November 19, 2024

Odia Express

Here, There and Everywhere

ଜାଣନ୍ତୁ ରାମାୟଣ ପରେ କଣ ହୋଇଥିଲା ହନୁମାନଙ୍କର , କେଉଁଆଡେ ଗଲେ ସେ ?

ହିନ୍ଦୁ କଥାବସ୍ତୁରେ ଆଜି ବି ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାଙ୍କର ଯେବେ ବି ଚର୍ଚ୍ଚା ହୋଇଥାଏ , ତେବେ ସବୁଠାରୁ ପ୍ରଥମ ନାଁ ହନୁମାନଙ୍କର ନିଆହୋଇଥାଏ , ଏମିତି କୁହାଯାଏ କି ହନୁମାନଜୀ ଶକ୍ତିରେ ଆଗୁଆ ଅଛନ୍ତି , ରାମାୟଣରେ ତାଙ୍କର ଶକ୍ତି ଓ ଭକ୍ତିର ଗୁଣ ଗାନ କରାଯାଏ , ହନୁମାନଜୀ ଶିବଙ୍କର ରୁଦ୍ର ରୁପ ବୋଲି କୁହାଯାଏ , ଏମିତି ମାନାଯାଏ କି ରାମାୟଣର ସମୟରେ ହନୁମାନ ନିଜ ପୁର୍ଣ୍ଣ ଶକ୍ତି ପ୍ରୟୋଗ କରିନଥିଲେ , ଯଦି ପୁରା ଶକ୍ତି ଯୁଦ୍ଧରେ ଲଙ୍କାର ବିନାଶ ଏକେଲା କରିନେଇଥାନ୍ତେ , ତେବେ ଅନ୍ୟ ଦେବତାଙ୍କ ବିପରୀତ ହନୁମାନ ଜୀ ସେହି ବଛା ଲୋକଙ୍କର ମଧ୍ୟରେ ଥିଲେ ଯାହାଙ୍କ ଅମୃତ୍ୱ ବରଦାନ ପ୍ରାପ୍ତ ହୋଇଥିଲା,  ଏଥିପାଇଁ କୁହାଯାଏ କି ହନୁମାନ କଳିଯୁଗର ଅନ୍ତ ଯାଏଁ ଜୀବିତ ରହିବେ , ଏମିତିରେ ବହୁତ ଲୋକଙ୍କର ମନରେ ପ୍ରଶ୍ନ ଆସେ କି ରାମାୟଣ ପରେ ହନୁମାନଜୀ ଙ୍କ କଣ ହେଲା , କେଉଁଆଡେ ଗଲେ ସେ ଏବେ କେଉଁଠି ଅଛନ୍ତି ।

ଆପଣଙ୍କୁ କହିଦେବୁ କି ରାମାୟଣ ପରେ ମହାଭାରତ କାଳରେ ହନୁମାନଜୀଙ୍କ ଚର୍ଚ୍ଚା ଦୁଇଥର କରାଯାଇଥିଲା,  ପ୍ରଥମେ ଯେବେ ସେ ଭୀମ ଜଙ୍ଗଲରୁ ଯାଉଥିଲେ , ତେବେ ରାସ୍ତାରେ ଏକ ବୟସ୍କ ବାନର ଶୋଇଥିବାର ଦେଖିଥିଲେ,  ଭିମ ଯେବେ ତାଙ୍କୁ ହଟାଇବାର କହିଲେ ବାନର କହିଲା ମୋତେ ଏତେ ଶକ୍ତି ନାହିଁ , ତୁମେ ନିଜେ ମୋତେ ହଟାଇଦିଅ , ଏହାପରେ ଭିମ ବୟସ୍କ ବାନରକୁ ହଟାଇବାରେ ପୁରା ଶକ୍ତି ଲଗାଇଲେ , କିନ୍ତୁ ତାଙ୍କର ଲାଞ୍ଜକୁ ହଲାଇପାରିଲେ ନାହିଁ, ଭିମଙ୍କୁ ଅନୁଭବ ହେଲା କି ବାନର ନିଜେ ହନୁମାନଅଟନ୍ତି , ଭିମଙ୍କ ଦାବିରେ ହନୁମାନଜୀ ନିଜ ଅସଲି ରୁପ୍ ଦେଖାଇଲେ , ସେ ଭିମଙ୍କୁ ନିଜ ଶକ୍ତିର ଅହଂକାର ଦେଖାଇ ଭାଙ୍ଗିବାକୁ କହିଲେ ଓ ସେଠାରୁ ଚାଲିଗଲେ ,

ଦ୍ୱିତୀୟଥର ହନୁମାନଜୀ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ରଥରେ ଧ୍ୱଜ ରୁପରେ ନଜର ଆସିଥିଲେ , ଏହି ସମୟରେ ଯୁଦ୍ଧରେ ଅର୍ଜୁନ ରକ୍ଷା କରୁଥିଲେ,  ଯୁଦ୍ଧ ପରେ ଯେବେ ରଥ ଛାଡି ଚାଲିଗଲେ , ତେବେ ରଥର ଅଙ୍ଗାର ହୋଇଗଲା,  ପରେ କୃଷ୍ଣ କହିଲେ କି ହନୁମାନ ଥିଲେ ଯାହା ଯୋଗୁଁ ଯୁଦ୍ଧରେ ତୁମର ରଥ ନଷ୍ଟ ହେଲା ନାହିଁ । ଏହାପରେ ଦୁନିଆଁର ବହୁତ୍ ଭାଗରେ ହନୁମାନଜୀ ଦେଖାଯିବାର ସାମ୍ନାକୁ ଆସିଲା , ଏଥିରେ ଭାରତ ଛଡା ଚୀନ , ଇଣ୍ତୋନେସିଆ, କମ୍ବୋଡିଆ ,ଦେଶ ବି ସାମିଲ୍ ଅଛି , ଏଠାରେ ଅଲଗା ଅଲଗା ନାଁରେ ହନୁମାନଜୀଙ୍କ କାହାଣୀ ଶୁଣାଯାଇଥାଏ ,

ଏତିକି ନୁହେଁ ଆମେରିକାରୁ ନେଇକରି ଆଫ୍ରିକା ପର୍ଯ୍ୟନ୍ତ ଶକ୍ତିଶାଳୀ ବାନର ହେବାର ଚର୍ଚ୍ଚା କରାଯାଏ । ୧୪ ତମ ଶଦିରେ ରୁଷି ମାଧବାଚାର୍ଯ୍ୟ ବି ହନୁମାନଙ୍କୁ ସାକ୍ଷାତ ଭେଟ କରିବାର କଥା କହିଥିଲେ,  ୧୭ତମ ସଦିରେ ତୁଳସୀ ଦାସ ଜୀ ଏହି କଥା ମାନିଥିଲେ,  ସେ ନିଜକୁ ହନୁମାନଙ୍କ ରାମାୟଣ ହିନ୍ଦୁ ଅନୁବାଦ କରି ଲେଖିବାର ପ୍ରେରଣ ଦେଇଥିଲେ , ଏହାପରେ ଆହୁରି ବହୁତ ଜାଗାରେ ଲୋକେ ହନୁମାନଙ୍କ ଦେଖାଯିବାର କଥା କହିଥିଲେ,  ଏମିତି କୁହାଯାଏ କି ହନୁମାନ ଆଜି ବି ଜୀବିତ ଅଛନ୍ତି , ସେ ସେହି ଜାଗାରେ ଯାଇଥାନ୍ତି , ଯେଉଁଠି ରାମ ନାମ ସଚ୍ଚା ମନରେ କରାଯାଏ , ଶ୍ରୀଲଙ୍କାରେ ମିଳିଥିବା ହନୁମାନଙ୍କ ପାଦର ଚିହ୍ନ ଆଜି ବି ତାଙ୍କ ଆଖପାଖରେ ରହିଥିବାର ନଜର ଆସେ ।

Leave a Reply

Your email address will not be published. Required fields are marked *