November 18, 2024

Odia Express

Here, There and Everywhere

ଲାଲ ଲଙ୍କାର ଏହି ଉପାୟକୁ କରିଲେ ଆସିଯିବ ଏତେ ଧନ କି ସଂମ୍ଭାଳିବାକୁ ଚାହିଁଲେ ସଂମ୍ଭାଳିପାରିବେ ନାହିଁ

ଲାଲ ଲଙ୍କା ଖାଇବାକୁ ଯେତେ ରାଗ ଲାଗିଥାଏ , ସେତେ ପରିବାରେ ଏହାର ସ୍ୱାଦ ବଢାଇଥାଏ , ଲଙ୍କାର ଏହି ଗୁଣ ତନ୍ତ୍ର ମନ୍ତ୍ର ଏବଂ ନଜର ଦୋଷରୁ ରକ୍ଷାପାଇବା ପାଇଁ ବହୁତ କାମ ଆସିଥାଏ , ଜ୍ୟୋତିଷ୍ୟବିଦ୍ ମୁତାବିକ ଲଙ୍କାର ଏହି ଉପାୟ ସବୁ ପ୍ରକାରର ସମସ୍ୟାକୁ ମୁକ୍ତି ଦେଇଥାଏ , ଆଜି ଆମେ ଲାଲ ଲଙ୍କା ଦ୍ୱାରା ଦ୍ୱାରା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କର ସବୁ ସମସ୍ୟାରୁ ମୁକ୍ତି ଦେବ , ଯାହାର ଅଟକିଥିବା କାମ ବି ହୋଇଯିବ । ଯଦି ଗୋଟେ କାମ ବାରମ୍ବାର କରିବାପରେ ବି ହେଉନି ତେବେ ଆପଣ ଲାଲ ଲଙ୍କାର ୨୧ ଟି ଦାନା ବହୁଥିବା ଜଳରେ ପକାଇଦିଅନ୍ତୁ , ଏମିତି କରିଲେ ଆପଣଙ୍କ କାମ ଜଲଦି ହୋଇଯିବ । ଯଦି ଘରେ କାହାର ନଜର ଲାଗିଛି ଲାଲ ଲଙ୍କାରୁ ତାହାର ନଜର ଉତାରନ୍ତୁ , ଓ ତାହାପରେ ତାକୁ ଜଳାଇଦିଅନ୍ତୁ , ଏହି ଉପାୟ କରିଲେ ନଜର ଦୋଷ ଶେଷ ହୋଇଯାଏ ।

ଯଦି ଆପଣଙ୍କ ଘରେ କେଉଁ ପ୍ରକାରର ସମସ୍ୟା ଲାଗିରହିଛି , ଓ ଏଥିରୁ ଆପଣ ପଛ ଛଡାଇବାକୁ ଚାହୁଁଛନ୍ତି ତେବେ ଲାଲ ଲଙ୍କା, ସାତଜାୟଫଳ ଓ ସାତଟି ଫିଟକିରି ଖଣ୍ତ ଓ ଟିକିଏ କଳା ରାଶି ଏକ କପଡାରେ ବାନ୍ଧିକରି ଶୁକ୍ରବାର ରାତିରେ ଘରେ ରଖିଦିଅନ୍ତୁ , ଏହାପରେ ଶନିବାର ଦିନ ଏହି ପୁଟୁଳିରେ ନେଇକରି ସାଥିରେ ଯାଆନ୍ତୁ , ଓ ଘରୁ ବାହାରୁଥିବା ସମୟରେ ଭଗବାନଙ୍କ ପ୍ରାର୍ଥନା କରନ୍ତୁ , ଓ କୁହନ୍ତୁ କି ହେ ଭଗବାନ ଆମର ଜିବନରେ ଯେତେ ବି ସମସ୍ୟା ଅଛି ତାହା ଜଲଦି ଶେଷ କରିଦିଅନ୍ତୁ ,

ଏହାପରେ ଏହି ପୁଟୁଳିକୁ ଅଶ୍ୱତଥ ଗଛ ତଳେ ପୋତିଦିଅନ୍ତୁ । ଯଦି ଘର ପଇସାର ଯୋଡି ହୋଇଥିବା ସମସ୍ୟା ଆସୁଛି ତେବେ ଗୋଟେ ରୁମାଲ୍ ୭ ଟି ଲାଲ ଲଙ୍କା ବାନ୍ଧିକରି ନିଜ ଆଲମୀରାରେ ରଖିଦିଅନ୍ତୁ , ଏମିତି କରିଲେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ , ଓ ଆପଣଙ୍କର କେବେ ବି ଧନର କମି ଆସିବ ନାହିଁ ।

Leave a Reply

Your email address will not be published. Required fields are marked *