ବୀରା ସିରିଆଲ୍ ରେ ଚୁଟକି ଏବେ ହୋଇସାରିଛନ୍ତି ଏତେ ବଡ , ଏବେ ଦେଖିବାକୁ ଲାଗୁଛନ୍ତି ଏତେ ସୁନ୍ଦର ଯେ..
ସମୟ୍ ଯେତେ ଜଲଦି ଅତିକ୍ରମ କରିଯାଉଛି ତାହାର ଅନ୍ଦାଜା ଲଗାଇବା ଦ୍ୱାରା ଏହି କଥା ଜଣାପଡେ କି କାଲି ଯିଏ ଛୋଟ ଛୁଆ ଆମେ ଭାବୁଥିଲେ ସେ ଆମର୍ ଆଖି ଆଗରେ ବହୁତ ବଡ ହୋଇସାରିଲାଣି , ଯଦି ଟିଭି ସିରିଆଲ୍ କଥା କହିବା ତେବେ ଗୋଟେ ସମୟ ଥିଲା ଯେବେ ଛୁଆଙ୍କୁ ନେଇକରି ହେଉଥିବା ଶୋ ବହୁତ ଲୋକପ୍ରିୟ ହେଉଥିଲା, ବାଳିକା ବଧୁ ଦ୍ୱାରା ଏହାର ପ୍ରାରମ୍ଭ ହୋଇଥିଲା , ତାପରେ ଛୁଆଙ୍କ ଉପରେ ଆଧାରିତ ଗୋଟେ ପରେ ଗୋଟେ ବହୁତ ସାରା ଶୋ ହେବାକୁ ଲାଗିଲା , ଏମିତି ଶୋ ଏକ ଷ୍ଟାର୍ ପ୍ଲସ୍ ରେ ଆସୁଥିଲା ଯାହାର ନାଁ ଥିଲା ବୀରା , ଏକ ବୀର କି ଅରଦାସ୍ ।ବୀର ସିରିଆଲ୍ ରେ ଦୁଇଟି ଛୁଆ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ନଜର ଆସିଥିଲେ , ପ୍ରଥମେ ଥିଲେ ଛୋଟି ମାନେ ବୀରା ଓ ଦ୍ୱିତୀୟ ଥିଲେ ଭାଇ ରଣବିଜୟ , ଏହି ଶୋରେ ବୀରାଙ୍କ ଅଭିନୟ ନିଭାଉଥିବା ଝିଅ ବହୁତ ଲୋକପ୍ରିୟତା ପାଇଥିଲେ ,
ଭାଇ ଭଉଣୀଙ୍କ ଭଲ ପାଇବା ଏହି ଶୋର ସବୁ ଘରେ ଟିଭି ସ୍କ୍ରିନ୍ ରେ ଚର୍ଚ୍ଚିତ ହେଇଥିଲା ୨୦୧୨ ରେ ଆରମ୍ଭ ହୋଇଥିବା ଏହି ଶୋ ଦୁଇଟି ଚରଣ ଯାଏଁ ଚାଲିଲା , ପ୍ରଥମେ ବୀରା ଓ ତାର ଭାଇ ଛୁଆ ବେଳର କାହଣୀ ଦେଖାଯାଇଥିଲା , ଓ ପରେ ତାଙ୍କୁ ବଡ ହେବାର ଭୁମିକା ଦେଖାଯାଇଥିଲା । ଆଜି ଆମେ ଆପଣଙ୍କୁ ଏହି ଶୋରେ ଛୁଆବେଳର ବୀରାଙ୍କ ଅଭିନୟ କରିଥିବା ବାଳ କଳାକାର ହର୍ଷିତା ଓଝାଙ୍କ ସହ ସାକ୍ଷାତ୍ କରାଇବାକୁ ଯାଉଛୁ , ଏହି ସିରିଆଲ୍ ରେ ଦେଖାଯାଉଥିବା ଏହି ଚୁଟକି ଏବେ ଟିକିଏ ବଡ ହୋଇସାରିଲେଣି , ଓ ପଞ୍ଚମ କ୍ଲାସ୍ ରେ ପଢୁଛନ୍ତି , ହର୍ଷିତା କେବଳ ପାଞ୍ଚ ବର୍ଷରେ ହିଁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ , ଏହି ବୟସରେ ସେଏପରି ଛୁଆଙ୍କର କଥାବାର୍ତ୍ତା କରିବା ଓ ଜିନିଷକୁ ବୁଝିବାରେ ଆରମ୍ଭ କରିଥାନ୍ତି , କିନ୍ତୁ ଏହି ବୟସରେ ହର୍ଷିତ ବଡ ବଡ ଡାଇଲଗ୍ କହି ଲୋକଙ୍କର ହୃଦୟକୁ ଜିତିପାରୁଥିଲେ ।
ବହୁତ ଲୋକ ଏହି ସିରିଆଲ୍ କେବଳ ହର୍ଷିତାଙ୍କ କାରଣରୁ ଦେଖାଯାଉଥିଲେ , ଏହି ଛୋଟ କ୍ୟୁଟ୍ ଝିଅ ଯେବେ ଟିଭି ସ୍କ୍ରିନ୍ ଉପରେ ଆସିକରି କଥା ହେଉଥିଲେ ତେବେ ଲୋକଙ୍କର ନଜର ଟିଭି ସ୍କ୍ରିନ୍ ରୁ ହଟୁନଥିଲା, ଯେବେ ୨୦୧୩ ରେ ସିରିଆଲ୍ ର ଦ୍ୱିତିୟ ଚରଣ ଆରମ୍ଭ ହେଲା ତେବେ ଛୋଟ୍ ବିରା ହର୍ଷୀତା ବଡ ବୀରା ଦିଗଂଗନା ସୁର୍ଯ୍ୟବଂଶୀ ଙ୍କୁ ରିପ୍ଲେସ୍ କରିଦେଇଥିଲେ , ଏହି କଥାରେ ଲୋକଙ୍କୁ ବହୁତ ଦୁଃଖ ହେଲା ,, ଏବେ ସେ ଛୋଟ ବାଳ କଲାକାରଙ୍କୁ ଟିଭିରେ ଦେଖିପାରିବେ ନାହିଁ , ଏହାପରେ ବହୁତ ଦିନ ଯାଏଁ ହର୍ଷିତା ଆଉଥରେ ଦେଖିବାକୁ ଲୋକେ ଚାହୁଁଥିଲେ , ଲୋକେ ଜାଣିବାକୁ ଚାହୁଁଥିଲେ କି ସେ କଣ କରୁଛନ୍ତି ।
ସେମିତି କିଛି ଦିନ ପୁର୍ବରୁ ହର୍ଷୀତା ଏକ ଇଣ୍ଟରଭ୍ୟୁ ଦେଇଥିଲେ ଯେଉଁଥିରେ ସେ ନିଜ ଭବିଷ୍ୟତର ଯୋଜନା ବିଷୟରେ କହିଲେ , ଏହି ଇଣ୍ଟରଭ୍ୟୁରେ ହର୍ଷିତା କହିଲେ କି ମୁଁ ନିଜକୁ ଏକ ମଲଟି ଟାକ୍ସର ହିସାବରେ ଦେଖିବାକୁ ଚାହୁଁଛି , ଅଭିନୟ ଛଆ ମୋତେ ଗୀତ୍ ଗାଇବା ର ବହୁତ ବଡ ସଉକ ଅଛି ଏଥିପାଇଁ ଏକ୍ ଅଭିନେତ୍ରୀ ସହ ଏକ ଭଲ ଗାୟିକା ହେବାକୁ ଚାହୁଁଛି , ମୋତେ ଅଭିନୟରୁ ଅଧିକା ଗୀତ ଗାଇବାକୁ ଭଲ ଲାଗେ । ଆପଣଙ୍କୁ ଜଣେଇଦେବୁ କି ହର୍ଷୀତା ବେଏ କନ୍ଦିବାଲି ସ୍ଥିତ ଚିଲଡ୍ରେନ୍ ଏକାଡେମୀ ସ୍କୁଲ୍ ରେ ୫ ମ କ୍ଲାସ୍ ରେ ପଢୁଛନ୍ତି , ଅଭିନୟ ଓ ସଂଗୀତ କ୍ଲାସ୍ ଛଡା ସେ ସ୍ୱିମିଙ୍ଗ୍ ଓ କଥକ ସିଖୁଛନ୍ତି , ପାଠପଢା ସହ ଏହି ଅଲଗା ଜିନିଷ ସିଖିବାରେ ବହୁତ ଭଲ ଭାବେ ସେ ମ୍ୟାନେଜ୍ କରିନିଅନ୍ତି ।
ହର୍ଷିତାଙ୍କ ଛୋଟ ଭାଇ ଏବେ ଯାହାଙ୍କ ନାଁ ହର୍ଷିତ୍ ଓଝ ଅଟେ , ହର୍ଷିତାଙ୍କ୍ ବାପା ସଞ୍ଜୟ ଓଝା ଫାଇନାନ୍ସସିଆଲ୍ ପ୍ଲାନର୍ ଅଟନ୍ତି , ଯେବେ କି ମା ରିମା ଜଣେ ଗୃହୀଣୀ ଅଟନ୍ତି ।