୧ ଟଙ୍କାର ଏହି ନୋଟ୍ ଥିଲେ ଆପଣ ହୋଇପାରିବେ ଆପଣ ଧନୀ , ଏଠାରେ ମିଳୁଛି ଏହାର ଅଧିକା ଦାମ୍…

ଆପଣଙ୍କ ସବୁ ପୂର୍ବଜ ଏହା କହିଥାନ୍ତି ଯେପରି ଆମେ ଜାଣିଛେ କି ଏକ ଟଙ୍କାର ନୋଟ୍ ଦାମ୍ କଣ ହୋଇଥାଏ , ଆଜି କାଲି କିଏ ପଚାରୁଛି ଏକ ଟଙ୍କିଆ ନୋଟ୍ , ବହୁ ବର୍ଷ ପୁର୍ବରୁ ଏହାର ଚଳଣୀ ହେଉଥିଲା, ଏକ ଟଙ୍କିଆ ନୋଟ୍ ଆଜି ଲକ୍ଷାଧିକ ଟଙ୍କା ହୋଇସାରିଛି, ଯଦି ଆପଣଙ୍କୁ ଜଣାନାହିଁ ତେବେ ଏତେ ଏତିକି କହିପାରିବୁ କି ଏହାକୁ ବିକ୍ରି କିପରି କରିବେ , ଆଜି ଆପଣଙ୍କୁ କହିଦେବୁ । ଯଦି ଆପଣଙ୍କ ପାଖରେ ଏକ ଟଙ୍କିଆ ନୋଟ୍ ଅଚି ତେବେ ତା ବଦଳରେ ଲକ୍ଷାଧିକ ଟଙ୍କା କିଣିପାରିବେ । ଯଦି ଆମେ କଥା ହେବା ପୁରୁଣା ନୋଟ୍ ବିଷୟରେ ତେବେ ଏହା ବହୁତ ଅଧିକା ଦାମ୍ ରେ ବିକ୍ରି ହେଉଥିବାର ଦେଖିଥିବେ , ଯେପରି ପୁରୁଣା ପେଣ୍ଟିଙ୍ଗ୍ , ଏଣ୍ଟିକ୍ ଆଇଟମ୍ ଓ ପୁରୁଣା ନୋଟ୍ କିମ୍ବା ପଇସା ଆଦି ସଞ୍ଚିକରି ରଖିବା କେଉଁ କଳାରୁ କମ୍ ନୁହେଁ , ସମୟ ସମୟରେ ଏଣ୍ଟିକ୍ ଆଇଟମ୍ ବିଦେଶରେ ଭଲ ଦାମ୍ ଡକାହୋଇଥାଏ ,
ଯେପରି ସବୁ ଜିନିଷ କେଉଁ ଅଜଣା କୋଡି ଭାଓରେ କିଣାଯାଇପାରିବ ନାହୀଁ , ସେହି ଜିନିଷର ଭାଓ କୋଟିଏ ଉପରେ ହୋଇଥାଏ , ଏମିତିରେ ଏକ ନିଲାମୀ ସମୟରେ ଇଣ୍ତିଆରେ ହେଉଥିବା ପୁରୁଣା ଜିନିଷକୁ ଏଣ୍ଟିକ୍ କହନ୍ତି , ଓ ଏହି ନିଲାମୀର ଆୟୋଜନ ଫେୟାର୍ ଅଲ୍ ଈଣ୍ତିଆ ଆର୍ଟ ଆଣ୍ତ କ୍ରାଫ୍ଟ ସୋସାଇଟି ଦ୍ୱାରା କରାଯାଉଛି , ଏହାର ଆୟୋଜନ ସ୍ଥଳ ଦିଲୀରେ ହେଉଛି ।
କିନ୍ତୁ ୧୯୬୪ ର ଦେଖାଯାଉଥିବା ଏକ ଜସିକ୍ ନୋଟ୍ ର ଦାମ୍ ଲକ୍ଷାଧିକ ନୁହେଁ କୋଟିଏ ରେ ହେବ , ଆଜି ତାହାର ଦାମ୍ ଲକ୍ଷାଧିକ ଟଙ୍କା ଅଟେ , ଖବର ମୁତାବିକ କୁହାଯାଉଛି କି ଏହି ଏକ ଟଙ୍କିଆର ଦାମ୍ ନିଲାମୀରେ ୧,୪୦,୦୦୦ ଟଙ୍କା ହେବ , ଜେବେ ତାର କିସମ ୧୯୪୯ ରେ ଛପା ହୋଇଛି , ଏହାର ଦାମ୍ ୬୦୦୦ ଟଙ୍କା ମହଜୁଦ୍ ଅଛି , ଯଦି ଆପଣଙ୍କ ପାଖରେ କେଉଁ ପ୍ରକାରର ନୋଟ୍ ଅଛି ତେବେ ଏହି ନିଲାମୀରେ ଭାଗନେଇକରି ତାହାକୁ ନିଲାମୀ ପାଇଁ ରଖନ୍ତୁ , ଯଦି କେଉଁ ନୋଟ୍ ଦରକାର ହେବ , ତେବେ ସେ ନୋଟ୍ ନିଲାମୀରେ କିଣାଯିବ ।
ଆଉ ଗୋଟେ କଥା ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି ତେବେ ଯଦି ଆପଣ ଦିଲ୍ଲୀ ଆସିପାରିବେ ନାହି, ତେବେ ଅନଲାଇନ୍ ସାଇଟ୍ ଇବେରେ ଯାଇକରି ଏହି ନୋଟ୍ ନିଲାମୀ କରିପାରିବେ , ଏଥିପାଇଁ ଆପାଣଙ୍କୁ ସାଇଟ୍ ରେ ରେଜିଷ୍ଟ୍ରେସନ୍ କରିବାକୁ ହେବ , ଓ ବହୁତ ମାଗଣାରେ ଏକାଉଣ୍ଟ ଖୋଲି କରିପାରିବେ , ସେମିତି ତାଙ୍କର ଫଟୋ ପକାଇଦେବେ , ଓ ଦାମ୍ ବି ସେଠରେ ଜଣାଇବେ , ତାହାପରେ ଯିଏ କିଣିବ , ତାହା ସେ ସଂମ୍ପର୍କ କରିନେବ । ଆପନଙ୍କୁ କହିଦେବୁ କି ଏକ ସମୟରେ ଏହି ଖାସ୍ ପ୍ରକାରର ନୋଟ୍ ତିଆରି ହେଉଥିଲା, କିନ୍ତୁ ଯେବେ ଏହାର କମିଗୁଡିକ ଦେଖାଗଲା , ତେବେ ଏହା ଛପା ହେବାରେ ରୋକ୍ ଲାଗିଲା , ଓ ଏଥିପାଇଁ ୧୯୬୪ ରେ କିଛି ନୋଟ୍ ବଜାରରେ ଚାଲିବାପାଇଁ ଦିଆଗଲା ,
ତାହାପରେ ଏହି ନୋଟ୍ ଅନଲାଇନ୍ ଚଳଣ ବନ୍ଦ କରିଦିଆଗଲା , ସହରର ବଡ ଲୋକ କିମ୍ବ୍ ନୋଟ୍ ଜମା କରିବାର ସଉକିନ୍ ଲୋକ ଏହି ପ୍ରକାରର ନୋଟ୍ ବହୁତ କମ୍ ଦେଖିବାକୁ ମିଳିଥାଏ , ଯଦି ଆପଣ ଦେଖିବେ ତେବେ ଏହି ନୋଟ୍ ପୁରୁଣା କେଉଁ ବଡ ବ୍ୟକ୍ତିଙ୍କ ପାଖରେ ଥିବାର ମିଳିବ ନାହିଁ ,ମ୍ଯଦି ମିଳିବି ଯିବ ତେବେ ବିକ୍ରି କରିଦିଅନ୍ତୁ , କିଣିବାପାଇଁ ବସିଛନ୍ତି , ଏହି ନୋଟ୍ କିଣିବାପାଇଁ କେଉଁ ଆଡେ ଯିବାର ଦରକାର ନାହିଁ , ଅନଲାଇନ୍ ଏହା ବିକ୍ରୟ ହୋଇପାରିବ ।
ବିଶେଷ ଦ୍ରଷ୍ଟବ୍ୟ – ତେବେ ଏହି କଥାର ସତ୍ୟତା ଆମ ମଧ୍ୟ ଜଣା ନାହିଁ | ଏହି ଲେଖା ଆମେ ଅନ୍ୟ ଏକ ସଂସ୍ଥା ରୁ ଆଣିଛୁ ସେଥି ପାଇଁ ଏଥିରେ କିଛି କାରବାର କରିବା ଆଗରୁ ନିଜେ ପ୍ରଥମେ ଏହି ବିଷୟରେ ଭଲ ଭାବରେ ଜାଣିନେବେ