November 17, 2024

Odia Express

Here, There and Everywhere

କିଡନୀକୁ ସବୁଦିନ ସୁସ୍ଥ ରଖିବ ୫ ଟଙ୍କାର ଏହି ଜିନିଷ , ଜାଣନ୍ତୁ ପୁରା ତରିକା – ଏବେ ବ୍ୟବହାର କରନ୍ତୁ…

ଏକେଲା ରହିବା ବାଲା ଚାକିରିପେଶା ଲୋକ ଓ ଷ୍ଟୁଡେଣ୍ଟ ନିଜ ଧ୍ୟାନ ଭଲରେ ରଖିପାରନ୍ତି ନାହିଁ , ତାଙ୍କ ପାଖରେ ଏତେ ବି ସମୟ ହୋଇପାରେ ନାହିଁ କି ସେ କିଛି ଭଲ ଓ ହେଲଦି ବନାଇକରି ଖାଇପାରିବେ , ଏହି ଚକ୍କରରେ ବାହାର ଖାଦ୍ୟ ଅଧିକା ପସନ୍ଦ କରନ୍ତି , ଆମର ଭୁଲ୍ ଖାଦ୍ୟପେୟ ପ୍ରଭାବରୁ କିଡନୀ ଉପରେ ଦୁଃପ୍ରଭାବ ପଡିଥାଏ , କିଡନୀ ଖରାପ ହେବା ଦ୍ୱାରା ମଣିଷ ଅଲଗା ରୋଗ ଆଡକୁ ଆକ୍ରାନ୍ତ ହୋଇଥାଏ , ଏଥିପାଇଁ ନିଜ କିଡନୀକୁ ଖରାପ୍ ହେବାରୁ ରକ୍ଷା କରନ୍ତୁ , ଓ କେଉଁ ପ୍ରକାରର ଇନଫେକ୍ସନ୍ ନିଜ ଶରୀରକୁ ହେବାକୁ ଦିଅନ୍ତୁ ନାହି ।

ବହୁତ ଲୋକ କିଡନୀ ସଫା କରିବାର ମହଙ୍ଗା ଟ୍ରିଟମେଣ୍ଟ ବ୍ୟବହାର କରନ୍ତି , ମହଙ୍ଗା ହେବା ସହ ଏହା ବହୁତ କଷ୍ଟଦାୟକ ହୋଇଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ତରିକା ଆଣିଛୁ , ଯାହା ବହୁତ ଶସ୍ତା ବି ଅଟେ, ଓ ଏହା କରିଲେ ଆପଣଙ୍କ ଅଧିକା ସମୟର ବର୍ବାଦି ହେବ ନାହିଁ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଜିନିଷର ଦାମ୍ ୫ ଟଙ୍କା ଅଟେ,  ଓ ସବୁଦିନ ଖାଇବାରେ ଏହାକୁ ବ୍ୟବହାର କରାଯାଏ , ଆମେ ଯେଉଁ ଜିନିଷ ବିଷୟରେ କଥା ହେଉଛୁ , ତାହା କଣ ଆସନ୍ତୁ ଜାଣିବା ଓ କିପରି ପ୍ରୟୋଗ କରିବା ତାହାର ବିଧି ବିଷୟରେ ଜାଣିନେବା ।

ଆପଣଙ୍କୁ କହିଦେବୁ କି ସବୁଠାରୁ ପ୍ରଥମେ ଏକ ମୁଠା ସବୁଜ ଧନିଆଁକୁ ଭଲ ଭାବରେ ଧୋଇ ସଫା କରିବାକୁ ହେବ , ଓ ତାପରେ ଭଲରେ କାଟିଦେବେ , ତାହାପରେ ଏକ ଲିଟର ପାଣିରେ ଗ୍ୟାସରେ ବସାଇ ସେହି କଟା ଧନିଆଁକୁ ପକାଇଦେବେ , ପ୍ରାୟ ୧୦ମି ପର୍ଯ୍ୟନ୍ତ ସିଝିବାପରେ ଛାଡିଦିଅନ୍ତୁ , ୧୦ ମି ସିଝିବାପରେ ପାଣିକୁ ଛାଣିଦିଅନ୍ତୁ , ଏବେ ଏହି ପାଣିକୁ ଥଣ୍ତା ହେବାରେ ରଖିଦିଅନ୍ତୁ , ସବୁଦିନ ଏକ ଗିଲାସ ଏହି ପାଣିକୁ ସେବନ କରନ୍ତୁ ।

ଜାଣନ୍ତୁ କଣ ଅଛି ଏହାର ଫାଈଦା : କିଡନୀକୁ ସଫା କରିବା , ରକ୍ତକୁ ଡେଟୋକ୍ସ କରିବା, ହେଲଦି ହୃଦୟ , ଶରୀରରୁ ବ୍ୟାକ୍ଟେରିଆକୁ ମୁଳପୋଛ କରିବା , ସଫା ତ୍ୱଚା,  ମଜବୁତ୍ ହାଡ, କମ୍ ସୁଗର୍ ଲେବୁଲ୍, ଡାଈବେଟିଜ୍ ର ଚିକିତ୍ସା ।

 

Leave a Reply

Your email address will not be published. Required fields are marked *