ଯେଉଁ ରାଜ୍ୟରେ ନିଯୁକ୍ତ ହୋଇଛନ୍ତି ଏହି ଦବଂଗ ଲେଡି ଅଫିସର, ସେଠାକାର ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତିରେ ଶୋଇପାରିନାହାନ୍ତି – ନିଶ୍ଚୟ ତାଙ୍କ ବିଷୟରେ ପଢନ୍ତୁ…
ଭାରତରେ ଏମିତି ବହୁତ ମହିଳା ଜନ୍ମ ନେଇଛନ୍ତି ଯାହାଙ୍କ ସାହାସ ନିଜ ନାଁରେ ଇତିହାସର ପୃଷ୍ଠାରେ ଦର୍ଜ କରାଇଛନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଆଇପିଏସ୍ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ନିଜ ସାହାସ ଦମ୍ ରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଶାନ୍ତି ଛଡାଇନେଇଥିଲେ , କାରଣ ସେ ଅପରାଧ ଓ ଭ୍ରଷ୍ଟାଚାର ବିପକ୍ଷରେ ଥିଲେ , ଏଥିପାଇଁ ସେ ଯେଉଁଠିକୁ ଯାଉଥିଲେ ସେଠାରେ ଭ୍ରଷ୍ଟାଚାର ଓ ଅପରାଧ କମ୍ କରିବାକୁ ଚାହୁଁଥିଲେ ।ଆମେ ଯେଉଁ ଆଇପିଏସ୍ ଅଧିକାରୀଙ୍କର୍ କଥା କହୁଛେ , ତାଙ୍କର ନାଁ ରୁପା ଡି ମୁଦ୍ରୁଲ୍ ଅଟେ,
ସେ ଚର୍ଚ୍ଚାର ଘେରରେ ସେବେ ଆସିଥିଲେ ଯେବେ ସେ କର୍ଣ୍ଣାଟକର ଜେଲ୍ ରେ ବନ୍ଧ ଶଶିକଳା ଙ୍କୁ ଜେଲ୍ ପ୍ରଶାସନ ଦ୍ୱାରା ଲାଞ୍ଚ ନେଇକରି ସବୁ ସୁବିଧା ଦିଆଯିବାର ମୁଦ୍ଧା ଉଠାଇଥିଲେ, ରୁପା କହିଲେ କି କେଉଁ ଭଳି ଲାଞ୍ଚ ନେଇକରି ଜେଲ୍ ପ୍ରଶାସନ ଶଶିକଳାଙ୍କୁ ତମାମ୍ ସୁଖ ସୁବିଧା ଦେଉଛନ୍ତି , ଏହା ବି କହିଲେ କି ଏହି ଜେଲ୍ ରେ ବନ୍ଦ ଷ୍ଟାମ୍ପ୍ ଘୋଟାଲାରେ ମୁଖ୍ୟ ଆରୋପି ଅବଦୁଲ୍ କରିମ୍ ତେଲଗି ଜେଲ୍ ରେ ମୋଜ୍ କରୁଛି , ଏବେ ଘଟଣାର ଖୁଲାସା ପରେ ତାଙ୍କର ଟ୍ରାନ୍ସଫର୍ ରୋଡ୍ ଆଣ୍ତ ସେଫଟି ଡିପାର୍ଟମେଣ୍ଟକୁ କରିଦିଆଗଲା , କହିଦେବୁ କି ରୁପା ଛୁଆବେଳରୁ ପଢିବାରେ ଅବଲ୍ ଥିଲେ,
ସେ ଗ୍ରାଜୁଏସନ୍ ରେ ଗୋଲଡ୍ ମେଡାଲ୍ ହାସିଲ କରିଥିଲେ, ଏହାପରେ ସେ ପୋଷ୍ଟ ଗ୍ରାଜୁଏଟ୍ କଲେ, ରୁପା ଜେଆର୍ ଏଫ୍ ବି କ୍ୱାଲିଫାଇ କରିଛନ୍ତି , ରୁପା ଯେତେ ମେଡାଲ୍ ଜିତିଛନ୍ତି ସେତିକି ବ୍ୟୁଟି କନଟେଷ୍ଟରେ ବି ପୁରସ୍କୃତ ହୋଇଛନ୍ତି , ଏହା ଛଡା ଏନସିସି ରେ ସେ ଯୋଡିହୋଇଥିଲେ, ପୋଷ୍ଟ ଗ୍ରାଜୁଏସନ୍ ପରେ ରୁପା ରୁପା ୟୁପିଏସ୍ ସି ପ୍ରସ୍ତୁତି କରୁଥିଲେ, ୟୁପିଏସ୍ ସି କ୍ୱାଲିଫାଇ କରିବାପରେ ଆଇପିଏସ୍ ପାଇଁ ବଛା ହେଲେ , ଆଇପିଏସ୍ ଟ୍ରେନିଙ୍ଗ୍ ସମୟରେ ତାଙ୍କର ବହୁତ୍ କାରନାମା ହୋଇଥିଲା, ସେ ଜଣେ ସାର୍ପ ସୁଟର୍ ବି ଅଟନ୍ତି ।