November 22, 2024

Odia Express

Here, There and Everywhere

୮ ମାର୍ଚ୍ଚ ୨୦୨୦ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ହୋଲିକା ଦହନରୁ ଗୋଟେ ଦିନ ପୁର୍ବରୁ ଚମକିବ ଏହି ୫ ଟି ରାଶିର ଭାଗ୍ୟ , ମିଳିବ ଅପାର ସଫଳତା

1 min read

୧-ମେଷ ରାଶି : ଆଜି ଆପଣଙ୍କ ଖର୍ଚ୍ଚର ବୃଦ୍ଧି ହେବ , ଆୟରେ ବୃଦ୍ଧି ହେବ , ଚାକିରି ପେଶା ଲୋକ ଖାସ୍ କରି ଆଜି ସବୁ କାମ କରିପାରିବେ , ଆପଣଙ୍କ ନିଜର ବହୁତ ଗୁଡିଏ ଯୋଜନା ବିଚାର ମଧ୍ୟରେ ତାଳମେଳ ବନାଇବାରେ ଚେଷ୍ଟାରେ ଲାଗିବେ , କାହା ପାଇଁ କରାଯାଇଥିବା ସାହାଯ୍ୟ ଆପଣଙ୍କ ପାଇଁ ଲାଭଦାୟୀ ସିଦ୍ଧ ହେବ , ଆଜି ଟିକିଏ ଚିଡଚିଡପଣ ରହିପାରେ , କେଉଁ ଛୋଟ କଥାକୁ ଜୀବନସାଥୀ ସହ ମତାନ୍ତର ହୋଇପାରେ ।

୨-ବୃଷ ରାଶି : ଆଜି ଆପଣଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିବ , ବିତ୍ତିୟ ମୋର୍ଚ୍ଚାରେ ବାଞ୍ଚିତ ପରିଣାମ ମିଳିବ , ଆୟରେ ଅତିରିକ୍ତ ସ୍ରୋତ ବିକଶିତ ହେବ , ବିବାହରେ ଆସୁଥିବା ଅସୁବିଧା ଦୁର ହେବ , ଆପଣଙ୍କ ନିଜ ପ୍ରୟାସରୁ ଭଲ ପରିଣାମ ମିଳିପାରିବ , ଅଫିସ୍ ରେ ଟିକିଏ ଚିନ୍ତା ଆସିପାରେ , ବିଜନେସ୍ ରେ କିଛି ବଡ ଫଇସଲା ନିଅନ୍ତୁ ନାହିଁ , ମେକାନିକାଲ୍ ଇଞ୍ଜିନିୟରସ ପାଇଁ ଆଜିର ଦିନ ଭଲ ଅଛି  ।

୩-ମିଥୁନ ରାଶି : ଆଜି ବିତ୍ତିୟ ଲେଣଦେଣରେ ନିଜ ବିଚାରକୁ ବିଚାରପୁର୍ବକ ବୁଝିବା ବୁଦ୍ଧିମାନୀ ହେବ , ଆପଣଙ୍କ ବୈଚାରିକ କ୍ରୋଧ ବାଣୀ ଝଲକ ଆସିପାରେ,  ଓ ଆପଣଙ୍କ ମୁହଁରୁ ଅବାଞ୍ଚିତ ଶବ୍ଦ ବାହାରିପାରେ,  ଅଫିସ୍ ରେ ଅଧିକା ପରିଶ୍ରମ କରିବାକୁ ପଡିପାରେ,  କିଛି କଥା ସାର୍ବଜନିନ ହୋଇପାରେ , ଆପଣ ପଇସା ନ ଚାହିଁ ବି କେଉଁଠି ଫସି ପାରନ୍ତି , ଆଜି କେଉଁ ନୁଆ ବ୍ୟକ୍ତିଙ୍କ ଯୋଗ ହେଉଛି , ଯାହା ଆଗକୁ ଜାଈକରି ଆପଣଙ୍କୁ ଫାଈଦା ହେବ ।

୪-କର୍କଟ ରାଶି : ଆଜି ଆପଣଙ୍କୁ ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ , ଲମ୍ବା ସମୟରୁ ଅପେକ୍ଷା ଥିଲା । ଯାହା , ଆପଣଙ୍କ ଜୀବନସାଥୀ ସହ ସନ୍ତୋଷପ୍ରଦ ଜୀବନର ଲାଭ ଉଠାଇବେ , ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ନାହିଁ , ନହେଲେ ସ୍ୱାସ୍ଥ୍ୟର ବିକାର ହୋଇପାରେ , ପଇସା ଓ ଅନ୍ୟ ମାମଲା ଫାଈଦାର ଦିନ ଅଛି , ଆଜି ଆପଣଙ୍କ କାମକାର୍ଯ୍ୟରେ ବ୍ୟସ୍ତ ରହିବେ , ଆଜି ଆପଣଙ୍କ ଦିମାଗରେ ବହୁତ ସାରା ବିଚାର ବୁଲୁଛି ।

୫-ସିଂହ ରାଶି : ଆଜି ନୁଆ ବାହାନ କିମ୍ବା ପ୍ରପଟି କିଣିବାର ଯୋଜନା ହୋଇପାରେ , ପାରିବାରିକ ମାହୋଲ୍ ଭଲ ବନାଇବା ପାଇଁ ଚିନ୍ତନ କରିବାକୁ ହେବ , କାହା ସହ ଦେଖା କରିବାପାଇଁ ଲମ୍ବା ଯାତ୍ରାରେ ଥକା ଲାଗିଲା ଭଳି ଜଣାଯିବ , ପୋଷ୍ଟିକ ଖାଇଲେ ଆପଣଙ୍କ ସ୍ୱସ୍ଥ୍ୟ ଭଲ ରହିବ , ଆପଣ ନିଜ ଲୋକଙ୍କ ସହ ସଂଗତି କରନ୍ତୁ ଯିଏ ଆପଣଙ୍କ ସହ ସମୟ ବିତାଉଛନ୍ତି , ପୁରା ଅଟକିଥିବା କାମ ଗତି ଆସିବ , କେଉଁ ଆଡୁ ଭଲ ଖବର ମିଳିପାରେ ।

୬-କନ୍ୟା ରାଶି : ଆଜି ଆପଣଙ୍କ ହିତ ପ୍ରତି ସଚେତନ ରୁହନ୍ତୁ , ଉଚ୍ଚ ଅଧ୍ୟୟନରେ ପ୍ରବେଶ ପାଈଁ ଜାତକରେ ସଫଲତା ମିଳିବ , ବ୍ୟବସାୟୀ ବର୍ଗ ଲୋକଙ୍କ ପାଇଁ ନିଜ କାମ ବିସ୍ତାରରେ ଛାନବିନ୍ କରନ୍ତୁ , ଅନ୍ୟଙ୍କୁ ସାହାଯ୍ୟ ମାଗିଲେ   କିନ୍ତୁ କିଛି ଜରୁରି କାମ ଚାଳୁଥିବ , ତେବେ ମନା କରିବାକୁ ଭୁଲିବ ନାହିଁ , କେଉଁ ମନ୍ଦିରକୁ ଯାଇ କବାଟରେ ଚନ୍ଦନ ସ୍ୱସ୍ତିକ ଲଗାନ୍ତୁ  ।

୭-ତୁଳା ରାଶି : ଆଜି କାମର ପ୍ରେସର ପଡିପାରେ , ଆପଣଙ୍କୁ ସାବଧାନ ରହିବାକୁ ହେବ , କିଛି ନୁଆ ଯୋଜନା କାର୍ଯ୍ୟବିତ ହୋଇପାରେ , ସନ୍ତାନର ପ୍ରସନ୍ନତାଦାୟକ ସମାଚାର ମିଳିବ , ବଡ ପଦକ୍ଷେପ ଉଠାଇବାପୂର୍ବରୁ ଭଲ ଭାବରେ ବିଚାର କରିନିଅନ୍ତୁ , କେଉଁ ଅନୁଭବିଙ୍କ ସହ ଉପଦେଶ ନିଅନ୍ତୁ , ଆଜି ଆପଣଙ୍କୁ ଦରକାରି ଲୋକଙ୍କୁ ସାହାଯ୍ୟ କରିବାର ଅବସର ମିଳିବ , ଅଧିକାରିକଙ୍କ ସହଯୋଗ ପ୍ରାପ୍ତି ହେବ ।

୮-ବିଛା ରାଶି : ଆଜି ଜବରଦସ୍ତ ଉର୍ଜାଓ ଉତ୍ସାହ ଭରି ରହିବ , ସଂମ୍ପତି କିମ୍ବା ବାହାନ ବିକ୍ରିରେ ଲାଭ ହୋଇପାରେ , ଆପଣଙ୍କୁ ନିଜ ଛୁଆଙ୍କ ଅତିରିକ୍ତ ଧ୍ୟାନ ଦେବାକୁ ହେବ , ମନକୁ ଛୋଟ କଥାକୁ ନେଇକରି ସ୍ୱାର୍ଥ ଭାବନା ଆସିପାରେ , ଆପଣଙ୍କ ଶତ୍ରୁ ଆପଣଙ୍କ କାମରେ ଅଡଚନ ଆଣିବେ , କିନ୍ତୁ ସଫଳ ହୋଇପାରିବେ ନାହିଁ , ମନ୍ଦିରରେ ମୁଗର ଡାଲି ଦାନ କରନ୍ତୁ , ଆର୍ଥିକ ପକ୍ଷ ମଜବୁତ୍ ହେବ ।

୯-ଧନୁ ରାଶି : ଆଜିର ଦିନ ଆପଣଙ୍କ ପାଇଁ ଖୁସି ଓ ସନ୍ତୁଷ୍ଟିରେ ଭରି ରହିବ , ସନ୍ତାନର କାରଣରୁ କିଛି ମାନସିକ ଚିନ୍ତା ଉତ୍ପନ୍ନ ହୋଇପାର୍,  ଆପଣଙ୍କ ଜୀବନସାଥିରେ କାମକାର୍ଯ୍ୟ କୁ ନେଇକରି ବ୍ୟସ୍ତତା ଓ ଉଦାସଭାବ ମନରେ ଆସିପାରେ , ଆଜି ଆପଣଙ୍କ ସାରା ଧନ ସ୍ୱୟଂ ଆସିବ , ଆଜି ଏମିତି କାମ ପୁରା ହେବ , ଯାହା ବିଷୟରେ ଆପଣ ବହୁତ ଦିନରୁ ପ୍ଲାନିଙ୍ଗ୍ କରୁଥିଲେ , ଆପଣଙ୍କ ବନ୍ଧୁ ଲିଷ୍ଟ ସଂଖ୍ୟାଏ ବୃଦ୍ଧି କରିବେ , ଦରକାରିତା ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ।

୧୦-ମକର ରାଶି : ବିନା କାରଣରେ ବିବାଦରୁ ଦୁରେଇ ରୁହନ୍ତୁ , ନିଜ ଲକ୍ଷ୍ୟ ଉପରେ କେନ୍ଦ୍ରିତ କରନ୍ତୁ , ଆଜି ଆପଣଙ୍କୁ ନିଜ ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ହେବ , କାରଣ ତାଙ୍କ ସ୍ୱାସ୍ଥ୍ୟ ବିଗଡିପାରେ , ଆଜି ବହୁତ କଥାବାର୍ତ୍ତା ମୁଡ୍ ରହିବ , ଓ ନିଜ କଥାକୁ ନିଜ ପାଖ ଲୋକଙ୍କୁ ହସାଇବା ରେ କାମ କରିବ , ଯେଉଁ କାମ ଅଟକିଛି , ତାହା ପାଇଁ ରାସ୍ତା ବାହାରିପାରେ , ଚାକିରିରେ କେଉଁ ଅତିରିକ୍ତ ଦାୟିତ୍ୱ ମିଳିପାରେ ।

୧୧-କୁମ୍ଭ ରାଶି : ଆଜି ମାଂସାହାରରୁ ଦୁରେଇ ରୁହନ୍ତୁ , ବେକାର ଗତିବିଧିଗୁଡିକ ନିଜ ସମୟ ଓ ଉର୍ଜା ବର୍ବାଦ କରନ୍ତୁ ନାହିଁ , ବିର୍ତ୍ତିୟ ନିର୍ଣ୍ଣୟ ନେବା ସମୟରେ ନିଜ ଖର୍ଚ୍ଚକୁ ଧ୍ୟାନ ରଖନ୍ତୁ , ବିଦ୍ୟାର୍ଥିଙ୍କ ଗ୍ରହର ଅନୁକୁଳତା ଲାଭ ମିଳିବ , କେଉଁ ପୈତୃକ ସଂମ୍ପତ୍ତି ଉପରେ ବିବାଦ ଆସିପାରେ , ଆପଣଙ୍କ ପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ , ସାହାସ ଓ ବୁଦ୍ଧିମତା ରୁ ବିଗଡିଥିବା ସ୍ଥିତିକୁ ସଂମ୍ଭାଲିବାରେ ବହୁତ ପରିମାଣରେ ସଫଳତା ମିଳିପାରେ ।

୧୨-ମୀନ୍ ରାଶି : ଆଜି ଆପଣଙ୍କୁ ଇଚ୍ଛା ବିରୁଦ୍ଧରେ କିଛି ଅତିରିକ୍ତ ଦାୟିତ୍ୱ ମିଳିପାରେ,  ବେପାରରେ ଉନ୍ନତି ହେବ , ଆପଣଙ୍କୁ କିଛି ନୁଆ ଡିଲ୍ ମିଳିପାରେ,  ଆପଣଙ୍କୁ କିଛି ଘଟଣାରେ ମୁଳ ଯାଏଁ ଯିବାକୁ ହେବ , କାମ କାର୍ଯ୍ୟରେ ଆପଣଙ୍କୁ ବ୍ୟସ୍ତତା ଓ କିଛି ଅତିରିକ୍ତ କାମ କରିବାକୁ ପଡିପାରେ,  ଧୈର୍ଯ୍ୟଶିଳତା ରେ କମି ହେବ , କଥାବାର୍ତ୍ତାରେ ସଂୟମ ରଖନ୍ତୁ , ନିଜ ଭାବନାକୁ କଣ୍ଟ୍ରୋଲ୍ କରିବେ ତେବେ ଫାଈଦା ହେବ , ପ୍ରେମୀମାନଙ୍କ ପାଇଁ ଦିନ ଉତ୍ତମ ରହିବ ।

Leave a Reply

Your email address will not be published. Required fields are marked *