November 17, 2024

Odia Express

Here, There and Everywhere

ଏହି କାରଣରୁ ଛୋଟ ହାଇଟ୍ ବାଲି ଝିଅମାନଙ୍କୁ ପସନ୍ଦ କରନ୍ତି ପୁଅ – ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ…

ଯେବେ କେଉଁ ପୁଅର ବିବାହ କରେ କିମ୍ବା ଗାର୍ଲଫ୍ରେଣ୍ତ ବନାଇଥାଏ ତେବେ ଝିଅର ନେଚର୍ ସହ ତାର ଉଚ୍ଚତା, ଗଢଣ, ଓ ରଙ୍ଗ ଆଦି ଦେଖିଥାଏ , ବହୁତ ଝିଅମାନଙ୍କର ମା ବାପା ନିଜ ଝିଅର ଛୋଟ ହାଇଟ୍ କାରଣରୁ ଚିନ୍ତିତ ରୁହନ୍ତି , ତାଙ୍କୁ ଲାଗିଥାଏ କି ତାଙ୍କ ଝିଅର ଛୋଟ ଉଚ୍ଚତା କାରଣରୁ ବିବାହ କରିବାରେ ଅସୁବିଧା ଆସିଥାଏ , କିନ୍ତୁ ଆପଣଙ୍କୁ ବିଲକୁଲ୍ ଟେନସନ୍ ନେବାର ନାହିଁ ଏବେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କି ପୁରୁଷଙ୍କ ଲମ୍ବା ହାଇଟ୍ କାରଣରୁ ଛୋଟ୍ ହାଇଟ୍ ମହିଳାମାନଙ୍କ ବିଷୟରେ ଜାଣିବାକୁ ଅଧିକା ଇଚ୍ଛା ପ୍ରକାଶ କରନ୍ତି । ଏମିତି କୁହାଯାଏ କି ଛୋଟ ହାଇଟ୍ ଝିଅମାନେ ଭବିଷ୍ୟରେ ନିଜ ସ୍ୱାମୀ କିମ୍ବା ବୟଫ୍ରେଣ୍ତ ସହ ଏକ ଖୁସିମୟ ଜୀବନ ବିତାଈଥାନ୍ତି , ଆଜି ଆମେ ଆପଣଙ୍କୁ ଛୋଟ ହାଇଟ୍ ଝିଅଙ୍କର କିଛି ଖାସ୍ ଗୁଣ ବିଷୟରେ କହିବୁ , ଯାହାପରେ ଆପଣ ଛୋଟ ହାଇଟ୍ ଝିଅଙ୍କୁ ବିବାହ କରିବାକୁ ମନ ବଳାଇବେ  ।

୧) ନିଜକୁ ଶକ୍ତିଶାଳୀ ମନେ କରିବା : ଛୋଟ ହାଇଟ୍ ଝିଅ ଙ୍କୁ ରିଲେସନ ବନାଇବା ପୁରୁଷ ନିଜକୁ ଶକ୍ତିଶାଳି ଅନୁଭବ କରନ୍ତି , ତାଙ୍କୁ ଲାଗିଥାଏ କି ଛୋଟ ହାଇଟ୍ ହେବା କାରଣରୁ ସେ ଝିଅକୁ ଭଲରେ ସୁରକ୍ଷିତ କରିପାରିବ , ଓ ସମୟ ଆସିଲେ ନିଜ କଥାକୁ ସହଜରେ କହିପାରିବ ଓ ବୁଝାଇପାରିବ ।

୨) କ୍ୟୁଟ୍ ଅଧିକା ଆକର୍ଷିତ ହୋଇଥାନ୍ତି : – ବହୁତଥର ଛୋଟ ହାଇଟ୍ ଝିଅ ଦେଖିବାକୁ ବହୁତ କ୍ୟୁଟ୍ ଓ ସ୍ୱିଟ୍ ହୋଇଥାନ୍ତି , ଏହି ଝିଅମାନଙ୍କୁ ସବୁବେଳେ ଗୋଟେ ଗୁଣ ବହୁତ ଭଲ ଲାଗେ , ପୁରୁଷଙ୍କୁ ବହୁତଥର ଛୋଟ୍ ହାଇଟ୍ ଝିଅ ବହୁତ ପସନ୍ଦ ଲାଗେ ।

୩) ଅହଂକାର କରନ୍ତି ନାହିଁ : ବହୁତଥର ଦେଖିଥିବେ କି ଯେଉଁ ଝିଅମାନଙ୍କର ହାଇଟ୍ ଯେତେ ଅଧିକା ହୋଇଥାଏ ସେମାନେ ସେତେ ଇଗୋ କିମ୍ବା ଅହଂକାର କରିଥାନ୍ତି , ଏମିତିରେ ମହିଳା ସବୁବେଳେ ନିଜ ମନ କଥା ଶୁଣନ୍ତି , ଓ ପୁରୁଷଙ୍କୁ ତଳେ ଦବାଇ ରଖନ୍ତି , ସେମିତି କମ୍ ଉଚ୍ଚତା ଥିବା ଝିଅଙ୍କ ନେଚର୍ ବହୁତ ସ୍ୱିଟ୍ ହୋଇଥାଏ , ଓ ସେମାନେ କେବେ ଅହଂକାର କରନ୍ତି ନାହିଁ ଓ ସମସ୍ତଙ୍କ ସହ ପ୍ରେମପୁର୍ବକ କଥାବାର୍ତ୍ତା ହୁଅନ୍ତି ।

୪) ରୋମାଣ୍ଟିକ୍ ନେଚର୍ : ଗବେଷଣାରୁ ଜଣାଯାଏ କି ଛୋଟ ହାଇଟ୍ ଝିଅମାନେ ବଡ ହାଇଟ୍ ମହିଳାଙ୍କ ମୁକାବଲାରେ ଅଧିକା ରୋମାଣ୍ଟୀକ୍ ହୋଇଥାନ୍ତି , କମ୍ ହାଇଟ୍ ମହିଳା ନିଜ ସ୍ୱାମୀଙ୍କୁ ନେଇକରି ସ୍ପେଶାଲ୍ ଦାୟିତ୍ୱ ରଖନ୍ତି , ଓ ତାଙ୍କର ମାନ ସମ୍ମାନ ରଖନ୍ତି , ଏହି ମହିଳାଙ୍କ ଓଜନ ହାଲକା ହୋଇଥାଏ ଯାହାର କାରଣରୁ ଶାରରୀକ ସଂବନ୍ଧ ବନାଇବାରେ ପୁରୁଷ ଓମହିଳା ଦୁହେଁ ବହୁତ ଅନଜୟ କରନ୍ତି ।

୫) ଆଟେନସନ୍ ମିଳିବା : ଯେବେ ପୁରୁଷ କମ୍ ହାଇଟ୍ ଝିଅ ଙ୍କ ସହ ବୁଲିଥାଏ , ତେବେ ଲୋଗଙ୍କର ନଜରରେ ଆସିଥାଏ , ବହୁତ ପୁରୁଷଙ୍କୁ ଏହା ବହୁତ ପସନ୍ଦ ଲାଗେ ,ଯାହାର କାରଣରୁ ସେମାନେ କମ୍ ହାଇଟ୍ ଝିଅଙ୍କ ସହ ବୁଲିବା ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *