November 20, 2024

Odia Express

Here, There and Everywhere

ଯେଉଁ ପୁରୁଷଙ୍କ ହାତରେ ଏମିତି ରେଖା ହୋଇଥାଏ , ତାଙ୍କୁ ବାପା ହେବାରେ ବହୁତ ଅସୁବିଧା ଆସିଥାଏ…

ହାତରେ  ରେଖା କେଉଁ ବ୍ୟକ୍ତିର ଭବିଷ୍ୟ ଓ ନେଚର୍ କହିବାରେ କଳା କୁ ହସ୍ତ ରେଖା କିମ୍ବା ହସ୍ତ ଶାସ୍ତ୍ର କୁହାଯାଏ , ହସ୍ତରେଖା ଜ୍ୟୋତିଷ୍ୟ ରେ ହୃଦୟ ରେଖା ସବୁଠାରୁ ଅଧିକା ମହତ୍ତ୍ୱ ହୋଇଥାଏ , ଏହି ରେଖା କେଉଁ ବ୍ୟକ୍ତିର ସଫଳତା, ଅସଫଳତା, ପ୍ରେମ ସଂବନ୍ଧ ଓ ଏଠାରେ ତାଙ୍କର ବୈବାହିକ ଜୀବନ ବିଷୟରେ ଅଧିକା କିଛି କହିଥାଏ , ଏହି ହୃଦୟ ରେଖା ହାତର ଶୀର୍ଷ ଉପରେ ମସ୍ତିକ ରେଖା ଓ ଜୀବନ ରେଖା ଉପରେ ହୋଇଥେ , ସାଧାରଣତଃ ରେଖା କେଉଁ ବ୍ୟକ୍ତିର ତର୍ଜନୀ କିମ୍ବା ମଧ୍ୟମା ଆଙ୍ଗୁଠିରୁ ଆରମ୍ଭ ହୋଇଥାଏ , ଓ କନିଷ୍ଠ ଆଙ୍ଗୁଠି ରେ ସମାପ୍ତ ହୋଇଥାଏ ।

୧) ଯେଉଁ ପୁରୁଷଙ୍କ ହୃଦୟ ରେଖା କିମ୍ବା ଅନ୍ତିମ ସିରା (ବୁଧ ପର୍ବତ ତଳେ୦ ଶୃଙ୍ଖଳାକାର ହୋଇନଥାଏ ଏମିତି ଲୋକଙ୍କର ସନ୍ତାନ ପ୍ରାପ୍ତିରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

୨) ଯେଉଁ ଲୋକଙ୍କର ହାତ ଗଭୀର ଓ ସ୍ପଷ୍ଟ ହୃଦୟ ରେଖା ହୋଇଥାଏ , ଓ ସେ ରେଖା ଯଦି ହାତର ତର୍ଜନୀ କିମ୍ବା ମଧ୍ୟମା ଆଙ୍ଗୁଠିରେ ସମାପ୍ତ ହୋଇଥାଏ , ଏମିତି ଲୋକଙ୍କର ଜୀବନରେ ବହୁତ ସଫଳତା ହାସିଲ୍ କରନ୍ତି , ଓ ଏହି ଲୋକଙ୍କୁ ପ୍ରେମ ସଂବନ୍ଧରେ ବହୁତ ସଫଳତା ମିଲିଥାଏ ,

୩) ଯେଉଁ ଲୋକଙ୍କର ହୃଦୟ ରେଖା ତର୍ଜନୀ କିମ୍ବା ମଧ୍ୟମା ଆଙ୍ଗୁଠି ର ମୁଳ(ବେସ୍) ଆଡକୁ ଢଳିରୁହେ , ତେବେ ସେ ପ୍ରେମର ମାମଲାରେ କେବେ ଭରସା କରିବା ଉଚିତ୍ ନୁହେଁ ଏମିତି ସ୍ତ୍ରି କିମ୍ବା ପୁରୁଷ ଅଧିକା କାମୁକ ହୋଇଥାନ୍ତି , ଓ ନିଜ ପାର୍ଟନରଙ୍କୁ ଧୋକା ଦେବାରେ ଆଗୁଆ ରୁହନ୍ତି ।

୪) ଯେଉଁ ଲୋକଙ୍କର ହୃଦୟ ରେଖା ଗଭୀର ଲାଲ ରଙ୍ଗର ହୋଇଥାଏ ସେମାନେ ବହୁତ ଜଲଦି ରାଗିଯାଆନ୍ତି , ଏମିତି ବ୍ୟକ୍ତି ଅଧିକା ଆକ୍ରମକ ସ୍ୱଭାବର ହୋଇଥାନ୍ତି ,

୫) ଯେଉଁ ଲୋକଙ୍କର  ହୃଦୟ ରେଖା ହାଲକା ରଙ୍ଗର ପତଳା ହୋଇଥାଏ , ସେମାନେ ସ୍ୱଭାବରୁ ଶାନ୍ତ ମିଜାଜର ହୋଇଥାନ୍ତି , ଏମିତି ଲୋକଙ୍କୁ ରାଗ୍ ବହୁତ କମ୍ ଆସିଥାଏ ।

୬) ଯେଉଁ ଲୋକଙ୍କର ହୃଦୟ ରେଖା କଟାଫଟା ହୋଇଥାଏ , ସେ ବ୍ୟକ୍ତି ପାପି ଓ ଦୁରାଚାରୀ ହୋଇଥାନ୍ତି , ଏମିତି ବ୍ୟକ୍ତି ଭିତରେ ଦୟାଭାବ ନଥାଏ,  ଓ ଏମାନେ କେଉଁ ପ୍ରକାରର ଅପରାଧ କରିବାରେ ପଛଘୁଞ୍ଚାଦିଅନ୍ତି ନାହିଁ , ଏମିତି ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବା ଉଚିତ୍ ।

୭) ମସ୍ତିଷ୍କ ରେଖା ପାଖରେ ଆରମ୍ଭ ହେଉଥିବା ହୃଦୟ ରେଖା ଜାତକ ପ୍ରେମ ମାମଲାରେ ଅସଫଳ ହୋଇଥାନ୍ତି ।

୮) ଅଧିକା ଲମ୍ବା ହୃଦୟ ରେଖା ବାଲା ଭାବନାତ୍ମକ ରୁପରେ ରୁକ୍ଷ ହୋଇଥାନ୍ତି,  ସେମିତି ଛୋଟ ହୃଦୟ ରେଖାବାଲା ବ୍ୟକ୍ତି ଅଧିକାଭାବୁକ ହୋଇଥାନ୍ତି ।

୯) ଯେଉଁ ବ୍ୟକ୍ତିଙ୍କ ହାତର ଦୁହେଁ ହୃଦୟ ରେଖା ପରସ୍ପର ଯୋଡିହେଲେ ଯଦି ଅଧା ଚନ୍ଦ୍ରମା ସଠିକ୍ କାର ହୋଇଥାଏ । ତେବେ ଏମିତି ଲୋକଙ୍କର ଜୀବନସାଥୀ ସୁନ୍ଦର ହୋଇଥାନ୍ତି ।

୧୦) ଦୁଇ ମୁଖି ହୃଦୟ ରେଖା ଲୋକ ପ୍ରେମ ପ୍ରତି ଇମାନଦାର୍ ରହିଥାନ୍ତି ।

Leave a Reply

Your email address will not be published. Required fields are marked *