November 21, 2024

Odia Express

Here, There and Everywhere

ଦକ୍ଷିଣ ଆଫ୍ରିକା ବିପକ୍ଷର ଏକଦିବସୀୟ ସିରିଜ୍ ର ଭାରତୀୟ ଟିମ୍ ଘୋଷଣା , ଏହି ବଡ ଖେଳାଳି ଙ୍କୁ ପୁଣି ଟିମ୍ ରେ ସାମିଲ କଲେ, ଏହି ଖେଳାଳୀଙ୍କୁ ମିଳିଲା ଅଧିନାୟକତ୍ୱ…

ନ୍ୟୁଜିଲାଣ୍ତ ଗ୍ରସ୍ତରେ ମିଳିଥିବା ହାର୍ ପରେ ଏବେ ଭାରତୀୟ ଟିମ୍ ନିଜ ଘରୋଇ ମଇଦାନରେ ଦକ୍ଷିଣ ଆଫ୍ରିକା ଟୀମ୍ ବିପକ୍ଷରେ ୩ ଟି ଏକଦିବସୀୟ ମ୍ୟାଚ ସିରିଜ୍ ଖେଳିବାର ଅଛି ଯାହାକି ଭାରତୀୟ ଟିମ୍ ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ ହେବାକୁ ଅଛି , ଭାରତୀୟ ଟିମ୍ ଘୋଷଣା ଏକ ଘରୋଇ ସିରିଜ୍ ପାଈଁ ହୋଇସାରିଛି , ଟିମ୍ ଏହି ଦିଗଜ୍ ଖେଳାଳୀ ଲମ୍ବା ସମୟ ପରେ ଫେରୁଛନ୍ତି । ନ୍ୟୁଜିଲାଣ୍ତ ବିପକ୍ଷରେ ଏକଦିବସୀୟ ସିରିଜ୍ ରେ ଭାରତୀୟ ଟିମ୍ କୁ ବହୁତ ଶୋଚନୀୟ ଭାବେ ହାରର ସାମ୍ନା କରିବାକୁ ପଡିଲା , ଯାହାର କାରଣରୁ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ସିରିଜ୍ ବହୁତ ଅଧିକା ରୋମାଞ୍ଚକର ହୋଇଯାଇଛି,  ଯେଉଁଠି ଭାରତୀୟ ଟିମ୍ ଜିତ୍ ଦର୍ଜ କରାଇବାକୁ ହେବ , ଏବେ ଏହି ସିରିଜ୍ ରେ ଭାରତୀୟ ଟିମ୍ ର ପ୍ରମୁଖ ଖେଳାଳୀଙ୍କୁ ଆଊଥରେ ଡକା ହୋଇଛି ।

ଯେଉଁଥିରେ ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତିଆ ଓ ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧବନଙ୍କ ନାଁ ସାମିଲ୍ ଅଛି , ତାଙ୍କ ଛଡା ପେସ୍ ବୋଲର୍ ଭୁବନେଶ୍ୱର କୁମାର ବି ଏବେ ଭାରତୀୟ ଟିମ୍ ରେ ସାମିଲ୍ ହୋଇଛନ୍ତି , ଯାହାର କାରଣରୁ ଏବେ ଭାରତୀୟ ଟିମ୍ ମଜବୁତ୍ ସ୍ଥିତିରେ ନଜର ଆସୁଛି , ରୋହିତ୍ ଶର୍ମାଙ୍କ ପୁଣି ଟିମ୍ ରେ ଫେରିବାର ଦେଖାଯାଇନାହିଁ , କେଦାର ଯାଦବଙ୍କ ଜାଗାରେ ଏବେ ଶୁଭମନ ଗିଲଙ୍କୁ ମଉକା ମିଳିଛି ।ଏହି ସିରିଜ୍ ର ପ୍ରଥମ ମ୍ୟାଚ ୧୨ ମାର୍ଚ୍ଚକୁ ଧର୍ମଶାଳାରେ ଖେଳାଯିବ , ଯେବେ କି ମ୍ୟାଚର ସମୟ ଦ୍ୱିପହର ୧,୩୦ ବାଜି ସମୟରେ ହେବ , ଦ୍ୱିତୀୟ ମ୍ୟାଚ୍ ୧୫ ମାର୍ଚ୍ଚ ଲକ୍ଷ୍ନୌରେ ଖେଳାଯିବ ,

ଯେବେ କି ସିରିଜ୍ ର ତୃତୀୟ  ଓ ଶେଷ ମ୍ୟାଚ୍ ୧୮ ମାର୍ଚ୍ଚ କୁ କୋଲକାତାରେ ଖେଳାଯୀବ , ଏହି ଗ୍ରସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ନିଜ ପ୍ରମୁଖ ଟିମ୍ ସହ ଆସୁଛି , ତାଙ୍କର ପେସ୍ ବୋଲର୍ କଗିସୋ ରାବାଡା ଆଘାତପ୍ରାପ୍ତ କାର୍ରଣରୁ ଏହି ଗ୍ରସ୍ତରେ ନଜର ଆସିବେ ନାହିଁ , ଯାହାର କାରଣରୁ ଭାରତୀୟ ଟିମ୍ କୁ ଏବେ ଟିକିଏ ଆଶ୍ୱସ୍ତି ମିଳିପାରେ , କିନ୍ତୁ ତା ସତ୍ତ୍ୱେ ବି ଟିମ୍ କୁ ହାଲକାରେ ନେବାର ନାହିଁ , ଆଇପିଏଲ୍ ପୁର୍ବରୁ ଭାରତୀୟ ଟିମ୍ ଏହା ଶେଷ ସିରିଜ୍ ହେବାର ଅଛି , ଯାହାର କାରଣରୁ ଖେଳାଳୀ ନିଜକୁ ପ୍ରମାଣ କରିବାର ପୁରା ପ୍ରୟାସ କରିବେ , ଏବେ ଅଧିନାୟକ ବିରାଟ କୋହଲିଙ୍କୁ ରୋହିତ୍ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍ କୁ ବହୁତ ସଂମ୍ଭାଳିକରି ଖେଳିବାକୁ ହେବ ।

ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଘୋଷିତ ହୋଇଥିବା ଭାରତୀୟ ଟିମ୍ : ପୃଥିବୀ ଶୋ , ଶିଖର ଧବନ ,  କେ ଏଲ୍ ରାହୁଲ୍ (ୱିକେଟ୍ କିପର୍) ବିରାଟ କୋହଲି (ଅଧିନାୟକ) ଶ୍ରେୟସ୍ ଆୟର୍ , ମନୀଷ ପାଣ୍ତେ, ହାର୍ଦ୍ଧିକ୍ ପାଣ୍ତିଆ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚେହେଲ୍, ଜଶପ୍ରୀତ ବୁମରାହ୍ , ଭୁବନେଶ୍ୱର କୁମାର, ନବଦୀପ ସୈନୀ, ଶାର୍ଦ୍ଧୁଲ୍ ଠାକୁର୍, ରିଷଭ ପନ୍ଥ, ଶୁଭମନ ଗିଲ୍ ।

 

Leave a Reply

Your email address will not be published. Required fields are marked *