୬ ମାର୍ଚ୍ଚ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଚିନ୍ତାର ଶିକାର ହୋଇପାରନ୍ତି ଏହି ୩ ଟି ରାଶିଗୁଡିକ , ଯେବେ କି ଛାତ୍ରଙ୍କ ପାଇଁ ଦିନ ରହିବ ଉତ୍ତମ
ମେଷ ରାଶି : ଆଜି ବୈବାହିକ ସଂବନ୍ଧରେ ଆପଣଙ୍କ ରୁଚି କମ୍ ହୋଇପାରେ , ଆପଣଙ୍କ ପାଖରେ ଅଧିଗ୍ରହଣ ହୋଇପାରେ , ଯାହା ଆପଣଙ୍କ ଜୀବନରେ ଅଧିକା ଆରାମଦାୟକ ବନାଇବ , ଆଜି ଆପଣଙ୍କୁ ଅପ୍ରତ୍ୟାସିତ ଲାଭ ମିଳିବାର ସଂମ୍ଭାବନା ଅଛି , ପାରିବାରିକ ସଂମ୍ପର୍କର ମଧ୍ୟରେ ସାମଞ୍ଜସ୍ୟ ବନାଇ ରଖିବାରେ ସଫଳ ହେବେ , ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ , ଆପଣଙ୍କୁ କିଛି ବି କାମ ବହୁତ ସହଜ ଓ କୁଶଳତା ଦ୍ୱାରା ପୁରା କରିପାରିବେ , ଲଭେମେଣ୍ଟଙ୍କ ପାଇଁ ଦିନଟି ଆନନ୍ଦଦାୟକ ହେବ ।
ବୃଷ ରାଶି : ଆଜି ବେପାରରେ ନୁଆ ଦିଗ ଖୋଲିବାର ପ୍ରତୀତ ହେବ , ଆପଣଙ୍କ ଛୁଆଙ୍କ ସ୍ୱାସ୍ଥ୍ୟର ଚିନ୍ତାର କାରଣ ହୋଇପାରେ , ଆଗକୁ ବଢିବାକୁ ପରିବର୍ତ୍ତେ ଆପଣ ସବୁ ଆସୁଥିବା କାର୍ଯ୍ୟକୁ ଶେଷ କରିବାରେ ଧ୍ୟାନ ଦିଅନ୍ତୁ , ଜୀବନସାଥୀଙ୍କ ସହ ସଂବନ୍ଧ ଭଲ ରହିବ , କିନ୍ତୁ ଆପଣ ନିଜ ସାଥୀ ଉପରେ ନିଜ ଜିଦ୍ଦ୍ ରଖିବାରେ ଚେଷ୍ଟା ନ କରନ୍ତୁ , କିଛି ଏପରି କାମ ଆପଣଙ୍କୁ କରିବାକୁ ପଡିପାରେ ଯାହା କରିବାକୁ ମୁଡ୍ ହେବ ନାହିଁ , ପାର୍ଟନର ସହ ପ୍ରେମ, ସରପ୍ରାଇଜ୍ , ଓ ସହଯୋଗ ମିଳିବ ।
ମିଥୁନ ରାଶି : ଏହା ଆପଣଙ୍କ ଓସତର ଦିନ ଅଟେ , ଆତ୍ମ ଶକ୍ତି କୁ ଏକାଠି କରି ଭିତରେ ସକରାତ୍ମକ ଉର୍ଜା ବୃଦ୍ଧି କରିବାରେ ସମୟ ଉତ୍ତମ ଅଛି , ଯଦି ଆପଣ ଶାନ୍ତିପୁର୍ଣ୍ଣ ବୈବାହିକ ଜୀବନ ଚାହୁଁଛନ୍ତି ତେବେ ଆପଣଙ୍କ ଦୃଷ୍ଟିକୋଣରୁ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ କରିବାକୁ ହେବ, ନିଜ ଅଧିକାଂଶ ସମୟ ଆଲସ୍ୟ ଓ ଶୁସ୍ତି ରେ ଖର୍ଚ୍ଚ କରିବାରେ ବଞ୍ଚନ୍ତୁ , ଟାଇମ୍ ଟେବୁଲ୍ ବନାଇକରି ପାଠ ପଢନ୍ତୁ , ଆଜି ଆପଣଙ୍କ ବଡ ବୟସ୍କ ବ୍ୟକ୍ତିଙ୍କ ଆଶିର୍ବାଦ ନେଇକରି ନୁଆ ବିଜନେସ୍ କରିବାରେ ଆରମ୍ଭ କରନ୍ତୁ , ଫାଈଦା ହେବା ତୟ ଅଟେ ।
କର୍କଟ ରାଶି : ଆଜି ଏହି ରାଶି କିଛି ନୁଆ କାର୍ଯ୍ୟ କରିବା ପୁର୍ବରୁ ବଡ ବୟସ୍କ ବ୍ୟକ୍ତିଙ୍କ ଠାରୁ ମହତ୍ ଉପଦେଶ ନେବା ଉଚିତ୍ , ପାରିବାରିକ ମାହୋଲ୍ ଭଲ ବନାଇବାରେ ଚିନ୍ତା କରିବାକୁ ପଡିପାରେ, ବିବାହିତ ଜୀବନରେ ଭଲ ତାଳମେଳ ରଖିବାର ସଂମ୍ଭାବନା ଅଛି , ବିଦ୍ୟାର୍ଥୀଙ୍କ ପରୀକ୍ଷା କିମ୍ବା ପ୍ରତିଯୋଗିତାରେ ନିୟମିତ ଅଧ୍ୟୟନରେ ଭଲ ସଫଳତା ମିଳିବ , କିଛି ବି କଣ୍ଟ୍ରାକ୍ଟ ସାଇନ୍ କରିବା ପୁର୍ବରୁ ଭଲ ଭାବେ ବୁଝିଚିନ୍ତି କରନ୍ତୁ , ଅଫିସ୍ ରେ କେଉଁ କାମରେ ଆସୁଥିବା ବାଧା ଆଜି ସମାପ୍ତ ହୋଇଯିବ ।
ସିଂହ ରାଶି : ଆଜି ଏହି ରାଶିରେ ଚାକିରିରେ ପଦ ପ୍ରତିଷ୍ଠା, ମାନ ସମ୍ମାନ ଓ ପ୍ରମୋଶନ୍ ସବୁ ଆପଣଙ୍କୁ ମିଳିପାରେ, ଆପଣଙ୍କୁ କିଛି ଲୋକ ବଦନାମ ଓ ଅପମାନ କରିପାରନ୍ତି , ଏହା ସମୟ ଭାବନାତ୍ମକ ରୁପରେ ଚିନ୍ତାରେ ପକାଇପାରେ, ବିଦେଶରେ କାର୍ଯ୍ୟରତ ଲୋକଙ୍କୁ ମନ ମୁତାବିକ ପରିଣାମ ପ୍ରାପ୍ତ ହେବ , ଅନ୍ୟଙ୍କ ମାମଲାରେ ଫାଲତୁ ଦଖଲ ଦିଅନ୍ତୁ ନାହିଁ । ଆପଣ କାମ ଉପରେ ବୋଝ ବଢିପାରେ, କେଉଁ ଦରକାରିତା ଲୋକଙ୍କୁ ଭୋଜନ କରାଇଲେ ଘରେ ସୁଖ ଓ ସୌଭାଗ୍ୟର ବୃଦ୍ଧି ହେବ ।
କନ୍ୟା ରାଶି : ବନ୍ଧୁଙ୍କ ସହ ପ୍ରବାସ ଓ ପର୍ଯ୍ୟଟନର ଆୟୋଜନ କରିବେ , ଧନ ପ୍ରାପ୍ତିର ଯୋଗ ହେଉଛି , ପ୍ରେମ ସଂବନ୍ଧରେ ସଂବୋଧିତ କରିବା ପୁର୍ବରୁ ସାବଧାନି ରୁହନ୍ତୁ , ଆପଣଙ୍କୁ କିଛି ଗଳା ସଂବନ୍ଧିତ ସ୍ୱାସ୍ଥ୍ୟର ସମସ୍ୟା ହୋଇପାରେ , ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତା ବଢିପାରେ , ଆପଣଙ୍କ ନିବେଶ ଯୋଜନା ସାର୍ଥକ ହୋଇପାରେ, ଚାକିରିରେ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ , ନିଜ ପାଇଁ କରାଯାଈଥିବା କାର୍ଯ୍ୟ କିମ୍ବା ଫଇସଲାରେ ଆପଣଙ୍କୁ ଭରସା ରଖିବାକୁହେବ , ଶାନ୍ତି ରଖନ୍ତୁ , ଧୈର୍ଯ୍ୟର ସହ କାମ କରନ୍ତୁ ।
ତୁଳା ରାଶି : ଗୃହଉପଯୋଗୀ ବସ୍ତୁଙ୍କ ବୃଦ୍ଧି ହେବ , ଉପହାର ଓ ସମ୍ମାନର ଲାଭ ହୋଇପାରେ , ଆପଣଙ୍କୁ ଆଜି ନିଜ ବରିଷ୍ଠ ସହକର୍ମୀଙ୍କର ଧ୍ୟାନ ସମାନ ରୁପରେ ଆକର୍ଷିତ କରିବ , ପଡୋଶୀଙ୍କ ସହ ଆପଣଙ୍କ ସଂମ୍ପର୍କ ମଧୁର ହେବ , ଫୋନ୍ ରେ ମିତ୍ରଙ୍କ ସହ କଥାବାର୍ତ୍ତାରେ କିଛି ରୋମାଞ୍ଚକର ସମାଚାର ପ୍ରାପ୍ତ ହେବ , ବିଜନେସ୍ ରେ ଏଗ୍ରୀମେଣ୍ଟ କରିବା ପାଇଁ ଆପଣଙ୍କୁ ବଞ୍ଚିବାକୁ ହେବ , ଅଫିସ୍ ରେ କେଉଁ ଜରୁରୀ କାମ ପୁରା କରିବାପାଇଁ ଆଜି ଗତ କମ୍ପାନୀ ଅନୁଭବ କାମ ଆସିବ ।
ବିଛା ରାଶି : ବେପାରରେ ଲାଭ ହେବ , ଆପଣ ନୁଆ ଲୋକଙ୍କୁ ଦେଖାକରିପାରିବେ , କିଛି ଲୋକଙ୍କର ଦ୍ୱାରା ନୁଆ ନବିନ ବିଚାର ଆପଣଙ୍କ କାମରେ ସହଯୋଗ କରିବେ , କାର୍ଯ୍ୟକ୍ଷେତ୍ରରେ ଆପଣ ବହୁତ ଭଲ ପ୍ରଦର୍ଶନ କରିବେ , ଯାହା ଦ୍ୱାରା ଆପଣଙ୍କ ବରିଷ୍ଠ ଅଧିକାରୀ ଖୁସି ହୋଇପାରନ୍ତି , ପରିବାର ସହ ସମୟ ଅତିବାହିତ କରିବେ , ଓ ଖୁସିର ମଉକା ମିଳିପାରେ, ଆପଣଙ୍କ ସ୍ୱାସ୍ଥ୍ୟ ମୌସୁମ୍ ଯୋଗୂଁ ପ୍ରଭାବିତ ହୋଇପାରେ , ମନ୍ଦିରରେ ଦିପ ଜଳାଇଲେ ପରିବାରରେ ଖୁସିର ମାହୋଲ୍ ଆସିପାରେ ।
ଧନୁ ରାଶି : କଡା ପରିଶ୍ରମରେ ଆପଣଙ୍କୁ ଅତିରିକ୍ତ ପ୍ରୋତ୍ସାହନ ମିଳିବ , ଆଜି ଆପଣ ନିଜ ପରିବାର ସହ କେଉଁ ଧାର୍ମିକ ସ୍ଥାନର ଯାତ୍ରା କରିପାରନ୍ତି , ସ୍ୱାସ୍ଥ୍ୟ ସଂବନ୍ଧିତ ଚିନ୍ତାର କାରଣ ହୋଇପାରେ , ପ୍ରମୋଶନ୍ ଓ ବେତନ ବୃଦ୍ଧିର ଯୋଗ ହେଉଛି , ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ କିଛି ବଡ ଉପଲବ୍ଧି ହାସିଲ୍ ହୋଇପାରେ, ଆଜି ଆପଣଙ୍କୁ ନିଜ ଆକ୍ରମକତା ଉପରେ ନିୟନ୍ତ୍ରଣ ରଖିବାକୁ ହେବ , କାମକାର୍ଯ୍ୟକୁ ନେଇକରି ମାନସିକ ସୁସ୍ତି ଅନୁଭବ କରିବେ ।
ମକର ରାଶି : ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶରେ ଖୁସି ରହିବେ , ଆପଣ ନେଇଥିବା କିଛି ଫଇସଲା ଭଲ ପ୍ରମାଣିତ ହେବ , ଓ ଏଥିରେ ଆପଣଙ୍କ ଆର୍ଥିକ ସଂଙ୍କଟ ବି ବହୁତ ପରିମାଣରେ ଦୂର ହେବ , ସାମାଜିକ ରୁପରେ ଅଧିକା ଲୋକପ୍ରିୟତା ହାସିଲ୍ କରିବେ , ଆପଣଙ୍କ ଆମଦାନୀ ଭଲ ରହିବ , କିନ୍ତୁ ଆପଣଙ୍କୁ ପଇସାରେ ଧ୍ୟାନ ରଖିବାକୁ ହେବ , କାମକାର୍ଯ୍ୟରେ ଭଲ ପରିବର୍ତ୍ତନ ହେବାର ଯୋଗ ଅଛି , ଆଜି ହେଇପାରିଲେ ଉଧାର ଲେଣଦେଣରେ ବଞ୍ଚନ୍ତୁ ।
କୁମ୍ଭ ରାଶି : ଆଜି ପରିବାରରେ ପ୍ରେମ ବଢିବ , ଓ ଆପଣଙ୍କ ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ , ବିତ୍ତିୟ ରୁପରେ ଦିନ ଭଲ କଟିବାର ଅଛି , କିନ୍ତୁ ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ଆବଶ୍ୟକତା ଅଛି , ଆଜି କାହା ସହ ମତଭେଦ କରନ୍ତୁ ନାହିଁ , କାହା ଠାରୁ ଭଲ ଖବର ପାଇବାର ଅପେକ୍ଷା କରିବେ ଅଫିସ୍ ଓ ଫିଲଡ୍ ରେ ବୁଝାମଣାରେ କାମ କରନ୍ତୁ , ବିଦ୍ୟାର୍ଥୀଙ୍କ ଅଧ୍ୟୟନରେ ଭଲ ସଫଳତା ମିଳିବ , ପାଠପଢାରେ ମନ ଲାଗିବ , ଛୋଟ ଛୁଆଙ୍କୁ କିଛି ଉପହାର ଗିପ୍ଟ କରନ୍ତୁ , ସବୁ କାମ ପୁରା ହୋଇଯିବ ।
ମୀନ ରାଶି : ଆଜି ଆପଣଙ୍କ ବନ୍ଧୁଙ୍କ ସହ ସାକ୍ଷାତ ହେବ ଯାହାଦ୍ୱାରା ଆପଣ ଲାଭବାନ ହେବେ , ଆପଣଙ୍କୁ କିଛି ବିତ୍ତିୟ ବାଧାଗୁଡିକର ସାମ୍ନା କରିବାକୁ ପଡିପାରେ, କିନ୍ତୁ ଏଥିରୁ ନିପଟିବାପାଇଁ ଆପଣଙ୍କୁ ନୁଆ ରଣନୀତି ବନାଇ ରଖିବାକୁ ହେବ , ପରିବାରରେ ପ୍ରସନ୍ନତା ମାହୋଲ୍ ରହିବ , ଛାତ୍ରଙ୍କର ଅଧ୍ୟୟନରେ ଅଧିକା ଧ୍ୟାନ ଦେବାକୁ ହେବ , ଆଜି ଆପଣ ପ୍ରେମୀ କିମ୍ବା ଜୀବନସାଥୀଙ୍କ ସହ ଅଧିକା ସମୟ ଅତିବାହିତ କରିବେ , ଆପଣଙ୍କ ଆଶଙ୍କା ଦୂରିଭୁତ ହେବ , ସନ୍ତାନଙ୍କର ଉନ୍ନତିରେ ଖୁସି ରହିବେ ।