November 20, 2024

Odia Express

Here, There and Everywhere

ବିଲୁଆ ପରି ଚାଲାକ୍ ହୋଇଥାନ୍ତି ଏହି ୪ ଟି ନାଁର ଝିଅମାନେ , ଟିକିଏ ସାବଧାନ ରୁହନ୍ତୁ ଏମାନଙ୍କ ଠାରୁ…

1 min read

ଜୀବନରେ ଆପଣଙ୍କୁ ନାନାଦି ପ୍ରକାରର ଲୋକ ଦେଖାଯାଆନ୍ତି , ଭଲ ଖରାପ, ମତଲବି, କାମଚୋର , ଇମାନସାର୍ ଇତ୍ୟାଦି , କିନ୍ତୁ ଏହି ସବୁ ମଧ୍ୟରେ ଏକ ଖାସ୍ ପ୍ରକାରର ଲୋକ ସବୁଠାରୁ ଖତରନାକ ହୋଇଥାନ୍ତି , ପ୍ରକୃତରେ ଯେଉଁ ଲୋକ ଚାଲାକ୍ ଟାଇପ୍ ର ହୋଇଥାନ୍ତି ତାଙ୍କ ପାଖରେ ରହିଲେ ବିପଦ ଆସିଥାଏ , ଏହି ଲୋକ ଆପଣଙ୍କୁ କେବେ ଆପଣଙ୍କ ସହ ସ୍ୱାର୍ଥ ପାଇଁ ଖେଳିବସିବେ ତାହା ଆପଣଙ୍କୁ ଜଣାବି ପଡିପାରେ ନାହିଁ , ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ କିଛି ନାଁର ଲୋକଙ୍କ ବିଷୟରେ କହିବୁ ଯାହାଙ୍କ ଜାତକରେ ଝିଅମାନେ ବହୁତ ଚାଲାକ୍ ପ୍ରବୃତିର ହୋଇଥାନ୍ତି । ଏହି ନାଁର ଝିଅମାନେ ଚାଲାକ୍ ହେଲେ କେବେ ଫାଈଦା ମିଳିଥାଏ କେବେ କ୍ଷତି ବି ସହିବାକୁ ପଡିଥାଏ , ଏମିତିରେ ଯେବେ ଆପଣଙ୍କୁ ଆଖପାଖରେ ରହିବେ ତେବେ ସତର୍କ ରହିବେ , କାରଣ ଆପଣଙ୍କ ସହ କିଛି ବି ହୋଇପାରେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ନାଁ ।

A ନାମକ ଝିଅ : ଏହି ନାମକ ଝିଅ ଛୁଆବେଳରୁ ବହୁତ ଚାଲାକ୍ ଓ ସାତିର୍ ଦିମାଗର ହୋଇଥାନ୍ତି , ଓ ଏମାନେ ସବୁବେଳେ ମତଲବି ହୋଇଥାନ୍ତି , ଏମାନେ ନିଜ ବିଷୟରେ ହିଁ କେବଳ ଭାବିଥାନ୍ତି , ଏମାନେ କାହାଠାରୁ କାମ ଆଦାୟ କରିବାକୁ ହେଲେ ନିଜ ଚାଲାକ୍ ବୁଦ୍ଧିର ପ୍ରୟୋଗ କରିଥାନ୍ତି , ଏହି ଝିଅ ଯେବେ ନିଜ ଚାଲ୍ ଚଲାନ୍ତି ତେବେ ଏମାନଙ୍କୁ ଏହି କଥାର କୌଣସି ମତଲବ ହୋଇନଥାଏ ତାଙ୍କର ଚାଲ ରୁ ସାମ୍ନା କଣ କ୍ଷତି ହେଉଛି ।

K ନାମକ ଝିଅ : ଏହି ନାମକ ଝିଅ ନିଜ ଚାଲାକିର ବ୍ୟବହାର କରି ଭଲ କାମ କରିଥାନ୍ତି , ଯଦି ଏମାନଙ୍କ ଚାଲାକି ଦ୍ୱାରା କାହାର ଭଲ ହୋଇଥାଏ ତେବେ ସେମାନେ ନିଜର ସାତିର୍ ଦିମାଗ ବ୍ୟବହାର ନିଶ୍ଚିତ କରନ୍ତି , ଏହି କାରଣରୁ ଏମାନଙ୍କ ବହୁତ ସାରା ବନ୍ଧୁ ହୋଇଥାନ୍ତି , ଯାହା ତାଙ୍କର ଚାଲାକି ରୁ କାମ ଫଟାଫଟ କରିନିଅନ୍ତି , ଏହି ନାଁର ଝିଅ ବହୁତ କ୍ରିଏଟିଭ୍ ନେଚର୍ ର ହୋଇଥାନ୍ତି , ତାଙ୍କର ଚାଲାକି ସାଧାରଣତଃ କିଛି ଏପରି ହୋଇଥାଏ , ଏଥିରେ କାହାକୁ ବି ଅଧିକା କ୍ଷତି ହୋଇନଥାଏ । ଓ ଲୋକଙ୍କ କାମ ବି ହୋଇଥାଏ ।

M ନାମକ ଝିଅ : ଏହି ନାଁର ଝିଅଙ୍କ ସହ କେବେ ବି ଶତ୍ରୁତା ନେବା ଉଚିତ୍ ନୁହେଁ , ଏମାନଙ୍କ ବଦଲା ବହୁତ ଖତରନାକ୍ ହୋଇଥାଏ , ଏମାନଙ୍କ ତେଜ୍ ଓ ଶାତିର୍ ଦିମାଗ ଦ୍ୱାରା ଏମାନେ ଶତ୍ରୁଙ୍କୁ ସବକ୍ ଶିଖାଇବାପାଇଁ ଏମିତି ଚାଲ୍ ଭାବିଥାନ୍ତି ଯାହା ଶତ୍ରୁମାନଙ୍କୁ ସଂମ୍ଭାଳିବାରେ ମଉକା ମିଳିପାରେ ନାହିଁ । ତେବେ ଏହି ନାଁର ଝିଅଙ୍କୁ ନିଜ ଶତ୍ରୁଙ୍କ ଉପରେ ଆକ୍ରମଣ କରିବାରେ ବହୁତ ଶୋଚନୀୟ ଅବସ୍ଥା ହୋଇଯାଏ ।

U ନାମକ ଝିଅ ; ଏହି ନାଁର ଝିଅ ଦିମାଗ କମ୍ପ୍ୟୁଟର୍ ପରି ତେଜ୍ ହୋଇଥାଏ , ଓ କେଉଁ ବିଲୁଆ ଭଳି ଚତୁର ଓ ଚାଲାକ୍ ହୋଇଥାନ୍ତି , ଯେବେ ଏମାନଙ୍କ ଲାଇଫ୍ ରେ କିଛି ଦରକାର ହୋଇଥାଏ , ତେବେ ସେମାନେ ଭଲ ଭାବେ ପ୍ଲାନିଙ୍ଗ୍ କରନ୍ତି , ଏହାପରେ ସେହି ଜିନିଷକୁ ହାସିଲ୍ କରିବାକୁ ବଡ ଚତୁରତା ସହ ନିଜ କାର୍ଯ୍ୟକୁ ସଂମ୍ପାଦନ କରନ୍ତି , ଏହି ନାଁର ଝିଅ କେବେ କାହାର ନିଜରହୋଇନଥାନ୍ତି , ସେମାନେ ନିଜ ଫାଈଦା ପାଇଁ କାହାକୁ ବି ନିଜ ଜୀବନରୁ କିକ୍ କରିପାରନ୍ତି ।

Leave a Reply

Your email address will not be published. Required fields are marked *