ପ୍ରୀତି ଜିଣ୍ଟା କ୍ରିସ୍ ଗେଲ୍ ଙ୍କୁ ଏତେ ବଡ ବାଦା କରିଥିଲେ, କହିଲେ ଆଇପିଏଲ୍ ରେ ଫାଇନାଲ୍ ଜିତାଇଲେ କରିଥାନ୍ତେ ଏତେ ବଡ କାମ …
ଦୁନିଆଁରେ ସବୂଠାରୁ ଧନୀକ ଲିଗ୍ ରୁ ଇଣ୍ତିଆନ୍ ପ୍ରିମିୟର୍ ଲିଗ୍ ଯାହାକି ଆଈପିଏଲ୍ କୁହାଯାଏ , ତାହାର ୧୩ ତମ ସଂସ୍କରଣ ଆରମ୍ଭ ହୋଇସାରିଛି , ଏହିଥର କ୍ରିକେଟ୍ ଫ୍ୟାନ୍ସ ଏହାକୁ ବହୁତ ପ୍ରତୀକ୍ଷାର ସହ ଅପେକ୍ଷା କରିଛନ୍ତି , ଓ ଏହିଥର ଅନ୍ୟ ଆଇପିଏଲ୍ ପରି ଅଧିକା କ୍ରେଜ୍ ଦେଖିବାକୁ ମିଳୁଛି , ଏହିଥର ୮ ଟି ଟିମ୍ ଭାଗ ନେଉଛନ୍ତି , ଏହାର ପଛର୍ ଏକ ବଡା କାରଣ କୁହାଯାଉଛି କି ଦୁଇ ବର୍ଷରୁ ଚେନ୍ନାଇ ସୁପରକିଙ୍ଗ୍ ରାଜସ୍ଥାନ ରୋୟାଲ୍ସ ଫେରିଛନ୍ତି , ଲିଗ୍ ର ପ୍ରଥମ ମ୍ୟାଚ୍ ଗତ ଚ୍ୟାମ୍ପିୟନ୍ ମୁମ୍ବାଇ ଇଣ୍ତିଆନ୍ ଦୁଇ ବର୍ଷ ପରେ ଫେରୁଛି , ଆପଣଙ୍କୁ ଜଣେଇଦେବୁ କି କିଙ୍ଗ୍ ଇଲେଭେନ୍ ପଞ୍ଜାବ ଏହି ସିଜିନ୍ ରେ ଭଲ ପ୍ରଦର୍ଶନ୍ କରିଥିଲେ ,ପଞ୍ଜାବର ଓପନର୍ସ ଭଲ ପ୍ରଦର୍ଶନ୍ କରିଛନ୍ତି , ଏହି କାରଣରୁ ଟିମ୍ ଭଲ କରୁଛି
ନିଜ ଟୀମ୍ ର ପ୍ରଦର୍ଶନରେ ଖୁସି ପ୍ରିତିଜିଣ୍ଟା ଏହା କହିଲେ କି ଯଦି ପଞ୍ଜାବ ଟିମ୍ ଏହିଥର ଆଇପିଏଲ୍ ଜିତିବ , ତେବେ ସେ କିଛି ସ୍ପେଶାଲ୍ କରିବେ , କହିଦେବୁ କି କିଙ୍ଗ୍ ଇଲେଭେନ୍ ପଞ୍ଜାବ ଏବେ ପର୍ଯ୍ୟନ୍ତ କେବେ ବି ଆଇପିଏଲ୍ ଜିତିନାହିଁ , ମାନାଯାଉଛି କି ଏହିଥର ତାଙ୍କ ପାଖରେ ବହୁତ ବିଶ୍ୱସ୍ତରୀୟ ଖେଳାଳୀ ଅଛନ୍ତି । ଏହା ସହ ପଞ୍ଜାବ ଟିମ୍ ର କ୍ରିସ୍ ଗେଲ୍ ଙ୍କୁ କିଣିବାରେ ସେ ବଡ ଚ୍ୟାଲେଞ୍ଜ୍ ନେଇଛନ୍ତି ସେ ବେସ୍ ପ୍ରାଇସ୍ ରେ ଦୁଇ କୋଟିରେ କ୍ରିସ୍ ଗେଲ୍ ଙ୍କୁ କିଣିଛନ୍ତି , ଟିମ୍ ର ମାଲିକ ବର୍ତ୍ତମାନ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଭାଡିଆ ଗ୍ରୁପ୍ ନେସ୍ ୱାଡିଆ, ଡାବର୍ କମ୍ପାନୀର ମୋହିତ୍ ବର୍ମନ୍ , ଓ କରନ୍ ପଲ୍ ଅଛନ୍ତି ,
ଟୀମ୍ ଘରୋଇ ଷ୍ଟାଡିୟମ୍ ପିସିଏ ଷ୍ଟାଡିୟମ୍ ମୋହାଲି ଅଟେ , ୨୦୧୦ ପରେ ନିଜ କିଛି ମ୍ୟାଚ୍ ଧର୍ମଶାଳା ଷ୍ଟାଡିୟମ୍ ରେ ଖେଳିଛି । ଟିମ୍ ର ଭଲ ପ୍ରଦର୍ଶନ ୨୦୧୪ ରେ ଥିଲା ଯେବେ ସେ ଫାଇନାଲ୍ ରେ ପହଞ୍ଚିଥିଲା, ତଥା ଚ୍ୟାମ୍ପିୟନ୍ ଲିଗ୍ ଟି ଟ୍ୱେଣ୍ଟିରେ ସେମିଫାଇନାଲ୍ ରେ ନିଜ ଜାଗା ପକ୍କା କରିଦେଇଥିଲା , ୨୦୨୦ ଆଇପିଏଲ୍ ସିଜିନ୍ ପାଇଁ କିଙ୍ଗ୍ ଇଲେଭେନ୍ ପଞ୍ଜାବ ଟିମ୍ ଆଇ ରବିଚନ୍ଦ୍ରନ ଅଶ୍ୱିନ୍ , ଯୁବରାଜ ସିଂ କେଏଲ୍ ରାହୁଲ୍ ଏଆରନ୍ ଫିଞ୍ଜ କ୍ରିସ୍ ଗେଲ୍ ସାମିଲ୍ ଅଛନ୍ତି । ଏବେ ପ୍ରୀତିଜିଣ୍ଟା କିଛି ସ୍ପେଶାଲ୍ କରିବାର ତ ଯୋଜନା କରିଛନ୍ତି ,ସେ କହିଛନ୍ତି କି ଯଦି କିଛି ସ୍ପେଶାଲ୍ କରିବାର ଅଛି ତାହା ଏବେ ମୁଁ କହିବି ନାହିଁ , ଆମେ ଏଠିଆଇପିଏଲ୍ ଜିତିବାର ଯୋଜନା କରୁଛୁ, ଯଦି ହେଲା ତେବେ କିଛି ସ୍ପେଶାଲ୍ ହେବ ।