November 17, 2024

Odia Express

Here, There and Everywhere

ସାବଧାନ – ଯଦି ଆପଣ ବି ଭିଟାମିନ୍ E ର କ୍ୟାପସୁଲ୍ ପ୍ରୟୋଗର କରୁଛନ୍ତି , ତେବେ ପ୍ରଥମେ ପଢିନିଅନ୍ତୁ ଏହି ଖବର , ନହେଲେ ପଛରେ ହଇରାଣ ହୋଇପାରନ୍ତି

1 min read

ଆପଣମାନେ ବହୁତ ଇଣ୍ଟରନେଟ୍ ରେ ଏମିତି ଭିଡିଓ ଦେଖିଥିବେ ଯେଉଁଥିରେ ଭିଟାମିନ୍ ଇ କ୍ୟାପସୁଲ୍ ଖାଇବା କିମ୍ବ ଲଗାଇବାର ଉପଦେଶ ଦିଆଯାଏ , ଏହି ଭିଡିଓରେ ଦାବି କରାଯାଏ କି ଏହି ଭିଟାମିନ୍ ଇ କ୍ୟାପସୁଲ୍ ଖାଇଲେ କିମ୍ବା ଲଗାଈଲେ ସ୍କିନ୍ ଆହୁରି ହେଲଦି ହୋଇଯିବ , ଯଦି ଆପଣ ଏହି ଭିଡିଓ ଦେଖି ବିନା ଡାକ୍ତରୀ ପରାମର୍ଶରେ ଭିଟାମିନ୍ ଇ କ୍ୟାପସୁଲ୍ ଖାଇବା ଆରମ୍ଭ କରିଦିଅନ୍ତି , ତେବେ ସାବଧାନ ହୋଇଯାଆନ୍ତୁ , ଭିଟାମିନ୍ ଇ କ୍ୟାପସୁଲ୍ କୁ ସଠିକ୍ ଢଙ୍ଗରେ ଉପଯୋଗ ନ କରାଗଲେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ , ଆଜି ଆମେ ଆପଣଙ୍କୁ ଭିଟାମିନ୍ ଇ କ୍ୟାପସୁଲ୍ ସହ ଯୋଡି ହୋଇଥିବା କିଛି ଏପରି କଥା କହିବୁ , ଯାହାର ଆପଣ କେବେ ବ୍ୟବହାର କରିବା ପୂର୍ବରୁ ଜାଣି ରଖିବା ଉଚିତ୍ ।

ଆପଣଙ୍କୁ କହି ରଖୁଛୁ କି ଭିଟାମିନ୍ ଇ ଏକ ସୋଲ୍ୟୁବଲ ଭିଟାମିନ୍ ଅଟେ , ଏହାର ଅର୍ଥ ଏହା ଭିଟାମିନ୍ ଫ୍ୟାଟ୍ ରେ ମିଶିଯାଇଥାଏ , ଭିଟାମିନ୍ ଏ, କେ, ଡି , ଇ ଆଦି ଫ୍ୟାଟ୍ ସୋଲ୍ୟୁବଲ୍ ଶ୍ରେଣୀରେ ଆସିଥାନ୍ତି । କିଛି ଭିଟାମିନ୍ କ୍ୟାପସୁଲ୍ ଅଛି ଯାହା ସି ସୋଲ୍ୟୁବଲ୍ ଭିଟାମିନ୍ ହୋଇଥାନ୍ତି , ଯାହା ପାଣିରେ ମିଶିଯାଆନ୍ତି , ୱାଟର ସୋଲ୍ୟୁବଲ୍ ଭିଟାମିନ୍ ଆଦି ଅଧିକା ମାତ୍ରାରେ ନେଲେ ଶରୀରର କ୍ଷତି କରନ୍ତି ନାହିଁ , ଏହା ଆମର ମୁତ୍ର ବାହିକା ଦ୍ୱାରା ବାହାରିଯାଏ , କିନ୍ତୁ ଫ୍ୟାଟ୍ ସୋଲ୍ୟୁବଲ୍ ଭିଟାମିନ୍ ଆମର ଶରୀରରେ ଏକ ଚର୍ବୀରେ ମିଶିକରି ଏକାଠି ହେବାକୁ ଲାଗିଥାଏ , ଏହାର ଅଧିକା ମାତ୍ରା ଶରୀରରେ ଟକ୍ସିସିଟି ଉତ୍ପନ୍ନ କରିଥାଏ,  ଏହି କାରଣରୁ ଭିଟାମିନ୍ ଇ ଅଧିକା ମାତ୍ରାରେ ସେବନ କରିଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ ।

ଏକ ବ୍ୟସ୍ତ ବ୍ୟକ୍ତି ପାଇଁ ଭିଟାମିନ୍ ଇ ସୁରକ୍ଷିତ ମାତ୍ରା ୧୫ ମିଲିଗ୍ରାମ ପ୍ରତିଦିନ ହୋଇଥାଏ , ଏଥିରେ ଅଧିକା ନେଲେ ଆପଣଙ୍କ ଶରିର ପାଇଁ କ୍ଷତି କରିଥାଏ , ଆପଣଙ୍କୁ ଜଣେଇ ରଖିବୁ କି ବଜାରରେ ଅଧିକା ଶସ୍ତାଓ ଅଧିକା ମାତ୍ରାରେ ବିକ୍ରି ହେଉଥିବା କ୍ୟାପସୁଲ୍ ହେଲା Evion  ଭିଟାମିନ୍ ଇ କ୍ୟାପସୁଲ୍, ଏହା ୨୦୦ ମିଲିଗ୍ରାମ , ୪୦୦ ମିଲିଗ୍ରାମ ଓ ୬୦୦ ମିଲିଗ୍ରାମ ପ୍ୟାକେଟ୍ ରେ ଆସିଥାଏ , ଏମିତିରେ ଯଦି ଇଣ୍ଟରନେଟ୍ ରେ ଭିଡିଓ ଦେଖି ଗୋଟେ କିମ୍ବା ଦୁଇଟି କ୍ୟାପସୁଲ୍ ଖାଇନେଇଛନ୍ତି , ତେବେ ତାହା ଶରୀରକୁ ବହୁତ ହାନି ପହଞ୍ଚାଇବ ।

ଆପଣଙ୍କୁ କହି ରଖିବୁ କି କେବେ ବି ବିନା ଡାକ୍ତରୀ ପରାମର୍ଶରେ ଭିଟାମିନ୍ ଇ କ୍ୟାପସୁଲ୍ ଖାଆନ୍ତୁ ନାହୀଁ , ଆମେ ଭିଟାମିନ୍ ଇ ସେମିତି ସବୁଦିନ ଜୀବନରେ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇବାରେ ମିଳିଯାଇଥାଏ , ଯଦି ଆପଣ ଭିଟାମିନ୍ ଇ କୁ ବାହାରି ରୁପରେ ପ୍ରୟୋଗ କରୁଛନ୍ତି , କିମ୍ବା ବାଳ ସ୍କିନ୍ ରେ ଲଗାଉଛନ୍ତି , ତେବେ ସାଧାରଣତଃ ସେଫ୍ ହୋଇଥାଏ , କିନ୍ତୁ କିଛି ଲୋକଙ୍କର ଶରିରରେ ଏହା ଆଲର୍ଜୀ ହୋଇଥାଏ , ସେଥିପାଇଁ ଡାକ୍ତରି ପରିକ୍ଷଣ ଓ ଉପଦେଶ ଦ୍ୱାରା ଏହାକୁ ନିଅନ୍ତୁ , ଅଧିକା ଜାଣିବା ପାଇଁ ଭିଡିଓ ଦେଖିପାରିବେ ।

Leave a Reply

Your email address will not be published. Required fields are marked *