ ସକ୍ରିୟ ରହିବ , ଓ ଏବଂ ଶାରର୍ରିକ ଫୁର୍ତ୍ତି ପାଇବେ , ଯଦି ଆଜିର ଦିନ ଆପଣଙ୍କ ନିକଟଜନ ସହ ସମୟ ଅତିବାହିତ କରିବେ ତେବେ ଭଲ ରହିବ , ଆପଣଙ୍କ କାମରେ ବ୍ୟସ୍ତ ରହିବେ , କେଉଁ ରୋମାଣ୍ଟିକ୍ ଲାଇଫ୍ ସାଇଡ୍ ଲାଇନ୍ ହୋଇଯିବ ।