ଶୋଇବା ପୁର୍ବରୁ ଯେଉଁ କୁଆଁରି ଝିଅ ଏହି କାମ କରିବେ ସେମାନେ ବାହା ହେବା ପାଇଁ ପୁରା ବୟସ ହଇରାଣ ହେବେ…

ସବୁ ଝିଅଙ୍କର ଗୋଟିଏ ସ୍ୱପ୍ନ ଥାଏ କି ସେ ସଠିକ୍ ସମୟ ଆସିଲେ ବିବାହ କରି ନିଜ ଲାଇଫ୍ ରେ ସେଟେଲ୍ ହୋଇଯାଉ , କିନ୍ତୁ ଏହାପରେ ବି ବହୁତ ଦୁର୍ଭାଗ୍ୟକୁ ନେଇ ଝିଅ ମାନେ ନିଜ ପସନ୍ଦର ପୁଅ ପାଇପାରନ୍ତି ନାହିଁ ଓ ସେମାନେ କୁଆଁରି ରହିଯାଆନ୍ତି , ଆମର ସାମୁଦ୍ରିକ ଶାସ୍ତ୍ରରେ କିଛି ଏମିତି କଥା ବିଷୟରେ କୁହାଯାଇଛି ,ଯାହାର କାରଣରୁ ଝିଅ ମାନେ ବିବାହ କରିବାର ଉପରେ ପ୍ରଭାବ ପକାଈଥାଏ , ଏଥିରେ ଗୋଟେ ଜିନିଷ ହେଲା ଶୋଇବା ପୁର୍ବରୁ କୁଆଁରି ଝିଅଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ନିର୍ଭର କରେ , ଯେଉଁ ଝିଅ ଶୋଇବାପୁର୍ବରୁ ଏହି ପ୍ରକାରର କାମ କରିଥାଏ ସେମାନଙ୍କ ଉପରେ ଦୁଃଖର ପାହାଡ ଆସିଯାଏ ।
ଶୋଇବା ପୁର୍ବରୁ କୁଆଁରି ଝିଅ ନ କରନ୍ତୁ ଏହି କାମଗୁଡୀକ :
୧) ଭଗବାନଙ୍କ ଆଡକୁ ଗୋଡ କରି ଶୋଇବା : ଯେବେ ଆମକୁ ନିଦ ଆସିଥାଏ , ତେବେ ଆମେ ଯେତେ ଜଲଦି ହୋଇପାରିବ ସେତେ ଜଲଦି ବେଡକୁ ଚାଲିଯାଉ , କିନ୍ତୁ ଆମେ କେଉଁ ଦିଗରେ ଶୋଉଛେ , କେଉଁ ତରିକାରେ ଶୋଉଛେ , ଏହା ଆମ ଆଖପାଖ ମାହୋଲ୍ ଉପରେ କିପରି ପ୍ରଭାବ ପକାଉଛି ତାହା ଆମେ ଧ୍ୟାନ ଦେଉନେ , ଏମିତି ଏକ ଜିନିଷ ଅଛି ଭଗବାନଙ୍କ ପଟୁ ପାଦ ରଖି ଶୋଇବା , ଆପଣଙ୍କ ଘର ଯେଉଁ ଦିଗରେ ମନ୍ଦିର ଅଛି , ଭଗବାନଙ୍କ ପ୍ରତିମା ଲାଗିଛି , ସେପଟେ ପାଦ ଦେଇ ଶୋଇବା ଅନୁଚିତ୍ , ଯେଉଁ ଝିଅ ଏପରି କରିଥାଏ , ଭଗବାନ ତାଙ୍କୁ ନାରାଜ୍ ହୋଇଯାଆନ୍ତି , ଓ ସେମାନେ ସୁଖୀ ଜୀବନ ପାଇଁ ବ୍ୟାକୁଳ ହୋଇଥାଏ । ।
୨)କାହାର ମନକୁ ଦୂଃଖ କରି ଶୋଇବା : ରାତିରେ ଆପଣ କେବେ ବି ଶୋଇବାକୁ ଯିବେ ତେବେ କାହାର୍ ଅପମାନ କରନ୍ତୁ ନାହିଁ , କାହା ସହ ଲଢେଇ ଝଗଡା କରନ୍ତୁ ନାହିଁ , ଏମିତି ମାନାଯାଏ କି ଜେବେ ଆପଣ ଶୋଇବା ପୁର୍ବରୁ କାହାର ମନ ଦୁଃଖ କରାନ୍ତି ତେବେ ତାହାର ଅଭିଶାପ ପଡିଥାଏ , ଏହି କାରଣରୁ ଆପଣଙ୍କ ମନରେ ସୁଖ ଆସିପାରେ ନାହିଁ ଓ ଏକ ଭଲ ପାର୍ଟନର ଏକେଲା ପାଗଳ ହୋଇଥାଏ , ଏଥିପାଇଁ ଶୋଇବା ପୁର୍ବରୁ ଲଢେଇ ଝଗଡା କରିବା ଅନୁଚିତ୍ ।
୩) ଭଗବାନଙ୍କୁ ମୁଣ୍ତିଆ ନ ମାରି ଶୋଇବା : କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ କି ସେମାନେ ସକାଳ ଓ ସଂନ୍ଧ୍ୟାରେ ଭଗବାନଙ୍କୁ ସ୍ମରଣ କରିଥାନ୍ତି , କିନ୍ତୁ ଯେବେ ରାତି ହୋଇଥାଏ ସେମାନେ ନିଜ ସ୍ୱାସ୍ଥ୍ୟ ଓ ଅନ୍ୟ ଜିନିଷ ପାଇଁ ଧନ୍ୟବାଦ ଜ୍ଞାପନ କରନ୍ତି ନାହିଁ, ଏମିତି ଯେଉଁ ଝିଅ କରନ୍ତି ନାହିଁ , ତାଙ୍କୁ ଏକ ଉତ୍ତମ ଜୀବନସାଥି ମିଳିବାରେ ଅସୁବିଧା ଆସିଥାଏ , ଏହି ମାମଲାରେ ବହୁତଥର ଝିଅଙ୍କୁ ବର ମିଳିଯାଏ , କିନ୍ତୁ ବିବାଦ ପରେ ତାଙ୍କ ଦାମ୍ପତ୍ୟଜୀବନ ସୁଖଦ ହୋଇପାରେ ନାହିଁ ଏଥିପାଇଁ ଶୋଇବା ପୁର୍ବରୁ କମ୍ ସେ କମ୍ ଥରେ ଭଗବାନଙ୍କୁ ହାତ ଯୋଡି ମନେ ପକାଇବା ବା ସ୍ମରଣ କରିବା ଉଚିତ୍ ।
୪) ନିଜ ଲୋକଙ୍କୁ ଶୁଭରାତ୍ରି ନ କହିବା : ଏକ ଛାତ ତଳେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଶୋଇବା ସତ୍ତ୍ୱେ ଆମେ ନିଜ ବେସିକ୍ ମ୍ୟାନର୍ସ ଭୁଲିଯାଉ , ଆମର୍ ସଂସ୍କୃତିରେ ସକାଳୁ ଉଠିବା ଓ ରାତିରେ ଶୋଇବା ପୁର୍ବରୁ ଅଭିନନ୍ଦନ କରିବା ଶିଖାଯାଇଥାଏ , ଏମିତିରେ ଯେଉଁ ଝିଅ ଶୋଇବା ପୁର୍ବରୁ ନିଜ ଘରର ସଦସ୍ୟଙ୍କୁ ଶୁଭରାତ୍ରୀ କୁହେ ନାହିଁ ଓ ବିନା କହି ଶୋଇଯାଏ , ତେବେ ତାଙ୍କୁ ଘରେ ବୃଦ୍ଧା କିମ୍ବା ବୟସ୍କ ପରିଜନଙ୍କ ଆଶିର୍ବାଦ ମିଳିପାରେ ନାହିଁ , ଓ ଆଗକୁ ଯାଇକରି ବିବାହରେ ଅସୁବିଧାମାନ ଦେଖାଯାଏ ।