ସାପର ବିଷକୁ ବାହାର କରିବାପାଇଁ ଡକାଇଲେ କେଳାକୁ , କିନ୍ତୁ ସେ କରିଦେଲା କିଛି ଏମିତି କାମ ଯାହାକୁ ଦେଖିକରି ସମସ୍ତଙ୍କ ହୋସ୍ ଉଡିଗଲା…
ଆପଣ ବହୁତ୍ ସାରା ହିନ୍ଧୀ ଫିଲ୍ମରେ ସାପର ବିଷ ବାହାର କରିବାପାଇଁ ସାପୁଆ କେଳାକୁ ଡକାହେବାର ଦେଖିଥିବେ , କିନ୍ତୁ ଫିଲ୍ମରେ ଦେଖାଯାଊଥିବା ସିକ୍ୱେନ୍ସ ସତ ହୋଇନଥାଏ , ଏହି କଥାର ସୁଚନା ଫିଲ୍ମ ଆରମ୍ଭ ହେବାର ଦିଆହୋଇଥାଏ , ଫିଲ୍ମରେ ଦେଖାଯାଉଥିବା ସବୁ ଜିନିଷ କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ , ଆଜି କାଲି ଦୁନିଆଁରେ ଲୋକ ଅନ୍ଧବିଶ୍ୱାସ ଉପର୍ କେତେ ଭରସା କରୁଛନ୍ତି , ତାହାର ଏକ ନିରାଟ ସତ୍ୟତା ଉପରେ ଆଜି ଆମେ ଖୁଲାସା କରିବୁ , ତେବେ ଆସନ୍ତୁ ଜାଣିବା । ଆଜି ଏଠାରେ ଗୋଟେ ପଟେ ମେଡିକାଲ୍ ସାଇନ୍ସ ଏତେ ଉନ୍ନତି କରିସାରିଛି କି ସମାଜରେ ଏହାର ଏକ ଅଲଗା ପରିଚୟ ହୋଇସାରିଛି, ଆଜି ବି ଲୋକ କେଉଁଠି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରନ୍ତି , ଆଜି ଆମେ ଯେଉଁ ଘଟଣାର ବିଷୟରେ କହିବାକୁ ଯାଉଚୁହ୍ , ତାହା ପୁରା ଭାବେ ଅନ୍ଧବିଶ୍ୱାସ ଉପରେ ଆଧାରିତ ଅଛି ,
କହିଦେବୁ କି ଗତ ଦିନରେ ଦିଲ୍ଲୀର ପାଖରେ ଥିବା ବୁଲନ୍ଦସହରରେ ଜଣେ ମହିଳା ନିଜ ଘରେ କାଠର ଚୁଲ୍ଲାରେ ଖାଇବା ବନାଇବାପାଇଁ କାଠ ନେଇକରି ଗଲା , କାଠକୁ ଏକାଠି କରୁଥିବା ବେଲେ ୩୫ ବର୍ଷୀୟ ଦେବିନ୍ଦରୀ ଦେବୀ ଙ୍କୁ ଏକ ବିଷାକ୍ତ ସାପ ଦଂଶନ କରିଦେଲା , କଷ୍ଟରେ ଯନ୍ତ୍ରଣାରେ ମହିଳା ନିଜ ସ୍ୱାମୀଙ୍କ ପାଖକୁ ଦୌଡିପଳାଇଲା, ଓ ସାପ କାମୁଡିବାର କଥା କହିଲା, ଏହାପରେ ତାର ସ୍ୱାମୀ ତାଙ୍କୁ ମେଡିକାଲ୍ ନେବାପରିବର୍ତ୍ତେ ଏକ କେଳା ପାଖକୁ ନେଇଗଲେ , କେଳା ତାର ସ୍ୱମୀଙ୍କୁ ବିଶ୍ୱାସ ଜନ୍ମାଇଲା କି ସେ ଯେ କୌଣସି ଭାବେ ହେଉ ବିଷକୁ ବାହାର କରିଦେବ ,
କହିଦେବୁ କି ମହିଳା ଙ୍କ ସ୍ୱାମୀ ସହିତ ବାକି ଘର ଲୋକେ କେଳାର କଥାକୁ ମାନିଲେ , ଓ ମହିଳାଙ୍କ ଚିକିତ୍ସା ସେ କେଳା ପାଖରେ କରିଥିଲେ । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଏହା କି ଏହି ମହିଳାଙ୍କ ଚିକିତ୍ସା କରିବାପାଇଁ କେଳା ମହିଳାଙ୍କୁ ମାଟିରେ ଶୁଆଇଦେଲା, ଓ ଗୋବରରେ ଶରୀରକୁ ଲେପ ଦେଇଦେଲା, କେଲାର କହିବା କଥା କି ଏମିତି କରିଲେ ଶରୀରରୁ ବିଷ ବାହାରିଆସେ , କିନ୍ତୁ ହେଲା ଏହାର ଓଲଟା , ଅସଲରେ ଗୋବରରେ ରହିବା ଦ୍ୱାରା ତାଙ୍କର ଶରୀରରେ ବିଷ ବ୍ୟାପି ଯିବା କାରଣରୁ ସେ ମହିଳା ଯନ୍ତ୍ରଣାରେ ପୀଡା ପାଇ ଜୀବନ ହାରିଦେଲେ , କିନ୍ତୁ ଥରେ ହେଲେ ବି କେହି ତାଙ୍କୁ ମେଡିକାଲ୍ ନେବାପାଇଁ ଚିନ୍ତା କଲେ ନାହିଁ ।
ଏହାଠାରୁ ଅଧିକା ଦୂଃଖଦର କଥା ଆଉ କଣ ହୋଇପାରେ , ମେଡିକାଲ୍ ଓ ଡାକ୍ତର ହେବା ସତ୍ତ୍ୱେ ବି ଜଣେ ମହିଳାଙ୍କ ଜୀବନ ଅନ୍ଧବିଶ୍ୱାସ ଯୋଗୂଁ ଚାଲିଗଲା , ଏହି ମାମଲାରେ ବେଶୀ ଚକିତ କରିଦେଲା ଭଳି କଥା ଏହା କି ସେ ସାପୁଆ କେଲା ସେହି ମହିଳାଙ୍କୁ ଗୋବରରେ ଲେପ ଦେଇ ଏମିତି କେଉଁ ଚିକିତ୍ସା କରିବାକୁ ଚାହୁଁଥିଲା, ଯାହା ବିଷୟରେ ମେଡିକାଲ୍ ସାଇନ୍ସ ଓ ଡାକ୍ତରଙ୍କୁ ଜଣାନଥିଲା, ଏହା ଛଡା ଏହା ବହୁତ ଦୁଃର୍ଭାଗ୍ୟଜନକ ବିଷୟରେ ଅଟେ , ଆଜି କାଲି ଲୋକେ ଏତେ ଶିକ୍ଷିତ ଥାଇ ବି ଅନ୍ଧବିଶ୍ୱାସ ପରି ଜିନିଷକୁ ବିଶ୍ୱାସ କରନ୍ତି , ଯାହାର ଫଳାଫଳ ତାକୁ ନିଜର କେହି ହରାଇଲା ପରେ ହିଁ ମିଳେ , କିଛି ଏପରି ଦେବିନ୍ଦ୍ରା ଙ୍କ ସ୍ୱାମୀ ମୁକେଶଙ୍କ ସହ ହେଲା , ଯଦି ସେ ସଠିକ୍ ସମୟରେ ମେଡିକାଲ୍ ଯାଇକରି ଚିକିତ୍ସା କରାଇଥାନ୍ତେ , ତେବେ ବୋଧେ ଦେବିନ୍ଦ୍ରାଙ୍କ ଜୀବନ ବଞ୍ଚିପାରିଥାନ୍ତା , କିନ୍ତୁ ଏତେ ପାଠପଢିଥିବା ସତ୍ତ୍ୱେ କିଛି ବି ଫାଇଦା ହେଲା ନାହିଁ ।