ମଜାଦାର ଜୋକ୍ସ: ଶିକ୍ଷକ ପିଲାଙ୍କୁ ପଚାରିଲେ | ଶିକ୍ଷକ – ଯଦି ତୁମ ସାଙ୍ଗ ଓ ସ୍ତ୍ରୀ ଏକାବେଳେ ବୁଡ଼ିଯିବେ ତେବେ ତମେ କାହାକୁ ବଂଚେଇବ ,ଛାତ୍ର ଦେଲେ ଏଭଳି ଜବାବ ଯେ ଶୁଣିଲେ ହସି ହସି ଗଡିବେ ଆପଣ…
1 min readଖୁଶିର ସିଧା ସମ୍ବନ୍ଧ ଆପଣଙ୍କ ଚେହେରା ଉପରେ ଦେଖାଯାଉଥିବା ହସ ସହିତ ହୋଇଥାଏ । ଯେବେ ଆପଣଙ୍କ ଚେହେରା ଉପରେ ସବୁ ସମୟରେ ହସରହିଥାଏ ତ ସମସ୍ତେ ଜାଣନ୍ତି ଯେ ଆପଣ ଲାଇଫରେ ବହୁତ ଖୁସି ଅଛନ୍ତି । ଖୁସି ର ସବୁଠାରୁ ଖାସ କଥା ଏହା ଯେ ଏହାର ଅନୁଭବ କୌଣସି ବି ବ୍ୟକ୍ତି କରିପାରିଥାଏ । ଆପଣଙ୍କ ପଇସା କିମ୍ବା ଟାଲେଣ୍ଟ ଉପାଏ ନିର୍ଭର କରେ ନାହିଁ । ଏହା କେବଳ ଆପଣଙ୍କ ମାନସିକ ଅବସ୍ଥା ହୋଇଥାଏ । ଜୀବନରେ ଅନେକ ପ୍ରକାର ପରିସ୍ଥିତି ଆସିଥାଏ । ଏମିତିରେ ସବୁ ଅବସ୍ଥାରେ ସବୁ ଲୋକ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଥାନ୍ତି ।
କିଏ ବିପଦ ଆସିବାମାତ୍ରେ ଶୀଘ୍ର ହାର ମାନି ଉଦାସ ହୋଇଯାଏ ତ ଅନ୍ୟ କିଏ ଏହାବ ଭାବି ଖୁସି ହୋଇଯାଏ ଯେ ବୋଧହୁଏ ଏହି ବିପଦ ଆସିବାରୁ ତାର ଜୀବନରେ କିଛି ଭଲ ହେବ କିମ୍ବା ତାକୁ ଜୀବନରେ କିଛି ଭଲ ଶିଖିବାକୁ ମିଳିବ। ଏହି ଆଶା ସହିତ ସେ ଖୁସି ହୋଇ ସେହି ବିପଦର ଉତ୍ତର ଖୋଜିବାରେ ଲାଗିଥାଏ । ଆପଣଙ୍କ ଭିତରେ ଏହି ସକାରାତ୍ମକ ଶକ୍ତିକୁ ବନେଇ ରଖିବା ନିମନ୍ତେ ଆପଣଙ୍କୁ ସବୁବେଳେ ଏକ ସମର୍ଥନ ଆବଶ୍ୟକ ହୋଇଥାଏ ଯିଏ ଆପଣଙ୍କ ଖୁସିକୁ ବଢେଇ ପାରିବ ଓ ଆପଣଙ୍କ ମିଜାଜ ସତେଜ ରଖିବା । ତାହେଲେ ଆପଣ ଏହି ବିପଦର ସମ୍ମୁଖୀନ ହସିହସି କରିପାରିନେ। ଏଭଳି ସ୍ଥିତିରେ ହାସକଥା ସବୁଠାରୁ ବାଧ୍ୟ ଜିନିଷ ପ୍ରମାଣିତ ହୋଇପାରିବ ।
ଏହି ଜୋକସ ପାଇଁ ଆପଣଙ୍କୁ କାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆପଣ ଏକା ଏକା ସେବାଉ ସର୍ଚ୍ଚ କରି ହସି ପାରିବେ ଓ ନିଜର ମୁଡ ସତେଜ କରି ପାରିବେ । ଏହି କଥାକୁ ଧ୍ୟାନରେ ରଖି ଆଜି ମଧ୍ୟ ଆମେ ଆପଣଙ୍କ ନିମନ୍ତେ କିଛି ଖାସ ନିର୍ବାଚିତ ଜୋକସ ନେଇ ଆସିଛୁ। ଆମର ଦାବି ଏହା ଯେ ଏହି ଜୋକ୍ସକୁ ପଢିବା ପରେ ଆପଣଙ୍କ ମୁହଁରେ ହସ ନିଶ୍ଚିତ ଆସିବ ।
1 – ସ୍ଵାମୀ- ଯଦି ମୁଁ ମରିଯାଏ, ତ ତୁମେ ଦ୍ଵିତୀୟ ବିବାହ କରିନେବ | ସ୍ତ୍ରୀ- ନାଁ, ମୁଁ ନିଜର ଭଉଣୀ ସହିତ ସାରା ଜୀବନ ବିତେଇଦେବି, ସ୍ତ୍ରୀ- ଆଉ ଯଦି ମୁଁ ମରିଯାଏ ତ କଣ ତୁମେ ଦ୍ଵିତୀୟ ବିବାହ କରିବ? ସ୍ଵାମୀ- ନାଁ, ମୁଁ ମଧ୍ୟ ତୁମ ଭଉଣୀ ସହିତ ସାରା ଜୀବନ ରହିବି,
2 – ପପ୍ପୁ ନିଜର ମାଆ ବାପାଙ୍କ ସହିତ ହୋଟେଲ କୁ ଖାଇବାକୁ ଗଲା, ସେଠାରେ ଜଣେ ଲୋକ ସିଗାରେଟ ପିଉଥିଲା | ପପ୍ପୁ- ଭାଇ ସାହେବ ସିଗାରେଟ ବାହାରକୁ ଯାଇ ପିଆନ୍ତୁ | ଆମର ଅଭିଭାବକ ଆମ ସହିତ ଅଛନ୍ତି | ଲୋକ- କଣ ହେଲା ସେଇଠୁ? ପପ୍ପୁ- ତ ଶଳା, ମୋର ବି ମନ ହେଉଛି ପିଇବାକୁ ।
3 – ଗୋଟିଏ ଝିଅ ନିଜ ବୟଫ୍ରେଣ୍ଡକୁ ଫୋନ କଲା ତ ତାହାର 10ବର୍ଷର ଭଣଜା ଉଠେଇଲ। ଝିଅ- “ତୁମ ମାମୁଙ୍କୁ ଫୋନ ଦିଅ… ”
ପୁଅ- “ସେ ତ ବାଥରୁମରେ ଅଛନ୍ତି…. ଆପଣଙ୍କ ନାମ?” ଝିଅ(ଫୁଲେଈ ହେଇ)-“ତାଙ୍କୁ କହିବ ଯେ ତାଙ୍କ ହୃଦୟରରାଣୀ ଫୋନ କରିଛନ୍ତି…” ଏହାପରେ ପିଲାଟି ଯାହା କହିଲା ତାହା ଶୁଣିକି ଝିଅର ହୋଶ ଉଡିଗଲା…. ପିଲାଟି ସରଳ ଭାବରେ କହିଲା-“କିନ୍ତୁ ଆଣ୍ଟି… ମୋବାଇଲରେ ଡାଆଣୀ ଲେଖା ହୋଇଛି…!!!”
4 – ଶିକ୍ଷକ ପିଲାଙ୍କୁ ପଚାରିଲେ | ଶିକ୍ଷକ – ଯଦି ତୁମ ସାଙ୍ଗ ଓ ସ୍ତ୍ରୀ ଏକାବେଳେ ବୁଡ଼ିଯିବେ ତେବେ ତମେ କାହାକୁ ବଂଚେଇବ | ଛାତ୍ର – ଦୁଇଜଣ ଜାଙ୍କ ବୁଡିକି ମରିଯାନ୍ତୁ ମୋର ଆଗ ଜାଣିବାର ଅଛି ମୋ ସାଙ୍ଗ ସହ ମୋ ସ୍ତ୍ରୀ କଣ କରୁଥିଲା
6 – ପ୍ରେମିକ ପ୍ରେମିକୁ- ମୁଁ ଯେବେ ବି ଫୋନ କରୁଛି… ତୁମେ ଏହି ଉତ୍ତର ଦେଉଛ ଯେ ମୁଁ ସେଭିଙ୍ଗ ହେଉଛି? ତୁମେ କେତେ ଥର ସେଭ କରୁଛ | ପ୍ରେମୀ: ଏହି ତିରିଶ ଚାଳିଶ ଥର । ପ୍ରେମିକା: ତୁମେ ପାଗଳ ତ ନୁହେଁ? ପ୍ରେମୀ: ନା ଡାର୍ଲିଂ, ମୁଁ ତୁମକୁ ଆଗରୁ କହିପାରିନାହିଁ , ମୁଁ ଗୋଟେ ସେଲୁନରେ ବାରିକ କାମ କରୁଛି ।
7 – ଗୋଟିଏ ଯୁବତୀ ଡାକ୍ତରଙ୍କ ପାଖକୁ ଗଲା ଓ କହିଲା, ଡାକ୍ତର ସାହେବ ଆଜିକାଲି ମୁଁ ବହୁତ ଅଧିକ ମଦ ପିଉଛି ଓ କେବଳ ଏତିକି ନୁହେଁ | ପିଇବା ପରେ ଯିଏ ବି ମୋ ସାମନାକୁ ଆସୁଛି ମୁଁ ତା ସହିତ | ପ୍ରେମ କରିବାକୁ ଇଚ୍ଛା ହଉଛି କୌଣସି ଚିକିତ୍ସା କୁହନ୍ତୁ | ଡାକ୍ତର କହିଲେ, ଏହା ତ ବହୁତ ଅଦ୍ଭୁତ କଥା ମିସ, | କିନ୍ତୁ ଚାଲନ୍ତୁ ପ୍ରଥମେ ଏକ ଏକ ପେଗ ଲଗେଇବା ତାପରେ ଭାବିବା ଯେ କଣ କରିବାକୁ ହେବ
ଏହା ତ ଥିଲା ଆଜିର କିଛି ମଜାଦାର ଜୋକ୍ସ ଆମେ ଆଶା କରୁଛୁ ଯେ ଏହି ଜୋକ୍ସ ଆପଣଙ୍କୁ ହସେଇବାରେ ନିଶ୍ଚିତ ସଫଳ ହୋଇଥିବେ ଓ ଯଦି ଆପଣଙ୍କୁ ଏହି ଜୋକ୍ସ ପସନ୍ଦ ଆସିଥିବ ତେବେ ଏମାନଙ୍କୁ ନିଜ ବନ୍ଧୁଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ ।